ଧୀରେ ଧୀରେ ଚାଲ୍ ଗୋରୀ ଧୀରେ ଧୀରେ ଚାଲ୍ - Dhire Dhire Chal Gori Dhire Dhire Chal Lyrics
ଗୀତ : ଧୀରେ ଧୀରେ ଚାଲ୍ ଗୋରୀ
ଭାଷା : ଓଡ଼ିଆ
ଆଲବମ : ସେଇ ଝିଅଟି
କଣ୍ଠ : ମହମ୍ମଦ ଅଜିଜ୍
ଗୀତିକାର : ନିଜାମ୍
ସଂଗୀତ ନିର୍ଦ୍ଦେଶକ : ପୂର୍ଣ୍ଣ ଖୁଣ୍ଟିଆ
ମସିହା : ୨୦୦୯
ଧୀରେ ଧୀରେ ଚାଲ୍ ଗୋରୀ
ଧୀରେ ଧୀରେ ଚାଲ୍
ଭଲନାହିଁ ଆଜିକାଲି ଦୁନିଆର ହାଲ୍
ଧୀରେ ଧୀରେ ଚାଲ୍ ଗୋରୀ
ଧୀରେ ଧୀରେ ଚାଲ୍
ଭଲନାହିଁ ଆଜିକାଲି ଦୁନିଆର ହାଲ୍
ଛନ ଛନ ବୟସ ତୋ ଚେହେରା କମାଲ୍
ପବନଟା କରୁଚି ବୋବାଲ୍
ଏ ଗୋରୀ ତୋର ଚୁନରି ସମ୍ହାଲ୍
ଏ ଗୋରୀ ତୋର ଚୁନରି ସମ୍ହାଲ୍
ହାଏ ଧୀରେ ଧୀରେ ଚାଲ୍ ଗୋରୀ
ଧୀରେ ଧୀରେ ଚାଲ୍
ଭଲନାହିଁ ଆଜିକାଲି ଦୁନିଆର ହାଲ୍
ଧୀରେ ଧୀରେ ଚାଲ୍ ଗୋରୀ
ଧୀରେ ଧୀରେ ଚାଲ୍
ଭଲନାହିଁ ଆଜିକାଲି ଦୁନିଆର ହାଲ୍ ॥
ହସରୁ ତୋ ମଲି ଫୁଲ ଝରି ପଡ଼ୁଚି
କଥାରୁ ତୋହର ପୁଣି ମହୁ ଝରୁଚି
ଓ..ରୁଣୁଝୁଣୁ ବାଜେ ଯେବେ ପାଉଁଜି ତୋର
ପାଉଁଜିର ତାଳେ ତାଳେ ନାଚେ ମୟୂର
ଅଠରକୁ ଛୁଇଁଲୁ ତୁ ସତର ଡେଇଁ
ବଦଳିଗଲା କି ତୋର ଚାଲ୍
ଏ ଗୋରୀ ତୋର ମନକୁ ସମ୍ହାଲ୍
ଏ ଗୋରୀ ତୋର ମନକୁ ସମ୍ହାଲ୍
ଧୀରେ ଧୀରେ ଚାଲ୍ ଗୋରୀ
ଧୀରେ ଧୀରେ ଚାଲ୍
ଭଲନାହିଁ ଆଜିକାଲି ଦୁନିଆର ହାଲ୍
ଧୀରେ ଧୀରେ ଚାଲ୍ ଗୋରୀ
ଧୀରେ ଧୀରେ ଚାଲ୍
ଭଲନାହିଁ ଆଜିକାଲି ଦୁନିଆର ହାଲ୍ ॥୧॥
କଜଳ ସଜଳ ତୋର ଦୁଇ ନୟନ
ଦିନରେ ସୁରୁଜ ସେ ତ ରାତିରେ ଜହ୍ନ
ହାଏ କଲିଜା ଦଉଚି ତୋ ଚାହାଣି
ଚାହାଣି କହୁଚି ପୁଣି ପ୍ରେମ କାହାଣୀ
ଅମାନିଆ ବୟସ ତୋ କଲା କିମିଆ
ଉଡ଼େଇଲୁରେ ରେଶମୀ ରୁମାଲ
ଏ ଗୋରୀ ତୋର ଚୁନରି ସମ୍ହାଲ୍
ଏ ଗୋରୀ ତୋର ଚୁନରି ସମ୍ହାଲ୍
ହାଏ ଧୀରେ ଧୀରେ ଚାଲ୍ ଗୋରୀ
ଧୀରେ ଧୀରେ ଚାଲ୍
ଭଲନାହିଁ ଆଜିକାଲି ଦୁନିଆର ହାଲ୍
ଧୀରେ ଧୀରେ ଚାଲ୍ ଗୋରୀ
ଧୀରେ ଧୀରେ ଚାଲ୍
ଭଲନାହିଁ ଆଜିକାଲି ଦୁନିଆର ହାଲ୍
ଛନ ଛନ ବୟସ ତୋ ଚେହେରା କମାଲ୍
ପବନଟା କରୁଚି ବୋବାଲ୍
ଏ ଗୋରୀ ତୋର ଚୁନରି ସମ୍ହାଲ୍
ଏ ଗୋରୀ ତୋର ଚୁନରି ସମ୍ହାଲ୍
ଏ ଗୋରୀ ତୋର ଚୁନରି ସମ୍ହାଲ୍
ଏ ଗୋରୀ ତୋର ଚୁନରି ସମ୍ହାଲ୍ ॥୨॥
ଧୀରେ ଧୀରେ ଚାଲ୍ ଗୋରୀ ଧୀରେ ଧୀରେ ଚାଲ୍:
ମହମ୍ମଦ ଅଜିଜ୍ ଙ୍କ କଣ୍ଠରେ, ପୂର୍ଣ୍ଣ ଖୁଣ୍ଟିଆ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ନିଜାମ୍ ଙ୍କ ଲିଖିତ ୨୦୦୯ ମସିହାର ଓଡ଼ିଆ ଆଲବମ “ସେଇ ଝିଅଟି” ଗୀତ “ଧୀରେ ଧୀରେ ଚାଲ୍ ଗୋରୀ ଧୀରେ ଧୀରେ ଚାଲ୍” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
YouTube ରେ ଧୀରେ ଧୀରେ ଚାଲ୍ ଗୋରୀ
== English ==
Song : Dhire Dhire Chal Gori
Language : Odia
Album : Sei Jhiati
Singer : Mohammad Aziz
Lyrics : Nizam
Music Director : Purnna Khuntia
Year : 2009
Dhire dhire chal Gori
Dhire dhire chal
Bhalanahin ajikali duniara hal
Dhire dhire chal Gori
Dhire dhire chal
Bhalanahin ajikali duniara hal
Chhana chhana bayasa to chehera kamal
Pabanata karuchi bobal
E Gori tora chunari samhal
E Gori tora chunari samhal
Hae dhire dhire chal Gori
Dhire dhire chal
Bhalanahin ajikali duniara hal
Dhire dhire chal Gori
Dhire dhire chal
Bhalanahin ajikali duniara hal ॥
Hasaru to mali phula jhari paduchi
Katharu tohara puni mahu jharuchi
O..runujhunu baje jebe paunji tora
Paunjira tale tale nache mayura
Atharaku chhuinlu tu satara dein
Badaligala ki tora chal
E Gori tora manaku samhal
E Gori tora manaku samhal
Dhire dhire chal Gori
Dhire dhire chal
Bhalanahin ajikali duniara hal
Dhire dhire chal Gori
Dhire dhire chal
Bhalanahin ajikali duniara hal ॥1॥
Kajala sajala tora dui nayana
Dinare suruja se ta ratire Jahna
Hae kalija dauchi to chahani
Chahani kahuchi puni prema kahani
Amania bayasa to kala kimia
Udeilure reshami rumal
E Gori tora chunari samhal
E Gori tora chunari samhal
Hae dhire dhire chal Gori
Dhire dhire chal
Bhalanahin ajikali duniara hal
Dhire dhire chal Gori
Dhire dhire chal
Bhalanahin ajikali duniara hal
Chhana chhana bayasa to chehera kamal
Pabanata karuchi bobal
E Gori tora chunari samhal
E Gori tora chunari samhal
E Gori tora chunari samhal
E Gori tora chunari samhal ॥2॥
Dhire Dhire Chal Gori Dhire Dhire Chal:
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...