ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା' - Nali Shadhi Shankha Sindura Nali Mandara Ne Maa’ Lyrics
== ଓଡ଼ିଆ ==
ଭଜନ : ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର
ଭାଷା : ଓଡ଼ିଆ
ଆଲବମ : ନଡ଼ିଆରାଣୀ
କଣ୍ଠ : ନମିତା ଅଗ୍ରୱାଲ
ଗୀତିକାର : ଅଲେଖ ବିଶ୍ଵାଳ
ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ
(ଝି)
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା'
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା'
ପାଦୁକ ଆଞ୍ଜୁଳେ ତୋହର ବେଲପତର ଦେ ମା'
(ଝି-ସମସ୍ତେ)
ମା'ଲୋ ଭରଷା ହୋଇଥା
ମା'ଲୋ ଭରଷା ହୋଇଥା
(ଝି)
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା' ॥
(ଝି)
ବାଉଁଶ ଡଲାରେ ଗୋଟା ନଡ଼ିଆ ଲୋ
ପାଚିଲା କଦଳୀ ଫେଣା
ଅରୁଆ ଚାଉଳ ଖଣ୍ଡ ହଳଦୀ ଲୋ
ଘିଅ ଦୀପ ଧୂପ ଝୁଣା
ବାଉଁଶ ଡଲାରେ ଗୋଟା ନଡ଼ିଆ ଲୋ
ପାଚିଲା କଦଳୀ ଫେଣା
ଅରୁଆ ଚାଉଳ ଖଣ୍ଡ ହଳଦୀ ଲୋ
ଘିଅ ଦୀପ ଧୂପ ଝୁଣା
ଭକତି ନୈବିଦ୍ୟ ମୋ'ର ପାଦେ ତୋର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା'
(ଝି-ସମସ୍ତେ)
ମା'ଲୋ ଭରଷା ହୋଇଥା
ମା'ଲୋ ଭରଷା ହୋଇଥା
(ଝି)
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା' ॥୧॥
(ଝି)
ଶାଳୁଆ ଡାଳରେ ବାନ୍ଧିଲି ନେତ ଲୋ ବାନ୍ଧିଲି ପିତଳ ଘଣ୍ଟ
ଚାନ୍ଦିନୀ ଉପରେ ମାଟି ଘୋଡ଼ା ଥୋଇ ସରାଗେ ଯୋଡ଼ିଲି ହାତ
ଶାଳୁଆ ଡାଳରେ ବାନ୍ଧିଲି ନେତ ଲୋ ବାନ୍ଧିଲି ପିତଳ ଘଣ୍ଟ
ଚାନ୍ଦିନୀ ଉପରେ ମାଟି ଘୋଡ଼ା ଥୋଇ ସରାଗେ ଯୋଡ଼ିଲି ହାତ
କରୁଚି ହଜାର ଜୁହାର ପାଦେ ତୋ'ର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା'
(ଝି-ସମସ୍ତେ)
ମା'ଲୋ ଭରଷା ହୋଇଥା
ମା'ଲୋ ଭରଷା ହୋଇଥା
(ଝି)
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା'
(ଝି-ସମସ୍ତେ)
ମା'ଲୋ ଭରଷା ହୋଇଥା
ମା'ଲୋ ଭରଷା ହୋଇଥା
ମା'ଲୋ ଭରଷା ହୋଇଥା ॥୨॥
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା’:
ନମିତା ଅଗ୍ରୱାଲ ଙ୍କ କଣ୍ଠରେ, ପ୍ରେମ ଆନନ୍ଦ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅଲେଖ ବିଶ୍ଵାଳ ଙ୍କ ରଚିତ ଓଡ଼ିଆ ଭଜନ ଆଲବମ “ନଡ଼ିଆରାଣୀ” ଗୀତ “ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
== English ==
Bhajan : Nali Shadhi Shankha Sindura Nali Mandara
Language : Odia
Album : Nadiaarani
Singer : Namita Agrawal
Lyricist : Alekha Biswal
Music Director : Prem Anand
(F)
Nali shadhi shankha sindura nali mandara ne Maa’
Paduka anjule tohara belapatara de Maa’
Nali shadhi shankha sindura nali mandara ne Maa’
Paduka anjule tohara belapatara de Maa’
(F-All)
Maa’lo bharasa hoitha
Maa’lo bharasa hoitha
(F)
Nali shadhi shankha sindura nali mandara ne Maa’
Paduka anjule tohara belapatara de Maa’ ॥
(F)
Baunsha dalare gota nadia lo
Pachila kadali phena
Arua chaula khanda haladi lo
Ghia dipa dhupa jhuna
Baunsha dalare gota nadia lo
Pachila kadali phena
Arua chaula khanda haladi lo
Ghia dipa dhupa jhuna
Bhakati naibidya mo’ra pade tora ne Maa’
Paduka anjule tohara belapatara de Maa’
(F-All)
Maa’lo bharasa hoitha
Maa’lo bharasa hoitha
(F)
Nali shadhi shankha sindura nali mandara ne Maa’
Paduka anjule tohara belapatara de Maa’ ॥1॥
(F)
Shalua dalare bandhili neta lo bandhili pitala ghanta
Chandini upare mati ghoda thoi sarage jodili hata
Shalua dalare bandhili neta lo bandhili pitala ghanta
Chandini upare mati ghoda thoi sarage jodili hata
Karuchi hajara juhara pade to’ra ne Maa’
Paduka anjule tohara belapatara de Maa’
(F-All)
Maa’lo bharasa hoitha
Maa’lo bharasa hoitha
(F)
Nali shadhi shankha sindura nali mandara ne Maa’
Paduka anjule tohara belapatara de Maa’
(F-All)
Maa’lo bharasa hoitha
Maa’lo bharasa hoitha
Maa’lo bharasa hoitha ॥2॥
Nali Shadhi Shankha Sindura Nali Mandara Ne Maa’:
Lyrics of song “Nali Shadhi Shankha Sindura Nali Mandara Ne Maa”, sung by Namita Agrawal, music directed by Prem Anand, lyrics by Alekha Biswal, from Odia Bhajan album "Nadiaarani", on “The Smaranika” in Odia and English.
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...