Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା' - Nali Shadhi Shankha Sindura Nali Mandara Ne Maa’ Lyrics

== ଓଡ଼ିଆ ==

ଭଜନ : ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର
ଭାଷା : ଓଡ଼ିଆ
ଆଲବମ : ନଡ଼ିଆରାଣୀ
କଣ୍ଠ : ନମିତା ଅଗ୍ରୱାଲ 
ଗୀତିକାର : ଅଲେଖ ବିଶ୍ଵାଳ
ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ



(ଝି)
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା'
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା'
ପାଦୁକ ଆଞ୍ଜୁଳେ ତୋହର ବେଲପତର ଦେ ମା'
(ଝି-ସମସ୍ତେ)
ମା'ଲୋ ଭରଷା ହୋଇଥା
ମା'ଲୋ ଭରଷା ହୋଇଥା
(ଝି)
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା' ॥


(ଝି)
ବାଉଁଶ ଡଲାରେ ଗୋଟା ନଡ଼ିଆ ଲୋ
ପାଚିଲା କଦଳୀ ଫେଣା
ଅରୁଆ ଚାଉଳ ଖଣ୍ଡ ହଳଦୀ ଲୋ
ଘିଅ ଦୀପ ଧୂପ ଝୁଣା
ବାଉଁଶ ଡଲାରେ ଗୋଟା ନଡ଼ିଆ ଲୋ
ପାଚିଲା କଦଳୀ ଫେଣା
ଅରୁଆ ଚାଉଳ ଖଣ୍ଡ ହଳଦୀ ଲୋ
ଘିଅ ଦୀପ ଧୂପ ଝୁଣା
ଭକତି ନୈବିଦ୍ୟ ମୋ'ର ପାଦେ ତୋର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା'
(ଝି-ସମସ୍ତେ)
ମା'ଲୋ ଭରଷା ହୋଇଥା
ମା'ଲୋ ଭରଷା ହୋଇଥା
(ଝି)
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା' ॥୧॥


(ଝି)
ଶାଳୁଆ ଡାଳରେ ବାନ୍ଧିଲି ନେତ ଲୋ ବାନ୍ଧିଲି ପିତଳ ଘଣ୍ଟ
ଚାନ୍ଦିନୀ ଉପରେ ମାଟି ଘୋଡ଼ା ଥୋଇ ସରାଗେ ଯୋଡ଼ିଲି ହାତ
ଶାଳୁଆ ଡାଳରେ ବାନ୍ଧିଲି ନେତ ଲୋ ବାନ୍ଧିଲି ପିତଳ ଘଣ୍ଟ
ଚାନ୍ଦିନୀ ଉପରେ ମାଟି ଘୋଡ଼ା ଥୋଇ ସରାଗେ ଯୋଡ଼ିଲି ହାତ
କରୁଚି ହଜାର ଜୁହାର ପାଦେ ତୋ'ର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା'
(ଝି-ସମସ୍ତେ)
ମା'ଲୋ ଭରଷା ହୋଇଥା
ମା'ଲୋ ଭରଷା ହୋଇଥା
(ଝି)
ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା'
ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା'
(ଝି-ସମସ୍ତେ)
ମା'ଲୋ ଭରଷା ହୋଇଥା
ମା'ଲୋ ଭରଷା ହୋଇଥା
ମା'ଲୋ ଭରଷା ହୋଇଥା ॥୨॥


ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା’:
ନମିତା ଅଗ୍ରୱାଲ ଙ୍କ କଣ୍ଠରେ, ପ୍ରେମ ଆନନ୍ଦ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅଲେଖ ବିଶ୍ଵାଳ ଙ୍କ ରଚିତ ଓଡ଼ିଆ ଭଜନ ଆଲବମ “ନଡ଼ିଆରାଣୀ” ଗୀତ “ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ । 

YouTube ରେ ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର




== English ==

Bhajan : Nali Shadhi Shankha Sindura Nali Mandara
Language : Odia
Album : Nadiaarani
Singer : Namita Agrawal
Lyricist : Alekha Biswal
Music Director : Prem Anand



(F)
Nali shadhi shankha sindura nali mandara ne Maa’
Paduka anjule tohara belapatara de Maa’
Nali shadhi shankha sindura nali mandara ne Maa’
Paduka anjule tohara belapatara de Maa’
(F-All)
Maa’lo bharasa hoitha
Maa’lo bharasa hoitha
(F)
Nali shadhi shankha sindura nali mandara ne Maa’
Paduka anjule tohara belapatara de Maa’ ॥


(F)
Baunsha dalare gota nadia lo
Pachila kadali phena
Arua chaula khanda haladi lo
Ghia dipa dhupa jhuna
Baunsha dalare gota nadia lo
Pachila kadali phena
Arua chaula khanda haladi lo
Ghia dipa dhupa jhuna
Bhakati naibidya mo’ra pade tora ne Maa’
Paduka anjule tohara belapatara de Maa’
(F-All)
Maa’lo bharasa hoitha
Maa’lo bharasa hoitha
(F)
Nali shadhi shankha sindura nali mandara ne Maa’
Paduka anjule tohara belapatara de Maa’ ॥1॥


(F)
Shalua dalare bandhili neta lo bandhili pitala ghanta
Chandini upare mati ghoda thoi sarage jodili hata
Shalua dalare bandhili neta lo bandhili pitala ghanta
Chandini upare mati ghoda thoi sarage jodili hata
Karuchi hajara juhara pade to’ra ne Maa’
Paduka anjule tohara belapatara de Maa’
(F-All)
Maa’lo bharasa hoitha
Maa’lo bharasa hoitha
(F)
Nali shadhi shankha sindura nali mandara ne Maa’
Paduka anjule tohara belapatara de Maa’
(F-All)
Maa’lo bharasa hoitha
Maa’lo bharasa hoitha
Maa’lo bharasa hoitha ॥2॥


Nali Shadhi Shankha Sindura Nali Mandara Ne Maa’:
Lyrics of song “Nali Shadhi Shankha Sindura Nali Mandara Ne Maa”, sung by Namita Agrawal, music directed by Prem Anand, lyrics by Alekha Biswal, from Odia Bhajan album "Nadiaarani", on “The Smaranika” in Odia and English.


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

Anonymous commented on mo prabhu jagannatha se lyrics odia: “Very nice jay jagannath”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ