Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା - Jhule Jhulere Jhulana Nanda Dulana Lyrics

== ଓଡ଼ିଆ ==

ଗୀତ : ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା
ଭାଷା : ଓଡ଼ିଆ
ଟିଭି ଧାରାବାହିକ : ଶ୍ରୀ ଜଗନ୍ନାଥ
କଣ୍ଠ : ରବୀନ୍ଦ୍ର ମହାପାତ୍ର
ଗୀତିକାର : ମନ୍ମଥ ମିଶ୍ର
ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର

ମସିହା : ୨୦୦୯


ଯଶୋଦା ମାଆର କୋଳ ଝୁଲଣା
ଦ୍ଵାରକା ପୁରର ରତ୍ନ ବିଛଣା
ସବୁ ତୁଚ୍ଛ କରି ଶାନ୍ତିରେ ଶ୍ରୀହରି
ଶିଆଳି ଲତାର ଝୁଲଣା ରେ ଝୁଲି
ପ୍ରଶାନ୍ତ ବଦନେ ବିଶ୍ରାମ କରନ୍ତି
ଜଗତେ ଉଡ଼େଇ ଧର୍ମର ବାନା
ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା
ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା ॥୧॥


ବନ ଉପବନ ଚଳାଅ ପବନ
ସବୁ ଆଜି ଗତିହରା
ଝଡ଼ ଆସିବାର ପୂର୍ବରୁ ଯେମିତି
ଶାନ୍ତ ହୋଇଯାଏ ଧରା
ଶୋଇଛନ୍ତି ବୋଲି ପ୍ରଭୁ ଚିନ୍ତାମଣି
ଜଗତ ଗଲାକି ଶୋଇ ?
ଏତେ ନିରବତା ଆଗରୁ କେବେ ତ
ଘଟି ତ ନଥିଲା କାହିଁ
ଶୋଇଛନ୍ତି ଅବା ମାୟା ରଚୁଛନ୍ତି
ତାଙ୍କ କଥା ଖାଲି ତାଙ୍କୁ ହିଁ ଜଣା

ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା
ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା
ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା
ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା ॥୨॥ 


ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା:
ରବୀନ୍ଦ୍ର ମହାପାତ୍ର ଙ୍କ କଣ୍ଠରେ, ମନ୍ମଥ ମିଶ୍ର ଙ୍କ ରଚନା ଓ ସଂଗୀତ ନିର୍ଦ୍ଦେଶନାରେ ୨୦୦୯ ମସିହାର ଟିଭି ଧାରାବାହିକ "ଶ୍ରୀ ଜଗନ୍ନାଥ" ରୁ ସଂଗୃହିତ ଓଡ଼ିଆ ଭଜନ ଗୀତ “ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା



== English ==

Bhajan : Jhule Jhulere Jhulana Nanda Dulana
Language : Odia
TV Series : Shree Jagannath
Singer : Rabindra Mohapatra
Lyricist : Manmath Mishra
Music Director : Manmath Mishra

Year : 2009


Joshada Maa’ra kola jhulana
Dwaraka purara ratna bichhana
Sabu tuchha kari shantire Shrihari
Shiali latara jhulana re jhuli
Prashanta badane bishrama karanti
Jagate udei dharmara bana
Jhule jhulere jhulana Nanda dulana
Jhule jhulere jhulana Nanda dulana ॥1॥


Bana upabana chalao pabana
Sabu aji gatihara
Jhada asibara purbaru jemiti
Shanta hoijae dhara
Shoichhanti boli Prabhu Chintamani
Jagata galaki shoi ?
Ete nirabata agaru kebe ta
Ghati ta nathila kahin
Shoichhanti aba maya rachuchhanti
Tanka katha khali tanku hin jana

Jhule jhulere jhulana Nanda dulana
Jhule jhulere jhulana Nanda dulana
Jhule jhulere jhulana Nanda dulana
Jhule jhulere jhulana Nanda dulana ॥2॥ 


Jhule Jhulere Jhulana Nanda Dulana:
Lyrics of song “Jhule Jhulere Jhulana Nanda Dulana”, sung by Rabindra Mohapatra, lyrics and music directed by Manmath Mishra, from TV series "Shree Jagannath" telecasted in the year 2009 on “The Smaranika” in Odia and English.


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dankuni”

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ