Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଜନୀ ସଜନୀ ସଜନୀ କଳାଚାନ୍ଦ ପ୍ରେମ ମତେ ବାଇ କଲାଣି - Sajani Sajani Sajani Kalachanda Prema Mate Bai Kalani Lyrics

== ଓଡ଼ିଆ ==

ଭଜନ : ସଜନୀ ସଜନୀ ସଜନୀ କଳାଚାନ୍ଦ ପ୍ରେମ
ଭାଷା : ଓଡ଼ିଆ
ଆଲବମ : ନନ୍ଦରାଜାର ଟିକିପିଲା
କଣ୍ଠ : ଇରା ମହାନ୍ତି
ଗୀତିକାର : ନିର୍ମଳ ନାୟକ
ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର



ସଜନୀ ସଜନୀ ସଜନୀ
କଳାଚାନ୍ଦ ପ୍ରେମ ମତେ ବାଇ କଲାଣି ଲୋ
କଳାଚାନ୍ଦ ପ୍ରେମ ମତେ ବାଇ କଲାଣି
ମୁଁ ଯେ ପ୍ରେମମୟୀ ଚକୋରୀ ମିଛେ ମଲିଣି ତାକୁ ଝୁରି
ମୁଁ ଯେ ପ୍ରେମମୟୀ ଚକୋରୀ ମିଛେ ମଲିଣି ତାକୁ ଝୁରି
ଆକାଶର ଚାନ୍ଦ କି କେବେ ଧରାଦେଲାଣି
ଓ..
ସଜନୀ ସଜନୀ ସଜନୀ
କଳାଚାନ୍ଦ ପ୍ରେମ ମତେ ବାଇ କଲାଣି ଲୋ
କଳାଚାନ୍ଦ ପ୍ରେମ ମତେ ବାଇ କଲାଣି

ସାସା..ନିସା..ପାନିସା..ନିସା
ରେରେ..ସାରେ..ନିସାରେ..ସାରେ
ଗାଗା..ରେଗା..ସାରେଗା..ରେଗା
ପାରେଗାମା..ଧା..ସାନିପା ॥


ଚନ୍ଦନପାଣିରେ ତା ନାମ ଲେଖୁଚି
ତୁଳସୀ ପତରେ ଶ୍ରୀମୁଖ ଦେଖୁଚି
କଜଳଗାରରେ ତା ରୂପ ନାଚୁଛି
ସିନ୍ଥିର ସିନ୍ଦୂରେ ସିଏ ଲୋ ହସୁଚି
ସଖୀ ଯୁଆଡ଼େ ମୁଁ ଚାହୁଁଚି ଜଗନ୍ନାଥମୟ ଦିଶୁଛି
ସଖୀ ଯୁଆଡ଼େ ମୁଁ ଚାହୁଁଚି ଜଗନ୍ନାଥମୟ ଦିଶୁଛି
ମୋ ଆଖିରୁ ନିଦ ଲୋ ସିଏ ନେଇଗଲାଣି
ଓ..
ସଜନୀ ସଜନୀ ସଜନୀ
କଳାଚାନ୍ଦ ପ୍ରେମ ମତେ ବାଇ କଲାଣି ଲୋ
କଳାଚାନ୍ଦ ପ୍ରେମ ମତେ ବାଇ କଲାଣି

ସାସା..ନିସା..ପାନିସା..ନିସା
ରେରେ..ସାରେ..ନିସାରେ..ସାରେ
ଗାଗା..ରେଗା..ସାରେଗା..ରେଗା
ପାରେଗାମା..ଧା..ସାନିପା ॥୧॥


ମୋହନ ବଇଁଶୀ ସାତସୁରେ ବନ୍ଧା
ସାତ ଗୋଟି ମୀରା ସାତ ଗୋଟି ରାଧା
ଅଧାଗଢ଼ା ଦିଅଁ ଭାବ ତାର ଅଧା
ସେ କାହୁଁ ହୋଇବ ମୋ ପ୍ରେମରେ ଛନ୍ଦା
ସିଏ ସାଗର ମୁଁ ଯେ ନଈ ଯାଏ ତା ପାଇଁ ବହି ବହି
ସିଏ ସାଗର ମୁଁ ଯେ ନଈ ଯାଏ ତା ପାଇଁ ବହି ବହି
ସଙ୍ଗମର ମୁହାଣ ଖୋଜି ଝୁରି ମଲିଣି
ଓ..
ସଜନୀ ସଜନୀ ସଜନୀ
କଳାଚାନ୍ଦ ପ୍ରେମ ମତେ ବାଇ କଲାଣି ଲୋ
କଳାଚାନ୍ଦ ପ୍ରେମ ମତେ ବାଇ କଲାଣି
ମୁଁ ଯେ ପ୍ରେମମଇ ଚକୁରି ମିଛେ ମଲିଣି ତାକୁ ଝୁରି
ମୁଁ ଯେ ପ୍ରେମମଇ ଚକୁରି ମିଛେ ମଲିଣି ତାକୁ ଝୁରି
ଆକାଶର ଚାନ୍ଦ କି କେବେ ଧରା ଦେଲାଣି
ଓ.. ॥୨॥


ଶବ୍ଦାର୍ଥ:
ଚକୋର -
ଜ୍ୟୋତ୍ସ୍ନାପାୟୀ ପ୍ରସିଦ୍ଧ ପକ୍ଷିବିଶେଷ [ସ୍ତ୍ରୀ. ଚକୋରୀ]


ସଜନୀ ସଜନୀ ସଜନୀ କଳାଚାନ୍ଦ ପ୍ରେମ ମତେ ବାଇ କଲାଣି:
ଇରା ମହାନ୍ତି ଙ୍କ କଣ୍ଠରେ, ଅଭିଜିତ ମଜୁମଦାର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ନିର୍ମଳ ନାୟକ ଙ୍କ ରଚିତ ଓଡ଼ିଆ ଭଜନ ଆଲବମ “ନନ୍ଦରାଜାର ଟିକିପିଲା” ଗୀତ “ସଜନୀ ସଜନୀ ସଜନୀ କଳାଚାନ୍ଦ ପ୍ରେମ ମତେ ବାଇ କଲାଣି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
 


YouTube ରେ ସଜନୀ କଳାଚାନ୍ଦ ପ୍ରେମ ମତେ




== English ==

Bhajan : Sajani Sajani Sajani Kalachanda Prema
Language : Odia
Album : Nandarajara Tikipila
Singer : Ira Mohanty
Lyricist : Nirmal Nayak
Music Director : Abhijit Majumdar



Sajani Sajani Sajani
Kalachanda prema mate bai kalani lo
Kalachanda prema mate bai kalani
Mun je premamayee chakori michhe malini taku jhuri
Mun je premamayee chakori michhe malini taku jhuri
Aakashara chanda ki kebe dharadelani
O..
Sajani Sajani Sajani
Kalachanda prema mate bai kalani lo
Kalachanda prema mate bai kalani

Sasa..nisa..panisa..nisa
Rere..sare..nisare..sare
Gaga..rega..sarega..rega
Paregama..dha..sanipa ॥


Chandanapanire ta nama lekhuchi
Tulasi patare Shrimukha dekhuchi  
Kajalagarare ta rupa nachuchhi
Sinthira sindura sie lo hasuchi
Sakhi juade mun chahunchi Jagannathamaya dishuchhi
Sakhi juade mun chahunchi Jagannathamaya dishuchhi
Mo akhiru nida lo sie neigalani
O..
Sajani Sajani Sajani
Kalachanda prema mate bai kalani lo
Kalachanda prema mate bai kalani

Sasa..nisa..panisa..nisa
Rere..sare..nisare..sare
Gaga..rega..sarega..rega
Paregama..dha..sanipa ॥1॥


Mohana bainshi satasure bandha
Sata goti Mira sata goti Radha
Adhagadha Dian bhaba tara adha
Se kahun hoiba mo premare chhanda
Sie sagara mun je nai jae ta pain bahi bahi
 Sie sagara mun je nai jae ta pain bahi bahi
Sangamara muhana khoji jhuri malini
O..
Sajani Sajani Sajani
Kalachanda prema mate bai kalani lo
Kalachanda prema mate bai kalani
Mun je premamayee chakori michhe malini taku jhuri
Mun je premamayee chakori michhe malini taku jhuri
Aakashara chanda ki kebe dharadelani
O.. ॥2॥

 
Sajani Sajani Sajani Kalachanda Prema Mate Bai Kalani:
Lyrics of song “Sajani Sajani Sajani Kalachanda Prema Mate Bai Kalani”, sung by Ira Mohanty, music directed by Abhijit Majumdar, lyrics by Nirmal Nayak, from Odia Bhajan album "Nandarajara Tikipila", on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ