Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି - Kalia Saante Ho Shunima Heu Guhari Lyrics

== ଓଡ଼ିଆ ==

ଗୀତ : କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି
ଭାଷା : ଓଡ଼ିଆ
ଆଲବମ : ଭକ୍ତି ପୁଷ୍ପାଞ୍ଜଳି
କଣ୍ଠ : ଭିକା
ରି ବଳ
ଗୀତିକାର : ରାଧାନାଥ ଦାସ
ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ, ଭିକାରି ବଳ
ମସିହା : ୧୯୭୯

 

କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ

କାଳିଆ ସାଆନ୍ତେ ହୋ
ଶୁଣିମା ହେଉ ଗୁହାରି
କାଳିଆ ସାଆନ୍ତେ ହୋ
ଶୁଣିମା ହେଉ ଗୁହାରି
ସକାଳପହରୁ ତମରି ଦୁଆରେ
ଡାକି ଡାକି ଗଲି ସରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି ॥


ତମକୁ ଭରସା କରି ହେ ସାଆନ୍ତେ
ମୋ ଘରେ ପଶିଲା ପାଣି
ସାଆନ୍ତେ ହୋ..
ମୋ ଘରେ ପଶିଲା ପାଣି
ଭୋକିଲା ପେଟରେ ଦିନ ମୋ ବିତିଲା
ଭୋକିଲା ପେଟରେ ଦିନ ମୋ ବିତିଲା
ବାଇଶି ପାହାଚ ଗଣି
ଟଙ୍କ ତୋରଣିରୁ ମିଳିଲାନି ଟୋପେ
ଟଙ୍କ ତୋରଣିରୁ ମିଳିଲାନି ଟୋପେ
ରଙ୍କପଣ ଗଲା ମରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି
କାଳିଆ ସାଆନ୍ତେ ହୋ
ଶୁଣିମା ହେଉ ଗୁହାରି ॥୧॥ 


ବଡ଼ସିଂହାର ବେଶକୁ ଦେଖିବାକୁ
କେତେ କରିଥିଲି ଅଳି
ବଡ଼ସିଂହାର ବେଶକୁ ଦେଖିବାକୁ
କେତେ କରିଥିଲି ଅଳି
ଦୂରୁ ଦେଖି ମୋତେ କବାଟ କିଳିଲ
ଦେବାକୁ ପଡ଼ିବ ବୋଲି
ଦେଇଥିଲେ ରୁଣି ହୋଇନଥାନ୍ତି ମୁଁ 
ଦେଇଥିଲେ ରୁଣି ହୋଇନଥାନ୍ତି ମୁଁ
ଶୁଝିଥାନ୍ତି ସେବା କରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି ॥୨॥ 


ବଡ଼ ଲୋକ ବୋଲି ତମ ନାମେ ପରା
ବାଜୁଛି କେତେ ବାଜଣା
ବଡ଼ ଲୋକ ବୋଲି ତମ ନାମେ ପରା
ବାଜୁଛି କେତେ ବାଜଣା
ଦୁଃଖୀ ଦୁଃଖ ଯେବେ ନ ବୁଝିଲ ତମେ
କେଉଁ ସାଆନ୍ତରେ ଗଣା
କେଉଁ ସାଆନ୍ତରେ ଗଣା
ମିଛେ ସିନା ଟେକିଅଛ ଦୁଇ ହାତ
ମିଛେ ସିନା ଟେକିଅଛ ଦୁଇ ହାତ
ସତେ କିଛି ଦେଲା ପରି
ଶୁଣିମା ହେଉ ଗୁହାରି
କାଳିଆ ସାଆନ୍ତେ ହୋ
ଶୁଣିମା ହେଉ ଗୁହାରି

ସକାଳପହରୁ ତମରି ଦୁଆରେ
ଡାକି ଡାକି ଗଲି ସରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି ॥୩॥  


କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି:
ଭିକାରୀ ବଳ ଙ୍କ କଣ୍ଠରେ, ବାଳକୃଷ୍ଣ ଦାସ, ଭିକାରୀ ବଳ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ରାଧାନାଥ ଦାସ ଙ୍କ ରଚିତ ୧୯୭୯ ମସିହାର ଓଡ଼ିଆ ଭଜନ ଆଲବମ “ଭକ୍ତି ପୁଷ୍ପାଞ୍ଜଳି” ଗୀତ “କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।
 


YouTube ରେ କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି 




== English ==

Song : Kalia Saante Ho Shunima Heu Guhari
Language : Odia
Album : Bhakti Puspanjali
Singer : Bhikari Bala
Lyricist : Radhanath Das
Music Director : Balakrushna Das, Bhikari Bala
Year : 1979



Kalia saante ho
Kalia saante ho
Kalia saante ho

Kalia saante ho
Shunima heu guhari
Kalia saante ho
Shunima heu guhari
Sakalapaharu tamari duare
Daki daki gali sari
Shunima heu guhari
Prabhu shunima heu guhari ॥


Tamaku bharasa kari he Saante
Mo ghare pashila pani
Saante ho..
Mo ghare pashila pani
Bhokila petare dina mo bitila
Bhokila petare dina mo bitila
Baishi pahacha gani
Tanka toraniru mililani tope
Tanka toraniru mililani tope
Rankapana gala mari
Shunima heu guhari
Prabhu shunima heu guhari
Kalia saante ho
Shunima heu guhari ॥1॥ 


Badasinghara beshaku dekhibaku
Kete karithili ali
Badasinghara beshaku dekhibaku
Kete karithili ali
Duru dekhi mote kabata kilila
Debaku padiba boli
Deithile runi hoinathanti mun
Deithile runi hoinathanti mun
Shujhithanti seba kari
Shunima heu guhari
Prabhu shunima heu guhari ॥2॥ 


Bada loka boli tama name para
Bajuchhi kete bajana
Bada loka boli tama name para
Bajuchhi kete bajana
Duhkhi duhkha jebe na bujhila tame
Keun Saantare gana
Keun Saantare gana
Michhe sina tekiachha dui hata
Michhe sina tekiachha dui hata
Sate kichhi dela pari
Shunima heu guhari
Kalia saante ho
Shunima heu guhari

Sakalapaharu tamari duare
Daki daki gali sari
Shunima heu guhari
Prabhu shunima heu guhari
Prabhu shunima heu guhari ॥3॥  


Kalia Saante Ho Shunima Heu Guhari:
Lyrics of song “Kalia Saante Ho Shunima Heu Guhari”, sung by Bhikari Bala, music directed by Balakrushna Das, Bhikari Bala, lyrics by Radhanath Das, from Odia Bhajan album "Bhakti Puspanjali", released in the year 1979 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ