କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି - Kalia Saante Ho Shunima Heu Guhari Lyrics
== ଓଡ଼ିଆ ==
ଗୀତ : କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି
ଭାଷା : ଓଡ଼ିଆ
ଆଲବମ : ଭକ୍ତି ପୁଷ୍ପାଞ୍ଜଳି
କଣ୍ଠ : ଭିକାରି ବଳ
ଗୀତିକାର : ରାଧାନାଥ ଦାସ
ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ, ଭିକାରି ବଳ
ମସିହା : ୧୯୭୯
କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ
ଶୁଣିମା ହେଉ ଗୁହାରି
କାଳିଆ ସାଆନ୍ତେ ହୋ
ଶୁଣିମା ହେଉ ଗୁହାରି
ସକାଳପହରୁ ତମରି ଦୁଆରେ
ଡାକି ଡାକି ଗଲି ସରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି ॥
ତମକୁ ଭରସା କରି ହେ ସାଆନ୍ତେ
ମୋ ଘରେ ପଶିଲା ପାଣି
ସାଆନ୍ତେ ହୋ..
ମୋ ଘରେ ପଶିଲା ପାଣି
ଭୋକିଲା ପେଟରେ ଦିନ ମୋ ବିତିଲା
ଭୋକିଲା ପେଟରେ ଦିନ ମୋ ବିତିଲା
ବାଇଶି ପାହାଚ ଗଣି
ଟଙ୍କ ତୋରଣିରୁ ମିଳିଲାନି ଟୋପେ
ଟଙ୍କ ତୋରଣିରୁ ମିଳିଲାନି ଟୋପେ
ରଙ୍କପଣ ଗଲା ମରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି
କାଳିଆ ସାଆନ୍ତେ ହୋ
ଶୁଣିମା ହେଉ ଗୁହାରି ॥୧॥
ବଡ଼ସିଂହାର ବେଶକୁ ଦେଖିବାକୁ
କେତେ କରିଥିଲି ଅଳି
ବଡ଼ସିଂହାର ବେଶକୁ ଦେଖିବାକୁ
କେତେ କରିଥିଲି ଅଳି
ଦୂରୁ ଦେଖି ମୋତେ କବାଟ କିଳିଲ
ଦେବାକୁ ପଡ଼ିବ ବୋଲି
ଦେଇଥିଲେ ରୁଣି ହୋଇନଥାନ୍ତି ମୁଁ
ଦେଇଥିଲେ ରୁଣି ହୋଇନଥାନ୍ତି ମୁଁ
ଶୁଝିଥାନ୍ତି ସେବା କରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି ॥୨॥
ବଡ଼ ଲୋକ ବୋଲି ତମ ନାମେ ପରା
ବାଜୁଛି କେତେ ବାଜଣା
ବଡ଼ ଲୋକ ବୋଲି ତମ ନାମେ ପରା
ବାଜୁଛି କେତେ ବାଜଣା
ଦୁଃଖୀ ଦୁଃଖ ଯେବେ ନ ବୁଝିଲ ତମେ
କେଉଁ ସାଆନ୍ତରେ ଗଣା
କେଉଁ ସାଆନ୍ତରେ ଗଣା
ମିଛେ ସିନା ଟେକିଅଛ ଦୁଇ ହାତ
ମିଛେ ସିନା ଟେକିଅଛ ଦୁଇ ହାତ
ସତେ କିଛି ଦେଲା ପରି
ଶୁଣିମା ହେଉ ଗୁହାରି
କାଳିଆ ସାଆନ୍ତେ ହୋ
ଶୁଣିମା ହେଉ ଗୁହାରି
ସକାଳପହରୁ ତମରି ଦୁଆରେ
ଡାକି ଡାକି ଗଲି ସରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି ॥୩॥
କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି:
ଭିକାରୀ ବଳ ଙ୍କ କଣ୍ଠରେ, ବାଳକୃଷ୍ଣ ଦାସ, ଭିକାରୀ ବଳ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ରାଧାନାଥ ଦାସ ଙ୍କ ରଚିତ ୧୯୭୯ ମସିହାର ଓଡ଼ିଆ ଭଜନ ଆଲବମ “ଭକ୍ତି ପୁଷ୍ପାଞ୍ଜଳି” ଗୀତ “କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।
YouTube ରେ କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି
== English ==
Song : Kalia Saante Ho Shunima Heu Guhari
Language : Odia
Album : Bhakti Puspanjali
Singer : Bhikari Bala
Lyricist : Radhanath Das
Music Director : Balakrushna Das, Bhikari Bala
Year : 1979
Kalia saante ho
Kalia saante ho
Kalia saante ho
Kalia saante ho
Shunima heu guhari
Kalia saante ho
Shunima heu guhari
Sakalapaharu tamari duare
Daki daki gali sari
Shunima heu guhari
Prabhu shunima heu guhari ॥
Tamaku bharasa kari he Saante
Mo ghare pashila pani
Saante ho..
Mo ghare pashila pani
Bhokila petare dina mo bitila
Bhokila petare dina mo bitila
Baishi pahacha gani
Tanka toraniru mililani tope
Tanka toraniru mililani tope
Rankapana gala mari
Shunima heu guhari
Prabhu shunima heu guhari
Kalia saante ho
Shunima heu guhari ॥1॥
Badasinghara beshaku dekhibaku
Kete karithili ali
Badasinghara beshaku dekhibaku
Kete karithili ali
Duru dekhi mote kabata kilila
Debaku padiba boli
Deithile runi hoinathanti mun
Deithile runi hoinathanti mun
Shujhithanti seba kari
Shunima heu guhari
Prabhu shunima heu guhari ॥2॥
Bada loka boli tama name para
Bajuchhi kete bajana
Bada loka boli tama name para
Bajuchhi kete bajana
Duhkhi duhkha jebe na bujhila tame
Keun Saantare gana
Keun Saantare gana
Michhe sina tekiachha dui hata
Michhe sina tekiachha dui hata
Sate kichhi dela pari
Shunima heu guhari
Kalia saante ho
Shunima heu guhari
Sakalapaharu tamari duare
Daki daki gali sari
Shunima heu guhari
Prabhu shunima heu guhari
Prabhu shunima heu guhari ॥3॥
Kalia Saante Ho Shunima Heu Guhari:
Lyrics of song “Kalia Saante Ho Shunima Heu Guhari”, sung by Bhikari Bala, music directed by Balakrushna Das, Bhikari Bala, lyrics by Radhanath Das, from Odia Bhajan album "Bhakti Puspanjali", released in the year 1979 on “The Smaranika” in Odia and English.
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...