ଏସ୍କା ଗାବା (ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା ଆର୍ ପଛଡ଼ୁ ଦେଖ୍ଲେ ସେନ୍ତା) - Eska Gaba (Tame Aagadu Dekhle Jenta Aar Pachhadu Dekhle Senta) Lyrics
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୨୨ ସେପ୍ଟେମ୍ବର ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।
== ଓଡ଼ିଆ ==
ଗୀତ : ଏସ୍କା ଗାବା (ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା)
ଭାଷା : ସମ୍ବଲପୁରୀ
କଣ୍ଠ : ଶ୍ରୀବତ୍ସ, ବିଜୟଲକ୍ଷ୍ମୀ
ଗୀତିକାର : ସମିର ନାଗ
ସଙ୍ଗୀତ ନିର୍ଦ୍ଦେଶକ : ସମିର ନାଗ
ମସିହା : ୧୯୯୯
ହ୍ଵା.. ହ୍ଵା.. ହ୍ଵା.. ହ୍ଵା..
(କି)
ଏସ୍କା ଗାବା ଆଦାଁ ଆନ୍ନାମିଲି
ବାପାଗର ଆଦାଁ ଆନ୍ନାମିଲି
ଏସ୍କା ଗାବା ଆଦାଁ ଆନ୍ନାମିଲି
ବାପାଗର ଆଦାଁ ଆନ୍ନାମିଲି
(ଝି)
କାଇଁ ଗୀତ୍ ଗାଉଛରେ ମକର ?
(କି)
ଏ ମା ମକର ତମ୍କେ ଦେଖ୍ଲି ଯେ
ଗୀତ୍ ଗୁଟେ ସୁର୍ ଲାଗ୍ଲା ଯେ ଗଉଛେ ବୋଲ୍ଛେଁ
ଆ କାଏଁ ସୁନ୍ଦର୍ ନାଇଁ ଦିଶୁଛ !
(ଝି)
ଏ ମା !
ତମେ ହେଲେ କାଇଁ କମ୍ ଦିଶୁଛ କାଏଁ
(କି)
ଏ ମା କେନ୍ତା ଦିଶୁଛେ ଯେ ?
(ଝି)
ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା
ଆର୍ ପଛଡ଼ୁ ଦେଖ୍ଲେ ସେନ୍ତା
(କି)
ଲେଗ୍ରେ ଲେଗା
ଘାଟିକେ ଜଲ୍ଦି ପଗା
(ଝି)
ତମେ ବାହାରି ଦେଖ୍ଲେ ଯେନ୍ତା
ଆର୍ ଭିତିରି ଦେଖ୍ଲେ ସେନ୍ତା
(କି)
ଚିକନ୍ ଚାକନ୍
ଘାଟର ସରଡା ପଖନ୍
(ଝି)
ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା
ଆର୍ ପଛଡ଼ୁ ଦେଖ୍ଲେ ସେନ୍ତା
ତମେ ବାହାରି ଦେଖ୍ଲେ ଯେନ୍ତା
ଆର୍ ଭିତିରି ଦେଖ୍ଲେ ସେନ୍ତା
ଲେଡ଼ି ଝଲ୍କା ମୁହୁଁ ମଲ୍କା
ଲେଡ଼ି ଝଲ୍କା ମୁହୁଁ ମଲ୍କା
ଖୁ ସାଥୀ ରୁପା କିର୍ତିନି
ଏ ମକର
(କି)
ଏଁ ମା ସତେ କାଏଁ ?
(ଝି)
ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା
ଆର୍ ପଛଡ଼ୁ ଦେଖ୍ଲେ ସେନ୍ତା
ତମେ ବାହାରି ଦେଖ୍ଲେ ଯେନ୍ତା
ଆର୍ ଭିତିରି ଦେଖ୍ଲେ ସେନ୍ତା ॥
(କି)
ଗୁଦୁଲ୍ ଗାଦୁଲ୍ ଫୁଦୁଲ୍ ଫାଦୁଲ୍
ଲୁସ୍କୁ ଲୁସାଟା
ଲାଲ୍ ଗଲଗଲ ଚିକନ୍ ଚାକନ
ଚୁପ୍କୁ ଚୁପାଟା
ଗୁଦୁଲ୍ ଗାଦୁଲ୍ ଫୁଦୁଲ୍ ଫାଦୁଲ୍
ଲୁସ୍କୁ ଲୁସାଟା
ଲାଲ୍ ଗଲଗଲ ଚିକନ୍ ଚାକନ
ଚୁପ୍କୁ ଚୁପାଟା
(ଝି)
ତମେ ଆମେ ସାଂସାରସା ବଉଲ ମକର
ଚାଲିଗଲେ ମଝାର୍ ଖୁଲି ମହକେ କହଁର
ତମେ ଆମେ ସାଂସାରସା ବଉଲ ମକର
ଚାଲିଗଲେ ମଝାର୍ ଖୁଲି ମହକେ କହଁର
ଆରେ ମୁହୁଁକେ ଦେଖି ଉଦିଆ ବେଲ
ମୁହୁଁକେ ଦେଖି ଉଦିଆ ବେଲ
ଫିର୍କି ଗଲାନ
ଏ ମକର
(କି)
ଏ ମା ସତେ କହିଲ କେଁ ?
(ଝି)
ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା
ଆର୍ ପଛଡ଼ୁ ଦେଖ୍ଲେ ସେନ୍ତା
ତମେ ବାହାରି ଦେଖ୍ଲେ ଯେନ୍ତା
ଆର୍ ଭିତିରି ଦେଖ୍ଲେ ସେନ୍ତା ॥୧॥
(କି)
ଲସର୍ ଫସର୍ ଲହର୍ ଝପର୍
ରୁମ୍କୁ ଝୁମାଟା
ଘିର୍ ସରସର ଅରସା ପିଠା
ଟୁମ୍କୁ ଟୁମାଟା
ଲସର୍ ଫସର୍ ଲହର୍ ଝପର୍
ରୁମ୍କୁ ଝୁମାଟା
ଘି ସରସର ଅରସା ପିଠା
ଟୁମ୍କୁ ଟୁମାଟା
(ଝି)
ବିହିଘାରି ଥିଲା ସତେ ଛାଏଁ ଦେଖି ଦେଖି
କେତେ ଛାଏଁ ଦେଖୁଥିସ ତେଲ୍ ହଲଦି ମାଖି
ବିହିଘାରି ଥିଲା ସତେ ଛାଏଁ ଦେଖି ଦେଖି
କେତେ ଛାଏଁ ଦେଖୁଥିସ ତେଲ୍ ହଲଦି ମାଖି
ଆରେ କହିଲେ କଥା ଲାଗ୍ସି ଅଥା
କହିଲେ କଥା ଲାଗ୍ସି ଅଥା
ଆରୁଗାଇ ନାଇଁ କଅନ
ଏ ମକର
(କି)
ଏ ମା ପାନି ଟିକେ ପିଇକରି କହନେଇ ଗେ
(ଝି)
ତିନାବେଡ଼ା ତିନାବେଡ଼ା ନା ତିନେଙ୍ଗା
ପାପା ଗାରା ବୁଉ ଦିଦେଗା
ତିନାବେଡ଼ା ତିନାବେଡ଼ା ନା ତିନେଙ୍ଗା
ପାପା ଗାରା ବୁଉ ଦିଦେଗା
(କି)
ଏସ୍କା ଗାବା ଆଦାଁ ଆନ୍ନାମିଲି
ବାପାଗର ଆଦାଁ ଆନ୍ନାମିଲି
ଏସ୍କା ଗାବା ଆଦାଁ ଆନ୍ନାମିଲି
ବାପାଗର ଆଦାଁ ଆନ୍ନାମିଲି
(ଝି)
ତମେ ଡେବ୍ରି ଦେଖ୍ଲେ ଯେନ୍ତା
ଆର୍ ଭୁଜ୍ନି ଦେଖ୍ଲେ ସେନ୍ତା
(କି)
ଲେଗ୍ରେ ଲେଗା
ଘାଟିକେ ଜଲ୍ଦି ପଗା
(ଝି)
ତମେ ବାହାରି ଦେଖ୍ଲେ ଯେନ୍ତା
ଆର୍ ଭିତିରି ଦେଖ୍ଲେ ସେନ୍ତା
(କି)
ଚିକନ୍ ଚାକନ୍
ଘାଟର ସରଡା ପଖନ୍
(ଝି)
ତମେ ଆଗଡ଼ି ଦେଖ୍ଲେ ଯେନ୍ତା
ଆର୍ ପଛଡ଼ୁ ଦେଖ୍ଲେ ସେନ୍ତା
(କି)
ସର୍ଗିଟାଙ୍ଗ
ଫୁସିଗଲା ଫସ୍ଗା ଭାଙ୍ଗ
(ଝି)
ତମେ ଡେବ୍ରି ଦେଖ୍ଲେ ଯେନ୍ତା
ଆର୍ ଭୁଜ୍ନି ଦେଖ୍ଲେ ସେନ୍ତା
(କି)
ଲେଗ୍ରେ ଲେଗା
ଘାଟିକେ ଜଲ୍ଦି ପଗା
(ଝି)
ତମେ ବାହାରି ଦେଖ୍ଲେ ଯେନ୍ତା
ଆର୍ ଭିତିରି ଦେଖ୍ଲେ ସେନ୍ତା
(କି)
ଚିକନ୍ ଚାକନ୍
ଘାଟର ସରଡା ପଖନ୍ ॥୨॥
ଏସ୍କା ଗାବା (ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା):
ଶ୍ରୀବତ୍ସ, ବିଜୟଲକ୍ଷ୍ମୀ ଙ୍କ କଣ୍ଠରେ, ସମିର ନାଗ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ୧୯୯୯ ମସିହାର ସମ୍ବଲପୁରୀ ଆଲବମ “ଏସ୍କା ଗାବା (ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା ଆର୍ ପଛଡ଼ୁ ଦେଖ୍ଲେ ସେନ୍ତା)” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
Note:
(କି) - କିନ୍ନର
YouTube ରେ ଏସ୍କା ଗାବା ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା
== English ==
Song : Eska Gaba (Tame Aagadu Dekhle Jenta Aar Pachhadu Dekhle Senta)
Language : Sambalpuri
Singer : Sribatsa, Vijaylakshmi
Lyricist : Samir Nag
Music Director : Samir Nag
Year : 1999
Hwa.. hwa.. hwa.. hwa..
(T)
Eska gaba adan annamili
Bapagara adan annamili
Eska gaba adan annamili
Bapagara adan annamili
(F)
Kain git gauchhare Makara ?
(T)
E Maa Makara tamke dekhli je
Git gute sur lagla je gauchhe bolchhen
Aa kaen sundar nain dishuchha !
(F)
E Maa !
Tame hele kain kam dishuchha kaen
(T)
E Maa kenta dishuchhe je ?
(F)
Tame agadu dekhle jenta
Aar pachhadu dekhle senta
(T)
Legre lega
Ghatike jaldi paga
(F)
Tame bahari dekhle jenta
Aar bhitiri dekhle senta
(T)
Chikan chakan
Ghatara sarada pakhan
(F)
Tame agadu dekhle jenta
Aar pachhadu dekhle senta
Tame bahari dekhle jenta
Aar bhitiri dekhle senta
Ledi jhalka muhun malka
Ledi jhalka muhun malka
Khu sathi rupa kirtini
E Makara
(T)
En Maa sate kaen ?
(F)
Tame agadu dekhle jenta
Aar pachhadu dekhle senta
Tame bahari dekhle jenta
Aar bhitiri dekhle senta ॥
(T)
Gudul gadul phudul phadul
Lusku lusata
Lala galagala chikan chakan
Chupku chupata
Gudul gadul phudul phadul
Lusku lusata
Lala galagala chikan chakan
Chupku chupata
(F)
Tame ame sansarasa baula Makara
Chaligale majhar khuli mahake kahanra
Tame ame sansarasa baula Makara
Chaligale majhar khuli mahake kahanra
Aare muhunke dekhi udia bela
Muhunke dekhi udia bela
Phirki galana
E Makara
(T)
E Maa sate kahila ken ?
(F)
Tame agadu dekhle jenta
Aar pachhadu dekhle senta
Tame bahari dekhle jenta
Aar bhitiri dekhle senta ॥1॥
(T)
Lasar phasar lahar jhapar
Rumku jhumata
Ghir sarasara arasa pitha
Tumku tumata
Lasar phasar lahar jhapar
Rumku jhumata
Ghir sarasara arasa pitha
Tumku tumata
(F)
Bihighari thila sate chhaen dekhi dekhi
Kete chhaen dekhuthisa tel haldi makhi
Bihighari thila sate chhaen dekhi dekhi
Kete chhaen dekhuthisa tel haldi makhi
Aare kahile katha lagsi atha
Kahile katha lagsi atha
Aarugai nain kaana
E Makara
(T)
E Maa pani tike piikari kahanei ge
(F)
Tinabeda tinabeda na tinenga
Papa gara buu didega
Tinabeda tinabeda na tinenga
Papa gara buu didega
(T)
Eska gaba adan annamili
Bapagara adan annamili
Eska gaba adan annamili
Bapagara adan annamili
(F)
Tame debri dekhle jenta
Aar bhujni dekhle senta
(T)
Legre lega
Ghatike jaldi paga
(F)
Tame bahari dekhle jenta
Aar bhitiri dekhle senta
(T)
Chikan chakan
Ghatara sarada pakhan
(F)
Tame agadi dekhle jenta
Aar pachhadu dekhle senta
(T)
Sargitanga
Phusigala phasaga bhanga
(F)
Tame debri dekhle jenta
Aar bhujni dekhle senta
(T)
Legre lega
Ghatike jaldi paga
(F)
Tame bahari dekhle jenta
Aar bhitiri dekhle senta
(T)
Chikan chakan
Ghatara sarada pakhan ॥2॥
Note:
(T) - Transgender
Eska Gaba (Tame Aagadu Dekhle Jenta Aar Pachhadu Dekhle Senta):
Lyrics of Sambalpuri album song “Eska Gaba (Tame Aagadu Dekhle Jenta Aar Pachhadu Dekhle Senta)”, sung by Sribatsa, Vijayalakshmi, music directed by Samir Naga, released in the year 1999 on “The Smaranika” in Odia and English.
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...