Posts

Showing posts with the label ଶ୍ରୀ ଗୌରୀକାନ୍ତ କର

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଭକତର ଡାକ ଶୁଣ ଦୀନନାଥ - Bhakatara Daka Suna Dinanatha Lyrics

Image
== ଓଡ଼ିଆ == ଭଜନ : ଭକତର ଡାକ ଶୁଣ ଦୀନନାଥ ଭାଷା : ଓଡ଼ିଆ ଗୀତିକାର : ଶ୍ରୀ ଗୌରୀକାନ୍ତ କର ମସିହା : ୧୯୬୫ ଭକତର ଡାକ ଶୁଣ ଦୀନନାଥ           ରହିଛି ଦେଉଳେ ଯୋଡ଼ି ବେନି ହାତ ॥୧॥ କି ଦେଇ ପୂଜିବି କି ଅଛି ମୋହର           ସବୁତ ନେଇଛ ଅଛି ଦେହସାର ॥୨॥ ନନ୍ଦନକାନନ ମରୁଭୂମି ସରି           ଫୁଟେନା ତ ଫୁଲ ପୂଜିବି କିପରି ॥୩॥ ସ୍ରୋତସ୍ୱୀନି ଶୁଖିଯାଇଛି ଯେ ହରି           କେମନ୍ତେ କ୍ଷାଳିବି ଗୋ ପାଦ ମୁଁ ତୁମରି ॥୪॥ ସୁବାସିତ ଧୂପ ଆଜି ବାସହିନ           ସମଦଶା ଭୋଗେ ମଳୟ ଚନ୍ଦନ ॥୫॥ ତୈଳାଭାବେ ଆଉ ଦୀପ ତ ଜଳେନା           ଜାଣି ସବୁ ତୁମେ ହେଉଛ ଅଜଣା ॥୬॥ ରକ୍ତଜବାଟି ଗୋ ରଖିଛି ସାଇତି           ଦୟାମୟ ଘେନ ଅଶେଷ ପ୍ରଣତି ॥୭॥ ଭକତର ଡାକ ଶୁଣ ଦୀନନାଥ: ଶ୍ରୀ ଗୌରୀକାନ୍ତ କର ଙ୍କ ରଚିତ ୧୯୬୫ ମସିହାର ଓଡ଼ିଆ ଭଜନ ଗୀତ “ଭକତର ଡାକ ଶୁଣ ଦୀନନାଥ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।   YouT...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ