Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରାଜି ଥରେ ହେଇଯା ତତେ କରିଦେମି ଘରୱାଲି ରେ (ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ) - Raji Thare Heija Tate Karidemi Gharwali re (Office Band Aaji Form Pakeibu Kali Aa)

== ଓଡ଼ିଆ ==

ଗୀତ : ରାଜି ଥରେ ହେଇଯା ତତେ କରିଦେମି
ଭାଷା : ଓଡ଼ିଆ
କଣ୍ଠ : ଅସୀମା ପଣ୍ଡା, ମଣ୍ଟୁ ଛୁରିଆ
ଗୀତିକାର : ମଳୟ ରଞ୍ଜନ ସାହୁ
ସଂଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍
ମସିହା : ୨୦୨୦



(ପୁ)
ହାଏ ଚିକିଣିଆ ଫେସ୍ ତୋର ଅଣ୍ଟା ହଲା ଚାଲିରେ
ହେ ଟୋକାମାନେ ତୋ ପଛରେ କରୁଛନ୍ତି ରାଲିରେ
ହାଏ ଚିକିଣିଆ ଫେସ୍ ତୋର ଅଣ୍ଟା ହଲା ଚାଲିରେ
ଟୋକାମାନେ ତୋ ପଛରେ କରୁଛନ୍ତି ରାଲିରେ
ରାଜି ଥରେ ହେଇଯା
ତତେ କରିଦେମି ଘରୱାଲିରେ
(ଝି)
ହାଁ.. ହାଁ.. ଚିହ୍ନିଛି ଭଲସେ ମୁଁ ତୁ ମହା ଚାଲିଆ
ଡାଇଲଗ ମାରି ମାରି ତୁ ହେଇଯିବୁ ହାଲିଆ
ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ
(ପୁ)
ହେ ଘରୁ ପାଦ କାଢ଼ିଦେଲେ
ଫେମିଲି କୁ ଛାଡ଼ିଦେଲେ
ହେ ଘରୁ ପାଦ କାଢ଼ିଦେଲେ
ଫେମିଲି କୁ ଛାଡ଼ିଦେଲେ
ଉଠେଇ ନେବି କାଲିରେ
ରାଜି ଥରେ ହେଇଯା
ତତେ କରିଦେବି ଘରୱାଲିରେ
(ଝି)
ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ ॥


(ପୁ)
ଦିନ ଲାଗୁଛି ମତେ ରାତି
ବଢ଼ି ଯାଉଛି ମୋ ତାତି
ହେ ଦିନ ଲାଗୁଛି ମତେ ରାତି
ବଢ଼ି ଯାଉଛି ମୋ ତାତି
ହଉଛି ଖାଲି ମୁଁ ଛାଟିପିଟି
(ଝି)
ତତେ ହଉଚି ପ୍ରେମ ଜ୍ଵର
ବଢ଼ିଯାଉଛି ଟେମ୍ପ୍ରେଚର
ତତେ ହଉଚି ପ୍ରେମ ଜ୍ଵର
ବଢ଼ିଯାଉଛି ଟେମ୍ପ୍ରେଚର
ରିଜେକ୍ଟ ହବୁ କେତେ ଥର
(ପୁ)
ହୋ..ପାଇବୁନି ମୋ ଭଳିଆ
ଭାବୁ କାଇଁ ମତେ ଅଳିଆ
ପାଇବୁନି ମୋ ଭଳିଆ
ଭାବୁ କାଇଁ ମତେ ଅଳିଆ
ମୋ ଆଡ଼େ ଯା ତୁ ଢଳିରେ
ରାଜି ଥରେ ହେଇଯା
ତତେ କରିଦେବି ଘରୱାଲିରେ ॥୧॥


(ଝି)
କାଇଁ ଲେଖୁଛୁ ମୋ ପାଇଁ ଗୀତ
ତୋ ହାତକୁ ଖାଲି କଷ୍ଟ
କାଇଁ ଲେଖୁଛୁ ମୋ ପାଇଁ ଗୀତ
ତୋ ହାତକୁ ଖାଲି କଷ୍ଟ
ଟୋକା ତୁ ପୁରା ସଷ୍ଟରୁ ନଷ୍ଟ
(ପୁ)
ହେ ଭୁଲିଯାଇଛି ଭୋକ ଶୋଷ
ମୁଁ ଟୋକା ତ ପୁରା କଷ
ଅ..ଭୁଲିଯାଇଛି ଭୋକ ଶୋଷ
ମୁଁ ଟୋକା ତ ପୁରା କଷ
ତୋ ଆଖି ନିଶାରେ ହେଲି ମୁଁ ବେହୋସ
(ଝି)
କାଇଁ କରୁଛୁ ଫୋଲୋ
ମାରେନି ମତେ ତେଲ
କାଇଁ କରୁଛୁ ଫୋଲୋ
ମାରେନି ମତେ ତେଲ
ଚାରି ଘେରା ତୁ ବୁଲିଆ
ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ
ଆରେ..ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ ॥୨॥


ରାଜି ଥରେ ହେଇଯା ତତେ କରିଦେମି ଘରୱାଲି ରେ (ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ):
ଅସୀମା ପଣ୍ଡା, ମଣ୍ଟୁ ଛୁରିଆ ଙ୍କ କଣ୍ଠରେ, ଆସାଦ ନିଜାମ୍ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ମଳୟ ରଞ୍ଜନ ସାହୁ ଙ୍କ ଲିଖିତ ୨୦୨୦ ମସିହାର ଓଡ଼ିଆ ଆଲବମ ଗୀତ “ରାଜି ଥରେ ହେଇଯା ତତେ କରିଦେମି ଘରୱାଲି ରେ.. ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।


YouTube ରେ ହରାଜି ଥରେ ହେଇଯା ତତେ କରିଦେମି




== English ==

Song : Raji Thare Heija Tate Karidemi
Language : Odia
Singer : Aseema Panda,Mantu Chhuria
Lyrics : Malaya Ranjan Sahoo
Music Director : Asad Nizam
Year : 2020



(M)
Hae chikinia face tora anta hala chalire
He tokamane to pachhare karuchhanti ralire
Hae chikinia face tora anta hala chalire
Tokamane to pachhare karuchhanti ralire
Raji thare heija
Tate karidemi gharwalire
(F)
Han..han.. chihnichhi bhalase mun tu maha chalia
Dialogue mari mari tu heijibu halia
Office band aji form pakeibu kali aa
(M)
He gharu pada kadhidele
Family ku chhadidele
He gharu pada kadhidele
Family ku chhadidele
Uthei nebi kalire
Raji thare heija
Tate karidebi gharwalire
(F)
Office band aji form pakeibu kali aa ॥


(M)
Dina laguchhi mate rati
Badhi jauchhi mo tati
He dina laguchhi mate rati
Badhi jauchhi mo tati
Hauchhi khali mun chhatipiti
(F)
Tate hauchi prema jwara
Badhijauchhi temperature
Tate hauchi prema jwara
Badhijauchhi temperature
Reject habu kete thara
(M)
Ho..paibuni mo bhalia
Bhabu kain mate alia
Paibuni mo bhalia
Bhabu kain mate alia
Mo ade jaa tu dhalire
Raji thare heija
Tate karidebi gharwalire ॥1॥


(F)
Kain lekhuchhu mo pain gita
To hataku khali kasta
Kain lekhuchhu mo pain gita
To hataku khali kasta
Toka tu pura sastaru nasta
(M)
He bhulijaichhi bhoka shosa
Mun toka ta pura kasa
O..bhulijaichhi bhoka shosa
Mun toka ta pura kasa  
To akhi nishare heli mun behosa
(F)
Kain karuchhu follow
Mareni mate tela
Kain karuchhu follow
Mareni mate tela
Chari ghera tu bulia
Office band aji form pakeibu kali aa
Office band aji form pakeibu kali aa ॥2॥


Raji Thare Heija Tate Karidemi Gharwali re (Office Band Aaji Form Pakeibu Kali Aa):
Lyrics of Odia album song “Raji Thare Heija Tate Karidemi Gharwali re.. Office Band Aaji Form Pakeibu Kali Aa..”, sung by Aseema Panda, Mantu Chhuria, music directed by Asad Nizam, lyrics by Malaya Ranjan Sahoo, released in the year 2020 on “The Smaranika” in Odia and English.


Keywords: Raji Thare Heija Tate Karidemi Gharwalire, Odia Album Song Lyrics, Aseema Panda,Mantu Chhuria, Malaya Ranjan Sahoo, Asad Nizam, 2020 Odia Album, The Smaranika, ରାଜି ଥରେ ହେଇଯା ତତେ କରିଦେମି ଘରୱାଲିରେ, ଓଡ଼ିଆ ଆଲବମ ଗୀତ ଲିରିକ୍ସ, ଅସୀମା ପଣ୍ଡା, ମଣ୍ଟୁ ଛୁରିଆ, ମଳୟ ରଞ୍ଜନ ସାହୁ, ଆସାଦ ନିଜାମ୍, ୨୦୨୦ ମସିହା ଓଡ଼ିଆ ଆଲବମ, ଦି ସ୍ମରଣିକା


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ