Posts

Showing posts with the label ଆସାଦ ନିଜାମ୍

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରାଜି ଥରେ ହେଇଯା ତତେ କରିଦେମି ଘରୱାଲି ରେ (ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ) - Raji Thare Heija Tate Karidemi Gharwali re (Office Band Aaji Form Pakeibu Kali Aa)

Image
== ଓଡ଼ିଆ == ଗୀତ : ରାଜି ଥରେ ହେଇଯା ତତେ କରିଦେମି ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା, ମଣ୍ଟୁ ଛୁରିଆ ଗୀତିକାର : ମଳୟ ରଞ୍ଜନ ସାହୁ ସଂଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ମସିହା : ୨୦୨୦ (ପୁ) ହାଏ ଚିକିଣିଆ ଫେସ୍ ତୋର ଅଣ୍ଟା ହଲା ଚାଲିରେ ହେ ଟୋକାମାନେ ତୋ ପଛରେ କରୁଛନ୍ତି ରାଲିରେ ହାଏ ଚିକିଣିଆ ଫେସ୍ ତୋର ଅଣ୍ଟା ହଲା ଚାଲିରେ ଟୋକାମାନେ ତୋ ପଛରେ କରୁଛନ୍ତି ରାଲିରେ ରାଜି ଥରେ ହେଇଯା ତତେ କରିଦେମି ଘରୱାଲିରେ (ଝି) ହାଁ.. ହାଁ.. ଚିହ୍ନିଛି ଭଲସେ ମୁଁ ତୁ ମହା ଚାଲିଆ ଡାଇଲଗ ମାରି ମାରି ତୁ ହେଇଯିବୁ ହାଲିଆ ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ (ପୁ) ହେ ଘରୁ ପାଦ କାଢ଼ିଦେଲେ ଫେମିଲି କୁ ଛାଡ଼ିଦେଲେ ହେ ଘରୁ ପାଦ କାଢ଼ିଦେଲେ ଫେମିଲି କୁ ଛାଡ଼ିଦେଲେ ଉଠେଇ ନେବି କାଲିରେ ରାଜି ଥରେ ହେଇଯା ତତେ କରିଦେବି ଘରୱାଲିରେ (ଝି) ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ ॥ (ପୁ) ଦିନ ଲାଗୁଛି ମତେ ରାତି ବଢ଼ି ଯାଉଛି ମୋ ତାତି ହେ ଦିନ ଲାଗୁଛି ମତେ ରାତି ବଢ଼ି ଯାଉଛି ମୋ ତାତି ହଉଛି ଖାଲି ମୁଁ ଛାଟିପିଟି (ଝି) ତତେ ହଉଚି ପ୍ରେମ ଜ୍ଵର ବଢ଼ିଯାଉଛି ଟେମ୍ପ୍ରେଚର ତତେ ହଉଚି ପ୍ରେମ ଜ୍ଵର ବଢ଼ିଯାଉଛି ଟେମ୍ପ୍ରେଚର ରିଜେକ୍ଟ ହବୁ କେତେ ଥର (ପୁ) ହୋ..ପାଇବୁନି ମୋ ଭଳିଆ ଭାବୁ କାଇଁ ମତେ ଅଳିଆ ପାଇବୁନି ମୋ ଭଳିଆ ଭାବୁ କାଇଁ ମତେ ଅଳିଆ ମୋ ଆଡ଼େ ଯା ତୁ ଢଳିରେ ରାଜି ଥରେ ହେଇଯା ତତେ କରିଦେବି ଘରୱାଲିରେ ॥୧॥ (ଝି) କାଇଁ...

ଫଗୁଣରେ ଯେବେ ଦେଖାହେଲା ଆଖି ସାଥେ ଆଖି ମିଶିଥିଲା - Phagunare Jebe Dekhahela Aakhi Sathe Aakhi mishithila Lyrics

Image
== ଓଡ଼ିଆ == ଗୀତ : ଫଗୁଣରେ ଯେବେ ଦେଖାହେଲା ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ ଗୀତିକାର : ତପୁ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ମସିହା : ୨୦୧୯ (ପୁ) ଫଗୁଣରେ ଯେବେ ଦେଖାହେଲା ଆଖି ସାଥେ ଆଖି ମିଶିଥିଲା ଫଗୁଣରେ ଯେବେ ଦେଖାହେଲା ଆଖି ସାଥେ ଆଖି ମିଶିଥିଲା ମତେ ଦେଖି କାହିଁ ତୁ ହସିଥିଲୁ ମତେ ଦେଖି କାହିଁ ତୁ ହସିଥିଲୁ ବାହାନାରେ ମିଛ ରଙ୍ଗବୁଣି ଇଶାରାରେ ମନ ନେଲୁ କିଣି ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା (ଝି) ଫଗୁଣରେ ଯେବେ କଥାହେଲା ଓଠ କଥା ଓଠ ବୁଝିଥିଲା ଫଗୁଣରେ ଯେବେ କଥାହେଲା ଓଠ କଥା ଓଠ ବୁଝିଥିଲା ମତେ ଦେଖି କାହିଁ ତୁ ରହିଗଲୁ ମତେ ଦେଖି କାହିଁ ତୁ ରହିଗଲୁ ଲୁଚି ଲୁଚି ଯେବେ ଚାହୁଁଥିଲି ଡରି ଡରି ତତେ ଖୋଜୁଥିଲି ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା (ପୁ) ଫଗୁଣରେ ଯେବେ ଦେଖାହେଲା ଆଖି ସାଥେ ଆଖି ମିଶିଥିଲା ମତେ ଦେଖି କାହିଁ ତୁ ହସିଥିଲୁ ॥୧॥ (ପୁ) ତୁ ଖୋଜୁଥିଲୁ ମୁଁ ଖୋଜୁଥିଲି ସାଥିଟିଏ ଯେବେ ମନେ ମନେ କିଏ ଜାଣିଥିଲା ଭେଟ ହବ ଆମ ଖୋଜା ଖୋଜି ଏ ଲଗନେ (ଝି) ମୁଁ ଭାବୁଥିଲି ତୁ ଭାବୁଥିଲୁ ଗୋଟେ କଥା ଯେବେ ରାତିଦିନେ କିଏ ଭାବିଥିଲା ରଙ୍ଗ ଭରିଯିବ ଫିକା ଫିକା ଏ ଜୀବନେ (ପୁ) ଭିଡ଼ରେ ତୁ ଯେବେ ଡରିଗଲୁ ଭାବିନେଲି ହାତ ଧରିନେଲୁ ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା ଫଗୁଣରେ ଯେବେ ଦେଖାହେଲା ଆଖି ସାଥେ ଆଖି ମିଶି...

ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ - Bhija Sakalara Tu Mo Prema Tu Mo Meheman Lyrics

Image
== ଓଡ଼ିଆ == ଗୀତ : ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ଭାଷା : ଓଡ଼ିଆ କଣ୍ଠ :  ମଣ୍ଟୁ ଛୁରିଆ ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ଧୀରେ ଧୀରେ ହେଲୁ ପ୍ରିୟା ତୁ ମୋ ପେହେଚାନ୍ ଧୀରେ ଧୀରେ ହେଲୁ ପ୍ରିୟା ତୁ ମୋ ପେହେଚାନ୍ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ॥ ଆସିଲୁତୁ ଯେବେ ଜୀବନେ ବାସ୍ନା ଖେଳିଗଲା ଏ ମନେ ଆସିଲୁତୁ ଯେବେ ଜୀବନେ ବାସ୍ନା ଖେଳିଗଲା ଏ ମନେ ତୁ ଆସିବୁ ବୋଲି ଆଗରୁ ଖବର ଆସିଥିଲା ପବନେ ତତେ ପାଇଗଲି ଆଜି ଖୁଦାକି ୟେହି ମେହେରବାନ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ॥୧॥ କଉଠି ଥିଲୁ ଜାଣେନା କିଏ ଗଢ଼ିଦେଲା ଜାଣେନା କଉଠି ଥିଲୁ ଜାଣେନା କିଏ ଗଢ଼ିଦେଲା ଜାଣେନା ପ୍ରଥମଥର ମୁଁ ପ୍ରେମରେ ପଡ଼ିଲି ହେଲି ତୋର ଦିୱାନା ତତେ ପାଇବାକୁ ଦିନେ ଓ ପ୍ରିୟାରେ ଥିଲା ମୋର ଅରମାନ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ତୁ ମୋର ଜିନ୍ଦେ...

ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ - Bhijei Deija Thare Priya To Prema Barshare Lyrics

Image
== ଓଡ଼ିଆ == ଗୀତ : ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ       ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ (୨) ତୋତେ ଚାହିଁ ଶୋଇ ନାହିଁ ମୁଁ କାଲି ରାତିରେ ହୋ ... ତୋତେ ଚାହିଁ ଶୋଇ ନାହିଁ ମୁଁ କାଲି ରାତିରେ ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨) ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥ ତୁ ନାହୁଁ ସବୁ ତୋ  ଅଧା ବହୁ ଦିନୁ ହେଇନି ଓଦା ଦର ମରା ମୁଁ ତୋ  ବିନା ମନ ମୋର ଶୁଖିଲା ମାଟି ଛିଟା ତୋର ଦେଇଯା ଛାଟି କରୁ କାଇଁ ତୁ ବାହାନା ଏକା ଏକା ଲାଗେ ଏକା ତୋ ବିନା ସାଥିରେ ହୋ… ଏକା ଏକା ଲାଗେ ଏକା ତୋ ବିନା ସାଥିରେ ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨) ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥୧॥ ତୁ ଥରେ ଆସିବୁ ବୋଲି ମତେ ଆସି ଡାକିବୁ ବୋଲି ଖୋଲା ଅଛି ମୋ ଝରକା କହେ ଆସି ଶ୍ରାବଣ ଋତୁ ମନେ କାଇଁ ରଖିଚୁ କିନ୍ତୁ ମତେ ବାଧେରେ ଅଧିକା ତୋ  ଚେହେରା ନାଚେ ପରା ମୋ ଦୁଇ ଆଖିରେ ହୋ... ତୋ ଚେହେରା ନାଚେ ପରା ମୋ ଦୁଇ ଆଖିରେ ଥା ପଛେ ଯେତେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ