Posts

Showing posts with the label ଗଜପତି ବୀରକେଶରୀ ଦେବ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ପତିତପାବନ ବାନା ଆଉ କେତେ ବେଳକୁ - Patitapabana Bana Aau Kete Belaku Lyrics

Image
== ଓଡ଼ିଆ == ଭଜନ : ପତିତପାବନ ବାନା ଆଉ କେତେ ବେଳକୁ ଭାଷା : ଓଡ଼ିଆ ଆଲବମ : ସଂଗ୍‌ସ୍‌ ଫ୍ରମ ପିପୁଲସ୍ ସୋଲ କଣ୍ଠ : ସିକନ୍ଦର ଆଲାମ୍ (୧୯୩୯-୨୦୧୦) ଗୀତିକାର : ଗଜପତି ବୀରକେଶରୀ ଦେବ (୧୭୩୭-୧୭୯୩) ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ପତିତପାବନ ବାନା ଆଉ କେତେ ବେଳକୁ ପତିତପାବନ ବାନା ଆଉ କେତେ ବେଳକୁ ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ ହରି ନାବ ଦିଅ କୂଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥ ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ ତିନିପୁରେ ଅପକୀର୍ତ୍ତି ହେବ ଆଦି ମୂଳକୁ ହରି ହେବ ଆଦି ମୂଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୧॥ ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ ନିକଟରେ ନ ଶୁଣିଲ ମୋ କର୍ମ ଅବଳକୁ ହରି ମୋ କର୍ମ ଅବଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୨॥ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ ନକ୍ର ନାଶିବାକୁ ଚକ୍ର ଦେଲ ପେଷି ଜଳକୁ ହରି ଦେଲ ପେଷି ଜଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୩॥ ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ ଭଣିଲେ ବୀରକେଶରୀ ଆଶା ପାଦ ତଳକୁ ହରି ଆଶା ପାଦ ତଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୪॥   ପତିତପାବନ ବାନା ଆଉ କେତେ ବେଳକୁ: ସିକନ୍ଦର ଆଲାମ୍ ଙ୍କ କଣ୍ଠରେ, ବାଳକୃଷ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ