Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ - Re Kothabhogi Mun Ta Badadandara Jogi Lyrics

== ଓଡ଼ିଆ ==

ଭଜନ : ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ଭାଷା : ଓଡ଼ିଆ
ଆଲବମ : ସଖା ହେ
କଣ୍ଠ : କୁମାର ବାପି
ଗୀତିକାର : ସୁରେଶ ପଣ୍ଡା
ସଂଗୀତ ନିର୍ଦ୍ଦେଶକ : ତତ୍ତ୍ଵପ୍ରକାଶ ଶତପଥୀ
ମସିହା : ୨୦୦୫



ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ଟଙ୍କ ତୋରାଣିରେ ମନ ବଳେଇଚି
ଟଙ୍କ ତୋରାଣିରେ ମନ ବଳେଇଚି
ଚକିଏ ରଖିବୁ ମୋରି ଲାଗି
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ॥


ଲୋଭ ମୋହ ମାୟା ଡେଇଁ ମୁଁ ଆସିଚି
ସେଥିପାଇଁ ତୋର ଭେଟ ପାଇଚି
ଚକାନୟନରେ ଆଶା ମୋ ମେଣ୍ଟେଇ
ନୀଳଗିରି ପଛେ ଶୋଉଚି ଯାଇ
ଓ..ଲୋଭ ମୋହ ମାୟା ଡେଇଁ ମୁଁ ଆସିଚି
ସେଥିପାଇଁ ତୋର ଭେଟ ପାଇଚି
ଚକନାୟନରେ ଆଶା ମୋ ମେଣ୍ଟେଇ
ନୀଳଗିରି ପଛେ ଶୋଉଚି ଯାଇ
ସାହାଣମେଲାକୁ ସମୟ ଗଣୁଚି
ସାହାଣମେଲାକୁ ସମୟ ଗଣୁଚି
ବାଇଶି ପାହାଚ ପାଖରେ ଜଗି
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ॥୧॥


ଭୋକକଲେ ପରା ଆନନ୍ଦ ବଜାର
ଶୋଷକଲେ ଅଛି ନରେନ୍ଦ୍ର ଜଳ
ସରଗକୁ ଶିଡ଼ି ବାଇଶି ପାହାଚ
ଛାଡ଼ି ମୁଁ ଆସିଚି ଛଳନା ମିଛ
ଓ..ଭୋକକଲେ ପରା ଆନନ୍ଦ ବଜାର
ଶୋଷକଲେ ଅଛି ନରେନ୍ଦ୍ର ଜଳ
ସରଗକୁ ସିଡ଼ି ବାଇଶି ପାହାଚ
ଛାଡ଼ି ମୁଁ ଆସିଚି ଛଳନା ମିଛ
ଲକ୍ଷେ ଶାଳଗ୍ରାମ ବେଦୀରେ ବସିଛୁ
ଲକ୍ଷେ ଶାଳଗ୍ରାମ ବେଦୀରେ ବସିଛୁ
ଭକ୍ତ ସୁଖ ଦୁଃଖେ ହେଇତୁ ଭାଗି
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ

ଟଙ୍କ ତୋରାଣିରେ ମନ ବଳେଇଚି
ଟଙ୍କ ତୋରାଣିରେ ମନ ବଳେଇଚି
ଚକିଏ ରଖିବୁ ମୋରି ଲାଗି
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ॥୨॥


ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ YouTube ରେ



== English ==

Bhajan : Re Kothabhogi Mun Ta Badadandara Jogi
Language : Odia
Album : Sakha He
Singer : Kumar Bapi
Lyricist : Suresh Panda
Music Director : Tattwaprakash Shatapathy
Year : 2005



Re Kothabhogi mun ta Badadandara jogi
Re Kothabhogi mun ta Badadandara jogi
Tanka toranire mana baleichi
Tanka toranire mana baleichi
Chakie rakhibu mori lagi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi ॥


Lobha moha maya dein mun asichi
Sethipain tora bheta paichi
Chakanayanare asha mo mentei
Nilagiri pachhe shouchi jai
O..lobha moha maya dein mun asichi
Sethipain tora bheta paichi
Chakanayanare asha mo mentei
Nilagiri pachhe shouchi jai
Sahanamelaku samaya ganuchi
Sahanamelaku samaya ganuchi
Baishi pahacha pakhare jagi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi ॥1॥


Bhokakale para Aananda bazar
Shosakale achhi Narendra jala
Saragaku shidi Baishi pahacha
Chhadi mun asichi chhalana michha
O..bhokakale para Aananda bazar
Shosakale achhi Narendra jala
Saragaku shidi Baishi pahacha
Chhadi mun asichi chhalana michha
Lakhe Shalagrama bedire basichhu
Lakhe Shalagrama bedire basichhu
Bhakta sukha duhkhe heitu bhagi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi

Tanka toranire mana baleichi
Tanka toranire mana baleichi
Chakie rakhibu mori lagi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ