Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ - Re Kothabhogi Mun Ta Badadandara Jogi Lyrics

== ଓଡ଼ିଆ ==

ଭଜନ : ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ଭାଷା : ଓଡ଼ିଆ
ଆଲବମ : ସଖା ହେ
କଣ୍ଠ : କୁମାର ବାପି
ଗୀତିକାର : ସୁରେଶ ପଣ୍ଡା
ସଂଗୀତ ନିର୍ଦ୍ଦେଶକ : ତତ୍ତ୍ଵପ୍ରକାଶ ଶତପଥୀ
ମସିହା : ୨୦୦୫



ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ଟଙ୍କ ତୋରାଣିରେ ମନ ବଳେଇଚି
ଟଙ୍କ ତୋରାଣିରେ ମନ ବଳେଇଚି
ଚକିଏ ରଖିବୁ ମୋରି ଲାଗି
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ॥


ଲୋଭ ମୋହ ମାୟା ଡେଇଁ ମୁଁ ଆସିଚି
ସେଥିପାଇଁ ତୋର ଭେଟ ପାଇଚି
ଚକାନୟନରେ ଆଶା ମୋ ମେଣ୍ଟେଇ
ନୀଳଗିରି ପଛେ ଶୋଉଚି ଯାଇ
ଓ..ଲୋଭ ମୋହ ମାୟା ଡେଇଁ ମୁଁ ଆସିଚି
ସେଥିପାଇଁ ତୋର ଭେଟ ପାଇଚି
ଚକନାୟନରେ ଆଶା ମୋ ମେଣ୍ଟେଇ
ନୀଳଗିରି ପଛେ ଶୋଉଚି ଯାଇ
ସାହାଣମେଲାକୁ ସମୟ ଗଣୁଚି
ସାହାଣମେଲାକୁ ସମୟ ଗଣୁଚି
ବାଇଶି ପାହାଚ ପାଖରେ ଜଗି
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ॥୧॥


ଭୋକକଲେ ପରା ଆନନ୍ଦ ବଜାର
ଶୋଷକଲେ ଅଛି ନରେନ୍ଦ୍ର ଜଳ
ସରଗକୁ ଶିଡ଼ି ବାଇଶି ପାହାଚ
ଛାଡ଼ି ମୁଁ ଆସିଚି ଛଳନା ମିଛ
ଓ..ଭୋକକଲେ ପରା ଆନନ୍ଦ ବଜାର
ଶୋଷକଲେ ଅଛି ନରେନ୍ଦ୍ର ଜଳ
ସରଗକୁ ସିଡ଼ି ବାଇଶି ପାହାଚ
ଛାଡ଼ି ମୁଁ ଆସିଚି ଛଳନା ମିଛ
ଲକ୍ଷେ ଶାଳଗ୍ରାମ ବେଦୀରେ ବସିଛୁ
ଲକ୍ଷେ ଶାଳଗ୍ରାମ ବେଦୀରେ ବସିଛୁ
ଭକ୍ତ ସୁଖ ଦୁଃଖେ ହେଇତୁ ଭାଗି
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ

ଟଙ୍କ ତୋରାଣିରେ ମନ ବଳେଇଚି
ଟଙ୍କ ତୋରାଣିରେ ମନ ବଳେଇଚି
ଚକିଏ ରଖିବୁ ମୋରି ଲାଗି
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ
ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ॥୨॥


ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ YouTube ରେ



== English ==

Bhajan : Re Kothabhogi Mun Ta Badadandara Jogi
Language : Odia
Album : Sakha He
Singer : Kumar Bapi
Lyricist : Suresh Panda
Music Director : Tattwaprakash Shatapathy
Year : 2005



Re Kothabhogi mun ta Badadandara jogi
Re Kothabhogi mun ta Badadandara jogi
Tanka toranire mana baleichi
Tanka toranire mana baleichi
Chakie rakhibu mori lagi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi ॥


Lobha moha maya dein mun asichi
Sethipain tora bheta paichi
Chakanayanare asha mo mentei
Nilagiri pachhe shouchi jai
O..lobha moha maya dein mun asichi
Sethipain tora bheta paichi
Chakanayanare asha mo mentei
Nilagiri pachhe shouchi jai
Sahanamelaku samaya ganuchi
Sahanamelaku samaya ganuchi
Baishi pahacha pakhare jagi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi ॥1॥


Bhokakale para Aananda bazar
Shosakale achhi Narendra jala
Saragaku shidi Baishi pahacha
Chhadi mun asichi chhalana michha
O..bhokakale para Aananda bazar
Shosakale achhi Narendra jala
Saragaku shidi Baishi pahacha
Chhadi mun asichi chhalana michha
Lakhe Shalagrama bedire basichhu
Lakhe Shalagrama bedire basichhu
Bhakta sukha duhkhe heitu bhagi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi

Tanka toranire mana baleichi
Tanka toranire mana baleichi
Chakie rakhibu mori lagi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi
Re Kothabhogi mun ta Badadandara jogi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ