Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଘୂରେ ଆମ ପୃଥିବୀଟି ଚକା ଚକା ଭଉଁରୀ (ଅଦ୍ଭୁତ କେଡ଼େ ସତେ ପୃଥିବୀଟି ଆମର) - Ghure Ama Pruthibiti Chaka Chaka Bhaunri (Adbhuta Kede Sate Pruthibiti Aamara) Lyrics

ଫଟୋ କ୍ରେଡିଟ୍ : ସୂର୍ଯ୍ୟ, ପୃଥିବୀ ଓ ଅନ୍ୟ ଗ୍ରହ ମାନଙ୍କ ଫଟୋ ପିକ୍ସାବେ ରୁ ସଂଗୃହିତ

== ଓଡ଼ିଆ ==

ଗୀତ : ଅଦ୍ଭୁତ କେଡ଼େ ସତେ ପୃଥିବୀଟି ଆମର
ଭାଷା : ଓଡ଼ିଆ


ଘୂରେ ଆମ ପୃଥିବୀଟି
          ଚକା ଚକା ଭଉଁରୀ
ଘୂରୁଛି ସେ କେଉଁ କାଳୁ
          ଘୂରୁଥିବ ଆହୁରି ॥୧॥

କେଡ଼େ ବଡ଼ ଦେହ ତାର
          ଶୂନ୍ୟରେ ଝୁଲଇ
ନିତି ନିଜ ଚାରିପଟେ
          ନଟୁପରି ବୁଲଇ ॥୨॥    

ସୂର୍ଯ୍ୟକୁ ଘେରି ଘେରି
          ଗତି କରେ ପୁଣି ସେ
ଥକିଯାଏ ନାହିଁ କାହିଁ
          ନିଜ ପଥେ ନିମିଷେ ॥୩॥

ଆଲୋକରେ ଯେବେ ତାର
          ଏକ ପାଖ ଝଲକେ
ଅନ୍ଧାର ଘୋଟିଥାଏ
          ଆର ପାଖ ମୁଲକେ ॥୪॥

ଅଦ୍ଭୁତ କେଡ଼େ ସତେ
          ପୃଥିବୀଟି ଆମର
ନିର୍ଜଳ ମରୁ କାହିଁ
          କାହିଁ ହ୍ରଦ ସାଗର ॥୫॥

କାହିଁ ଖରା ଉତ୍ତାପ
          କାହିଁ ଘୋର ବରଷା
ଉର୍ବର କେଉଁ ଭୂମି
          କେ ବା ଅତି ନୀରସା ॥୬॥

ଶୋହେ କେଉଁ ଗିରି ଶିର
          ରୁପା ଭଳି ତୁଷାରେ
ଝଲମଲ ହୋଇ ଉଠେ
          ରୁପା ତାର ଉଷାରେ ॥୭॥

ଆଉ କେଉଁ ଗିରି ପୁଣି
          ଉଗାରଇ ଅନଳ
ସୁଅ ସମ ବହିଯାଏ
          କେତେ ଧାତୁ ତରଳ ॥୮॥

ପୃଥିବୀଟା ଘୂରେ ସିନା
          ଆମେ କେହି ଘୂରୁ ନା
ଆମକୁ ସେ ଲାଗେ ନାହିଁ
          କେବେ ହେଲେ ପୁରୁଣା ॥୯॥

କୋଟି କୋଟି ପ୍ରାଣୀ ସିଏ
          ବହି ତାର ଦେହରେ
ପାଳୁଅଛି ମାଆ ପରି
          କାଳ କାଳ ସ୍ନେହରେ ॥୧୦॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Which is in class this odia sahitya kabita

    ReplyDelete
  2. Which is this odia sahitya kabita in class

    ReplyDelete
  3. ସାହିତ୍ୟ ବହି ଚତୁର୍ଥ ଶ୍ରେଣୀ ୧୯୯୪

    ReplyDelete
    Replies
    1. ଏହି ତଥ୍ୟ ପାଇଁ ଆପଣଙ୍କୁ ଅଶେଷ ଧାନ୍ୟନାଦ ।

      - "ଦି ସ୍ମରଣିକା" ଟିମ୍

      Delete
  4. I will see this 1994 sahitya odia textbook

    ReplyDelete
    Replies
    1. Thank you for your comment!

      - "The Smaranika" Team

      Delete
  5. ମୋର ଯା ମନ ପଡ଼ୁଚି, 1669 ରେ ଆମେ ଚତୁର୍ଥରେ ପଢ଼ିଲାବେଳେ ଏ କବିତାଟି ପଢ଼ିଥିଲୁ ।

    ReplyDelete
    Replies
    1. ହଁ ଠିକ୍ ମନେଅଛି । ଆମ ସହ ସ୍ମୃତି ବାଣ୍ଟିଥିବାରୁ ଅନେକ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete
  6. ମୋର ଯା ମନ ପଡ଼ୁଚି, 1669 ରେ ଆମେ ଚତୁର୍ଥରେ ପଢ଼ିଲାବେଳେ ଏ କବିତାଟି ପଢ଼ିଥିଲୁ ।

    ReplyDelete
  7. ନମସ୍କାର କରୁଚି ଅରବିନ୍ଦ ବେହେରା

    ReplyDelete
    Replies
    1. ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  8. କବିତାର କବିଙ୍କ ନାମ ଦୟକରି କେହି କହିବେ କି?

    ReplyDelete
    Replies
    1. ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ କବିଙ୍କ ନାମ ପାଇଲୁ ନାହିଁ, ସେଥିପାଇଁ ଦେଇନାହୁଁ ।

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ