Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୋ ଜାଲରେ ଯାଇଚୁ ଫସି ଲୋ ସୁନା ଇଲିଶି - Mo Jalare Jaichu Phasi Lo Suna Ilishi Lyrics

== ଓଡ଼ିଆ ==

ଗୀତ : ମୋ ଜାଲରେ ଯାଇଚୁ ଫସି ଲୋ ସୁନା ଇଲିଶି
ଭାଷା : ଓଡ଼ିଆ
ଆଲବମ : ସୁନା ଇଲିଶି
କଣ୍ଠ : କୁମାର ସାନୁ, ଅନୁରାଧା ପୌଡ଼ୱାଲ
ଗୀତିକାର : ନିଜାମ୍
ସଂଗୀତ ନିର୍ଦ୍ଦେଶକ : ବିଜୟ ସ୍ୱାଇଁ
ମସିହା : ୧୯୯୪



(ପୁ)
ସୁନା ଇଲିଶି
(ଝି)
ହାଃ ହାଃ ହାଃ
(ପୁ)
ସୁନା ଇଲିଶି
(ଝି)
ହାଃ ହାଃ ହାଃ
(ପୁ)
ମୋ ସୁନା ଇଲିଶି
(ଝି)
ହାଃ ହାଃ ହାଃ

(ପୁ)
ମୋ ଜାଲରେ ଯାଇଛୁ ଫସି ଲୋ
ସୁନା ଇଲିଶି
କାଇଁ ମିଛେ ହେଉ ଛାଟିପିଟି ଲୋ
ସୁନା ଇଲିଶି
ମୁଁ ଆଣିଛି ପୀରତି ରଶି
ତତେ ବାନ୍ଧିବି ସେଥିରେ କସି
କହ କେମିତି ଯିବୁ ତୁ ଖସି ଲୋ
ସୁନା ଇଲିଶି
(ଝି)
ତୋ ଜାଲରେ ଯାଇଛି ଫସି ମୁଁ
ସୁନା ଇଲିଶି
ତୋ ପୀରତିରେ ଗଲି ରସି ମୁଁ
ସୁନା ଇଲିଶି
ମୋ ବୟସଟା ଥିଲା କଷି
ଆଉ ପାରୁନି ସେଥିରୁ ଖସି
ମତେ ରଖିବୁ କରି ସାଇତି ମୁଁ
ସୁନା ଇଲିଶି
(ପୁ)
ମୋ ଜାଲରେ ଯାଇଚୁ ଫସି ଲୋ
ସୁନା ଇଲିଶି ॥


(ପୁ)
ପଚାରେ ଯଦି ଏଇ ଦୁନିଆଁ
କହିବି ଚିଲ୍ଲେଇ ଚିଲ୍ଲେଇ
ଭାବ କରିଛି ଯାହା ସାଥିରେ
ସିଏତ ଗୋଟିଏ ଫୁଲେଇ
(ଝି)
ଦୁନିଆ ସାରା କହି ହଉଚୁ
ମୁହିଁ ତୋର ସୁନା ଇଲିଶି
ସୁନା ଇଲିଶି ଧରିବା ପାଇଁ
ଦରକାର ସୁନା ବନିସି
(ପୁ)
ମୁଁ ପାଇଲେ ପାଇବି ଫାଶୀ
ଗୋରୀ ଚାହିଁଦେ ଲୋ ଥରେ ହସି
ଆମ ଦୁହିଁଙ୍କ ଗୋଟିଏ ରାଶି ଲୋ
ସୁନା ଇଲିଶି
ମୋ ଜାଲରେ ଯାଇଚୁ ଫସି ଲୋ
ସୁନା ଇଲିଶି ॥୧॥


(ଝି)
ଛନ୍ ଛନିଆ କଅଁଳ ମନ
ଚିହ୍ନିତ ନ ଥିଲା ଦୁନିଆଁ
ଦି ଦିନରେ ମନକୁ ମୋର
ପ୍ରେମ ତୋର କଲା ଛାନିଆ
(ପୁ)
ହୋ..ପୀରତି ନିଶା ଘାରେ ଲୋ ଯେବେ
ମନ ଉଠେ ଗୋରୀ ମାତି ଲୋ
ଭୋକ ହୁଏନା ନିଦ ଆସେନା
ବିଷ ପରି ଲାଗେ ରାତି ଲୋ
(ଝି)
ମନେ ମନେ ତୁ ହଉଥା ଖୁସି
ମୁଁ ବସିବି ଏମିତି ରୁଷି
ତୋର ପରାଣ ଦହିବି ହସି ମୁଁ
ସୁନା ଇଲିଶି
(ପୁ)
ମୋ ଜାଲରେ ଯାଇଛୁ ଫସି ଲୋ
ସୁନା ଇଲିଶି
କାଇଁ ମିଛେ ହେଉ ଛାଟିପିଟି ଲୋ
ସୁନା ଇଲିଶି
ମୁଁ ଆଣିଛି ପୀରତି ରଶି
ତତେ ବାନ୍ଧିବି ସେଥିରେ କସି
କହ କେମିତି ଯିବୁ ତୁ ଖସି ଲୋ
ସୁନା ଇଲିଶି
(ଝି)
ତୋ ଜାଲରେ ଯାଇଛି ଫସି ମୁଁ
ସୁନା ଇଲିଶି
ତୋ ପୀରତିରେ ଗଲି ରସି ମୁଁ
ସୁନା ଇଲିଶି
ମୋ ବୟସଟା ଥିଲା କଷି
ଆଉ ପାରୁନି ସେଥିରୁ ଖସି
ମତେ ରଖିବୁ କରି ସାଇତି ମୁଁ
ସୁନା ଇଲିଶି
(ପୁ)
ମୋ ଜାଲରେ ଯାଇଚୁ ଫସି ଲୋ
ସୁନା ଇଲିଶି
(ଝି)
ମତେ ରଖିବୁ କରି ସାଇତି ମୁଁ
ସୁନା ଇଲିଶି
(ପୁ)
ମୋ ଜାଲରେ ଯାଇଚୁ ଫସି ଲୋ
ସୁନା ଇଲିଶି
(ଝି)
ମତେ ରଖିବୁ କରି ସାଇତି ମୁଁ
ସୁନା ଇଲିଶି ॥୨॥


YouTube ରେ ମୋ ଜାଲରେ ଯାଇଚୁ ଫସି ଲୋ ସୁନା ଇଲିଶି



== English ==

Song : Mo Jalare Jaichu Phasi Lo Suna Ilishi
Language : Odia
Album : Suna Ilishi
Singer : Kumar Sanu, Anuradha Paudwal
Lyrics : Nizam
Music Director : Bijay Swain
Year : 1994



(M)
Suna Ilishi
(F)
Hah hah hah
(M)
Suna Ilishi
(F)
Hah hah hah
(M)
 Mo suna Ilishi
(F)
Hah hah hah

(M)
Mo jalare jaichhu phasi lo
Suna Ilishi
Kain michhe heu chhatipiti lo
Suna Ilishi
Mun anichhi pirati rashi
Tate bandhibi sethire kasi
Kaha kemiti jibu tu khasi lo
Suna Ilishi
(F)
To jalare jaichhi phasi mun
Suna Ilishi
To piratire gali rasi mun
Suna Ilishi
Mo bayasata thila kasi
Aau paruni sethiru khasi
Mate rakhibu kari saiti mun
Suna Ilishi
(M)
Mo jalare jaichhu phasi lo
Suna Ilishi ॥


(M)
Pachare jadi ei dunian
Kahibi chillei chillei
Bhaba karichhi jaha sathire
Sieta gotie phulei
(F)
Dunia sara kahi hauchu
Muhin tora suna Ilishi
Suna Ilishi dhariba pain
Darakara suna banisi
(M)
Mun paile paibi phashi
Gori chahinde lo thare hasi
Aama duhinnka gotie rashi lo
Suna Ilishi
Mo jalare jaichhu phasi lo
Suna Ilishi ॥1॥


(F)
Chhan chhania kaanla mana
Chihnita na thila dunian
Di dinare manaku mora
Prema tora kala chhania
(M)
Ho..pirati nisha ghare lo jebe
Mana uthe Gori mati lo
Bhoka huena nida asena
Bisa pari lage rati lo
(F)
Mane mane tu hautha khusi
Mun basibi emiti rusi
To parana dahibi hasi mun
Suna Ilishi
(M)
Mo jalare jaichhu phasi lo
Suna Ilishi
Kain michhe heu chhatipiti lo
Suna Ilishi
Mun anichhi pirati rashi
Tate bandhibi sethire kasi
Kaha kemiti jibu tu khasi lo
Suna Ilishi
(F)
To jalare jaichhi phasi mun
Suna Ilishi
To piratire gali rasi mun
Suna Ilishi
Mo bayasata thila kasi
Aau paruni sethiru khasi
Mate rakhibu kari saiti mun
Suna Ilishi
(M)
Mo jalare jaichhu phasi lo
Suna Ilishi
(F)
Mate rakhibu kari saiti mun
Suna Ilishi
(M)
Mo jalare jaichhu phasi lo
Suna Ilishi
(F)
Mate rakhibu kari saiti mun
Suna Ilishi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ