Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରସର୍‌କେଲୀ ବୋ ସମଲ୍‌ପୁରୀ ଶାଢ଼ୀକି ରେ ଦେଉଲୀପକା ଧଡ଼ି - Rasarkeli Bo Samalpuri Shadhiki Re Deulipaka Dhadi Lyrics

== ଓଡ଼ିଆ ==

ଗୀତ : ରସର୍‌କେଲୀ ବୋ ସମଲ୍‌ପୁରୀ ଶାଢ଼ୀକି ରେ
ଭାଷା : ସମ୍ବଲପୁରୀ 
କଣ୍ଠ : ଅସୀମା ପଣ୍ଡା, ପବିତ୍ର
ଗୀତିକାର : ରତନ୍ ପୂଜାରୀ
ସଙ୍ଗୀତ ନିର୍ଦ୍ଦେଶକ : ରତନ୍ ପୂଜାରୀ



(ଝି-୧+ଝି-୨)
ରସର୍‌କେଲୀ ବୋ..
ସମଲ୍‌ପୁରୀ ଶାଢ଼ୀକି ରେ ଦେଉଲୀପକା ଧଡ଼ି ରେ
ଦେଉଲୀପକା ଧଡ଼ି
(ଝି-୧)
ସମଲ୍‌ପୁରୀ ଶାଢ଼ୀକି ରେ ଦେଉଲୀପକା ଧଡ଼ି
(ଝି-୨)
କୁଆଁରୀ ଦିହେ ପିନ୍ଧିଥିଲେ ଯାଉଥିସି ଯଡ଼ି
(ଝି-୧)
କାନେ ତ କରନ ଫୁଲ ନାକେ ଝରାଗୁନା
(ଝି-୨)
କୁଆଁରୀ ପାଞ୍ଝଲ୍‌ ବାଜୁଥିସି ଗୁଡ଼େ ଝୁମ୍‌କୁଝୁମା
(ଝି-୧+ଝି-୨)
ଆରେ ବାଜୁଥିଲେ ଦଶ୍‌ରପାଟ ଢୁଲ ତ
ବାଜୁଥିଲେ ଦଶ୍‌ରପାଟ ଢୁଲ ତ
ବାଜେ ତ ମହୁରି କେଁ କିରି ରିରି ରି
ଆରେ ନାଚିଦେମା ରସର୍‌କେଲୀ ସତେ ତ
ନାଚିଦେମା ରସର୍‌କେଲୀ ସତେ ତ
କିନ୍ଦିରି କିନ୍ଦିରି କାଏଁ କିରି ରିରି ରି ॥


(ଝି-୧+ଝି-୨)
ରସର୍‌କେଲୀ ବୋ..
ମହାନଦୀର୍ ଉଜ୍ଜଲ୍ ପାନି ଦିଶେ ଝଲମଲ ରେ
ଦିଶେ ଝଲମଲ
(ଝି-୧)
ମହାନଦୀର୍ ଉଜ୍ଜଲ୍ ପାନି ଦିଶେ ଝଲମଲ
(ଝି-୨)
ଆରେ ଗାଧି ବୁଡ଼ି ସତେ ଆମେ ଡଉଲଡାଉଲ
(ଝି-୧+ଝି-୨)
ଚାଲିଯାଏସୁ ପୂଜାଥାଲି ଧରିକରି ହାତେ
ମହାନଦୀର୍ ଖଣି ସତେ ମାଆର୍ ଗୁଡ଼ି ଅଛେ
ଆରେ ମାଆର୍ ଛଡ଼ା ସିନ୍ଦୂର୍‌ ଫୁଲ ମାଖ୍‌ଲେ
ମାଆର୍ ଛଡ଼ା ସିନ୍ଦୂର୍‌ ଫୁଲ ମାଖ୍‌ଲେ
ଉସତ୍‌ ଲାଗେ ମନ କାଏଁ  ଚକାଜହ୍ନରେ
ଉସ୍‌କୁଉସା ଲୁସ୍‌କୁଲୁସା ସଙ୍ଗାତ
ଉସ୍‌କୁଉସା ଲୁସ୍‌କୁଲୁସା ସଙ୍ଗାତ
ସମଲ୍‌ପୁରୀ ରଖିଥିସୁ ଆମେ ମାନରେ ॥୧॥


(ଝି-୧+ଝି-୨)
ରସର୍‌କେଲୀ ବୋ..
ରସେ ରସେ ରସିଗଲି ରସିଆପିଲାର୍ ଲାଗି ରେ
ରସିଆପିଲାର୍ ଲାଗି
(ଝି-୧)
ରସେ ରସେ ରସିଗଲି ରସିଆପିଲାର୍ ଲାଗି
(ଝି-୨)
ରସ୍‌ରୁମେର ଫୁଏଇକରି ମନ୍‌କେ ନେଲା ମାଗି
(ଝି-୧)
ରଂଗ୍‌ଫଗୁନେ ରଂଗ୍‌ ମଖେଇ ନେବାପରେ ମତେ
(ଝି-୨)
ପର୍‌ଜାପତି ମନ୍‌ଟା ମୋର୍‌ ଡାକେ ସପନ୍‌ ଦେଖେ
(ଝି-୧+ଝି-୨)
ଯିଏ ଯାହାକେ ରସିଗଲା ସଙ୍ଗାତ
ଯିଏ ଯାହାକେ ରସିଗଲା ସଙ୍ଗାତ
ମଲି ଫୁଲ୍ ଫୁଲ୍ ବାସେ କାଏଁ ରସର୍‌କେଲୀ ରେ
ଜହ୍ନ୍‌ ଦେଖାକେ ବିଡ଼ିଆପାନ ଖୁଆମି
ଜହ୍ନ୍‌ ଦେଖାକେ ବିଡ଼ିଆପାନ ଖୁଆମି
ଆଏବ ବୋଲି ସତେ କାଏଁ ରସର୍‌କେଲୀ ରେ ॥୨॥


Note
Like, ‘Dalkhai’ song, ‘Rasarkeli’ song has several versions. The above version by Sri Ratan Pujari has become highly popular across the globe. Glimpses of some of the earliest versions of Rasarkeli song are given below.

୧. ଓଡ଼ିଆ ଲୋକଗୀତ, ପ୍ରସନ୍ନ କୁମାର ମିଶ୍ର, ୧୯୯୪
ରସର୍‌କେଲୀ ବୋ ଧାନ ମାନେ ସିଝାଇଲି ନେଇଁ ହେଲା ବତର
ଚାଉଲ ଅଡ଼େ ମାଗିଗଲିଁ ନେଇଁ ଦେଲେ ଉଧାର
ରହ ରହ ଛୁଆପୁତା ଟିକେ ଥେବ୍‌ଧର
କିଏ ଖାଇବ କ୍ଷୀରି ଆଉ କିଏ ଖାଇବ ପୁରୀ
ଅଡ଼େ ଚାଉଲ୍ କେ ଚାଏର୍ ଟଙ୍କା
କେଶରୀ, ଦେଶ ଗଲା ସରି
ନକୁଲ୍, ପଏସା ସଁକୁଲ
ଦିନ, ପଏସା ଛିନ
ହେନ୍ତା କଥା ଜାନିଥିଲେ ବାବୁ କେ
ନେଇଁ ହେଇଥିନ୍ତି ବିହା, କିଆ ଦଗାଦିଆରେ ।


୨. ପଶ୍ଚିମ ଓଡ଼ିଶାର ଲୋକ-ଗୀତ, ସମ୍ବଲପୁର ୟୁନିଭର୍ସିଟି, ୧୯୯୬
ରସର୍‌କେଲୀ ରେ ମହାନଦୀର୍ ପାନି କାଏଁ ଦିଶେ ଝଲମଲ
ସୁରୁନନୀର୍ ଚେହେରା ଦେଖି ମନ୍ ହେଲା କଲବଲ
ଧିକ୍ ଯାଉ ଜୀବନ
ହେଲା ଅକାରନ
ରାଏତ୍ ସର୍‌ତା ତୋର ଲାଗି ଦେଖୁଛେ ସପନ
ଭଲା ନାରୀ ଦେଲା ମୋତେ ଠକି ଗା
ହେଉଛେଁ ଉଛନ
ଚଷା ମୁଲ୍‌କି ହଁସାରେ
ଚଷା ଲାଗି ରଖିଥିଲି ପଇସା
ବେଟି ନେଲା ମୂଷା
ଧନ ମୁଲ୍‌କି ହଁସାରେ ।



ଫ୍ରାନ୍ସର ଇଫେଲ ଟାୱାର ପାଖରେ 'ରସର୍‌କେଲୀ ବୋ' ନାଚ


ଗୀତଟିର ଅନ୍ୟ ଏକ ଭିଡିଓ ଦେଖନ୍ତୁ YouTube ରେ



== English ==

Song : Rasarkeli Bo Samalpuri Shadhiki Re
Language : Sambalpuri
Singer : Aseema Panda, Pabitra
Lyricist : Ratan Pujari
Music Director : Ratan Pujari



(F-1+F-2)
Rasarkeli bo..
Samalpuri shadhiki re deuli paka dhadi
Deuli paka dhadi
(F-1)
Samalpuri shadhiki re deuli paka dhadi
(F-2)
Kuanri dihe pindhithile jauthisi jadi
(F-1)
Kane ta karana phula nake jharaguna
(F-2)
Kuanri panjhal bajuthisi gude jhumkujhuma
(F-1+F-2)
Aare bajuthile dasharpata dhula ta
Bajuthile dasharpata dhula ta
Baje ta mahuri ken kiri riri ri
Aare nachidema rasarkeli sate ta
Nachidema rasarkeli sate ta
Kindiri kindiri kaen kiri riri ri ॥


(F-1+F-2)
Rasarkeli bo..
Mahandir ujjal pani dishe jhalamala re
Dishe jhalamala
(F-1)
Mahandir ujjal pani dishe jhalamala
(F-2)
Aare gadhi budi sate ame dauladaula
(F-1+F-2)
Chalijaesu pujathali dharikari hate
Mahandir khani sate maar gudi achhe
Aare maar chhada sindur phula makhle
Maar chhada sindur phula makhle
Usat lage mana kaen chakajahnare
Uskuusa luskulusa sangata
Uskuusa luskulusa sangata
Samalpuri rakhithisu ame manare ॥1॥


(F-1+F-2)
Rasarkeli bo..
Rase rase rasigali rasiapilar lagi re
Rasiarpilar lagi
(F-1)
Rase rase rasigali rasiapilar lagi
(F-2)
Rasrumer phueikari manke nela magi
(F-1)
Rangphagune rang makhe nebapare mate
(F-2)
Parjapati manta mora dake sapan dekhe
(F-1+F-2)
Jie jahake rasigala sangata
Jie jahake rasigala sangata
Mali phu phu base kaen rasarkeli re
Janh dekhake bidiapana khuami
Janh dekhake bidiapana khuami
Aaeb boli sate kaen  rasarkeli re ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ