Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଜୟ ଯଦୁନନ୍ଦନ ରାଧିକା ପ୍ରାଣବଲ୍ଲଭ - Jaya Jadunandana Radhika Pranaballabha Lyrics

== ଓଡ଼ିଆ ==

ଭଜନ : ଜୟ ଯଦୁନନ୍ଦନ ରାଧିକା ପ୍ରାଣବଲ୍ଲଭ
ଭାଷା : ଓଡ଼ିଆ
ଚଳଚିତ୍ର : ଗପ ହେଲେ ବି ସତ
କଣ୍ଠ : ସୁମନ କଲ୍ୟାଣପୁର
ଗୀତିକାର : ଗୁରୁକୃଷ୍ଣ ଗୋସ୍ଵାମୀ
ସଂଗୀତ ନିର୍ଦ୍ଦେଶକ : ଭୁବନ, ହରି
ମସିହା : ୧୯୭୬



(ଝି)
ଜୟ ଯଦୁନନ୍ଦନ ଜୟ ଯଦୁନନ୍ଦନ
ରାଧିକା ପ୍ରାଣବଲ୍ଲଭ ହେ ବଂଶୀବଦନ
ରାଧିକା ପ୍ରାଣବଲ୍ଲଭ ହେ ବଂଶୀବଦନ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଯଦୁନନ୍ଦନ
(ସମସ୍ତେ)
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ ॥ 


(ଝି)
ଆହେ ଚିନ୍ତାମଣି ପ୍ରଭୁ ଦୀନବନ୍ଧୁ
ମୁକୁନ୍ଦ ମୁରାରୀ ହେ କରୁଣାସିନ୍ଧୁ
ଆହେ ଚିନ୍ତାମଣି ପ୍ରଭୁ ଦୀନବନ୍ଧୁ
ମୁକୁନ୍ଦ ମୁରାରୀ ହେ କରୁଣାସିନ୍ଧୁ
ଜୟ ବ୍ରଜମୋହନ ଘେନ ହେ ବନ୍ଦନ
ଜୟ ବ୍ରଜମୋହନ ଘେନ ହେ ବନ୍ଦନ
(ସମସ୍ତେ)
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ ॥୧॥ 


(ଝି)
ଆହେ ବ୍ରଜବନ୍ଧୁ ଦୁଃଖଭଞ୍ଜନ
ଗୋବିନ୍ଦ ଗୋପାଳ ହେ ମଧୁସୂଦନ
ଆହେ ବ୍ରଜବନ୍ଧୁ ଦୁଃଖଭଞ୍ଜନ
ଗୋବିନ୍ଦ ଗୋପାଳ ହେ ମଧୁସୂଦନ
ଜୟ କୃଷ୍ଣ ମୁରାରୀ ଘେନ ହେ ବନ୍ଦନ 
ଜୟ କୃଷ୍ଣ ମୁରାରୀ ଘେନ ହେ ବନ୍ଦନ 
(ସମସ୍ତେ)
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ ॥୨॥





== English ==

Bhajan : Jaya Jadunandana Radhika Pranaballabha
Language : Odia
Movie : Gapa Hele Bi Sata
Singer : Suman Kalyanpur
Lyricist : Gurukrushna Goswami
Music Director : Bhuban, Hari
Year : 1976



(F)
Jaya Jadunandana Jaya Jadunandana
Radhika pranaballabha he Banshibadana
Radhika pranaballabha he Banshibadana
Jaya Jagadisha hare
Jaya Jagadisha hare
Jaya Jadunandana
(All)
Jaya Jagadisha hare
Jaya Jagadisha hare ॥ 


(F)
Aahe chintamani prabhu Dinabandhu
Mukunda Murari he Karunasindhu
Aahe chintamani prabhu Dinabandhu
Mukunda Murari he Karunasindhu
Jaya Brajamohana ghena he bandana
Jaya Brajamohana ghena he bandana
(All)
Jaya Jagadisha hare
Jaya Jagadisha hare ॥1॥ 


(F)
Aahe Brajabandhu Duhkhabhanjana
Gobinda Gopala he Madhusudana
Aahe Brajabandhu Duhkhabhanjana
Gobinda Gopala he Madhusudana
Jaya Krushna Murari ghena he bandana
Jaya Krushna Murari ghena he bandana
(All)
Jaya Jagadisha hare
Jaya Jagadisha hare
Jaya Jagadisha hare
Jaya Jagadisha hare ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ