Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବଂଶୀ ବାଜୁଛିରେ ବଂଶୀ ବାଜୁଛି ରାଧା ନାଚୁଛିରେ - Banshi Bajuchhire Banshi Bajuchhi Radha Nachuchhire Lyrics

== ଓଡ଼ିଆ ==

ଗୀତ : ବଂଶୀ ବାଜୁଛିରେ ବଂଶୀ ବାଜୁଛି
ଭାଷା : ଓଡ଼ିଆ
ଆଲବମ : ବଳିଆର ଭୁଜ
କଣ୍ଠ : ଭିକା
ରି ବଳ
ଗୀତିକାର : କଳ୍ପତରୁ ବଳ
ସଂଗୀତ ନିର୍ଦ୍ଦେଶନା : ଅମରେନ୍ଦ୍ର ମହାନ୍ତି, ସରୋଜ ନନ୍ଦ
ଲେବେଲ୍ : ଟି ସିରିଜ୍
ମସିହା : ୨୦୦୦



ବଂଶୀ ବାଜୁଛିରେ ବଂଶୀ ବାଜୁଛି
ରାଧା ନାଚୁଛିରେ ରାଧା ନାଚୁଛି
ବଂଶୀ ବାଜୁଛିରେ ବଂଶୀ ବାଜୁଛି
ରାଧା ନାଚୁଛିରେ ରାଧା ନାଚୁଛି
ସତେ ପୁରସ୍ତମ ଗୋପ ବୃନ୍ଦାବନ
ସତେ ପୁରସ୍ତମ ଗୋପ ବୃନ୍ଦାବନ
ସେଇ କୃଷ୍ଣ ଏଠି ବସିଛି
ଆହା..ସେଇ କୃଷ୍ଣ ଏଠି ବସିଛି
ନୀଳାଚଳେ ନିତ୍ୟ ରାସ ଚାଲିଛି
ରାଧା ନାଚୁଛିରେ ରାଧା ନାଚୁଛି
ବଂଶୀ ବାଜୁଛିରେ ବଂଶୀ ବାଜୁଛି
ରାଧା ନାଚୁଛିରେ ରାଧା ନାଚୁଛି ॥


ରସିକ ଶେଖର ଏ ଜଗାକାଳିଆ
ଥିଲା ଯେବେ ବୃନ୍ଦାବନେ
ରାଧାରାଣୀ ସଙ୍ଗେ ନାଚୁଥିଲା ରଙ୍ଗେ
ବଂଶୀବାଇ ରାଧା ନାମେ
ରସିକ ଶେଖର ଏ ଜଗାକାଳିଆ
ଥିଲା ଯେବେ ବୃନ୍ଦାବନେ
ରାଧାରାଣୀ ସଙ୍ଗେ ନାଚୁଥିଲା ରଙ୍ଗେ
ବଂଶୀବାଇ ରାଧା ନାମେ
ଭୁଲି କଦମ୍ବ କଳ୍ପବଟରେ
ଭୁଲି ଯମୁନା ସାଗର କୂଳେ
ରାଧାପ୍ରେମେ ହଜିମଜି ହସୁଛି
ରାଧା ନାଚୁଛିରେ ରାଧା ନାଚୁଛିରେ
ବଂଶୀ ବାଜୁଛିରେ ବଂଶୀ ବାଜୁଛି
ରାଧା ନାଚୁଛିରେ ରାଧା ନାଚୁଛି ॥୧॥ 


ଏଇ ସେ କାଳିଆ ବସିଛି ମଉନେ
କିଛି ନଜାଣିଲା ପରି
ଗୋପୀଙ୍କ ବସନ ଚୋରାଇ ନେଇ ସେ
ହସୁଥିଲା ବଂଶୀ ଧରି
ଏଇ ସେ କାଳିଆ ବସିଛି ମଉନେ
କିଛି ନଜାଣିଲା ପରି
ଗୋପୀଙ୍କ ବସନ ଚୋରାଇ ନେଇ ସେ
ହସୁଥିଲା ବଂଶୀ ଧରି
କେଡ଼େ କପଟି ଏଇ କାଳିଆ
ବଡ଼ ହଟିଆ ବାଙ୍କଚୁଳିଆ
ରାଧାପ୍ରୀତି ରଙ୍ଗ ବୋଳି ବସିଛି
ନୀଳାଚଳେ ନିତ୍ୟ ରାସ ଚାଲିଛି
ବଂଶୀ ବାଜୁଛିରେ ବଂଶୀ ବାଜୁଛି
ରାଧା ନାଚୁଛିରେ ରାଧା ନାଚୁଛି
ବଂଶୀ ବାଜୁଛିରେ ବଂଶୀ ବାଜୁଛି
ରାଧା ନାଚୁଛିରେ ରାଧା ନାଚୁଛି

ସତେ ପୁରସ୍ତମ ଗୋପ ବୃନ୍ଦାବନ
ସତେ ପୁରସ୍ତମ ଗୋପ ବୃନ୍ଦାବନ
ସେଇ କୃଷ୍ଣ ଏଠି ବସିଛି
ଆହା..ସେଇ କୃଷ୍ଣ ଏଠି ବସିଛି
ନୀଳାଚଳେ ନିତ୍ୟ ରାସ ଚାଲିଛି
ରାଧା ନାଚୁଛିରେ ରାଧା ନାଚୁଛିରେ
ବଂଶୀ ବାଜୁଛିରେ ବଂଶୀ ବାଜୁଛି
ରାଧା ନାଚୁଛିରେ ରାଧା ନାଚୁଛି
ବଂଶୀ ବାଜୁଛିରେ ବଂଶୀ ବାଜୁଛି
ରାଧା ନାଚୁଛିରେ ରାଧା ନାଚୁଛି
ବଂଶୀ ବାଜୁଛିରେ ବଂଶୀ ବାଜୁଛି
ରାଧା ନାଚୁଛିରେ ରାଧା ନାଚୁଛି
ବଂଶୀ ବାଜୁଛିରେ ବଂଶୀ ବାଜୁଛି
ରାଧା ନାଚୁଛିରେ ରାଧା ନାଚୁଛି ॥୨॥


YouTube ରେ ବଂଶୀ ବାଜୁଛିରେ ବଂଶୀ ବାଜୁଛି



== English ==

Song : Banshi Bajuchhire Banshi Bajuchhi
Language : Odia
Album : Baliara Bhuja
Singer : Bhikari Bala
Lyricist : Kalpataru Bala
Music Direction : Amarendra Mohanty & Saroj Nanda
Label : T- Series
Year : 2000



Banshi bajuchhire banshi bajuchhi
Radha nachuchhire Radha nachuchhi
Banshi bajuchhire banshi bajuchhi
Radha nachuchhire Radha nachuchhi
Sate Purastama Gopa  Brundabana
Sate Purastama Gopa  Brundabana
Sei Krushna ethi basichhi
Aaha..sei Krushna ethi basichhi
Nilachale nitya rasa chalichhi
Radha nachuchhire Radha nachuchhi
Banshi bajuchhire banshi bajuchhi
Radha nachuchhire Radha nachuchhi ॥


Rasika shekhara e Jagakalia
Thila jebe Brundabane
Radharani sange nachuthila range
Banshibai Radha name
Rasika shekhara e Jagakalia
Thila jebe Brundabane
Radharani sange nachuthila range
Banshibai Radha name
Bhuli Kadamba Kalpabatare
Bhuli Jamuna sagara kule
Radhapreme hajimaji hasuchhi
Radha nachuchhire Radha nachuchhi
Banshi bajuchhire banshi bajuchhi
Radha nachuchhire Radha nachuchhi ॥1॥


Ei se Kalia basichhi maune
Kichhi najanila pari
Gopinka basana chorai nei se
Hasuthila banshi dhari
Ei se Kalia basichhi maune
Kichhi najanila pari
Gopinka basana chorai nei se
Hasuthila banshi dhari
Kede kapati ei Kalia
Bada hatia Bankachulia
Radhapriti ranga boli basichhi
Nilachale nitya rasa chalichhi
Banshi bajuchhire banshi bajuchhi
Radha nachuchhire Radha nachuchhi
Banshi bajuchhire banshi bajuchhi
Radha nachuchhire Radha nachuchhi

Sate Purastama Gopa  Brundabana
Sate Purastama Gopa  Brundabana
Sei Krushna ethi basichhi
Aaha..sei Krushna ethi basichhi
Nilachale nitya rasa chalichhi
Radha nachuchhire Radha nachuchhi
Banshi bajuchhire banshi bajuchhi
Radha nachuchhire Radha nachuchhi
Banshi bajuchhire banshi bajuchhi
Radha nachuchhire Radha nachuchhi
Banshi bajuchhire banshi bajuchhi
Radha nachuchhire Radha nachuchhi
Banshi bajuchhire banshi bajuchhi
Radha nachuchhire Radha nachuchhi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ