Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନିଶି ବିଜନେ ଭାବେ ମନେ ମୁଁ - Nishi Bijane Bhabe Mane Mun Lyrics

== ଓଡ଼ିଆ ==

ଫିଲ୍ମଗୀତ : ନିଶି ବିଜନେ ଭାବେ ମନେ ମୁଁ
ଭାଷା : ଓଡ଼ିଆ
ଚଳଚିତ୍ର : ଜାଇ ଫୁଲ
କଣ୍ଠ : ଅକ୍ଷୟ ମହାନ୍ତି
ଗୀତିକାର : ଅକ୍ଷୟ ମହାନ୍ତି
ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୮୪



ନିଶି ବିଜନେ ଭାବେ ମନେ
ମୁଁ କେମିତି ଜିଇଁଛି
କାହିଁକି ଜିଇଁଛି
କେମିତି ଜିଇଁଛି
କାହିଁକି ଜିଇଁଛି
ତୁମ ବିନେ ତୁମ ବିନେ
ନିଶି ବିଜନେ ॥୧॥


ମୋହରି ଆଶା ହାଏ ହେଲାନି ମୋର
ଜଣାବି ପଡ଼ିଲାଣି ଆପଣା ପର
ଢେଉର ସାଥେ ଖେଳି ରହିଲି କୂଳେ
ସାଗର ରହି ଗଲା ଅନେକ ଦୂରେ
ସେଇ ସପନେ ଖୋଜେ ମନେ
ମୁଁ କାହାକୁ ଜାଣିଛି
କାହାଠୁ ହାରିଛି
ମୁଁ କାହାକୁ ଜାଣିଛି
କାହାଠୁ ହାରିଛି
ଅଭିମାନେ ଅଭିମାନେ ॥୨॥


ସେ ଥିଲା ଏକ ମୋର ଆଶାର ଆଶା
ପ୍ରଥମ ପ୍ରଣୟର ପ୍ରଥମ ଭାଷା
କି ଲାଭ ଦୋଷ ଦେଇ କାହାକୁ ଏବେ
ଲୁହକୁ କେହି କିବା ବୁଝାଏ କେବେ
ଏଇ ନୟନେ ରହେ ଜଣେ
ମୁଁ ଯା ଲାଗି ମରୁଛି
ନିତି ଯେ ଝୁରୁଛି
ଯା ଲାଗି ମରୁଛି
ନିତି ଯେ ଝୁରୁଛି
ରାତି ଦିନେ ରାତି ଦିନେ
ନିଶି ବିଜନେ ॥୩॥


YouTube ରେ ନିଶି ବିଜନେ ଭାବେ ମନେ



== English ==

Movie Song : Nishi Bijane Bhabe Mane Mun
Language : Odia
Movie : Jai Phula
Singer : Akshaya Mohanty
Lyricist : Akshaya Mohanty
Music Director : Akshaya Mohanty
Year : 1984



Nishi bijane bhabe mane
Mun kemiti jiinchhi
Kahinki jiinchhi
Kemiti jiinchhi
Kahinki jiinchhi
Tuma bine tuma bine
Nishi bijane ॥1॥


Mohari asha hae helani mora
Janabi padilani apana para
Dheura sathe kheli rahili kule
Sagara rahi gala aneka dure
Sei sapane khoje mane
Mun kahaku janichhi
Kahathu harichhi
Mun kahaku janichhi
Kahathu harichhi
Abhimane abhimane ॥2॥


Se thila eka mora ashara asha
Prathama pranayara prathama bhasa
Ki labha dosa dei kahaku ebe
Luhaku kehi kiba bujhae kebe
Ei nayane rahe jane
Mun jaa lagi maruchhi
Niti je jhuruchhi
Jaa lagi maruchhi
Niti je jhuruchhi
Rati dine rati dine
Nishi bijane ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ