Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମା' ତୁମେ ମମତାର ସୀମାହୀନ ସାଗର - Maa' Tume Mamatara Simahina Sagara Lyrics

== ଓଡ଼ିଆ ==

ଫିଲ୍ମଗୀତ : ମା' ତୁମେ ମମତାର ସୀମାହୀନ ସାଗର
ଭାଷା : ଓଡ଼ିଆ
ଚଳଚିତ୍ର : ଉଲ୍‌କା
କଣ୍ଠ : ସୁରେଶ ୱାଡ଼କର୍
ଗୀତିକାର : ସଚ୍ଚି ମହାନ୍ତି 
ସଂଗୀତ ନିର୍ଦ୍ଦେଶକ : ରାଜୁ ମିଶ୍ର, ବିଭୁ ମହାନ୍ତି
ମସିହା : ୧୯୮୧



ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର
ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ॥୧॥


ତୁମ ସେ ମମତା ମୋତି ଆମ ପାଇଁ ଆଲୋକ
ଲିଭାଇଛି ଅମାରାତି ମନେ ଭରି ପୁଲକ
ତୁମେ ଯେ ସେନେହମୟୀ ସେନେହର ଝର
ତୁମେ ଯେ ସେନେହମୟୀ ସେନେହର ଝର
ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ॥୨॥


ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା
ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା
ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା
ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା
ଆମ ମୁଖେ ହସ ତୁମ ମନେ ଖୁସି ଆସର
ତୁମରି ଆଶିଷେ ମା' ଗୋ ହସୁ ଆମ ସଂସାର
ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ॥୩॥


YouTube ରେ ମା' ତୁମେ ମମତାର ସୀମାହୀନ ସାଗର



== English ==

Movie Song : Maa' Tume Mamatara Simahina Sagara
Language : Odia
Movie : Ulka
Singer : Suresh Wadkar
Lyricist : Sacchi Mohanty
Music Director : Raju mishra, Bibhu Mohanty
Year : 1981



Maa’ tume mamatara simahina sagara
Maa’ tume ama pain debatara mandira
Maa’ tume mamatara simahina sagara
Maa’ tume ama pain debatara mandira ॥1॥


Tuma se mamata moti ama pain aloka
Libhaichhi amarati mane bhari pulaka
Tume je senehamayee senehara jhara
Tume je senehamayee senehara jhara
Maa’ tume mamatara simahina sagara
Maa’ tume ama pain debatara mandira ॥2॥


E akhi dekhichhi jaha tuma priti sharadha
Aama duhkhe duhkhi hoi kara sukha sauda
E akhi dekhichhi jaha tuma priti sharadha
Aama duhkhe duhkhi hoi kara sukha sauda
Aama mukhe hasa tuma mane khusi asara
Tumari ashise Maa’ go hasu ama sansara
Maa’ tume mamatara simahina sagara
Maa’ tume ama pain debatara mandira ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ