Posts

Showing posts with the label ତତ୍ତ୍ଵପ୍ରକାଶ ଶତପଥୀ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ - Re Kothabhogi Mun Ta Badadandara Jogi Lyrics

Image
== ଓଡ଼ିଆ == ଭଜନ : ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ଭାଷା : ଓଡ଼ିଆ ଆଲବମ : ସଖା ହେ କଣ୍ଠ : କୁମାର ବାପି ଗୀତିକାର : ସୁରେଶ ପଣ୍ଡା ସଂଗୀତ ନିର୍ଦ୍ଦେଶକ : ତତ୍ତ୍ଵପ୍ରକାଶ ଶତପଥୀ ମସିହା : ୨୦୦୫ ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ଟଙ୍କ ତୋରାଣିରେ ମନ ବଳେଇଚି ଟଙ୍କ ତୋରାଣିରେ ମନ ବଳେଇଚି ଚକିଏ ରଖିବୁ ମୋରି ଲାଗି ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ॥ ଲୋଭ ମୋହ ମାୟା ଡେଇଁ ମୁଁ ଆସିଚି ସେଥିପାଇଁ ତୋର ଭେଟ ପାଇଚି ଚକାନୟନରେ ଆଶା ମୋ ମେଣ୍ଟେଇ ନୀଳଗିରି ପଛେ ଶୋଉଚି ଯାଇ ଓ..ଲୋଭ ମୋହ ମାୟା ଡେଇଁ ମୁଁ ଆସିଚି ସେଥିପାଇଁ ତୋର ଭେଟ ପାଇଚି ଚକନାୟନରେ ଆଶା ମୋ ମେଣ୍ଟେଇ ନୀଳଗିରି ପଛେ ଶୋଉଚି ଯାଇ ସାହାଣମେଲାକୁ ସମୟ ଗଣୁଚି ସାହାଣମେଲାକୁ ସମୟ ଗଣୁଚି ବାଇଶି ପାହାଚ ପାଖରେ ଜଗି ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ॥୧॥ ଭୋକକଲେ ପରା ଆନନ୍ଦ ବଜାର ଶୋଷକଲେ ଅଛି ନରେନ୍ଦ୍ର ଜଳ ସରଗକୁ ଶିଡ଼ି ବାଇଶି ପାହାଚ ଛାଡ଼ି ମୁଁ ଆସିଚି ଛଳନା ମିଛ ଓ..ଭୋକକଲେ ପରା ଆନନ୍ଦ ବଜାର ଶୋଷକଲେ ଅଛି ନରେନ୍ଦ୍ର ଜଳ ସରଗକୁ ସିଡ଼ି ବାଇଶି ପାହାଚ ଛାଡ଼ି ମୁଁ ଆସିଚି ଛଳନା ମିଛ ଲକ୍ଷେ ଶାଳଗ୍ରାମ ବେଦୀରେ ବସିଛୁ ଲକ୍ଷେ ଶାଳଗ୍ରାମ ବେଦୀରେ ବସିଛୁ ଭକ୍ତ ସୁଖ ଦୁଃଖେ ହେଇତୁ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ