Posts

Showing posts with the label ସଚ୍ଚି ମହାନ୍ତି

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମା' ତୁମେ ମମତାର ସୀମାହୀନ ସାଗର - Maa' Tume Mamatara Simahina Sagara Lyrics

Image
== ଓଡ଼ିଆ == ଫିଲ୍ମଗୀତ : ମା' ତୁମେ ମମତାର ସୀମାହୀନ ସାଗର ଭାଷା : ଓଡ଼ିଆ ଚଳଚିତ୍ର : ଉଲ୍‌କା କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ସଚ୍ଚି ମହାନ୍ତି  ସଂଗୀତ ନିର୍ଦ୍ଦେଶକ : ରାଜୁ ମିଶ୍ର, ବିଭୁ ମହାନ୍ତି ମସିହା : ୧୯୮୧ ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ॥୧॥ ତୁମ ସେ ମମତା ମୋତି ଆମ ପାଇଁ ଆଲୋକ ଲିଭାଇଛି ଅମାରାତି ମନେ ଭରି ପୁଲକ ତୁମେ ଯେ ସେନେହମୟୀ ସେନେହର ଝର ତୁମେ ଯେ ସେନେହମୟୀ ସେନେହର ଝର ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ॥୨॥ ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା ଆମ ମୁଖେ ହସ ତୁମ ମନେ ଖୁସି ଆସର ତୁମରି ଆଶିଷେ ମା' ଗୋ ହସୁ ଆମ ସଂସାର ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ॥୩॥ YouTube ରେ ମା' ତୁମେ ମମତାର ସୀମାହୀନ ସାଗର == English == Movie Song : Maa' Tume Mamatara Simahina Sagara Language : Odia Movie : Ulka Singer : Suresh Wadkar Lyricist : Sacchi Mohanty Music Di...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ