Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି - Hae To Premara Rangoli Lyrics

ଏ ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୦ ଜୁନ ୨୦୧୯ ରେ ଅନୁରୋଧ କରିଥିଲେ ।

== ଓଡ଼ିଆ==

ଫିଲ୍ମଗୀତ : ହାଏ ତୋ ପ୍ରେମର ରଙ୍ଗୋଲି
ଭାଷା : ଓଡ଼ିଆ
ଚଳଚିତ୍ର : ବ୍ଲାକମେଲ୍
କଣ୍ଠ : ଉଦିତ ନାରାୟଣ, ଦିପ୍ତୀରେଖା
ଗୀତିକାର : ବସନ୍ତ ରାଜ ସାମଲ
ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ
ମସିହା : ୨୦୧୮



(ପୁ)
ହାଏ ତୋ ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି
ରାତିରେ କଲା ଦିୱାଲି
ହାଏ ତୋ ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି
ଛାତିରେ କଲା କବାଲି
(ଝି)
ତୋ ପ୍ରେମର ନିଶା ଯେବେ ଗଲା ଚହଲି
କିଛି ପାଇବା ଆଶା ମୋତେ କଲା ଚଗଲି
ହାଏ ତୋ ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି
ରାତିରେ କଲା ଦିୱାଲି
ହାଁ.. ଛାତିରେ କଲା କବାଲି ॥


(ପୁ)
ହୋ.. ଆଜିକାଲି ସିଲିସିଲି ଏଇ ମନ ଚୋରା ବାଲି
ଖସି ଖସି ଯାଏ ଖସି ଯାଏରେ
(ଝି)
ହାଁ.. ଆଜିକାଲି ମତୁଆଲି ଏଇ ମନ କଚି କଲି
ଲିସି ଲିସି ହୁଏ ତୋଠି ହାଏରେ
(ପୁ)
ତୋ' ରୂପର ନଈ ଯେବେ ଗଲା ଉଛୁଳି
ଏଇ ଦିଲ ଦିୱାନା ଗଲା ଗୋରି ପହଲି
(ଝି)
ହାଏ ତୋ ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି
ପାଣିକି କଲା ମହୁଲି
ହାଁ.. ଲାଜକୁ କଲା ଫାଜିଲି ॥୧॥


(ଝି)
ହାଁ.. ରଙ୍ଗ ରଙ୍ଗ ମନ ରଙ୍ଗ
ଖୋଜେ ଖାଲି ପ୍ରେମ ପାଗ
ଛଟପଟ ଛାତି ଖାଲି ହୁଏରେ
(ପୁ)
ଦାଗ ଦାଗ ଲାଗେ ଦାଗ
ହୁଏ ଯେବେ ପ୍ରେମ ରୋଗ
ଦିନ ରାତି କିଛି କିଛି ହୁଏରେ
(ଝି)
ତୋ ପ୍ରେମର ନିଆଁ ଯେବେଗଲା କୁହୁଳି
ମୋ ଛାତିରେ ମାରିଦେଲା ଖାଲି ବିଜୁଳି
(ପୁ)
ହାଏ ତୋ ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି
ଆଖିକି କଲା ନସେଲି
ହାଏ.. ଛାତିକି କଲା ରସେଲି
(ଝି)
ହାଁ..ପାଣିକି କଲା ମହୁଲି
ହାଏ.. ଲାଜକୁ କଲା ଫାଜିଲି ॥୨॥


YouTube ରେ ହାଏ ତୋ ହାଏ ତୋ ପ୍ରେମର ପ୍ରେମର ରଙ୍ଗଲି



== English ==

Song : Hae To Premara Rangoli
Language : Odia
Film : Blackmail
Singer : Udit Narayan & Diptirekha
Music Director : Premanand
Lyrics : Basantraj Samal
Year : 2018



(M)
Hae to hae to premara premara rangoli
Ratire kala diwali
Hae to hae to premara premara rangoli
Chhatire kala kabali
(F)
To premara nisha jebe gala chahali
Kichhi paiba asha mate kala chagali
Hae to hae to premara premara rangoli
Ratire kala diwali
Haan.. chhatire kala kabali ॥

(M)
Ho.. aajikali silisili ei mana chora bali
Khasi khasi jae khasi jaere
(F)
Haan.. aajikali matuali ei mana kachi kali
Lisi lisi hue tothi haere
(M)
To rupra naee jebe gala uchhuli
Ei dil dewana gala gori pahali
(F)
Hae to hae to premara premara rangoli
Pani ki kala mahuli
Haan.. laja ku kala phajili ॥1॥


(F)
Haan.. ranga ranga mana ranga
Khoje khali prema paga
Chhatapata chhati khali huere
(M)
Daga daga lage daga
Hue jebe prema roga
Dina rati kichhi kichhi huere
(F)
To premara nian jebe gala kuhuli
Mo chhatire maridela khali bijuli
(M)
Hae to hae to premara premara rangoli
Akhiki kala naseli
Hae.. chhati ki kala raseli
(F)
Haan.. pani ki kala mahuli
Hae.. laja ku kala phajili ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

Anonymous commented on mo prabhu jagannatha se lyrics odia: “Very nice jay jagannath”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ