Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁ ମୋର ମେହେବୁବା ମୁଁ ତୋର ମେହେବୁବ - Tu mora Mehbooba Mun Tora Mehboob Lyrics

== ଓଡ଼ିଆ ==

ଗୀତ : ତୁ ମୋର ମେହେବୁବା ମୁଁ ତୋର ମେହେବୁବ
ଭାଷା : ଓଡ଼ିଆ
କଣ୍ଠ :  ସ୍ଵୟଂ ପାଢୀ, ଅସୀମା ପଣ୍ଡା
ଗୀତିକାର : ମୃତ୍ୟୁଞ୍ଜୟ ମିଶ୍ର
ସଙ୍ଗୀତ ନିର୍ଦ୍ଦେଶକ : ରୋଶନ ବୈଷ୍ଣବ
ମସିହା : ୨୦୧୮



(ପୁ)
ୟାହି..ୟେ..ହେ..ଉଁ..ଉଁ..
(ଝି)
ଆହାହା..ହା..ଆହା..ହାହା..
(ପୁ)
ଚୋରି ଚୋରି ଚୁପ୍ ଚୁପକେ କାହିଁ ଆସୁ ଜାନିଆ
ବଢ଼େ ମୋ ଅୱାରଗି ହୁଏ ମୁଁ ଅମାନିଆ
(ଝି)
ଉଫ୍ ତୋର ଦୁଷ୍ଟାମି କରେ ମୋତେ କିମିଆ
କିଛି ତୋ ସରମ୍ କର ଦେଖୁଛିରେ ଦୁନିଆ
(ପୁ)
ଦେଖିଲେ ଦେଖୁରେ ପଛେ ରହିବିନି ଚୁପ
ପ୍ରେମଋତୁ ଚାଲିଗଲେ କରିବୁ ତୁ ଉଫ୍
ତୁ ମୋର ମେହେବୁବା ମୁଁ ତୋର ମେହେବୁବ
(ଝି)
ମୁଁ ତୋର ମେହେବୁବା ତୁ ମୋର ମେହେବୁବ
(ପୁ)
ତୁ ମୋର ମେହେବୁବା ମୁଁ ତୋର ମେହେବୁବ
(ଝି)
ମୁଁ ତୋର ମେହେବୁବା ତୁ ମୋର ମେହେବୁବ ॥୧॥


(ପୁ)
ୟାହି..ୟେ..ହେ..ଉଁ..ଉଁ..
(ଝି)
ଆହାହା..ହା..ଆହା..ହାହା..
କେମିତି ଭାବିବି ମୁଁ ତୋ ପାଇଁ କ'ଣ
କବିର କବିତା କି ଶିକାରୀ ନିଶାଣ
(ପୁ)
ତୋ ପାଇଁ ଦେଇପାରେ ମୋର ଏ ଜୀବନ
ସମୟ ଆସିଲେ ମୁଁ କରିବି ପ୍ରମାଣ
ତତେ ଭଲପାଏ ମୋ ଜୀବନଠୁ ଅଧିକା
(ଝି)
ମୋତେ ଛୁଇଁବାକୁ ତୁ ଖୋଜୁଛୁରେ ମଉକା
(ପୁ)
ପାଗଳ କରୁଛି ମୋତେ ତୋର ଭିଜା ଜୁଲଫ୍
ଉପମା ନାହିଁ ରୂପର ୱାଃ ବାଃ ତୁ ଖୁବ
ତୁ ମୋର ମେହେବୁବା ମୁଁ ତୋର ମେହେବୁବ
(ଝି)
ମୁଁ ତୋର ମେହେବୁବା ତୁ ମୋର ମେହେବୁବ
(ପୁ)
ତୁ ମୋର ମେହେବୁବା ମୁଁ ତୋର ମେହେବୁବ
(ଝି)
ମୁଁ ତୋର ମେହେବୁବା ତୁ ମୋର ମେହେବୁବ ॥୨॥


(ପୁ)
ଆଖି ବନ୍ଦକଲେ ମୁଁ ତତେ ଦେଖେ ଜାନିଆ
ମୋ ହୃଦୟ ସରଗମ୍ ର ତୁ ହି ତୁ ମାନିଆ
(ଝି)
ତୋ ପ୍ରେମ ଗଭିରତା ମତେ ନାହିଁ ଅଜଣା
ଜିଇଁବି ମରିବି ମୁଁ ତୋ ସାଥେ ଓରେ ଜାନା
କେବେ ହେଲେ ଆମ ପ୍ରେମ ନ ହେଉ ଗୁମ୍
ତୋ ବିନା ଜୀବନଟା ହେବ ଗୁମସୁମ୍
(ପୁ)
ତୁ ମୋର ମେହେବୁବା ମୁଁ ତୋର ମେହେବୁବ
(ଝି)
ମୁଁ ତୋର ମେହେବୁବା ତୁ ମୋର ମେହେବୁବ
(ପୁ)
ତୁ ମୋର ମେହେବୁବା ମୁଁ ତୋର ମେହେବୁବ
(ଝି)
ହଁ.. ମୁଁ ତୋର ମେହେବୁବା ତୁ ମୋର ମେହେବୁବ ॥୩॥


YouTube ରେ ତୁ ମୋର ମେହେବୁବା ମୁଁ ତୋର ମେହେବୁବ




== English ==

Song : Tu mora Mehbooba Mun Tora Mehboob
Language : Odia
Singer :   Swayam Padhi, Aseema panda
Lyrics : Mrutyunjaya Mishra
Music Director : Roshan Vaishnav
Year: 2018



(M)
Yahi.. ye..he..un..un..
(F)
Aahaha..ha..aaha..haha..
(M)
Chori chori chup chupke kahin asu janiya
Badhe mo awargi hue mun amania
(F)
Uff tora dustami kare mote kimia
Kichhi to sharam kar dekhuchhire dunia
(M)
Dekhile dekhure pachhe rahibini chup
Premarutu chaligale karibu tu uff
Tu mora mehbooba mun tora mehboob
(F)
Mun tora mehbooba tu mora mehboob
(M)
Tu mora mehbooba mun tora mehboob
(F)
Mun tora mehbooba tu mora mehboob॥1॥


(M)
Yahi..ye..he..un..un..
(F)
Aahaha..ha..aaha..haha..
Kemiti bhabibi mun to pain ka’na
Kabi ra kabita ki shikari nishana
(M)
To pain mun deipare mora e jibana
Samaya asile mun karibi pramana
Tate bhalapae mo jibanathu adhika
(F)
Mote chhuinbaku tu khajuchhure mauka
(M)
Pagala karuchhi mote tora bhija julff
Upama nahin rupara wah bah tu khubh
Tu mora mehbooba mun tora mehboob
(F)
Mun tora mehbooba tu mora mehboob
(M)
Tu mora mehbooba mun tora mehboob
(F)
Mun tora mehbooba tu mora mehboob ॥2॥


(M)
Aakhi bandkale mun tate dekhe janiya
Mo hrudaya sargamra tu hi tu mania
(F)
To prema gabhirata mate nahin ajana
Jiinbi maribi mun to sathe ore jana
Kebe hele ama prema na heu gum
To bina jibana ta heba gumsum
(M)
Tu mora mehbooba mun tora mehboob
(F)
Mun tora mehbooba tu mora mehboob
(M)
Tu mora mehbooba mun tora mehboob
(F)
Han.. mun tora mehbooba tu mora mehboob ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ