Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଉଠିଲୁ ଏଡ଼େ ବେଗି କାହିଁକିରେ - Uthilu Ede Begi Kahinkire Lyrics

== ଓଡ଼ିଆ ==

ଗୀତ : ଉଠିଲୁ ଏଡ଼େ ବେଗି କାହିଁକିରେ
ଭାଷା : ଓଡ଼ିଆ
କଣ୍ଠ : ଭୁବନେଶ୍ଵରୀ ମିଶ୍ର 
ଗୀତିକାର : ଗୋପାଳକୃଷ୍ଣ ପଟ୍ଟନାୟକ
ସଙ୍ଗୀତ ନିର୍ଦ୍ଦେଶନା : ପାରମ୍ପରିକ



ଉଠିଲୁ ଏଡ଼େ ବେଗି କାହିଁକିରେ
ଧନ.. ଉଠିଲୁ ଏଡ଼େ ବେଗି କାହିଁକିରେ
ଦଧି ମନ୍ଥାଇ ଦେବୁ ନାହିଁକିରେ
ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥

ଦେହ ପାସୋରି ଦଣ୍ଡେ ନିଦ ନଗଲୁ ଚଣ୍ଡେ
ଦେହ ପାସୋରି ଦଣ୍ଡେ ନିଦ ନଗଲୁ ଚଣ୍ଡେ
ବିଟୋଳ ହେଲୁ ମୋର ପାଇଁକିରେ
ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୧॥

ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ
ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ
ଶୁଆଇ ଦେବି ଗୀତ ଗାଇକିରେ
ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୨॥

ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ
ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ
ଛାଡ଼ ଦେଉଛି ସର ଖୋଇକିରେ
ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୩॥  

ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ
ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ
ଡାକ ଯା ବଳରାମ ଭାଇକିରେ
ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୪॥

ମନ୍ଥନ ଘଟେ ହାତ ପୁରାଇ ନବନୀତ
ମନ୍ଥନ ଘଟେ ହାତ ପୁରାଇ ନବନୀତ
କାଢୁ ବୋଲନ୍ତି ହେଲୁ ବାଇକିରେ
ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୫॥

ତୁଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ
ତୁଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ
ଶିଖିଯିବୁ ନ ଚାହାଁ
ଶିଖିଯିବୁ ନ ଚାହାଁ ଛାଇକିରେ
ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୬॥

ଗୃହକୃତ୍ୟ ପକାଇ ବସିଥିବି ଏକାଇ
ଗୃହକୃତ୍ୟ ପକାଇ ବସିଥିବି ଏକାଇ
ନିଶିଦିନ ତୋତେ କାଖେଇକିରେ
ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୭॥

ପଣତରେ ବଦନ ପୋଛିଦେଲେ ଚୁମ୍ବନ
ପଣତରେ ବଦନ ପୋଛିଦେଲେ ଚୁମ୍ବନ
ଗୋପାଳକୃଷ୍ଣ ଚିନ୍ତେ ଦୁହିଙ୍କିରେ
ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୮॥


YouTube ରେ ଉଠିଲୁ ଏଡ଼େ ବେଗି କାହିଁକିରେ


ଗୀତଟିର ଅନ୍ୟ ଏକ Video ନମିତା ଅଗ୍ରୱାଲ ଙ୍କ କଣ୍ଠରେ ଦେଖନ୍ତୁ YouTube ରେ



== English ==

Song : Uthilu Ede Begi Kahinkire
Language : Odia
Singer : Bhubaneswari Mishra
Lyricist : Gopalkrushna Pattanayak
Music Direction : Traditional



Uthilu ede begi kahinkire
Dhana.. uthilu ede begi kahinkire
Dadhi manthai debu nahinkire 
Dhana.. uthilu ede begi kahinkire ॥


Deha pasori dande nida nagalu chande
Deha pasori dande nida nagalu chande
Bitola helu mora painkire
Dhana.. uthilu ede begi kahinkire ॥1॥

Khelibu Rama tule pachhe rati pahile
Khelibu Rama tule pachhe rati pahile
Shuai debi gita gaikire
Dhana.. uthilu ede begi kahinkire ॥2॥

Manthibi mun kemanta khua dandaru hata
Manthibi mun kemanta khua dandaru hata
Chhadi deuchhi sara khoikire
Dhana.. uthilu ede begi kahinkire ॥3॥

Aaha e ki pramada chhandana babu pada
Aaha e ki pramada chhandana babu pada
Daka ja Balarama bhaikire
Dhana.. uthilu ede begi kahinkire ॥4॥

Manthana ghate hata purai nabanita
Manthana ghate hata purai nabanita
Kadhu bolanti helu baikire
Dhana.. uthilu ede begi kahinkire ॥5॥

Tuchha hatata khai nachuchhu kahin pain
Tuchha hatata khai nachuchhu kahin pain
Shikhijibu na chahan
Shikhijibu na chahan chhaikire
Dhana.. uthilu ede begi kahinkire ॥6॥

Gruhakrutya pakai basithibi ekai
Gruhakrutya pakai basithibi ekai
Nishidina tote kakheikire
Dhana.. uthilu ede begi kahinkire ॥7॥

Panatare badana pochhidele chumbana
Panatare badana pochhidele chumbana
Gopalakrushna chinte duhinkire
Dhana.. uthilu ede begi kahinkire ॥8॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ