Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଗୋରୀ ଗୋରୀ ଓରେ ଛୋରି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି - Gori Gori Are Chhori To Pain E Dil Crazy Crazy Lyrics

== ଓଡ଼ିଆ ==

ଗୀତ : ଗୋରୀ ଗୋରୀ ଓରେ ଛୋରି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି
ଭାଷା : ଓଡ଼ିଆ
କଣ୍ଠ : ଅସିତ ତ୍ରିପାଠି
ଗୀତିକାର : ଅରୁଣ ମନ୍ତ୍ରୀ
ସଙ୍ଗୀତ ନିର୍ଦ୍ଦେଶକ : ହୋମାୟୁନ ଦେରାଖଶନ
ମସିହା : ୨୦୧୯



ଗୋରୀ ଗୋରୀ.. ଓରେ ଛୋରି..

ସ୍ଲିମ୍ ଅଣ୍ଟାୱାଲି ତୋ କ୍ୟାଟୱକ ଚାଲି
କରିଚୁ ଦିୱାନା ତୁ ମତେ ଆଜିକାଲି 
ହ୍ଵାଇଟ୍ ସ୍କିନୱାଲି ତୋ ଓଠ ପିଙ୍କ ନାଲି
ଆଖିରେ ତୁ ଗୁଳି ମାରୁଚୁ ଲୋ ଖାଲି  
ଗୋରୀ ଗୋରୀ ଓରେ ଛୋରି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି
ଲେଜି ଲେଜି ଥିଲା ଆଜି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି  
ଗୋରୀ ଗୋରୀ ଓରେ ଛୋରି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି
ଲେଜି ଲେଜି ଥିଲା ଆଜି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି.. ॥


କହିଲେ ଉଠେଇବି ତୋ ସାଙ୍ଗେ ଡେଲି ସେଲଫି
ଲଙ୍ଗ ଡ୍ରାଇଭ ନେଇ ଯିବି ପିଏଇବି କୋଲଡ କଫି
ଲାଗୁଛୁ ତୁ ଆଲିଆର ସତେ ଅବା କାର୍ବନ କପି
ସାମ୍ନା ସାମ୍ନି ହେଲେ ଦେବି ଯାଦୁୱାଲା ଗୋଟେ ଝପି
ଗୋରୀ ଗୋରୀ ଓରେ ଛୋରି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି
ଲେଜି ଲେଜି ଥିଲା ଆଜି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି  
ଗୋରୀ ଗୋରୀ ଓରେ ଛୋରି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି
ଲେଜି ଲେଜି ଥିଲା ଆଜି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି.. ॥୧॥


ଯେତେଥର ଯେତେବେଳେ ତୋର ମୋର ହୁଏ ମିଟ
ଲାଗେ କାଇଁ ଆମ ଯୋଡ଼ି ହେଇଯିବ ସୁପରହିଟ
ହାର୍ଟ ସିନା ଅଛି ମୋର ହେଇଯା ତୁ ହାର୍ଟବିଟ୍
ଖୁସିରେ ମୁଁ ଓଡ଼ିଶାରେ ସମସ୍ତଙ୍କୁ ଦେବି ଟ୍ରିଟ୍    

ଗୋରୀ ଗୋରୀ.. ଓରେ ଛୋରି..
ଗୋରୀ ଗୋରୀ ଓରେ ଛୋରି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି
ଲେଜି ଲେଜି ଥିଲା ଆଜି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି  
ଗୋରୀ ଗୋରୀ ଓରେ ଛୋରି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି
ଲେଜି ଲେଜି ଥିଲା ଆଜି
ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି.. ॥୨॥
  

YouTube ରେ ଗୋରୀ ଗୋରୀ ଓରେ ଛୋରି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି



== English ==

Song : Gori Gori Ore Chhori To Pain E Dil Crazy Crazy
Language : Odia
Singer : Asit Tripathy
Lyrics : Arun Mantri
Music Director : Homayoun Derakhshan
Year : 2019



Gori gori.. ore chhori..

Slim antawali to catwalk chali
Karichu diwana tu mate ajikali
White skinwali to otha pink nali
Aakhire tu guli maruchu lo khali
Gori gori ore chhori
To pain e dil crazy crazy
Lazy lazy thila aji
To pain e dil crazy crazy
Gori gori ore chhori
To pain e dil crazy crazy
Lazy lazy thila aji
To pain e dil crazy crazy.. ॥


Kahile utheibi to sange daily selfie
Long drive neijibi pieibi cold coffee
Laguchhu tu Aliara sate carbon copy
Samna samni hele debi jaduwala gote jhhapi
Gori gori ore chhori
To pain e dil crazy crazy
Lazy lazy thila aji
To pain e dil crazy crazy
Gori gori ore chhori
To pain e dil crazy crazy
Lazy lazy thila aji
To pain e dil crazy crazy.. ॥1॥


Jete thara jetebele tora mora hue meet
Lage kain ama jodi heijiba superhit
Heart sina achhi mora heija tu heartbeat
Khusire mun Odishare samastanku debi treat

Gori gori.. ore chhori..
Gori gori ore chhori
To pain e dil crazy crazy
Lazy lazy thila aji
To pain e dil crazy crazy
Gori gori ore chhori
To pain e dil crazy crazy
Lazy lazy thila aji
To pain e dil crazy crazy.. ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ