Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଓରେ ଦିଲନଶି, ମୋତେ ତୁ ତୋ ମନର ଟୋପା ଟୋପା ମେଘ କରିଦେ - Ore Dilnashi, Mote Tu To Manara Topa Topa Megha Karide Lyrics

== ଓଡ଼ିଆ ==

ଫିଲ୍ମଗୀତ: ଓରେ ଦିଲନଶି, ମୋତେ ତୁ ତୋ ମନର ଟୋପା ଟୋପା ମେଘ କରିଦେ
ଭାଷା : ଓଡ଼ିଆ
ଚଳଚିତ୍ର : ଗୋଲ୍ ମାଲ୍ ଲଭ
କଣ୍ଠ : ସ୍ଵୟଂ ପାଢ଼ୀ, ପ୍ରଜ୍ଞା ହୋତା 
ଗୀତିକାର : ନିର୍ମଳ ନାୟକ
ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର
ମସିହା : ୨୦୧୯



(ପୁ)
ମତେ ତୁ ତୋ ମନରେ ଟୋପା ଟୋପା
ମେଘ କରିଦେ
ମତେ ତୁ ତୋ ପ୍ରେମର ଛିଟା ଛିଟା
ରଙ୍ଗ କରିଦେ
ମତେ ତୁ ତୋ ମନରେ ଟୋପା ଟୋପା
ମେଘ କରିଦେ
ମତେ ତୁ ତୋ ପ୍ରେମର ଛିଟା ଛିଟା
ରଙ୍ଗ କରିଦେ
ଓରେ ଦିଲନଶି ଓରେ ଦିଲନଶି
ନିଦ କାଇଁ ଚୋରିକଲୁ ସ୍ବପ୍ନ ଟିକେ ଭରିଦେ
(ଝି)
ମତେ ତୁ ତୋ ଜୀବନେ ଛୋଟ ଛୋଟ
ଖୁସି କରିଦେ
ମତେ ତୁ ତୋ ଓଠରେ ସାତ ସୁର
ବଂଶୀ କରିଦେ ॥


(ଝି)
ଭିଡ଼ ଭିତରେ ଭଲ ଲାଗେରେ
କାଇଁ ତୋ ଚେହେରା
ଅଳ୍ପ ମୁହୂର୍ତ୍ତ ତୋ ସାଥେ ଦେଖା
ଲାଗେରେ ନିଆରା
(ପୁ)
ହଁ.. ତୋରି ନାଁରେ ସ୍ପନ୍ଦନ ଚାଲେ
ପଡ଼େ ମୋ ପଲକ
ଲାଗୁଛି ସତେ କେବେଠୁ ଥିଲା
ଆମ ଏ ସମ୍ପର୍କ
(ଝି)
ଓରେ ହମନସି ଓରେ ହମନସି
ଆଜି ସେଇ ସମ୍ପର୍କର ନାଁ ଗୋଟେ ଦେଇଦେ
(ପୁ)
ମତେ ତୁ ତୋ ବାଟରେ ଚୁନା ଚୁନା
ଛାଇ କରିଦେ
ମତେ ତୁ ତୋ ହସର ମିଠା ମିଠା
ନଈ କରିଦେ ॥୧॥


(ପୁ)
ଛାତି ଭିତରେ ଦେଇଛୁ ତୋଳି
ପ୍ରେମର ଉଆସ
ହୃଦୟେ ମୋର ତୁ ଅଛୁ ବୋଲି
ଚାଲେ ମୋ ନିଶ୍ଵାସ
(ଝି)
ହଁ.. ସେ ଲାଗି ଆଜି ଚୁପି ଚୁପିକା
କହେ ମୋ ହୃଦୟ
ତୋ ପାଖେ ସତେ ଅଟକି ଯାଉ
ଏମିତି ସମୟ
(ପୁ)
ଓରେ ଦିଲନଶି ଓରେ ଦିଲନଶି
ସବୁ ଜନମରେ ମୋର ହବୁ ବୋଲି କହିଦେ
(ଝି)
ମତେ ତୁ ତୋ ପାଇଁ କି ଝୁମା ଝୁମା
ରାତି କରିଦେ
ମତେ ତୁ ତୋ ସକାଳେ ଅସରନ୍ତି
ମୋତି କରିଦେ ॥୨॥


YouTube ରେ ଓରେ ଦିଲନଶି, ମୋତେ ତୁ ତୋ ମନର ଟୋପା ଟୋପା ମେଘ କରିଦେ



== English ==

Song : Ore Dilnashi, Mote Tu To Manara Topa Topa Megha Karide
Language : Odia
Movie : Golmal Love
Singer : Swayam Padhi, Pragyan Hota
Lyrics : Nirmal Nayak
Music Director : Abhijit Majumdar
Year : 2019



(M)
Mate tu to manare topa topa
Megha karide
Mate tu to premara chhita chhita
Ranga karide 
Mate tu to manare topa topa
Megha karide
Mate tu to premara chhita chhita
Ranga karide 
Ore dilnashi ore dilnashi
Nida kain chorikalu swapna tike bharide
(F)
Mate tu to jibane chhota chhota
Khushi karide
Mate tu to othare sata sura
Bansi karide ॥


(F)
Bhida bhitare bhala lagere
Kain to chehera
Alpa muhurtta to sathe dekha
Lagere niara
(M)
Han.. tori nanre spandan chale
Pade mo palaka
Laguchi sate kebethu thila
Aama e samparka
(F)
Ore humnasi ore humnasi
Aaji sei samparkara nan gote deide
(M)
Mate tu to batare chuna chuna
Chhai karide
Mate tu to hasara mitha mitha
Nai karide ॥1॥


(M)
Chhati bhitare deichhu toli
Premara uasa
Hrudaye mora tu achhu boli
Chale mo nishwasa
(F)
Han.. se lagi aaji chupi chupika
Kahe mo hrudaya
To pakhe sate ataki jau
Emiti samaya
(M)
Ore dilnashi ore dilnashi
Sabu janamare mora habu boli kahide
(F)
Mate tu to pain ki jhuma jhuma
Rati karide
Mate tu to sakale asaranti
Moti karide ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ