Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି - Ei Desha Ei Mati Mamatamayee Maa’ti Lyrics

== ଓଡ଼ିଆ ==

ଗୀତ : ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି
ଭାଷା : ଓଡ଼ିଆ
ଗୀତିକାର : ନିରଞ୍ଜନ ରାଉତ
ସଙ୍ଗୀତ ନିର୍ଦ୍ଦେଶକ : ଲକ୍ଷ୍ମୀକାନ୍ତ ପାଲିତ



ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି
ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି
ସେବାରେ ତାର ଜୀବନ ଦେବା
ସେବାରେ ତାର ଜୀବନ ଦେବା
ରଖିବା ତାର ନା’ଟି
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ଆମ ଏ ଜନ୍ମମାଟି  
ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି
ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ॥୧॥


ଚିର ମଳୟ ଯାହାର ପବନ
ଚିର ସବୁଜ ଯାହାର କାନନ
ଚିର ମଳୟ ଯାହାର ପବନ
ଚିର ସବୁଜ ଯାହାର କାନନ
ସାଗର ଯାହାର ରତ୍ନଭଣ୍ଡାର
ସାଗର ଯାହାର ରତ୍ନଭଣ୍ଡାର
କୋଟି ରତ୍ନ ଦିଏ ଭେଟି
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ଆମ ଏ ଜନ୍ମମାଟି  
ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି
ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ॥୨॥  


ଯହିଁ ଝରଣା ଝରି ଯାଏ
ଯହିଁ କୋଇଲି କୁହୁ ଗାଏ
ଯହିଁ ଝରଣା ଝରି ଯାଏ
ଯହିଁ କୋଇଲି କୁହୁ ଗାଏ
ସୁନା ଫସଲ ଲହରୀ ଖେଳେ
ସୁନା ଫସଲ ଲହରୀ ଖେଳେ
ବୁକୁରେ ଯାଏ ଲୋଟି
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ଆମ ଏ ଜନ୍ମମାଟି  
ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି
ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି
ମମତାମୟୀ ମା’ଟି
ମମତାମୟୀ ମା’ଟି ॥୩॥


YouTube ରେ ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି
 


== English ==

Song : Ei Desha Ei Mati Mamatamayee Maa’ti 
Language : Odia
Lyrics : Niranjan Rout
Music Director : Laxmikant Palit



Ei desha ei mati mamatamayee Maa’ti
Ei desha ei mati mamatamayee Maa’ti
Sebare tara jibana deba
Sebare tara jibana deba
Rakhiba tara naa’ti
Sujala sufala shasya shyamala
Sujala sufala shasya shyamala
Aama e janmamati
Ei desha ei mati mamatamayee Maa’ti
Ei desha ei mati mamatamayee Maa’ti ॥1॥


Chira malaya jahara pabana
Chira sabuja jahara kanana
Chira malaya jahara pabana
Chira sabuja jahara kanana
Sagara jahara ratnabhandara
Sagara jahara ratnabhandara
Koti ratna die bheti
Sujala sufala shasya shyamala
Sujala sufala shasya shyamala
Aama e janmamati
Ei desha ei mati mamatamayee Maa’ti
Ei desha ei mati mamatamayee Maa’ti ॥2॥


Jahin jharana jhari jae
Jahin koili kuhu gae
Jahin jharana jhari jae
Jahin koili kuhu gae
Suna phasala lahari khele
Suna phasala lahari khele
Bukure jae loti
Sujala sufala shasya shyamala
Sujala sufala shasya shyamala
Aama e janmamati
Ei desha ei mati mamatamayee Maa’ti
Ei desha ei mati mamatamayee Maa’ti
Mamatamayee Maa’ti
Mamatamayee Maa’ti ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ଏହାର ସ୍ୱର କେମିତି

    ReplyDelete
    Replies
    1. ସବୁ ଗୀତ ପରି "ଏଇ ଦେଶ ଏଇ ମାଟି" ଗୀତରେ ମଧ୍ୟ ଭିଡିଓ ଦିଆଯାଇଛି । ଆପଣ ଭିଡିଓ ପ୍ଲେ କରିଲେ ଜାଣିପାରିବେ । ଓଡ଼ିଆ ଲିରିକ୍ସ ତଳେ ଅଛି ଭିଡିଓ ।

      - "ଦି ସ୍ମରଣିକା" ଟିମ୍

      Delete
  2. meaning of this song in hindi , or english pl to geetanjaliglobalgurukulam@gmail.com

    ReplyDelete
    Replies
    1. Sure. Please expect an email from carethesmaranika@gmail.com

      - "The Smaranika" Team

      Delete
  3. Can you please share the meanings of the song either in Hindi or in English to my mail id?
    prabhugirishk@ gmail.com

    ReplyDelete
    Replies
    1. Please expect an email from carethesmaranika@gmail.com

      - "The Smaranika" Team

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ