Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ପଲ ପଲ ତତେ ଚାହେଁ - Pal Pal Tate Chahen Lyrics

== ଓଡ଼ିଆ ==

ଫିଲ୍ମ ଗୀତ : ପଲ ପଲ ତତେ ଚାହେଁ
ଭାଷା : ଓଡ଼ିଆ
ଚଳଚିତ୍ର : ଶ୍ରୀମାନ୍ ସୁର୍ ଦାସ
କଣ୍ଠ : ସ୍ଵୟଂ ପାଢ଼ୀ, ରାଜନନ୍ଦିନୀ
ଗୀତିକାର : ନିର୍ମଳ ନାୟକ
ସଙ୍ଗୀତ ନିର୍ଦେଶନା : ଅଭିଜିତ ମଜୁମଦାର

ମସିହା : ୨୦୧୮


(ପୁ)
ହଁ ସ୍ପନ୍ଦନରେ ତୋ ଚେହେରା 
ମହକି ବାସେ ରାତି ସାରା 

ହଁ କୃଷ୍ଣଚୂଡ଼ା ଫୁଲ ପରି
ପାଗଳ କରେ ତୋ ଇସାରା 
ପରି ନା-ପ୍ସରୀ କହିଦେ ଠାରି ତୁ କିଏ ॥  

ପଲ ପଲ, ତତେ ଚାହେଁ 
ପଲ ପଲ, ଖୋଜୁ ଥାଏ 
ପଲ ପଲ, ମନ କହେ 
ତତେ ଭଲ ପାଏ ॥ 

ହାଁ ହାଁ ହାଁ..
ତତେ ଭଲ ପାଏ ॥ 

ହଁ ସ୍ପନ୍ଦନରେ ତୋ ଚେହେରା 
ମହକି ବାସେ ରାତି ସାରା 

କୃଷ୍ଣଚୂଡ଼ା ଫୁଲ ପରି
ପାଗଳ କରେ ତୋ ଇସାରା 
ପରି ନା-ପ୍ସରୀ କହିଦେ ଠାରି ତୁ କିଏ ॥ 

ପଲ ପଲ, ତତେ ଚାହେଁ 
ପଲ ପଲ, ଖୋଜୁ ଥାଏ 
ପଲ ପଲ, ମନ କହେ 
ତତେ ଭଲ ପାଏ ॥ 

ହାଁ ହାଁ ହାଁ..
ତତେ ଭଲ ପାଏ ॥

(ଝି)
ଏମିତି ଆସିଲୁ ମୋର ଏ ଜୀବନେ, 
ଫୁଲଋତୁୁ ହେଇ ଛୁଇଁ ଗଲୁ (୨)
ସପନ ଗାଁରେ ରାତି ପାହିଯାଏ
ଏତେ ଭଲ ମୋତେ ପାଇଗଲୁ 

(ପୁ)
ହଁ ନିଦ ସାରା ତୋ ସପନ 
ସାଜିଛି ଆଜି ମୋ ଜୀବନ 
ଲାଗେ ଭାରି ସଜ ସଜ 
ତୋ ରାଗ ରୁଷା ଅଭିମାନ 

ଗୀତ ନା ତୁ ସୁରିଲା ବାଶୁୁରୀ ମନ ଛୁଏଁ ॥

ପଲ ପଲ, ତତେ ଚାହେଁ 
ପଲ ପଲ, ଖୋଜୁ ଥାଏ 
ପଲ ପଲ, ମନ କହେ 
ତତେ ଭଲ ପାଏ (୨) ॥ 


YouTube ରେ ପଲ ପଲ ତତେ ଚାହେଁ 



== English ==

Movie Song : Pal Pal Tate Chahen
Language : Odia
Movie : Sriman Surdas
Singer : Swayam Padhi, Rajnandini
Lyrics : Nirmal Nayak
Music Director : Abhijit Majumda
r

Year : 2018


(M)
Han spandanare to chehera 
Mahaki base rati sara 

Han krushnachuda phula pari 
Pagala kare to isara

Pari na-psari kahide thari tu kie॥ 

Pal pal, tate chahen
Pal pal, khoju thae
Pal pal, mana kahe
Tate bhala pae ॥ 

Han han han…
Tate bhala pae॥ 

Han spandanare to chehera 
Mahaki base rati sara

Krushnachuda phula pari 
Pagala kare to isara
Pari na-psari kahide thari tu kie॥ 

Pal pal, tate chahen
Pal pal, khoju thae
Pal pal, mana kahe
Tate bhala pae ॥ 

Han han han…
Tate bhala pae॥ 


(F)
Emiti aasilu mora e jibane 
Phula rutu hei chhuin galu (2)
Sapana gan re rati pahijae
Ete bhala mote paigalu

(M)
Han nida sara to sapana
Sajichhi aaji mo jibana
Lage bhari saja saja
To raga rusha abhimana

Gita na tu surila bashuree mana chhuen ॥ 

Pal pal, tate chahen
Pal pal, khoju thae
Pal pal, mana kahe
Tate bhala pae (2) ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ