Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନିଦ ମାଉସୀ ଦେ ଆଉଁସି ଚଗନ ଆଖି ମୋର - Nida Mausi De Aanusi Chagana Aakhi Mora Lyrics



== ଓଡ଼ିଆ ==

ଗୀତ : ନିଦ ମାଉସୀ ଦେ ଆଉଁସି
ଭାଷା : ଓଡ଼ିଆ
ଚଳଚିତ୍ର : ପୁଅ ମୋର କଳା ଠାକୁର
କଣ୍ଠ : କବିତା କୃଷ୍ଣମୂର୍ତ୍ତି
ଗୀତିକାର : ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନଗୋ  
ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି  
ମସିହା : ୧୯୮୮


ଉଁ..ଉଁଉଁ.. ଉଁଉଁଉଁ..        
ନିଦ ମାଉସୀ ଦେ ଆଉଁସି ଚଗନ ଆଖି ମୋର
ନିଦ ମାଉସୀ ଦେ ଆଉଁସି ଚଗନ ଆଖି ମୋର
ଚାହିଁ ଚାହିଁ ମୋ ଜୀବନ ଯାଉ ଚକା ଆଖି କୁ ତାର
ଚାହିଁ ଚାହିଁ ମୋ ଜୀବନ ଯାଉ ଚକା ଆଖି କୁ ତାର
ନିଦ ମାଉସୀ ଦେ ଆଉଁସି
ନିଦ ମାଉସୀ ଦେ ଆଉଁସି
ନିଦ ମାଉସୀ ଦେ ଆଉଁସି
ନିଦ ମାଉସୀ ଦେ ଆଉଁସି ॥


ତତେ ମୁଁ ପାଇ କାଳିଆସୁନା
ଭୁଲିଚି ସବୁ ଦୁଃଖ ଯାତନା
ତତେ ମୁଁ ପାଇ କାଳିଆସୁନା
ଭୁଲିଚି ସବୁ ଦୁଃଖ ଯାତନା
କେମିତି ଧନ କହିବି ତତେ
ମା ମନରେ ଗରବ କେତେ
ନିଜଠୁ ବଳି ନିଜର ଆଜି ତୁହିତ ଏକା ମୋର
ନିଜଠୁ ବଳି ନିଜର ଆଜି ତୁହିତ ଏକା ମୋର
ତୋହରି ହସ ତୋହରି ଖୁସି ମୋର ସରଗପୁର
ତୋହରି ହସ ତୋହରି ଖୁସି ମୋର ସରଗପୁର
ହସ ତୋହର ଖୁସି ମୋହର
ହସ ତୋହର ଖୁସି ମୋହର
ହସ ତୋହର ଖୁସି ମୋହର
ହସ ତୋହର ଖୁସି ମୋହର ॥୧॥   


ଆଖି ଆଗରୁ ଦୂରେଇ ଗଲେ
ମୋ ଧନମଣି ଡରିବୁ କାଳେ
ଆଖି ଆଗରୁ ଦୂରେଇ ଗଲେ
ମୋ ଧନମଣି ଡରିବୁ କାଳେ
ପାଖରୁ ଜମା ଛାଡ଼ିବି ନାହିଁ
କାନିରେ ବାନ୍ଧି ରଖିବି ମୁହିଁ
ତୋ ପାଇଁ ଗଲେ ଜୀବନ ଯାଉ
ନାହିଁ ମୋ ଟିକେ ଡର
ତୋ ପାଇଁ ଗଲେ ଜୀବନ ଯାଉ
ନାହିଁ ମୋ ଟିକେ ଡର
ଖାଲି ତୁ ନୁହେଁ ଜୀବନ ଧନ
କଳା ଠାକୁର ମୋର
ଖାଲି ତୁ ନୁହେଁ ଜୀବନ ଧନ
କଳା ଠାକୁର ମୋର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର ॥୨॥  


କହ୍ନେଇ ପରି ସଜେଇ ଦେବି
ପାଟ ପତନୀ ପିନ୍ଧେଇ ଦେବି
କହ୍ନେଇ ପରି ସଜେଇ ଦେବି
ପାଟ ପତନୀ ପିନ୍ଧେଇ ଦେବି
ତୋ ମନ ଜାଣି ଖୁଏଇ ଦେବି
କୋଳେ ଝୁଲେଇ ଶୁଏଇ ଦେବି
ବଡ଼ ଦାଣ୍ଡରେ କହି ବୁଲିବି କାଳିଆ ପୁଅ ମୋର
ବଡ଼ ଦାଣ୍ଡରେ କହି ବୁଲିବି କାଳିଆ ପୁଅ ମୋର
ଜଗତ ଲାଗି ଖୋଲିଦେଇଛି ସିଂହଦୁଆର ତାର
ଜଗତ ଲାଗି ଖୋଲିଦେଇଛି ସିଂହଦୁଆର ତାର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର ॥୩॥   


ଯୋଶଦା ସିନା ନଦେଇ ଗାଳି
ରଖନ୍ତି ସଦା କହ୍ନେଇ ଅଳି
ଯୋଶଦା ସିନା ନଦେଇ ଗାଳି
ରଖନ୍ତି ସଦା କହ୍ନେଇ ଅଳି
ହେଲେ ତୁ ଯଦି ଲଗାଉ ନାଟ
ପିଟିବି ଧନ ଧରି ମୁଁ ଛାଟ
ଶେଷ ଜୀବନେ ଏତିକି ଆଶା ଶୁଣିଥା ଧନ ମୋର
ଶେଷ ଜୀବନେ ଏତିକି ଆଶା ଶୁଣିଥା ଧନ ମୋର
ସିଂହଦୁଆରୁ ସରଗଦ୍ଵାର କାନ୍ଧରେ ନବୁ ତୋର
ସିଂହଦୁଆରୁ ସରଗଦ୍ଵାର କାନ୍ଧରେ ନବୁ ତୋର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର ॥୪॥
      

YouTube ରେ ନିଦ ମାଉସୀ ଦେ ଆଉଁସି ଚଗନ ଆଖି ମୋର



== English ==

Song : Nida Mausi De Aanushi
Language : Odia
Movie : Pua Mora Kala Thakura
Singer : Kavita Krishnamurthy
Lyrics : Devdas Chhotray, Sirsananda Das Kanungo 
Music Director : Akshaya Mohanty 
Year : 1988


Un..unun.. Ununun..
Nida mausi de aanushi chagana aakhi mora
Nida mausi de aanushi chagana aakhi mora
Chahin chahin mo jibana jau chaka aakhi ku tara
Chahin chahin mo jibana jau chaka aakhi ku tara
Nida mausi de aanushi
Nida mausi de aanushi
Nida mausi de aanushi
Nida mausi de aanushi ॥


Tate mun pai kaliasuna
Bhulichi sabu dhukha jatana
Tate mun pai kaliasuna
Bhulichi sabu dhukha jatana
Kemiti dhana kahibi tate
Maa manare garaba kete
Nijathu bali nijara aaji tuhita eka mora
Nijathu bali nijara aaji tuhita eka mora
Tohari hasha tohari khusi mora sharagapura
Tohari hasha tohari khusi mora sharagapura  
Hasa tohara khusi mohara
Hasa tohara khusi mohara
Hasa tohara khusi mohara
Hasa tohara khusi mohara ॥1॥   


Aakhi agaru durei gale
Mo dhanamani daribu kale
Aakhi agaru durei gale
Mo dhanamani daribu kale
Pakharu jama chhadibi nahin
Kanire bandhi rakhibi muhin
To pain gale jibana jau
Nahin mo tike dara
To pain gale jibana jau
Nahin mo tike dara
Khali tu nuhen jibana dhana
Kalathakura mora
Khali tu nuhen jibana dhana
Kalathakura mora
Kala thakura pua mohara
Kala thakura pua mohara
Kala thakura pua mohara
Kala thakura pua mohara ॥2॥  


Kanhei pari sajei debi
Pata patani pindhe debi
Kanhei pari sajei debi
Pata patani pindhe debi
To mana jani khuei debi
Kole jhulei suei debi
Bada dandare kahi bulibi kalia pua mora
Bada dandare kahi bulibi kalia pua mora
Jagata lagi kholideichhi singha duara tara
Jagata lagi kholideichhi singha duara tara
Kala thakura pua mohara
Kala thakura pua mohara
Kala thakura pua mohara
Kala thakura pua mohara ॥3॥   


Joshada sina na dei gali
Rakhanti sada kanhei ali
Joshada sina na dei gali
Rakhanti sada kanhei ali
Hele tu jadi lagau nata
Pitibi dhana dhari mu chhata
Shesha jibane etiki aasha shunitha dhana mora
Shesha jibane etiki aasha shunitha dhana mora
Singha duaru Saragadwara kandhare nebu tora
Singha duaru Saragadwara kandhare nebu tora
Kala thakura pua mohara
Kala thakura pua mohara
Kala thakura pua mohara
Kala thakura pua mohara ॥4॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ପ୍ରଶାନ୍ତMay 22, 2019 at 11:25 AM

    ପାଞ୍ଚ ନମ୍ବର ପଦରେ ଟିକେ ଭୁଲ ଅଛି.. ସଂଶୋଧନ କରିବାକୁ ଅନୁରୋଧ..

    ReplyDelete
    Replies
    1. ହଁ ଠିକ କରି ଦେଇଛୁ । ଆପଣଙ୍କ ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ ।
      "କେମିତି ଧନ କହିବି ତତେ, ଆଉ ମୋ ନା'ରେ କରମ କେତେ" ଠିକ ନୁହଁ ।
      "କେମିତି ଧନ କହିବି ତତେ, ମୋ ମନରେ ଦରଦ କେତେ" ଠିକ ।

      Delete
  2. ମର୍ମସ୍ପର୍ଶୀ ସଙ୍ଗୀତ। lyrics ପାଇଁ ଆନ୍ତରିକ ଧନ୍ୟବାଦ🙏

    ReplyDelete
    Replies
    1. ଆପଣଙ୍କ ଅମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete
  3. ଇରାବାନJune 19, 2021 at 1:13 PM

    ସ୍ଵର୍ଗଦୁଆର ନୁହେଁ ସରଗଦ୍ଵାର । ସମୟ ଦେଖି ଠିକ୍ କରିଦେବେ

    ReplyDelete
    Replies
    1. ଠିକ୍ କରିଦେଇଛୁ । ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ !

      - ଦି ସ୍ମରଣିକା ଟିମ୍

      Delete
  4. ଏକ ନମ୍ବର ପଦରେ ଟିକେ ଅଶୁଦ୍ଧି ଅଛି । "ମାଆ ମନରେ ଦରଦ" ନୁହେଁ "ମାଆ ମନରେ ଗରବ" ହେବ ।

    ଏଇ ଅନନ୍ୟ ସୃଷ୍ଟିକୁ ଆମକୁ ଭେଟିଦେଇଥିବାରୁ ଦି ସ୍ମରଣିକା ଟିମ୍‌କୁ ଅଶେଷ ଧନ୍ୟବାଦ ।

    ReplyDelete
    Replies
    1. ଭ୍ରମ ସଂଶୋଧନ ପାଇଁ ଦୃଷ୍ଟି ଆକର୍ଷଣ କରିଥିବାରୁ ଅନେକ ଧନ୍ୟବାଦ । ଠିକ୍‌ କରିଦେଇଛୁ ।

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ