Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ହାରେ ମେଘ ସାଜିଲି - Mayuri go Tuma Aakase Mun Dine Malhare Megha Sajili Lyrics

== ଓଡ଼ିଆ ==

ଫିଲ୍ମଗୀତ : ମୟୂରୀ ଗୋ ତୁମ ଆକାଶେ ମୁଁ
ଭାଷା : ଓଡ଼ିଆ
ଚଳଚିତ୍ର : ଅରୁନ୍ଧତୀ
କଣ୍ଠ : ମହମ୍ମଦ ରଫି
ଗୀତିକାର : ଜୀବନାନନ୍ଦ ପାଣି
ସଙ୍ଗୀତ ନିର୍ଦ୍ଦେଶକ : ଶାନ୍ତନୁ ମହାପାତ୍ର 
ମସିହା : ୧୯୬୭


ମୟୂରୀ ଗୋ ତୁମ ଆକାଶେ ମୁଁ,
ଦିନେ ମଲ୍ହାରେ ମେଘ ସାଜିଲି

ଚନ୍ଦ୍ରିକା ତୋଳି ନାଚିଲ ତୁମେ, 
ଇନ୍ଦ୍ରଧନୁ ମୁଁ  ଆଙ୍କିଲି
ମୟୂରୀ ଗୋ ॥ 


ତୁମ ଛନ୍ଦରେ ଯେବେ ମୋ ସୁର,
ହଜାଇ ଦେବି ବୋଲି ଭାବିଲି 
ଏତେ ବର୍ଷାରେ ମାଟି ଗନ୍ଧରେ,
ଯେବେ ତୁମକୁ ମୁଁ ଭଲ ପାଇଲି 
କେଉଁ ସବୁଜ ବନର ମାୟାରେ (୨)
ତୁମେ ଲୁଚି ଗଲ କେତେ ଖୋଜିଲି ॥ 

ମୟୂରୀ ଗୋ ତୁମ ଆକାଶେ ମୁଁ, 
ଦିନେ ମଲ୍ହାରେ ମେଘ ସାଜିଲି
ମୟୂରୀ ଗୋ ॥ 


ଇନ୍ଦ୍ରଧନୁ କୁ ଡେଇଁ ମୁଁ,
କଲି ଚନ୍ଦ୍ରିକା ତବ ରଙ୍ଗିନ (୨) 
ନିଶ୍ଵ ମୁଁ ଲୁହ ଝରାଇ,
ଆଜି ମାଟିର ଦେହେ ବିଲୀନ 
ଭିଜା ମାଟି ମୁଁ ଏବେ ତ ଭାବୁଛି (୨)
କିମ୍ପା ତୁମକୁ ଗୋ ଭଲ ପାଇଲି ॥ 

ମୟୂରୀ ଗୋ ତୁମ ଆକାଶେ ମୁଁ,
ଦିନେ ମଲ୍ହାରେ ମେଘ ସାଜିଲି 

ଚନ୍ଦ୍ରିକା ତୋଳି ନାଚିଲ ତୁମେ,
ଇନ୍ଦ୍ରଧନୁ ମୁଁ ଆଙ୍କିଲି 
ମୟୂରୀ ଗୋ ॥ 


YouTube ରେ ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ହାରେ ମେଘ ସାଜିଲି




== English ==

Movie Song : Mayuri Go Tuma Aakase Mun
Language : Odia
Movie : Arundhati
Singer : Mohammed Rafi
Lyrics : Jibanananda Pani
Music Director : Shantanu Mohapatra
Year : 1967


Mayuri go tuma aakase mun,
Dine malhare megha sajili

Chandrika toli nachila tume,
Indradhanu mu ankili
Mayuri go ॥ 


Tuma chhanda re mo sura,
hajai debi boli bhabili
Ate barsha re mati gandha re,
Jebe tuma ku mu bhala paili
Keu sabuja banara mayare (2)
Tume luchi gala kete khojili ॥ 

Mayuri go tuma aakase mun,
Dine malhare megha sajili
Mayuri go ॥ 


Indradhanu ku dei mun,
Kali chandrika taba rangina (2)
Niswa mu luha jharai,
Aaji matira dehe bilina 
Bhija mati mu ebe ta bhabuchi (2)
Kimpa tumaku go bhala paili ॥ 

Mayuri go tuma aakase mun,
Dine malhare megha sajili

Chandrika toli nachila tume, 
Indradhanu mu ankili
Mayuri go ॥ 


Keywords: Mayuri Go Tuma Aakase Mun, Mayurigo Tuma Aakase Mun, Odia Movie Song Lyrics, Odia Film Song Lyrics, Arundhati, Mohammed Rafi, Jibanananda Pani, Shantanu Mohapatra, 1967 Odia Movie Song, The Smaranika, ମୟୂରୀ ଗୋ ତୁମ ଆକାଶେ ମୁଁ, ମୟୂରୀଗୋ ତୁମ ଆକାଶେ ମୁଁ, ଓଡ଼ିଆ ଫିଲ୍ମ ଗୀତ ଲିରିକ୍ସ, ଓଡ଼ିଆ ଚଳଚିତ୍ର ଗୀତ ଲିରିକ୍ସ, ଅରୁନ୍ଧତୀ, ମହମ୍ମଦ ରଫି, ଜୀବନାନନ୍ଦ ପାଣି, ଶାନ୍ତନୁ ମହାପାତ୍ର, ୧୯୬୭ ମସିହା ଓଡ଼ିଆ ଚଳଚିତ୍ର, ଦି ସ୍ମରଣିକା


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ