ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ହାରେ ମେଘ ସାଜିଲି - Mayuri go Tuma Aakase Mun Dine Malhare Megha Sajili Lyrics
ଫିଲ୍ମଗୀତ : ମୟୂରୀ ଗୋ ତୁମ ଆକାଶେ ମୁଁ
ଭାଷା : ଓଡ଼ିଆ
ଚଳଚିତ୍ର : ଅରୁନ୍ଧତୀ
କଣ୍ଠ : ମହମ୍ମଦ ରଫି
ଗୀତିକାର : ଜୀବନାନନ୍ଦ ପାଣି
ସଙ୍ଗୀତ ନିର୍ଦ୍ଦେଶକ : ଶାନ୍ତନୁ ମହାପାତ୍ର
ମସିହା : ୧୯୬୭
ମୟୂରୀ ଗୋ ତୁମ ଆକାଶେ ମୁଁ,
ଦିନେ ମଲ୍ହାରେ ମେଘ ସାଜିଲି
ଚନ୍ଦ୍ରିକା ତୋଳି ନାଚିଲ ତୁମେ,
ଇନ୍ଦ୍ରଧନୁ ମୁଁ ଆଙ୍କିଲି
ମୟୂରୀ ଗୋ ॥
ତୁମ ଛନ୍ଦରେ ଯେବେ ମୋ ସୁର,
ହଜାଇ ଦେବି ବୋଲି ଭାବିଲି
ଏତେ ବର୍ଷାରେ ମାଟି ଗନ୍ଧରେ,
ଯେବେ ତୁମକୁ ମୁଁ ଭଲ ପାଇଲି
କେଉଁ ସବୁଜ ବନର ମାୟାରେ (୨)
ତୁମେ ଲୁଚି ଗଲ କେତେ ଖୋଜିଲି ॥
ମୟୂରୀ ଗୋ ତୁମ ଆକାଶେ ମୁଁ,
ଦିନେ ମଲ୍ହାରେ ମେଘ ସାଜିଲି
ମୟୂରୀ ଗୋ ॥
ଇନ୍ଦ୍ରଧନୁ କୁ ଡେଇଁ ମୁଁ,
କଲି ଚନ୍ଦ୍ରିକା ତବ ରଙ୍ଗିନ (୨)
ନିଶ୍ଵ ମୁଁ ଲୁହ ଝରାଇ,
ଆଜି ମାଟିର ଦେହେ ବିଲୀନ
ଭିଜା ମାଟି ମୁଁ ଏବେ ତ ଭାବୁଛି (୨)
କିମ୍ପା ତୁମକୁ ଗୋ ଭଲ ପାଇଲି ॥
ମୟୂରୀ ଗୋ ତୁମ ଆକାଶେ ମୁଁ,
ଦିନେ ମଲ୍ହାରେ ମେଘ ସାଜିଲି
ଚନ୍ଦ୍ରିକା ତୋଳି ନାଚିଲ ତୁମେ,
ଇନ୍ଦ୍ରଧନୁ ମୁଁ ଆଙ୍କିଲି
ମୟୂରୀ ଗୋ ॥
YouTube ରେ ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ହାରେ ମେଘ ସାଜିଲି
== English ==
Movie Song : Mayuri Go Tuma Aakase Mun
Language : Odia
Movie : Arundhati
Singer : Mohammed Rafi
Lyrics : Jibanananda Pani
Music Director : Shantanu Mohapatra
Year : 1967
Mayuri go tuma aakase mun,
Dine malhare megha sajili
Chandrika toli nachila tume,
Indradhanu mu ankili
Mayuri go ॥
Tuma chhanda re mo sura,
hajai debi boli bhabili
Ate barsha re mati gandha re,
Jebe tuma ku mu bhala paili
Keu sabuja banara mayare (2)
Tume luchi gala kete khojili ॥
Mayuri go tuma aakase mun,
Dine malhare megha sajili
Mayuri go ॥
Indradhanu ku dei mun,
Kali chandrika taba rangina (2)
Niswa mu luha jharai,
Aaji matira dehe bilina
Bhija mati mu ebe ta bhabuchi (2)
Kimpa tumaku go bhala paili ॥
Mayuri go tuma aakase mun,
Dine malhare megha sajili
Chandrika toli nachila tume,
Indradhanu mu ankili
Mayuri go ॥
Keywords: Mayuri Go Tuma Aakase Mun, Mayurigo Tuma Aakase Mun, Odia Movie Song Lyrics, Odia Film Song Lyrics, Arundhati, Mohammed Rafi, Jibanananda Pani, Shantanu Mohapatra, 1967 Odia Movie Song, The Smaranika, ମୟୂରୀ ଗୋ ତୁମ ଆକାଶେ ମୁଁ, ମୟୂରୀଗୋ ତୁମ ଆକାଶେ ମୁଁ, ଓଡ଼ିଆ ଫିଲ୍ମ ଗୀତ ଲିରିକ୍ସ, ଓଡ଼ିଆ ଚଳଚିତ୍ର ଗୀତ ଲିରିକ୍ସ, ଅରୁନ୍ଧତୀ, ମହମ୍ମଦ ରଫି, ଜୀବନାନନ୍ଦ ପାଣି, ଶାନ୍ତନୁ ମହାପାତ୍ର, ୧୯୬୭ ମସିହା ଓଡ଼ିଆ ଚଳଚିତ୍ର, ଦି ସ୍ମରଣିକା
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...