Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୋର ଭକତ ତାଲିକାରୁ - Tora Bhakata Talikaru Mo Naa Tu Katide Lyrics

== ଓଡ଼ିଆ ==

ଗୀତ : ତୋର  ଭକତ ତାଲିକାରୁ ମୋ ନା ତୁ କାଟିଦେ
ଭାଷା : ଓଡ଼ିଆ
କଣ୍ଠ : ସୁରେଶ ୱାଡ଼କର

ଗୀତିକାର : ଅଲେଖ ବିଶ୍ଵାଳ
ସଂଗୀତ ନିର୍ଦ୍ଦେଶକ : ସଞ୍ଜୟ



ତୋର ଭକତ ତାଲିକାରୁ ମୋ ନା ତୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡ଼ ଦାଣ୍ଡରେ ବାଣ୍ଟିଦେ
ତୋର ଭକତ ତାଲିକାରୁ ମୋ ନା ତୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡ଼ ଦାଣ୍ଡରେ ବାଣ୍ଟିଦେ                                                                                       
ଆରେ କଳା ଠାକୁର
ଦୁଃଖ ତ ହେଲାଣି ମୋର ଅତି ନିଜର
ଆରେ କଳା ଠାକୁର
ଦୁଃଖ ତ ହେଲାଣି ମୋର ଅତି ନିଜର
ତୋର ଭକତ ତାଲିକାରୁ ମୋ ନା ତୁ କାଟିଦେ
ତୋର କରୁଣା ଭାଣ୍ଡରକୁ ବଡ଼ ଦାଣ୍ଡରେ ବାଣ୍ଟିଦେ ॥୧॥


ତୋର ବଡ଼ ପଣିଆକୁ ଦାଣ୍ଡରେ ପକାଇ ନାହିଁ
ଦୁଃଖ ସହି ସହି ଛାତି ଗଲାଣି ପଥର ହୋଇ
ଅ ଅ.. ତୋର ବଡ଼ ପଣିଆକୁ ଦାଣ୍ଡରେ ପକାଇ ନାହିଁ
ଦୁଃଖ ସହି ସହି ଛାତି ଗଲାଣି ପଥର ହୋଇ
ମାନେ ମାନେ ମୁଁ ଯାଉଚି ସରି ଆପଣା ଭାଗ୍ୟ ଧରି
ସତ କହୁଛି ମରିବା ଯାଏ ଆସିବି ନାହିଁ  ପୁରୀ
ଆରେ କଳା ଠାକୁର
ସିମା ଟପି ଗଲା ପରେ କିଏ କାହାର 
ଆରେ କଳା ଠାକୁର
ସିମା ଟପି ଗଲା ପରେ କିଏ କାହାର
ତୋର ଭକତ ତାଲିକାରୁ ମୋ ନା ତୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡ ଦାଣ୍ଡରେ ବାଣ୍ଟିଦେ ॥୨॥


କାଳିଆରେ ତୋତେ ଛାଡ଼ି ମୋର ଆଉ ଗତି ନାହିଁ
ହେଲେ ମୁଁ ଯେ ନିରୂପାୟ ସହିବାକୁ ଶକ୍ତି ନାହିଁ
ଅ ଅ ଅ… କାଳିଆରେ ତତେ ଛାଡ଼ି ମୋର ଆଉ ଗତି ନାହିଁ
ହେଲେ ମୁଁ ଯେ ନିରୂପାୟ ସହିବାକୁ ଶକ୍ତି ନାହିଁ
ଜାଣିଚି ମୁହିଁ ରହିବି ଜିଇ ବାକି ଜୀବନ ପାଇଁ
କୁଡ଼ିିଆ ଘରେ ଲିଭା ଦୀପର ପୋଡ଼ା ସଳିତା ହୋଇ
ଆରେ କଳା ଠାକୁର
ସିଂହ ଦୁଆରେ ଜଣାଇଚି ଶେଷ ଜୁହାର
ଆରେ କଳା ଠାକୁର
ସିଂହ ଦୁଆରେ ଜଣାଇଚି ଶେଷ ଜୁହାର ॥୩॥

ତୋର ଭକତ ତାଲିକାରୁ ମୋ ନା ତୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡ଼ ଦାଣ୍ଡରେ ବାଣ୍ଟି ଦେ
ତୋର ଭକତ ତାଲିକାରୁ ମୋ ନା ତୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡ଼ ଦାଣ୍ଡରେ ବାଣ୍ଟିଦେ                                                                                   
ଆରେ କଳା ଠାକୁର
ଦୁଃଖ ହେଲାଣି ମୋର ଅତି ନିଜର
ଆରେ କଳା ଠାକୁର
ଦୁଃଖ ହେଲାଣି ମୋର ଅତି ନିଜର 
ଆରେ କଳା ଠାକୁର
ଦୁଃଖ ହେଲାଣି ମୋର ଅତି ନିଜର ॥



YouTube ରେ ତୋର  ଭକତ ତାଲିକାରୁ



== English ==

Song : Tora Bhakata Talikaru Mo Naa Tu Katide
Language : Odia
Singer : Suresh Wadkar
Lyricist : Alekha Biswal
Music Director : Sanjay


Tora bhakata talikaru mo na tu katide
Tora karuna bhandaraku bada dandare bantide
Tora bhakata talikaru mo na tu katide
Tora karuna bhandaraku bada dandare bantide
Aare kala thakura
Duhkha ta helani mora ati nijara
Aare kala thakura
Duhkha ta helani mora ati nijara
Tora bhakata talikaru mo na tu katide
Tora karuna bhandaraku bada dandare bantide ॥1॥


Tora bada paniaku dandare pakai nahin
Duhkha sahi sahi chhati galani pathara hoi
O o..tora bada paniaku dandare pakai nahin
Duhkha sahi sahi chhati galani pathara hoi 
Mane mane mun jauchi sari aapana bhagya dhari
Sata kahuchhi mariba jae aasibi nahin puri
Aare kala thakura
Sima tapi gala pare kie kahara 
Aare kala thakura
Sima tapi gala pare kie kahara
Tora bhakata talikaru mo na tu katide
Tora karuna bhandaraku bada dandare bantide ॥2॥


Kaliare tote chhadi mora aau gati nahin
Hele mun je nirupaya sahibaku shakti nahin
O o o… Kaliare tate chhadi mora aau gati nahin
Hele mun je nirupaya sahibaku shakti nahin 
Janichi muhin rahibi jii baki jibana pain
Kudia ghare libha dipara poda salita hoi
Aare kala thakura
Singha duare janaichi shesa juhara
Aare kala thakura
Singha duare janaichi shesa juhara ॥3॥

Tora bhakata talikaru mo na tu katide
Tora karuna bhandaraku bada dandare bantide
Tora bhakata talikaru mo na tu katide
Tora karuna bhandaraku bada dandare bantide

Aare kala thakura
Duhkha ta helani ati nijara
Aare kala thakura
Duhkha ta helani ati nijara
Aare kala thakura
Duhkha ta helani ati nijara ॥



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ