Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ - Duhkhi Manishara Ijata Kete Na Mahata Kete Lyrics

== ଓଡ଼ିଆ ==

ଭଜନ : ଦୁଃଖୀ ମଣିଷର ଇଜତ କେତେ
ଭାଷା : ଓଡ଼ିଆ
ଆଲବମ : ନୟନ ପିତୁଳା
କଣ୍ଠ : ଶ୍ରୀଚରଣ ମହାନ୍ତି
ମସିହା : ୨୦୧



ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ (୨) 
ମୋ ପାଇଁ ତେଣୁ କାଳିଆ ରେ ତୋର (୨)
ଦର୍ଶନ କେତେ ନା ପହଡ଼ କେତେ (୨)
ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ
ହାଏ ମହତ କେତେ ॥  


ଦୁଃଖୀ ସିନା ବୁଝେ ଦୁଃଖୀ ର ବେଦନା
ସୁଖି ଯେ କେମିତି ବୁଝିବ
ଦୁଃଖ ଶୁଣିବାକୁ ସୁଖି ଜଣେ କେହି
ଦୁଃଖୀ କୁ କାହିଁକି ଖୋଜିବ

ଦୁଃଖୀ ମଣିଷର ଖାତିରି କେତେ ନା ଆଦର କେତେ (୨)
ଆଜି ଫେରିଗଲେ କାଲି ସେ ଆସିବ (୨)
କାଳିଆରେ ତୋର ହିସାବ ଏତେ (୨)

ଦୁଃଖୀ ମଣିଷର ଇଜତ କେତେ ନା
ମହତ କେତେ
ହଁ ମହତ କେତେ ॥


କଂସ ରାଜା କାଳେ ଶୁଣିନବ ବୋଲି
ଏନ୍ତୁଡ଼ି ଘରେ ତୁ କାନ୍ଦିନୁ
କଳାବଦନ ରେ ନାଲି ହସ ଝରେ
ଲୁହର ମାନେ ତୁ ଜାଣିନୁ

ଦୁଃଖୀ ମଣିଷର ହସିବା କେତେ ନା କାନ୍ଦିବା କେତେ (୨)
ଆଖିର ଲୁହକୁ ଓଠରେ ପିଏ ସେ (୨)
ତଥାପି ତୋ ପାଖେ ହାତ ସେ ପାତେ (୨)

ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ (୨)
ମୋ ପାଇଁ ତେଣୁ କାଳିଆରେ ତୋର (୨)
ଦର୍ଶନ କେତେ ନା ପହଡ଼ କେତେ (୩) ॥ 


YouTube ରେ ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ



== English ==

Song : Duhkhi Manishara Ijata Kete
Language : Odia
Album : Nayana Pitula
Singer : Sricharan Mohanty
Year : 201
7


Duhkhi manisha ra ijata kete na mahata kete (2)
Mo pain tenu kaliaare tora (2)
Darshan kete na pahada kete (2)
Duhkhi manisha ra ijata kete na mahata kete 
Hae mahata kete ॥ 


Duhkhi sina bujhe duhkhi ra bedana
Sukhi je kemiti bujhiba 
Duhkha shunibaku sukhi jane kehi 
Duhkhi ku kahinki khojiba

Duhkhi manisha ra khatiri kete na aadara kete (2)
Aaji pherigale kali se aasiba (2)
Kaliaare tora hisaba ete (2)

Duhkhi manisha ra ijata kete na mahata kete
Han mahata kete ॥


Kangsa raja kale shuninaba boli 
Entudi ghare tu kandinu
Kalabadana re nali hasa jhare 
Luhara mane tu janinu

Duhkhi manisha ra hasiba kete na kandiba kete (2)
Aakhira luhaku othare pie se (2)
Tathapi to pakhe hata se pate (2)

Duhkhi manisha ra ijata kete na mahata kete (2)
Mo pain tenu kaliaare tora (2)
Darshan kete na pahada kete (3) ॥ 


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ତମେ ମୋ ପାଖରେ ଥିଲ ...
    ହେଲେ ଲାଗୁଥିଲ ଦୂର ଦୂର...
    ଏହି lyric ଦିଅନ୍ତୁ

    ReplyDelete
    Replies
    1. ହଁ ନିଶ୍ଚେ ଗୀତ ଟିକୁ ଲେଖିବୁ । ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ ।

      Delete
    2. ଆପଣଙ୍କ ଅନୁରୋଧ କ୍ରମେ "ଦି ସ୍ମରଣିକା" ଗୀତଟିକୁ publish କରିବାକୁ ଯାଉଛି

      Delete
    3. ଏଇଠି ପଢ଼ନ୍ତୁ https://thesmaranika.blogspot.com/2019/06/tame-mo-pakhare-thila-lyrics-odia.html

      Delete
  2. ରାଜା କହେ ରାଣୀ ଶୁଣଲୋ କାହାଣୀ
    ସୀତା ରାମଙ୍କର ଅଲିଭା ବାଣୀ (୨)
    ଯେତେ କରିଲେ କରମ
    ଯେତେ କରିଲେ ଧରମ (୨)
    ହେଲେ ଭଙ୍ଗା ଦୁନୀଆରେ
    ଏକ ସତ ରାମ ନାମ
    ସତ ମୁଁ କହୁଚି ତୋ ରାଣ ଖାଉଛି(୨)

    ##₹₹₹₹ ୧ ₹₹₹₹###

    କେତେ ଯୁଗରୁ କାହିଁ ଚାହିଁ ଥିଲା ଧୀବର
    ଆସିଲେ ପ୍ରଭୁ ରାମ
    ଧୋଇ ଦେଲା ପୟର(୨)
    ବସାଇ ନାଆରେ ନେଲାସେ ବାହିରେ(୨

    ####୨####

    ଜନମେ ରାମ ନାମ ମରଣରେ ଶ୍ରୀରାମ
    ସବୁରି ପାଇଁ ରାମ
    ରାଜା ପୁରୁଷୋତ୍ତମ (୨)
    ଏ କଳି ଯୁଗରେ ଭଜଗୋ ଶ୍ରୀରାମ (୨)

    ରାଜା କହେ ରାଣୀ ଶୁଣଲୋ କାହାଣୀ
    ସୀତା ରାମଙ୍କର ଅଲିଭା ବାଣୀ (୨)
    ଯେତେ କରିଲେ କରମ
    ଯେତେ କରିଲେ ଧରମ (୨)
    ହେଲେ ଭଙ୍ଗା ଦୁନୀଆରେ
    ଏକ ସତ ରାମ ନାମ
    ସତ ମୁଁ କହୁଚି ତୋ ରାଣ ଖାଉଛି(୨)
    ####
    ମୁଁ କିଛି ଗୀତ ଦେବାକୁ ଚାହୁଁଛି...

    ReplyDelete
    Replies
    1. ସ୍ଵାଗତଯୋଗ୍ୟ !

      carethesmaranika@gmail.com କୁ ଆପଣ ଗୀତ ଗୁଡ଼ିକୁ ପଠାଇପାରିବେ ।
      ଇମେଲ୍ କଲାବେଳେ ଆପଣଙ୍କ ନାମ, ଠିକଣା, ବୃତ୍ତି/ପେସା, ଫୋନ୍ ଦେବାକୁ ଭୁଲିବେନାହିଁ ।

      - "ଦି ସ୍ମରଣିକା" ଟିମ୍

      Delete
  3. ଝୁଲ ରେ ନିତାଇ ଝୁଲ ଗୀତ ଟିକୁ update କରନ୍ତୁ

    ReplyDelete
    Replies
    1. ହଁ ଆମେ ଲେଖିବୁ | ମତାମତ ପାଇଁ ଧନ୍ୟବାଦ |

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ