Posts

Showing posts with the label ରାଜନନ୍ଦିନୀ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ପଲ ପଲ ତତେ ଚାହେଁ - Pal Pal Tate Chahen Lyrics

Image
== ଓଡ଼ିଆ == ଫିଲ୍ମ ଗୀତ : ପଲ ପଲ ତତେ ଚାହେଁ ଭାଷା : ଓଡ଼ିଆ ଚଳଚିତ୍ର : ଶ୍ରୀମାନ୍ ସୁର୍ ଦାସ କଣ୍ଠ : ସ୍ଵୟଂ ପାଢ଼ୀ, ରାଜନନ୍ଦିନୀ ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦେଶନା : ଅଭିଜିତ ମଜୁମଦାର ମସିହା : ୨୦୧୮ (ପୁ) ହଁ ସ୍ପନ୍ଦନରେ ତୋ ଚେହେରା  ମହକି ବାସେ ରାତି ସାରା  ହଁ କୃଷ୍ଣଚୂଡ଼ା ଫୁଲ ପରି ପାଗଳ କରେ ତୋ ଇସାରା  ପରି ନା-ପ୍ସରୀ କହିଦେ ଠାରି ତୁ କିଏ ॥   ପଲ ପଲ, ତତେ ଚାହେଁ  ପଲ ପଲ, ଖୋଜୁ ଥାଏ  ପଲ ପଲ, ମନ କହେ  ତତେ ଭଲ ପାଏ ॥  ହାଁ ହାଁ ହାଁ.. ତତେ ଭଲ ପାଏ ॥  ହଁ ସ୍ପନ୍ଦନରେ ତୋ ଚେହେରା  ମହକି ବାସେ ରାତି ସାରା  କୃଷ୍ଣଚୂଡ଼ା ଫୁଲ ପରି ପାଗଳ କରେ ତୋ ଇସାରା  ପରି ନା-ପ୍ସରୀ କହିଦେ ଠାରି ତୁ କିଏ ॥  ପଲ ପଲ, ତତେ ଚାହେଁ  ପଲ ପଲ, ଖୋଜୁ ଥାଏ  ପଲ ପଲ, ମନ କହେ  ତତେ ଭଲ ପାଏ ॥  ହାଁ ହାଁ ହାଁ.. ତତେ ଭଲ ପାଏ ॥ (ଝି) ଏମିତି ଆସିଲୁ ମୋର ଏ ଜୀବନେ,  ଫୁଲଋତୁୁ ହେଇ ଛୁଇଁ ଗଲୁ (୨) ସପନ ଗାଁରେ ରାତି ପାହିଯାଏ ଏତେ ଭଲ ମୋତେ ପାଇଗଲୁ  (ପୁ) ହଁ ନିଦ ସାରା ତୋ ସପନ  ସାଜିଛି ଆଜି ମୋ ଜୀବନ  ଲାଗେ ଭାରି ସଜ ସଜ  ତୋ ରାଗ ରୁଷା ଅଭିମାନ  ଗୀତ ନା ତୁ ସୁରିଲା ବାଶୁୁରୀ ମନ ଛୁଏଁ ॥ ପଲ ପଲ, ତତେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ