Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୨୧ - Odia Calendar / Panjika 2021

ଆପଣ ୨୦୨୧ ମସିହାର କ୍ଯାଲେଣ୍ଡର ଦେଖୁଛନ୍ତି । "ଦି ସ୍ମରଣିକା" ପ୍ରକାଶିତ ସମସ୍ତ ଓଡ଼ିଆ କ୍ଯାଲେଣ୍ଡର ଏଇଠି ଦେଖନ୍ତୁ..

Odia-Calendar-2021-The-Smaranika-ଓଡ଼ିଆ-କ୍ଯାଲେଣ୍ଡର-୨୦୨୧-ଦି-ସ୍ମରଣିକା-tiny

କୋହେନୁର ଓ ରାଧରମଣ ପଞ୍ଜିକା କୁ ଆଧାର କରି, "ଦି ସ୍ମରଣିକା" ପ୍ରସ୍ତୁତ କରିଛି "ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୨୧"

Note:
To refer calendar of another year, tap / click on the search icon (🔍) on top right and search keywords like
"calendar 2020", "calendar 2019", "କ୍ୟାଲେଣ୍ଡର ୨୦୨୦", "କ୍ୟାଲେଣ୍ଡର ୨୦୧୯", etc.


ଜାନୁୟାରୀ ୨୦୨୧

ଓଡ଼ିଆ ମାସ : ପୌଷ ୧୮ - ମାଘ ୧୮

DateDayFestival / Holiday

1 JanFriNew Year
ନୂଆବର୍ଷ


12 JanTueSwami Vivekananda Jayanti
ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ


14 JanThuMakara Sankranti (Pongal)
ମକର ସଙ୍କ୍ରାନ୍ତି (ପୋଙ୍ଗଲ)


19 JanTueDhanuyatra
ଧନୁଯାତ୍ରା


23 JanSatShamba Dashami, Netaji Jayanti, Veer Surendra Sai Jayanti
ଶାମ୍ବ ଦଶମୀ, ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ


26 JanTueRepublic Day
ସାଧାରଣତନ୍ତ୍ର ଦିବସ


28 JanThuDebavisheka Purnima
ଦେବାଭିଷେକ ପୂର୍ଣ୍ଣିମା


ଅମାବାସ୍ୟା: 13, ପୂର୍ଣ୍ଣିମା: 28
ଏକାଦଶୀ: 9 (ସଫଳା), 24 (ପୁତ୍ରଦା)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ଫେବୃୟାରୀ ୨୦୨୧

ଓଡ଼ିଆ ମାସ : ମାଘ ୧୯ - ଫାଲ୍‍ଗୁନ ୧୭

DateDayFestival / Holiday

11 FebThuTrivani Amabasya, Maa Birajanka Janmotsaba, Abhiram Paramahamsa Jayanti
ତ୍ରିବେଣୀ ଅମାବାସ୍ୟା, ମା ବିରଜାଙ୍କ ଜନ୍ମୋତ୍ସବ, ଅଭିରାମ ପରମହଂସ ଜୟନ୍ତୀ


12 FebFriKumbha Sankranti
କୁମ୍ଭ ସଂକ୍ରାନ୍ତି


16 FebTueSaraswati Puja (Basanta Panchami)
ସରସ୍ଵତୀ ପୂଜା (ବସନ୍ତ ପଞ୍ଚମୀ)


19 FebFriMagha Saptami, Chandrabhaga Snana
ମାଘ ସପ୍ତମୀ, ଚନ୍ଦ୍ରଭାଗା ସ୍ନାନ


25 FebThuNityananda Mahaprabhunka Jayanti
ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜୟନ୍ତୀ


26 FebFriAgnyutsav Purnima, Joranda Mela
ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା, ଯୋରନ୍ଦା ମେଳା


27 FebSatMagha Purnima
ମାଘ ପୂର୍ଣ୍ଣିମା


ଅମାବାସ୍ୟା: 11, ପୂର୍ଣ୍ଣିମା: 27
ଏକାଦଶୀ: 7 (ଷଟ୍‌ତିଳା), 23 (ଭୈମୀ)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ମାର୍ଚ୍ଚ ୨୦୨୧

ଓଡ଼ିଆ ମାସ : ଫାଲ୍‍ଗୁନ ୧୮ - ଚୈତ୍ର ୧୮

DateDayFestival / Holiday

5 MarFriPanchayatiraj Divas
ପଞ୍ଚାୟତିରାଜ ଦିବସ


11 MarThuShivaratri (Jagara)
ଶିବରାତ୍ରି (ଜାଗର)


14 MarSunMina Sankranti
ମୀନ ସଂକ୍ରାନ୍ତି


15 MarMonRamakrishna Paramahamsa Jayanti
ରାମକୃଷ୍ଣ ପରମହଂସ ଜୟନ୍ତୀ


24 MarWedPhagu Dashami
ଫଗୁ ଦଶମୀ


28 MarSunDola Purnima, Sri Chaitanya Jayanti
ଦୋଳ ପୂର୍ଣ୍ଣିମା, ଶ୍ରୀ ଚୈତନ୍ୟ ଜୟନ୍ତୀ


29 MarMonHoli Utsav
ହୋଲି ଉତ୍ସବ


30 MarTueTaratarimi Yatra
ତାରାତାରିଣୀ ଯାତ୍ରା


ଅମାବାସ୍ୟା: 13, ପୂର୍ଣ୍ଣିମା: 28
ଏକାଦଶୀ: 9 (ପଙ୍କୋଦ୍ଧାର), 25 (ପାପନାଶିନୀ)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ଅପ୍ରେଲ ୨୦୨୧

ଓଡ଼ିଆ ମାସ : ଚୈତ୍ର ୧୯ - ବୈଶାଖ ୧୭

DateDayFestival / Holiday

1 AprThuUtkala Divas
ଉତ୍କଳ ଦିବସ


2 AprFriGood Friday
ଗୁଡ୍ ଫ୍ରାଇଡେ


9 AprFriMahabaruni Snana
ମହାବାରୁଣୀ ସ୍ନାନ


14 AprWedMahabishuba (Pana) Sankranti, Hanuman Jayanti, Ambedkar Jayanti
ମହାବିଷୁବ (ପଣା) ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଆମ୍ବେଦକର ଜୟନ୍ତୀ


20 AprTueBasanti Puja (Ashokastami), Lingarajnka Rukuna Rathajatra
ବାସନ୍ତୀ ପୂଜା (ଅଶୋକାଷ୍ଟମୀ), ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା


21 AprWedSrirama Nabami
ଶ୍ରୀରାମ ନବମୀ


22 AprThuବାସନ୍ତୀକ ଦଶହରା, ସୁଦଶା ବ୍ରତ
Basantika Dashahara, Sudasha Brata


26 AprMonHingula Yatra
ହିଙ୍ଗୁଳା ଯାତ୍ରା


27 AprTueଚୈତ୍ର ପୂର୍ଣ୍ଣିମା
Chaitra Purnima


ଅମାବାସ୍ୟା: 12, ପୂର୍ଣ୍ଣିମା: 27
ଏକାଦଶୀ: 7 (ପାପମୋଚିନୀ), 23 (କାମଦା)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ମଇ ୨୦୨୧

ଓଡ଼ିଆ ମାସ : ବୈଶାଖ ୧୮ - ଜ୍ୟେଷ୍ଠ ୧୭

DateDayFestival / Holiday

1 MaySatLabour Day
ଶ୍ରମିକ ଦିବସ


11 MayTueRukmini Amabasya
ରୁକ୍ମିଣୀ ଅମାବାସ୍ୟା


14 MayFriEid Ul Fitr
ଇଦୁଲ୍ ଫିତର


15 MaySatBrusha Sankranti, Akhaya Trutiya
ବୃଷ ସଙ୍କ୍ରାନ୍ତି, ଅକ୍ଷୟ ତୃତୀୟା


17 MayMonAadi Shankaracharjya Jayanti
ଆଦି ଶଙ୍କାରାଚାର୍ଯ୍ୟ ଜୟନ୍ତୀ


21 MayFriSita Nabami
ସୀତା ନବମୀ


25 MayTueSri Narashimha Jayanti
ଶ୍ରୀ ନରସିଂହ ଜୟନ୍ତୀ


26 MayWedChandana Purnima, Buddha Purnima
ଚନ୍ଦନ ପୂର୍ଣ୍ଣିମା, ବୁଦ୍ଧ ପୂର୍ଣ୍ଣିମା


ଅମାବାସ୍ୟା: 11, ପୂର୍ଣ୍ଣିମା: 26
ଏକାଦଶୀ: 7 (ବରୁଥିନୀ), 23 (ମୋହିନୀ)
ବିବାହ: 8, 9, 19, 20, 21, 22, 23, 24
ବ୍ରତୋପନୟନ: ନାହିଁ







ଜୁନ୍ ୨୦୨୧

ଓଡ଼ିଆ ମାସ : ଜ୍ୟେଷ୍ଠ ୧୮ - ଆଷାଢ଼ ୧୬

DateDayFestival / Holiday

10 JuneThuSabitri Amabasya
ସାବିତ୍ରୀ ଅମାବାସ୍ୟା


14 JunMonPahili Raja
ପହିଲି ରଜ


15 JunTueRaja Sankranti, Shiba Bibaha
ରଜ ସଙ୍କ୍ରାନ୍ତି, ଶିବ ବିବାହ


16 JunWedBhumidaha, Shitala Sasthi
ଭୂମିଦାହ, ଶୀତଳ ଷଷ୍ଠୀ


21 JunMonRukmini Bibaha, World Yoga Day
ରୁକ୍ମିଣୀ ବିବାହ, ବିଶ୍ଵ ଯୋଗ ଦିବସ


24 JunThuDevasna Purnima
ଦେବସ୍ନାନ ପୂର୍ଣ୍ଣିମା


29 JunTueAnasara Panchami
ଅଣସର ପଞ୍ଚମୀ


ଅମାବାସ୍ୟା: 10 ପୂର୍ଣ୍ଣିମା: 24
ଏକାଦଶୀ: 6 (ଜଳକ୍ରୀଡ଼ା), 21 (ନିର୍ଜଳ)
ବିବାହ: 4, 5, 6, 16, 19, 20, 22
ବ୍ରତୋପନୟନ: 20, 30







ଜୁଲାଇ ୨୦୨୧

ଓଡ଼ିଆ ମାସ : ଆଷାଢ଼ ୧୭ - ଶ୍ରାବଣ ୧୬

DateDayFestival / Holiday

10 JulSatNabajaubana Darshana
ନବଯୌବନ ଦର୍ଶନ


12 JulMonRathayatra
ରଥଯାତ୍ରା (ଶ୍ରୀଗୁଣ୍ଡିଚା ଯାତ୍ରା)


16 JulFriHera Panchami, Karkata Sankranti
ହେରା ପଞ୍ଚମୀ, କର୍କଟ ସଂକ୍ରାନ୍ତି


20 JulTueBahuda Yatra
ବାହୁଡ଼ା ଯାତ୍ରା


21 JulWedShri Jagannathanka Sunabesha, Idu Jjuha
ଶ୍ରୀ ଜଗନ୍ନାଥଙ୍କ ସୁନାବେଶ, ଇଦୁଜ୍ଜୁହା


22 JulThuAdharapana
ଅଧରପଣା


24 JulSatVyasa Purnima
ବ୍ୟାସ ପୂର୍ଣ୍ଣିମା


26 JulMonBolbam Aarambha
ବୋଲବମ ଆରମ୍ଭ


28 JulWedManasa Panchami
ମନସା ପଞ୍ଚମୀ


ଅମାବାସ୍ୟା: 10, ପୂର୍ଣ୍ଣିମା: 24
ଏକାଦଶୀ: 5 (ଖଳିଲାଗି), 20 (ହରିଶୟନ)
ବିବାହ: 1, 2, 3, 6, 7
ବ୍ରତୋପନୟନ: ନାହିଁ







ଅଗଷ୍ଟ ୨୦୨୧

ଓଡ଼ିଆ ମାସ : ଶ୍ରାବଣ ୧୭ - ଭାଦ୍ରବ ୧୫

DateDayFestival / Holiday

8 AugSunChitalagi Amabasya
ଚିତାଲାଗି ଅମାବାସ୍ୟା


15 AugSatIndependence Day, Shri Arabinda Jayanti, Goswami Tulasi Das Jayanti
ସ୍ଵାଧୀନତା ଦିବସ, ଶ୍ରୀ ଅରବିନ୍ଦ ଜୟନ୍ତୀ, ଗୋସ୍ଵାମୀ ତୁଳସୀ ଦାସ ଜୟନ୍ତୀ


17 AugTueSinha Sankranti
ସିଂହ ସଙ୍କ୍ରାନ୍ତି


20 AugFriMuharram
ମହରମ


22 AugSunGamha Purnima, Rakhi Bandhana, Balabhadra Jayanti, Jhulana Purnima
ଗହ୍ମା ପୂର୍ଣ୍ଣିମା, ରାକ୍ଷୀ ବନ୍ଧନ, ବଳଭଦ୍ର ଜୟନ୍ତୀ, ଝୁଲଣ ପୂର୍ଣ୍ଣିମା


29 AugSunKhudurukuni Osha
ଖୁଦୁରୁକୁଣୀ ଓଷା


30 AugMonJanmashtami
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ


31 AugTueNandotsava
ନନ୍ଦୋତ୍ସବ


ଅମାବାସ୍ୟା: 8 ପୂର୍ଣ୍ଣିମା: 22
ଏକାଦଶୀ: 4 (କାମଦା), 18 (ପୁତ୍ରଦା)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ସେପ୍ଟେମ୍ବର ୨୦୨୧

ଓଡ଼ିଆ ମାସ : ଭାଦ୍ରବ ୧୭ - ଆଶ୍ଵିନ ୧୪

DateDayFestival / Holiday

5 SepSunTeacher's Day
ଗୁରୁ ଦିବସ


10 SepFriGanesh Puja
ଗଣେଶ ପୂଜା


11 SepSatNuakhai
ନୂଆଖାଇ


12 SepSunSomanath Brata, Shasthi Osha
ସୋମନାଥ ବ୍ରତ, ଷଷ୍ଠୀ ଓଷା


14 SepTueRadhastami
ରାଧାଷ୍ଟମୀ


15 SepWedShri Anukulachandra Jayanti
ଶ୍ରୀ ଅନୁକୂଳଚନ୍ଦ୍ର ଜୟନ୍ତୀ


16 SepThuSudasha Brata
ସୁଦଶା ବ୍ରତ


17 SepFriBiswakarma Puja, Kanya Sankranti
ବିଶ୍ଵକର୍ମା ପୂଜା, କନ୍ୟା ସଙ୍କ୍ରାନ୍ତି


19 SepSunAnanta Brata
ଅନନ୍ତ ବ୍ରତ


20 SepMonBhagavata Jayanti, Indrotsava Purnima
ଭାଗବତ ଜୟନ୍ତୀ, ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା


ଅମାବାସ୍ୟା: 7, ପୂର୍ଣ୍ଣିମା: 20
ଏକାଦଶୀ: 3 (କାଳୀୟ ଦଳନ), 17 (ପାର୍ଶ୍ଵପରିବର୍ତ୍ତନ / ବଡ଼)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ଅକ୍ଟୋବର ୨୦୨୧

ଓଡ଼ିଆ ମାସ : ଆଶ୍ଵିନ ୧୫ - କାର୍ତ୍ତିକ ୧୫

DateDayFestival / Holiday

2 OctSatGandhi Jayanti, Shastri Jayanti
ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ


6 OctWedMahalaya Amabasya
ମହାଳୟା ଅମାବାସ୍ୟା


13 OctWedSharadiya Durgapuja, Mrunmayee Devinka Mahashtami, Peethe Mahanabami
ଶାରଦୀୟ ଦୁର୍ଗାପୂଜା, ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ, ପୀଠେ ମହାନବମୀ


15 OctFriDussehra
ଦଶହରା


17 OctSunGarvana Sankranti
ଗର୍ଭଣା ସଙ୍କ୍ରାନ୍ତି


19 OctTueMohammad Jayanti, Gajalakshmi Puja
ମହମ୍ମଦ ଜୟନ୍ତୀ, ଗଜଲକ୍ଷ୍ମୀ ପୂଜା


20 OctWedKumara Purnima
କୁମାର ପୂର୍ଣ୍ଣିମା


21 OctThuKartika Bratarambha
କାର୍ତ୍ତିକ ବ୍ରତାରମ୍ଭ


ଅମାବାସ୍ୟା: 6, ପୂର୍ଣ୍ଣିମା: 20
ଏକାଦଶୀ: 2 (ଇନ୍ଦିରା), 16 (ପାପାଙ୍କୁଶା)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ନଭେମ୍ବର ୨୦୨୧

ଓଡ଼ିଆ ମାସ : କାର୍ତ୍ତିକ ୧୬ - ମାର୍ଗଶିର ୧୫

DateDayFestival / Holiday

3 NovWedNaraka Chaturdashi, Dhanwantari Jayanti
ନରକ ଚତୁର୍ଦ୍ଦଶୀ, ଧନ୍ଵନ୍ତରୀ ଜୟନ୍ତୀ


4 NovThuDeepavali, Kali Puja, Paya Shraddha
ଦୀପାବଳୀ, କାଳୀ ପୂଜା, ପୟା ଶ୍ରାଦ୍ଧ


5 NovFriGirigovardhan Puja
ଗିରିଗୋବର୍ଦ୍ଧନ ପୂଜା


6 NovSatBhatru Dwitiya
ଭାତୃ ଦ୍ଵିତୀୟା


12 NovFriAnla Nabami, Jagaddhatri Puja, Shri Radhanka Pada Darshana
ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା, ଶ୍ରୀ ରାଧାଙ୍କ ପାଦ ଦର୍ଶନ


14 NovSunChildren's Day
ଶିଶୁ ଦିବସ


15 NovMonShri Jagannathanka Nagarjuna Besha
ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶ


16 NovTueBichha Sankranti, Kartikeya Puja, Tulasi Bibaha
ବିଛା ସଙ୍କ୍ରାନ୍ତି, କାର୍ତ୍ତିକେୟ ପୂଜା, ତୁଳସୀ ବିବାହ


17 NovWedBada Osha
ବଡ଼ ଓଷା


19 NovFriRasa Purnima, Balijatra
ରାସ ପୂର୍ଣ୍ଣିମା, ବାଲିଯାତ୍ରା


20 NovSatChhadakhai
ଛାଡ଼ଖାଇ


24 NovWedSrikhetra Parikrama, Sita Bibaha
ଶ୍ରୀକ୍ଷେତ୍ର ପରିକ୍ରମା, ସୀତା ବିବାହ


25 NovThuManabasa Prathama Gurubara
ମାଣବସା ପ୍ରଥମ ଗୁରୁବାର


27 NovSatPrathamastami
ପ୍ରଥମାଷ୍ଟମୀ


28 NovSunKanjianla Nabami
କାଞ୍ଜିଅଁଳା ନବମୀ


ଅମାବାସ୍ୟା: 4, ପୂର୍ଣ୍ଣିମା: 19
ଏକାଦଶୀ: 1 (ରମା), 15 (ଦେବୀ ଉତ୍ଥାପନ / ବଡ଼), 30 (ଉତ୍ପନ୍ନା)
ବିବାହ: 21, 26, 29, 30
ବ୍ରତୋପନୟନ: ନାହିଁ







ଡିସେମ୍ବର ୨୦୨୧

ଓଡ଼ିଆ ମାସ : ମାର୍ଗଶିର ୧୬ - ପୌଷ ୧୬

DateDayFestival / Holiday

16 DecThuDhanu Sankranti, Manabasa Sesha Gurubara, Bhagavad Gita Jayanti
ଧନୁ ସଂକ୍ରାନ୍ତି, ମାଣବସା ଶେଷ ଗୁରୁବାର, ଭଗବଦ୍ ଗୀତା ଜୟନ୍ତୀ


18 DecSatPandu Osha
ପଣ୍ଡୁ ଓଷା


25 DecSatChristmas
ଯୀଶୁଖ୍ରୀଷ୍ଟ ଜୟନ୍ତୀ (ବଡ଼ଦିନ)


ଅମାବାସ୍ୟା: 4, ପୂର୍ଣ୍ଣିମା: 19
ଏକାଦଶୀ: 14 (ମୋକ୍ଷଦା), 30 (ସଫଳା)
ବିବାହ: 12, 13, 14
ବ୍ରତୋପନୟନ: ନାହିଁ







References: କୋହେନୁର ପଞ୍ଜିକା ଓ ରାଧରମଣ ପଞ୍ଜିକା


Keywords: Odia Calendar 2021, Kohenur Panjika 2021, Shri Radha Ramana Panjika 2021, Kohenur Panji 2021, Shri Radha Ramana Panji 2021, Odia Panji 2021, Odia Holiday List 2021, Odisha Gazetted Holidays List 2021, Marriage Dates 2021, Sacred thread ceremony holiday list 2021, Bratopanayana Dates 2021, Odia Festival List 2021, Sankhipta Odia Calendar 2021 by The Smaranika,ଓଡ଼ିଆ କ୍ୟାଲେଣ୍ଡର ୨୦୨୧, କୋହେନୁର ପଞ୍ଜିକା ୨୦୨୧, ଶ୍ରୀ ରାଧା ରମଣ ପଞ୍ଜିକା ୨୦୨୧, ଓଡ଼ିଆ ପାଞ୍ଜି ୨୦୨୧, ଓଡ଼ିଆ ପର୍ବ ପର୍ବାଣି ୨୦୨୧, ବିବାହ ଶୁଭ ଲଗ୍ନ ୨୦୨୧, ବ୍ରତୋପନୟନ ଶୁଭ ଲଗ୍ନ ୨୦୨୧, ଓଡ଼ିଶା ଛୁଟିଦିନ ଲିଷ୍ଟ ୨୦୨୧, କୋହେନୁର ପାଞ୍ଜି ୨୦୨୧, ରାଧାରମଣ ପାଞ୍ଜି ୨୦୨୧, "ଦି ସ୍ମରଣିକା" ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୨୧,


Keywords: Download Odia Calendar 2021, Odia Calendar PDF, Odia Panji PDF, Kohenur Panjika 2021, Radharamana Panjika 2021, Kohenur Panji 2021, Radharamana Panji 2021, Odia Panji 2021, Odia Holiday List 2021, Odisha Gazetted Holidays List 2021, Marriage Dates 2021, Sacred thread ceremony holiday list 2021, Bratopanayana Dates 2021, Odia Festival List 2021, Odia Calendar 2021 by The Smaranika, Odia Blog, Odia Website, Odia Lyrics, The Smaranika, ଓଡ଼ିଆ କ୍ୟାଲେଣ୍ଡର ୨୦୨୧, କୋହେନୁର ପଞ୍ଜିକା ୨୦୨୧, ରାଧାରମଣ ପଞ୍ଜିକା ୨୦୨୧, ଓଡ଼ିଆ ପାଞ୍ଜି ୨୦୨୧, ଓଡ଼ିଆ ପର୍ବ ପର୍ବାଣି ୨୦୨୧, ବିବାହ ଶୁଭ ଲଗ୍ନ ୨୦୨୧, ବ୍ରତୋପନୟନ ଶୁଭ ଲଗ୍ନ ୨୦୨୧, ଓଡ଼ିଶା ଛୁଟିଦିନ ଲିଷ୍ଟ ୨୦୨୧, କୋହେନୁର ପାଞ୍ଜି ୨୦୨୧, ରାଧାରମଣ ପାଞ୍ଜି ୨୦୨୧, "ଦି ସ୍ମରଣିକା" ଓଡ଼ିଆ କ୍ୟାଲେଣ୍ଡର ୨୦୨୧, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ଓଡ଼ିଆ ଲିରିକ୍ସ, ସ୍ମରଣିକା ଓଡ଼ିଆ ବ୍ଲଗ,


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ