Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଆଖି ପଲକରେ ତୁ ସ୍ୱପ୍ନ ଝଲକରେ ତୁ - Aakhi Palakare Tu Swapna Jhalakare Tu Lyrics

== ଓଡ଼ିଆ ==

ଗୀତ : ଆଖି ପଲକରେ ତୁ
ଭାଷା : ଓଡ଼ିଆ
ଆଲବମ : ଗୋରୀ ଆଇ ଏମ୍ ସରି
କଣ୍ଠ : କୁମାର ବାପି
ଗୀତିକାର : ଶ୍ରୀକାନ୍ତ ଗୌତମ
ସଂଗୀତ ନିର୍ଦ୍ଦେଶକ : ସୁରେଶ ପଣ୍ଡା
ମସିହା : ୧୯୯୫



ଆଖି ପଲକରେ ତୁ ସ୍ୱପ୍ନ ଝଲକରେ ତୁ
ଆଖି ପଲକରେ ତୁ ସ୍ୱପ୍ନ ଝଲକରେ ତୁ
ମନର କାନ୍ଥରେ ଆଇନା କାଚରେ
ତତେ ନୀତି ଦେଖୁଥାଏ ମୁଁ
ଆଖି ପଲକରେ ତୁ ସ୍ୱପ୍ନ ଝଲକରେ ତୁ
ଆଖି ପଲକରେ ତୁ ସ୍ୱପ୍ନ ଝଲକରେ ତୁ ॥


ପାହାନ୍ତିଆ ଭିଜା ଭିଜା ସିନ୍ଦୂର ସକାଳ ତୁ
ସିନ୍ଦୂର ସକାଳ ତୁ
ହଁ..ଗଧୂଳିର ଝୁମା ଝୁମା ଗୋଲାପି ସଞ୍ଜଟେ ତୁ
ଗୋଲାପି ସଞ୍ଜଟେ ତୁ
କିଛିବି ତୋ ବିନା ଭଲ ଯେ ଲାଗେନା
ତତେ ଝୁରି ମାରୁଥାଏ ମୁଁ..
ରକ୍ତ ଗୋଲାପରେ ତୁ ବନ୍ଧୁ ଆଳାପରେ ତୁ
ଆଖି ପଲକରେ ତୁ ସ୍ୱପ୍ନ ଝଲକରେ ତୁ ॥୧॥


ବାଟଭୁଲା ଚୁଲୁବୁଲି ଚଗଲି ଝରଣା ତୁ
ଚଗଲି ଝରଣା ତୁ
ହଁ..ଆନମନା ଲାଜକୁଳି ଜିଦିଆ ବରଷା ତୁ
ଜିଦିଆ ବରଷା ତୁ
ତୋ ନିଜ ମନକୁ ପଚାରି ବୁଝିବୁ
ତତେ କେତେ ଭଲପାଏ ମୁଁ
ଗୀତ କବିତାରେ ତୁ ଗପ କାହାଣୀରେ ତୁ
ଆଖି ପଲକରେ ତୁ ସ୍ୱପ୍ନ ଝଲକରେ ତୁ
ମନର କାନ୍ଥରେ ଆଇନା କାଚରେ
ତତେ ନିତି ଦେଖୁଥାଏ ମୁଁ
ଲାଲା ଲାଲା ଲାଲା ଲାଲା
ଓହୋ ହୋହୋ ହୋହୋ ହୋହୋ
ଉଁହୁଁ ହୁଁହୁଁ ହୁଁହୁଁ ହୁଁହୁଁ
ହେହେ ହେହେ ହେହେ ଆହା ॥୨॥


ଆଖି ପଲକରେ ତୁ ସ୍ୱପ୍ନ ଝଲକରେ ତୁ:
କୁମାର ବାପି ଙ୍କ କଣ୍ଠରେ, ସୁରେଶ ପଣ୍ଡା ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶ୍ରୀକାନ୍ତ ଗୌତମ ଙ୍କ ଲିଖିତ ୧୯୯୫ ମସିହାର ଓଡ଼ିଆ ଆଲବମ “ଗୋରୀ ଆଇ ଏମ୍ ସରି” ଗୀତ “ଆଖି ପଲକରେ ତୁ ସ୍ୱପ୍ନ ଝଲକରେ ତୁ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ ଆଖି ପଲକରେ ତୁ  



== English ==

Song : Aakhi Palakare Tu
Language : Odia
Album : Gori I Am Sorry
Singer : Kumar Bapi
Lyrics : Srikant Gautam
Music Director : Suresh Panda
Year : 1995



Aakhi palakare tu swapna jhalakare tu
Aakhi palakare tu swapna jhalakare tu
Manara kanthare aina kachare
Tate niti dekhuthae mun
Aakhi palakare tu swapna jhalakare tu
Aakhi palakare tu swapna jhalakare tu ॥


Pahantia bhija bhija sindura sakala tu
Sindura sakala tu
Han..gadhulira jhuma jhuma golapi sanjate tu
Golapi sanjate tu
Kichhibi to bina bhala je lagena
Tate jhuri maruthae mun..
Rakta golapare tu bandhu alapare tu
Aakhi palakare tu swapna jhalakare tu ॥1॥


Batabhula chulubuli chagali jharana tu
Chagali jharana tu
Han..anamana lajakuli jidia barasa tu
Jidia barasa tu
To nija manaku pachari bujhibu
Tate kete bhalapae mun
Gita kabitare tu gapa kahanire tu
Aakhi palakare tu swapna jhalakare tu
Manara kanthare aina kachare
Tate niti dekhuthae mun
Lala lala lala lala
Oho hoho hoho hoho
Unhun hunhun hunhun hunhun
Hehe hehe hehe aha ॥2॥  
 

Aakhi Palakare Tu Swapna Jhalakare Tu:
Lyrics of Odia album song “Aakhi Palakare Tu Swapna Jhalakare Tu”, sung by Kumar Bapi, music directed by Suresh Panda, lyrics by Srikant Gautam, from Odia album “Gori I Am Sorry”, released in the year 1995 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ