Posts

Showing posts with the label କାଳୀଚରଣ ପଟ୍ଟନାୟକ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବିତିଲା ତ ଯାମିନୀ ମଉଳିଲା କାମିନୀ - Bitila Ta Jamini Maulila Kamini Lyrics

Image
== ଓଡ଼ିଆ == ଗୀତ : ବିତିଲା ତ ଯାମିନୀ ମଉଳିଲା କାମିନୀ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କାଳୀଚରଣ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାଁ ଆରେ ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୧॥ ମଳିନ ପ୍ରଦୀପ ଶିଖା ନୟନ କଜଳରେଖା ମଳିନ ପ୍ରଦୀପ ଶିଖା ନୟନ କଜଳରେଖା ନୀର ଝରି ସହୀରେ ନୀର ଝରି ସହୀରେ ଧାରସାର ହେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୨॥ କହିବୁରେ ସମ ଯାଇ ମୋହନ ବଂଶୀ ବଜାଇ ଝୁରି ଦିନ ରଜନୀ ଝୁରି ଦିନ ରଜନୀ ରାଧା ଝୁରି ମଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୩॥ ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି ଦଗାଦାର ଶ୍ୟାମ ହେ ଦଗାଦାର ଶ୍ୟାମ ହେ କଣ୍ଟ ବିତି ଗଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାଁ ଆରେ ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୪॥ ଶବ୍ଦାର୍ଥ ଯାମିନୀ - ର...

ଆସ ଆସ ଆସ ମୋର ସରଗତରା ଲୋ - Aasa Aasa Aasa Mora Saragatara Lo Lyrics

Image
== ଓଡ଼ିଆ == ଗୀତ : ଆସ ଆସ ଆସ ମୋର ସରଗତରା ଲୋ ଭାଷା : ଓଡ଼ିଆ ଆଲବମ : ବାହୁଡ଼ା ଯାତ କଣ୍ଠ : ଦୁଖିଶ୍ୟାମ ତ୍ରିପାଠୀ ଗୀତିକାର : କାଳୀଚରଣ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶକ : ଦୁଖିଶ୍ୟାମ ତ୍ରିପାଠୀ ମସିହା : ୨୦୦୫ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ଅନା ଅନା କାଳିଆର ଅନା ଅନା କାଳିଆର ରଥ ଯାତରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥  ପଡ଼ିଛି ଆଜ ବନ୍ଧା ଅଣ୍ଟା ଦଉଡ଼ି ଛନ୍ଦା ପଡ଼ିଛି ଆଜ ବନ୍ଧା ଅଣ୍ଟା ଦଉଡ଼ି ଛନ୍ଦା ବାଇଶି ପାହାଚେ ଲାଗେ ବାଇଶି ପାହାଚେ ଲାଗେ ଭିଡ଼ା ଓଟରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥୧॥  ଝୁଲି ଝୁଲି ଆସୁଛି ଛେଚା କଚା ଖାଉଛି ଝୁଲି ଝୁଲି ଆସୁଛି ଛେଚା କଚା ଖାଉଛି କି ସୁନ୍ଦର ଦିଶେ ମଥା କି ସୁନ୍ଦର ଦିଶେ ମଥା ଟାହିଆ ଝରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥୨॥  ରଥ ଷୋଳଚକିଆ ନନ୍ଦିଘୋଷକୁ ଚାହାଁ ରଥ ଷୋଳଚକିଆ ନନ୍ଦିଘୋଷକୁ ଚାହାଁ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ବିଜୟ ପରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥୩॥  ପୁରୀ ଠାକୁର ରଜା ଆସନ୍ତି ବାଜେ ବାଜା ପୁରୀ ଠାକୁର ରଜା ଆସନ୍ତି ବାଜେ ବାଜା ସାରୁଛନ୍ତି ରଥ ପରେ ସାରୁଛନ୍ତି ରଥ ପରେ ଛେରା ପହଁରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ଅନା ଅନା କାଳିଆର ଅନା ଅ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ