Posts

Showing posts from July, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କୁଟ୍ କୁଟ୍ କୁଟ୍ କୁଟ୍ ଧାନ ଲୋ - Kut Kut Kut Kut Dhana Lo Lyrics

Image
== ଓଡ଼ିଆ== ଫିଲ୍ମଗୀତ : କୁଟ୍ କୁଟ୍ ଧାନ ଲୋ ଭାଷା : ଓଡ଼ିଆ ଚଳଚିତ୍ର : ସୁପର୍ ମିଛୁଆ କଣ୍ଠ : ଦିବ୍ୟା ଦାସ ଗୀତିକାର : ଶ୍ରୀକାନ୍ତ ଗୌତମ ସଙ୍ଗୀତ ନିର୍ଦ୍ଦେଶକ : ବିକାଶ ଦାସ ମସିହା : ୨୦୧୫ (ସମସ୍ତେ) ଆଃ ଆଃ ଆଃ ଆଆ ଆ ଉଃ ଉଃ ଉଃ ଉଉ ଉ କୁଟ୍ କୁଟ୍..କୁଟ୍ କୁଟ୍ (ଝି) କୁଟ୍ କୁଟ୍ କୁଟ୍ କୁଟ୍ ଧାନ ଲୋ କୁଟ୍ ଧାନ ଲୋ ଢ଼ିଙ୍କି ଦେ ଦୁଲୁକେଇ ସମା ଲୋ (ସମସ୍ତେ) କୁଟ୍ କୁଟ୍ କୁଟ୍ କୁଟ୍ ଧାନ ଲୋ କୁଟ୍ ଧାନ ଲୋ ଢ଼ିଙ୍କି ଦେ ଦୁଲୁକେଇ ସମା ଲୋ (ଝି) ହନି ହନି ନାଇଟ୍‌ରେ ମୁନ୍ ମୁନ୍ ଲାଇଟ୍‌ରେ ବନ୍ଦ ବାନ୍ଦ ରୁମ୍‌ରେ ସିଲିକି ସିଲିକି ବେଡ୍‌ରେ ହନିମୁନ୍ ହବ ଘଟଣା ଘଟିବ ରାତିସାରା ଖାଲି ମହୁ ତ ଝରିବ ମାଲୋ..ଇଲୋ ବଉଲୋ ଆଲୋ କ'ଣ ହବ ଲୋ କୁଟ୍ କୁଟ୍ କୁଟ୍ କୁଟ୍ ଧାନ ଲୋ କୁଟ୍ ଧାନ ଲୋ ଢ଼ିଙ୍କି ଦେ ଦୁଲୁକେଇ ସମା ଲୋ (ସମସ୍ତେ) କୁଟ୍ କୁଟ୍ କୁଟ୍ କୁଟ୍ ଧାନ ଲୋ କୁଟ୍ ଧାନ ଲୋ ଢ଼ିଙ୍କି ଦେ ଦୁଲୁକେଇ ସମା ଲୋ ॥୧॥ (ଝି) ନଟ ଉଠା ଖଟ ସଞ୍ଜୁ ସଜା ଶେଯ ଆଲୋ ଫୁଲ ଟଙ୍ଗା ଫୁଲ ଦିପୁ ଲଗା ଦୀପ (ସମସ୍ତେ) ବିଲେଇ ଡାକିଲା ମିଆଁଉ ମିଆଁଉ ବିଲେଇ ଡାକିଲା ମିଆଁଉ ମିଆଁଉ (ଝି) ବୋହୂ କରେ ଆଜି ମିଛ ମିଛ ଲାଜ ପୁଅ ଦେଖଉଚି ଭାଉ (ସମସ୍ତେ) କ୍ଷୀର ନିର ଦୁହେଁ ଏକାଠି ହେବେରେ ଆଲୁଅଟା ଲିଭିଯାଉ (ଝି) ଆଜି ଏଇ ଖେଳରେ ମାରିବ କରେଣ୍ଟରେ ଫୋରଫୋଟି ଭୋଲ୍‌ଟେଜରେ ଫିୟୁଜ୍ ଉଡ଼ିବର...

ଟ ଚମ୍ପୂ (ଟାଣ ପଣ କର ସାର) - Ta Champu (Tana Pana Kara Sara) Lyrics

Image
== ଓଡ଼ିଆ == ଗୀତ : ଟାଣପଣ କର ସାର ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଟାଣପଣ କର ସାର           ଟାଣପଣ କର ସାର ଟିକାଏ ମଦନ କଦନକୁ ସହି           ସଦନକୁ ବିଜେ କର ଟାଣପଣ କର ସାର ॥ ଟଙ୍କାରି କି ଶ୍ରବସରିକି ବାସବ-           କୋଦଣ୍ଡରୁ ଚଣ୍ଡ ଧନୁ ଟାଣେ ବିନ୍ଧେ ଶମ୍ବସଦୃଶ କଳମ୍ବ           ତୁମ୍ଭଙ୍କୁ ଏକା ଅତନୁ ଟାଣପଣ କର ସାର ॥୧॥ ଟେକି ଏ ସୁନ୍ଦର ଶ୍ରୀମୁଖଟି ପର-           ଘରବୁଡ଼ା ଫରମାସ ଟିକାଏ ହେଲେ ଯେ ହୃଦୟ ସରୋଜେ           ନୋହିଲା ତ୍ରାସବିଳାସ ଟାଣପଣ କର ସାର ॥୨॥ ଟେକାଟେକି ମୋତେ କରି ନାନାମତେ           ତୁମ୍ଭ କାମନା ପୁରିବ ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ       ...

ବଂଶୀ ବାଜୁଛିରେ ବଂଶୀ ବାଜୁଛି ରାଧା ନାଚୁଛିରେ - Banshi Bajuchhire Banshi Bajuchhi Radha Nachuchhire Lyrics

Image
== ଓଡ଼ିଆ == ଗୀତ : ବଂଶୀ ବାଜୁଛିରେ ବଂଶୀ ବାଜୁଛି ଭାଷା : ଓଡ଼ିଆ ଆଲବମ : ବଳିଆର ଭୁଜ କଣ୍ଠ : ଭିକା ରି ବଳ ଗୀତିକାର : କଳ୍ପତରୁ ବଳ ସଂଗୀତ ନିର୍ଦ୍ଦେଶନା : ଅମରେନ୍ଦ୍ର ମହାନ୍ତି, ସରୋଜ ନନ୍ଦ ଲେବେଲ୍ : ଟି ସିରିଜ୍ ମସିହା : ୨୦୦୦ ବଂଶୀ ବାଜୁଛିରେ ବଂଶୀ ବାଜୁଛି ରାଧା ନାଚୁଛିରେ ରାଧା ନାଚୁଛି ବଂଶୀ ବାଜୁଛିରେ ବଂଶୀ ବାଜୁଛି ରାଧା ନାଚୁଛିରେ ରାଧା ନାଚୁଛି ସତେ ପୁରସ୍ତମ ଗୋପ ବୃନ୍ଦାବନ ସତେ ପୁରସ୍ତମ ଗୋପ ବୃନ୍ଦାବନ ସେଇ କୃଷ୍ଣ ଏଠି ବସିଛି ଆହା..ସେଇ କୃଷ୍ଣ ଏଠି ବସିଛି ନୀଳାଚଳେ ନିତ୍ୟ ରାସ ଚାଲିଛି ରାଧା ନାଚୁଛିରେ ରାଧା ନାଚୁଛି ବଂଶୀ ବାଜୁଛିରେ ବଂଶୀ ବାଜୁଛି ରାଧା ନାଚୁଛିରେ ରାଧା ନାଚୁଛି ॥ ରସିକ ଶେଖର ଏ ଜଗାକାଳିଆ ଥିଲା ଯେବେ ବୃନ୍ଦାବନେ ରାଧାରାଣୀ ସଙ୍ଗେ ନାଚୁଥିଲା ରଙ୍ଗେ ବଂଶୀବାଇ ରାଧା ନାମେ ରସିକ ଶେଖର ଏ ଜଗାକାଳିଆ ଥିଲା ଯେବେ ବୃନ୍ଦାବନେ ରାଧାରାଣୀ ସଙ୍ଗେ ନାଚୁଥିଲା ରଙ୍ଗେ ବଂଶୀବାଇ ରାଧା ନାମେ ଭୁଲି କଦମ୍ବ କଳ୍ପବଟରେ ଭୁଲି ଯମୁନା ସାଗର କୂଳେ ରାଧାପ୍ରେମେ ହଜିମଜି ହସୁଛି ରାଧା ନାଚୁଛିରେ ରାଧା ନାଚୁଛିରେ ବଂଶୀ ବାଜୁଛିରେ ବଂଶୀ ବାଜୁଛି ରାଧା ନାଚୁଛିରେ ରାଧା ନାଚୁଛି ॥୧॥  ଏଇ ସେ କାଳିଆ ବସିଛି ମଉନେ କିଛି ନଜାଣିଲା ପରି ଗୋପୀଙ୍କ ବସନ ଚୋରାଇ ନେଇ ସେ ହସୁଥିଲା ବଂଶୀ ଧରି ଏଇ ସେ କାଳିଆ ବସିଛି ମଉନେ କିଛି ନଜାଣିଲା ପରି ଗୋପୀଙ୍କ ବସ...

ମୋ ଜାଲରେ ଯାଇଚୁ ଫସି ଲୋ ସୁନା ଇଲିଶି - Mo Jalare Jaichu Phasi Lo Suna Ilishi Lyrics

Image
== ଓଡ଼ିଆ == ଗୀତ : ମୋ ଜାଲରେ ଯାଇଚୁ ଫସି ଲୋ ସୁନା ଇଲିଶି ଭାଷା : ଓଡ଼ିଆ ଆଲବମ : ସୁନା ଇଲିଶି କଣ୍ଠ : କୁମାର ସାନୁ, ଅନୁରାଧା ପୌଡ଼ୱାଲ ଗୀତିକାର : ନିଜାମ୍ ସଂଗୀତ ନିର୍ଦ୍ଦେଶକ : ବିଜୟ ସ୍ୱାଇଁ ମସିହା : ୧୯୯୪ (ପୁ) ସୁନା ଇଲିଶି (ଝି) ହାଃ ହାଃ ହାଃ (ପୁ) ସୁନା ଇଲିଶି (ଝି) ହାଃ ହାଃ ହାଃ (ପୁ) ମୋ ସୁନା ଇଲିଶି (ଝି) ହାଃ ହାଃ ହାଃ (ପୁ) ମୋ ଜାଲରେ ଯାଇଛୁ ଫସି ଲୋ ସୁନା ଇଲିଶି କାଇଁ ମିଛେ ହେଉ ଛାଟିପିଟି ଲୋ ସୁନା ଇଲିଶି ମୁଁ ଆଣିଛି ପୀରତି ରଶି ତତେ ବାନ୍ଧିବି ସେଥିରେ କସି କହ କେମିତି ଯିବୁ ତୁ ଖସି ଲୋ ସୁନା ଇଲିଶି (ଝି) ତୋ ଜାଲରେ ଯାଇଛି ଫସି ମୁଁ ସୁନା ଇଲିଶି ତୋ ପୀରତିରେ ଗଲି ରସି ମୁଁ ସୁନା ଇଲିଶି ମୋ ବୟସଟା ଥିଲା କଷି ଆଉ ପାରୁନି ସେଥିରୁ ଖସି ମତେ ରଖିବୁ କରି ସାଇତି ମୁଁ ସୁନା ଇଲିଶି (ପୁ) ମୋ ଜାଲରେ ଯାଇଚୁ ଫସି ଲୋ ସୁନା ଇଲିଶି ॥ (ପୁ) ପଚାରେ ଯଦି ଏଇ ଦୁନିଆଁ କହିବି ଚିଲ୍ଲେଇ ଚିଲ୍ଲେଇ ଭାବ କରିଛି ଯାହା ସାଥିରେ ସିଏତ ଗୋଟିଏ ଫୁଲେଇ (ଝି) ଦୁନିଆ ସାରା କହି ହଉଚୁ ମୁହିଁ ତୋର ସୁନା ଇଲିଶି ସୁନା ଇଲିଶି ଧରିବା ପାଇଁ ଦରକାର ସୁନା ବନିସି (ପୁ) ମୁଁ ପାଇଲେ ପାଇବି ଫାଶୀ ଗୋରୀ ଚାହିଁଦେ ଲୋ ଥରେ ହସି ଆମ ଦୁହିଁଙ୍କ ଗୋଟିଏ ରାଶି ଲୋ ସୁନା ଇଲିଶି ମୋ ଜାଲରେ ଯାଇଚୁ ଫସି ଲୋ ସୁନା ଇଲିଶି ॥୧॥ (ଝି) ଛନ୍ ଛନିଆ କଅଁଳ ମନ ଚିହ୍...

ଜୟ ଯଦୁନନ୍ଦନ ରାଧିକା ପ୍ରାଣବଲ୍ଲଭ - Jaya Jadunandana Radhika Pranaballabha Lyrics

Image
== ଓଡ଼ିଆ == ଭଜନ : ଜୟ ଯଦୁନନ୍ଦନ ରାଧିକା ପ୍ରାଣବଲ୍ଲଭ ଭାଷା : ଓଡ଼ିଆ ଚଳଚିତ୍ର : ଗପ ହେଲେ ବି ସତ କଣ୍ଠ : ସୁମନ କଲ୍ୟାଣପୁର ଗୀତିକାର : ଗୁରୁକୃଷ୍ଣ ଗୋସ୍ଵାମୀ ସଂଗୀତ ନିର୍ଦ୍ଦେଶକ : ଭୁବନ, ହରି ମସିହା : ୧୯୭୬ (ଝି) ଜୟ ଯଦୁନନ୍ଦନ ଜୟ ଯଦୁନନ୍ଦନ ରାଧିକା ପ୍ରାଣବଲ୍ଲଭ ହେ ବଂଶୀବଦନ ରାଧିକା ପ୍ରାଣବଲ୍ଲଭ ହେ ବଂଶୀବଦନ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଯଦୁନନ୍ଦନ (ସମସ୍ତେ) ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ॥  (ଝି) ଆହେ ଚିନ୍ତାମଣି ପ୍ରଭୁ ଦୀନବନ୍ଧୁ ମୁକୁନ୍ଦ ମୁରାରୀ ହେ କରୁଣାସିନ୍ଧୁ ଆହେ ଚିନ୍ତାମଣି ପ୍ରଭୁ ଦୀନବନ୍ଧୁ ମୁକୁନ୍ଦ ମୁରାରୀ ହେ କରୁଣାସିନ୍ଧୁ ଜୟ ବ୍ରଜମୋହନ ଘେନ ହେ ବନ୍ଦନ ଜୟ ବ୍ରଜମୋହନ ଘେନ ହେ ବନ୍ଦନ (ସମସ୍ତେ) ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ॥୧॥  (ଝି) ଆହେ ବ୍ରଜବନ୍ଧୁ ଦୁଃଖଭଞ୍ଜନ ଗୋବିନ୍ଦ ଗୋପାଳ ହେ ମଧୁସୂଦନ ଆହେ ବ୍ରଜବନ୍ଧୁ ଦୁଃଖଭଞ୍ଜନ ଗୋବିନ୍ଦ ଗୋପାଳ ହେ ମଧୁସୂଦନ ଜୟ କୃଷ୍ଣ ମୁରାରୀ ଘେନ ହେ ବନ୍ଦନ  ଜୟ କୃଷ୍ଣ ମୁରାରୀ ଘେନ ହେ ବନ୍ଦନ  (ସମସ୍ତେ) ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ॥୨॥ YouTube ରେ ଜୟ ଯଦୁନନ୍ଦନ ରାଧିକା ପ୍ରାଣବଲ୍ଲଭ == English == Bhajan : Jaya Jadunandana Radhika Pranaballabha Language : Odia Movie : Gapa Hele Bi Sata Singer : S...

ଦେଖ ଗୋ ରାଧାମାଧବ ଚାଲି ଦେଖ ଗୋ - Dekha Go Radhamadhaba Chali Dekha Go Lyrics

Image
== ଓଡ଼ିଆ == ଭଜନ : ଦେଖ ଗୋ ରାଧାମାଧବ ଚାଲି ଭାଷା : ଓଡ଼ିଆ ଗୀତିକାର : ବନମାଳୀ ଦାସ ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ମଣି ବିମାନ ଆସେ ଝୁଲି ଝୁଲି ମଣି ବିମାନ ଆସେ ଝୁଲି ଝୁଲି ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ॥୧॥ ବିବିଧ ବାଜଣା ବୀରକାହାଳୀ ବିବିଧ ବାଜଣା ବୀରକାହାଳୀ ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ॥୨॥ ସଙ୍ଗତେ ଅଛନ୍ତି ପଞ୍ଚସାଗର ସଙ୍ଗତେ ଅଛନ୍ତି ପଞ୍ଚସାଗର ରାଧିକା ଦୂତିକା ମୁରଲୀଧର ରାଧିକା ଦୂତିକା ମୁରଲୀଧର ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ॥୩॥ ନରେନ୍ଦ୍ର ସରକୁ କରିଣ ମନ ନରେନ୍ଦ୍ର ସରକୁ କରିଣ ମନ ଚାପ ଖେଳନ୍ତି ଜଗତମୋହନ ଚାପ ଖେଳନ୍ତି ଜଗତମୋହନ ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ॥୪॥ ବୋଲେ ବନମାଳୀ ଶ୍ରୀପାଦ ଧ୍ୟାଇ ବୋଲେ ବନମାଳୀ ଶ୍ରୀପାଦ ଧ୍ୟାଇ ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇ ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇ ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ॥୫॥ YouTube ରେ ଦେଖ ଗୋ ରାଧାମାଧବ ଚାଲି == English == Bhajan : Dekha Go Radhamadhaba Chali Language : Odia Lyricist : Banamali Das Dekha go ! ago sakhi dekha go !...

ମା' ତୁମେ ମମତାର ସୀମାହୀନ ସାଗର - Maa' Tume Mamatara Simahina Sagara Lyrics

Image
== ଓଡ଼ିଆ == ଫିଲ୍ମଗୀତ : ମା' ତୁମେ ମମତାର ସୀମାହୀନ ସାଗର ଭାଷା : ଓଡ଼ିଆ ଚଳଚିତ୍ର : ଉଲ୍‌କା କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ସଚ୍ଚି ମହାନ୍ତି  ସଂଗୀତ ନିର୍ଦ୍ଦେଶକ : ରାଜୁ ମିଶ୍ର, ବିଭୁ ମହାନ୍ତି ମସିହା : ୧୯୮୧ ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ॥୧॥ ତୁମ ସେ ମମତା ମୋତି ଆମ ପାଇଁ ଆଲୋକ ଲିଭାଇଛି ଅମାରାତି ମନେ ଭରି ପୁଲକ ତୁମେ ଯେ ସେନେହମୟୀ ସେନେହର ଝର ତୁମେ ଯେ ସେନେହମୟୀ ସେନେହର ଝର ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ॥୨॥ ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା ଆମ ମୁଖେ ହସ ତୁମ ମନେ ଖୁସି ଆସର ତୁମରି ଆଶିଷେ ମା' ଗୋ ହସୁ ଆମ ସଂସାର ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ॥୩॥ YouTube ରେ ମା' ତୁମେ ମମତାର ସୀମାହୀନ ସାଗର == English == Movie Song : Maa' Tume Mamatara Simahina Sagara Language : Odia Movie : Ulka Singer : Suresh Wadkar Lyricist : Sacchi Mohanty Music Di...

ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ - Re Kothabhogi Mun Ta Badadandara Jogi Lyrics

Image
== ଓଡ଼ିଆ == ଭଜନ : ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ଭାଷା : ଓଡ଼ିଆ ଆଲବମ : ସଖା ହେ କଣ୍ଠ : କୁମାର ବାପି ଗୀତିକାର : ସୁରେଶ ପଣ୍ଡା ସଂଗୀତ ନିର୍ଦ୍ଦେଶକ : ତତ୍ତ୍ଵପ୍ରକାଶ ଶତପଥୀ ମସିହା : ୨୦୦୫ ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ଟଙ୍କ ତୋରାଣିରେ ମନ ବଳେଇଚି ଟଙ୍କ ତୋରାଣିରେ ମନ ବଳେଇଚି ଚକିଏ ରଖିବୁ ମୋରି ଲାଗି ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ॥ ଲୋଭ ମୋହ ମାୟା ଡେଇଁ ମୁଁ ଆସିଚି ସେଥିପାଇଁ ତୋର ଭେଟ ପାଇଚି ଚକାନୟନରେ ଆଶା ମୋ ମେଣ୍ଟେଇ ନୀଳଗିରି ପଛେ ଶୋଉଚି ଯାଇ ଓ..ଲୋଭ ମୋହ ମାୟା ଡେଇଁ ମୁଁ ଆସିଚି ସେଥିପାଇଁ ତୋର ଭେଟ ପାଇଚି ଚକନାୟନରେ ଆଶା ମୋ ମେଣ୍ଟେଇ ନୀଳଗିରି ପଛେ ଶୋଉଚି ଯାଇ ସାହାଣମେଲାକୁ ସମୟ ଗଣୁଚି ସାହାଣମେଲାକୁ ସମୟ ଗଣୁଚି ବାଇଶି ପାହାଚ ପାଖରେ ଜଗି ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ରେ କୋଠଭୋଗୀ ମୁଁ ତ ବଡ଼ଦାଣ୍ଡର ଯୋଗୀ ॥୧॥ ଭୋକକଲେ ପରା ଆନନ୍ଦ ବଜାର ଶୋଷକଲେ ଅଛି ନରେନ୍ଦ୍ର ଜଳ ସରଗକୁ ଶିଡ଼ି ବାଇଶି ପାହାଚ ଛାଡ଼ି ମୁଁ ଆସିଚି ଛଳନା ମିଛ ଓ..ଭୋକକଲେ ପରା ଆନନ୍ଦ ବଜାର ଶୋଷକଲେ ଅଛି ନରେନ୍ଦ୍ର ଜଳ ସରଗକୁ ସିଡ଼ି ବାଇଶି ପାହାଚ ଛାଡ଼ି ମୁଁ ଆସିଚି ଛଳନା ମିଛ ଲକ୍ଷେ ଶାଳଗ୍ରାମ ବେଦୀରେ ବସିଛୁ ଲକ୍ଷେ ଶାଳଗ୍ରାମ ବେଦୀରେ ବସିଛୁ ଭକ୍ତ ସୁଖ ଦୁଃଖେ ହେଇତୁ...

ରସର୍‌କେଲୀ ବୋ ସମଲ୍‌ପୁରୀ ଶାଢ଼ୀକି ରେ ଦେଉଲୀପକା ଧଡ଼ି - Rasarkeli Bo Samalpuri Shadhiki Re Deulipaka Dhadi Lyrics

Image
== ଓଡ଼ିଆ == ଗୀତ : ରସର୍‌କେଲୀ ବୋ ସମଲ୍‌ପୁରୀ ଶାଢ଼ୀକି ରେ ଭାଷା : ସମ୍ବଲପୁରୀ  କଣ୍ଠ : ଅସୀମା ପଣ୍ଡା, ପବିତ୍ର ଗୀତିକାର : ରତନ୍ ପୂଜାରୀ ସଙ୍ଗୀତ ନିର୍ଦ୍ଦେଶକ : ରତନ୍ ପୂଜାରୀ (ଝି-୧+ଝି-୨) ରସର୍‌କେଲୀ ବୋ.. ସମଲ୍‌ପୁରୀ ଶାଢ଼ୀକି ରେ ଦେଉଲୀପକା ଧଡ଼ି ରେ ଦେଉଲୀପକା ଧଡ଼ି (ଝି-୧) ସମଲ୍‌ପୁରୀ ଶାଢ଼ୀକି ରେ ଦେଉଲୀପକା ଧଡ଼ି (ଝି-୨) କୁଆଁରୀ ଦିହେ ପିନ୍ଧିଥିଲେ ଯାଉଥିସି ଯଡ଼ି (ଝି-୧) କାନେ ତ କରନ ଫୁଲ ନାକେ ଝରାଗୁନା (ଝି-୨) କୁଆଁରୀ ପାଞ୍ଝଲ୍‌ ବାଜୁଥିସି ଗୁଡ଼େ ଝୁମ୍‌କୁଝୁମା (ଝି-୧+ଝି-୨) ଆରେ ବାଜୁଥିଲେ ଦଶ୍‌ରପାଟ ଢୁଲ ତ ବାଜୁଥିଲେ ଦଶ୍‌ରପାଟ ଢୁଲ ତ ବାଜେ ତ ମହୁରି କେଁ କିରି ରିରି ରି ଆରେ ନାଚିଦେମା ରସର୍‌କେଲୀ ସତେ ତ ନାଚିଦେମା ରସର୍‌କେଲୀ ସତେ ତ କିନ୍ଦିରି କିନ୍ଦିରି କାଏଁ କିରି ରିରି ରି ॥ (ଝି-୧+ଝି-୨) ରସର୍‌କେଲୀ ବୋ.. ମହାନଦୀର୍ ଉଜ୍ଜଲ୍ ପାନି ଦିଶେ ଝଲମଲ ରେ ଦିଶେ ଝଲମଲ (ଝି-୧) ମହାନଦୀର୍ ଉଜ୍ଜଲ୍ ପାନି ଦିଶେ ଝଲମଲ (ଝି-୨) ଆରେ ଗାଧି ବୁଡ଼ି ସତେ ଆମେ ଡଉଲଡାଉଲ (ଝି-୧+ଝି-୨) ଚାଲିଯାଏସୁ ପୂଜାଥାଲି ଧରିକରି ହାତେ ମହାନଦୀର୍ ଖଣି ସତେ ମାଆର୍ ଗୁଡ଼ି ଅଛେ ଆରେ ମାଆର୍ ଛଡ଼ା ସିନ୍ଦୂର୍‌ ଫୁଲ ମାଖ୍‌ଲେ ମାଆର୍ ଛଡ଼ା ସିନ୍ଦୂର୍‌ ଫୁଲ ମାଖ୍‌ଲେ ଉସତ୍‌ ଲାଗେ ମନ କାଏଁ  ଚକାଜହ୍ନରେ ଉସ୍‌କୁଉସା ଲୁସ୍‌କୁଲୁସା ସଙ୍ଗାତ ଉସ୍‌କୁଉସା ଲୁସ୍‌କୁଲୁସା ସଙ୍ଗା...

ମା' ଗୋ ମମତାମୟୀ ମାତା - Maa Go Mamatamayee Mata Lyrics

Image
== ଓଡ଼ିଆ == ଭଜନ : ମା' ଗୋ ମମତାମୟୀ ମାତା ଭାଷା : ଓଡ଼ିଆ ଚଳଚିତ୍ର : ବନ୍ଧୁ ମହାନ୍ତି  କଣ୍ଠ : ବାଣୀ ଜୟରାମ ଗୀତିକାର : ପ୍ରଫୁଲ୍ଲ କର  ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର  ମସିହା : ୧୯୭୭ (ଝି) ମା' ଗୋ ମମତାମୟୀ ମାତା ଦେବୀ ଭବାନୀ ଗିରିସୁତା ମା' ଗୋ ମମତାମୟୀ ମାତା ଦେବୀ ଭବାନୀ ଗିରିସୁତା ତୁହି ମା' ସୁଖଦା ତୁହି ମା' ବରଦା ଜୟ ଦଶଭୁଜା ମା' ଗୋ ବିରଜା (ଝି-ସମସ୍ତେ) ଜୟ ଦଶଭୁଜା ମା' ଗୋ ବିରଜା (ଝି) ମା' ଗୋ ମମତାମୟୀ ମାତା ଦେବୀ ଭବାନୀ ଗିରିସୁତା ତୁହି ମା' ସୁଖଦା ତୁହି ମା' ବରଦା ଜୟ ଦଶଭୁଜା ମା' ଗୋ ବିରଜା (ଝି-ସମସ୍ତେ) ଜୟ ଦଶଭୁଜା ମା' ଗୋ ବିରଜା ॥ (ଝି) ତୁହି ଗୋ ସ୍ନେହ ତୁହି ଗୋ ପ୍ରୀତି ତୋ କୋଳେ ଥିଲେ ସକଳ ଶାନ୍ତି ପରଶ ତୋର ଦିଏ ଗୋ ଶକ୍ତି ତୋ ପଦେ ମିଳେ ସ୍ୱର୍ଗ ମୁକ୍ତି ଅପାର ତୋର କରୁଣା କରେ କେ ପାରେ କଳନା (ଝି-ସମସ୍ତେ) ଅପାର ତୋର କରୁଣା କରେ କେ ପାରେ କଳନା (ଝି) ତୁହି ମା' ସୁଖଦା ତୁହି ମା' ବରଦା ଜୟ ଦଶଭୁଜା ମା' ଗୋ ବିରଜା (ଝି-ସମସ୍ତେ) ଜୟ ଦଶଭୁଜା ମା' ଗୋ ବିରଜା ॥୧॥ (ଝି) ଆଜି ସେ ତୋର କୁସୁମେ ଗନ୍ଧ ବହଇ ଧିରେ ମଳୟ ମନ୍ଦ ପାଳନ୍ତି ଆଜ୍ଞା ବରୁଣ ଇନ୍ଦ୍ର ଆକାଶେ ଉଏଁ ସୂର୍ଯ୍ୟ ଚନ୍ଦ୍ର ଅପାର ତୋର ମହିମା କରେ କେ ପାରେ କଳନା (ଝି-ସମସ୍ତେ) ଅପାର ...

ନିଶି ବିଜନେ ଭାବେ ମନେ ମୁଁ - Nishi Bijane Bhabe Mane Mun Lyrics

Image
== ଓଡ଼ିଆ == ଫିଲ୍ମଗୀତ : ନିଶି ବିଜନେ ଭାବେ ମନେ ମୁଁ ଭାଷା : ଓଡ଼ିଆ ଚଳଚିତ୍ର : ଜାଇ ଫୁଲ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୪ ନିଶି ବିଜନେ ଭାବେ ମନେ ମୁଁ କେମିତି ଜିଇଁଛି କାହିଁକି ଜିଇଁଛି କେମିତି ଜିଇଁଛି କାହିଁକି ଜିଇଁଛି ତୁମ ବିନେ ତୁମ ବିନେ ନିଶି ବିଜନେ ॥୧॥ ମୋହରି ଆଶା ହାଏ ହେଲାନି ମୋର ଜଣାବି ପଡ଼ିଲାଣି ଆପଣା ପର ଢେଉର ସାଥେ ଖେଳି ରହିଲି କୂଳେ ସାଗର ରହି ଗଲା ଅନେକ ଦୂରେ ସେଇ ସପନେ ଖୋଜେ ମନେ ମୁଁ କାହାକୁ ଜାଣିଛି କାହାଠୁ ହାରିଛି ମୁଁ କାହାକୁ ଜାଣିଛି କାହାଠୁ ହାରିଛି ଅଭିମାନେ ଅଭିମାନେ ॥୨॥ ସେ ଥିଲା ଏକ ମୋର ଆଶାର ଆଶା ପ୍ରଥମ ପ୍ରଣୟର ପ୍ରଥମ ଭାଷା କି ଲାଭ ଦୋଷ ଦେଇ କାହାକୁ ଏବେ ଲୁହକୁ କେହି କିବା ବୁଝାଏ କେବେ ଏଇ ନୟନେ ରହେ ଜଣେ ମୁଁ ଯା ଲାଗି ମରୁଛି ନିତି ଯେ ଝୁରୁଛି ଯା ଲାଗି ମରୁଛି ନିତି ଯେ ଝୁରୁଛି ରାତି ଦିନେ ରାତି ଦିନେ ନିଶି ବିଜନେ ॥୩॥ YouTube ରେ ନିଶି ବିଜନେ ଭାବେ ମନେ == English == Movie Song : Nishi Bijane Bhabe Mane Mun Language : Odia Movie : Jai Phula Singer : Akshaya Mohanty Lyricist : Akshaya Mohanty Music Director : Akshaya Mohanty Year : 1984 Nishi bijane bhabe mane Mun kemiti jiinchh...

ଘୂରେ ଆମ ପୃଥିବୀଟି ଚକା ଚକା ଭଉଁରୀ (ଅଦ୍ଭୁତ କେଡ଼େ ସତେ ପୃଥିବୀଟି ଆମର) - Ghure Ama Pruthibiti Chaka Chaka Bhaunri (Adbhuta Kede Sate Pruthibiti Aamara) Lyrics

Image
ଫଟୋ କ୍ରେଡିଟ୍ : ସୂର୍ଯ୍ୟ, ପୃଥିବୀ ଓ ଅନ୍ୟ ଗ୍ରହ ମାନଙ୍କ ଫଟୋ ପିକ୍ସାବେ ରୁ ସଂଗୃହିତ == ଓଡ଼ିଆ == ଗୀତ : ଅଦ୍ଭୁତ କେଡ଼େ ସତେ ପୃଥିବୀଟି ଆମର ଭାଷା : ଓଡ଼ିଆ ଘୂରେ ଆମ ପୃଥିବୀଟି           ଚକା ଚକା ଭଉଁରୀ ଘୂରୁଛି ସେ କେଉଁ କାଳୁ           ଘୂରୁଥିବ ଆହୁରି ॥୧॥ କେଡ଼େ ବଡ଼ ଦେହ ତାର           ଶୂନ୍ୟରେ ଝୁଲଇ ନିତି ନିଜ ଚାରିପଟେ           ନଟୁପରି ବୁଲଇ ॥୨॥     ସୂର୍ଯ୍ୟକୁ ଘେରି ଘେରି           ଗତି କରେ ପୁଣି ସେ ଥକିଯାଏ ନାହିଁ କାହିଁ           ନିଜ ପଥେ ନିମିଷେ ॥୩॥ ଆଲୋକରେ ଯେବେ ତାର           ଏକ ପାଖ ଝଲକେ ଅନ୍ଧାର ଘୋଟିଥାଏ           ଆର ପାଖ ମୁଲକେ ॥୪॥ ଅଦ୍ଭୁତ କେଡ଼େ ସତେ           ପୃଥିବୀଟି ଆମର ନିର୍ଜଳ ମରୁ କାହିଁ ...

ତୋର ରଥ ଟାଣୁ ଟାଣୁ ମତେ ହବକି ମରଣ - Tora Ratha Tanu Tanu Mote Habaki Marana Lyrics

Image
== ଓଡ଼ିଆ == ଭଜନ : ତୋର ରଥ ଟାଣୁ ଟାଣୁ ମତେ ହବକି ମରଣ ଭାଷା : ଓଡ଼ିଆ ଆଲବମ : ଚକାଚନ୍ଦନ କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ପଞ୍ଚାନନ ନାୟକ ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୦୫ ତୋର ରଥ ଟାଣୁ ଟାଣୁ ତୋର ରଥ ଟାଣୁ ଟାଣୁ ମତେ ହବକି ମରଣ ହାଏରେ ମୋ ଚକାଚନ୍ଦନ ତୋର ଗୀତ ଶୁଣୁ ଶୁଣୁ ତୋର ଗୀତ ଶୁଣୁ ଶୁଣୁ ମୋର ଜିବକି ଜୀବନ ହାଏରେ ମୋ ଚକାଚନ୍ଦନ ରାତି ପାହେ ନାହିଁ ମୋର ଦିନ ସରେନାହିଁ ରାତି ପାହେ ନାହିଁ ମୋର ଦିନ ସରେନାହିଁ ତତେ ନ ଦେଖିଲେ ଧନ ହାଏରେ ମୋ ଚକାଚନ୍ଦନ ହାଏରେ ମୋ ଚକାଚନ୍ଦନ ॥ ସାରୁ ପତରେ ଯେମିତି ଜଳ ହୁଏ ଧନ ଢଳ ଢଳ ସେମିତି ଜୀବନ ଖେଳ ମିଛ ଖେଳରେ ଖେଳାଳି ହୋଇ ଅବାଟରେ ଯିବି କାଇଁ ସଂସାର ମୋ ଲୋଡ଼ାନାହିଁ ସାରୁ ପତରେ ଯେମିତି ଜଳ ହୁଏ ଧନ ଢଳ ଢଳ ସେମିତି ଜୀବନ ଖେଳ ମିଛ ଖେଳରେ ଖେଳାଳି ହୋଇ ଅବାଟରେ ଯିବି କାଇଁ ସଂସାର ମୋ ଲୋଡ଼ାନାହିଁ ତୋର କଥା ଗୁଣୁ ଗୁଣୁ ତୋର କଥା ଗୁଣୁ ଗୁଣୁ ଲୁଚୁ ମୋ ଜୀବନ ଜହ୍ନ ହାଏରେ ମୋ ଚକାଚନ୍ଦନ ହାଏରେ ମୋ ଚକାଚନ୍ଦନ ॥୧॥ ନୀଳ ଆକାଶେ ପୁନେଇ ଜହ୍ନ ଯେମିତି କି ଛନ ଛନ ସେମିତି ଏ ଯଉବନ କିଛି ନ ଥିବ ବରଷା ହବ ଲିଭିଯିବ ସବୁ ଚିହ୍ନ ମିଛ ମିଛ ସବୁ ସ୍ୱପ୍ନ ନୀଳ ଆକାଶେ ପୁନେଇ ଜହ୍ନ ଯେମିତି କି ଛନ ଛନ ସେମିତି ଏ ଯଉବନ କିଛି ନ ଥିବ ବରଷା ହବ ଲିଭିଯିବ ସବୁ ଚିହ୍ନ ମିଛ ମିଛ ସବୁ ସ୍ୱପ୍ନ ମୋର ରାମ ନାମ ସ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ