Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୧୯ - Odia Calendar / Panjika 2019

ଆପଣ ୨୦୧୯ ମସିହାର କ୍ଯାଲେଣ୍ଡର ଦେଖୁଛନ୍ତି । "ଦି ସ୍ମରଣିକା" ପ୍ରକାଶିତ ସମସ୍ତ ଓଡ଼ିଆ କ୍ଯାଲେଣ୍ଡର ଏଇଠି ଦେଖନ୍ତୁ..



କୋହେନୁର ପଞ୍ଜିକା ଓ ଶ୍ରୀ ରାଧରମଣ ପଞ୍ଜିକା କୁ ଆଧାର କରି, "ଦି ସ୍ମରଣିକା" ପ୍ରସ୍ତୁତ କରିଛି "ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୧୯" ।

ଜାନୁୟାରୀ ୨୦୧୯
DateDayFestival / Holiday
1 JanTueNew Year
ନୂଆବର୍ଷ
12 JanSatDhanu Jatra
ଧନୁ ଯାତ୍ରା
14 JanMonMakara Sankaranti (Pongal)
ମକର ସଙ୍କରାନ୍ତି (ପୋଙ୍ଗଲ)
16 JanWedShamba Dashami
ଶାମ୍ବ ଦଶମୀ
23 JanWedNetaji Jayanti
ନେତାଜୀ ଜୟନ୍ତୀ
26 JanSatRepublic Day
ସାଧାରଣତନ୍ତ୍ର ଦିବସ
23 - ବୀର ସୁରେନ୍ଦ୍ର ସାଏ ଜୟନ୍ତୀ, 27 - ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ
ଅମାବାସ୍ୟା: 6, ପୂର୍ଣ୍ଣିମା: 21
ଏକାଦଶୀ: 1, 17, 31
ବିବାହ: 18, 22, 23, 24, 27, 28, 29
ବ୍ରତୋପନୟନ: ନାହିଁ



ଫେବୃୟାରୀ ୨୦୧୯
DateDayFestival / Holiday
4 FebMon Tribeni Amabasya
ତ୍ରିବେଣୀ ଅମାବାସ୍ୟା
10 Febsun Saraswati Puja
ସରସ୍ଵତୀ ପୂଜା
12 FebTueMagha Saptami
ମାଘ ସପ୍ତମୀ
13 FebWedKumbha Songkranti
କୁମ୍ଭ ସଂକ୍ରାନ୍ତି
19 FebTueAgnyutsav Purnima
ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା
4 - ଅଭିରାମ ପରମହଂସ ଜୟନ୍ତୀ, ମା ବିରଜା ଜୟନ୍ତୀ
ଅମାବାସ୍ୟା: 4, ପୂର୍ଣ୍ଣିମା: 19
ଏକାଦଶୀ: 16
ବିବାହ: 5, 9, 10, 15, 21, 23, 24
ବ୍ରତୋପନୟନ: 6, 10, 15



ମାର୍ଚ୍ଚ ୨୦୧୯
DateDayFestival / Holiday
4 MarMonShivaratri (Jagara)
ଶିବରାତ୍ରି (ଜାଗର)
15 MarFriMina Songkranti
ମୀନ ସଂକ୍ରାନ୍ତି
16 MarSatPhagu Dashami
ଫଗୁ ଦଶମୀ
21 MarThuDola Purnima
ଦୋଳ ପୂର୍ଣ୍ଣିମା
22 MarFriHoli Utsav
ହୋଲି ଉତ୍ସବ
8 - ରାମକୃଷ୍ଣ ପରମହଂସ ଜୟନ୍ତୀ, 21 - ଶ୍ରୀଚୈତନ୍ୟ ଜୟନ୍ତୀ
ଅମାବାସ୍ୟା: 6, ପୂର୍ଣ୍ଣିମା: 21
ଏକାଦଶୀ: 2, 17
ବିବାହ: 2, 3, 4, 7, 8, 9, 13
ବ୍ରତୋପନୟନ: ନାହିଁ



ଅପ୍ରେଲ ୨୦୧୯
DateDayFestival / Holiday
1 AprMonUtkala Divas
ଉତ୍କଳ ଦିବସ
13 AprSatSrirama Nabami
ଶ୍ରୀରାମ ନବମୀ, ଅଶୋକାଷ୍ଟମୀ
14 AprSunMahabishuba (Pana) Sankaranti
ମହାବିଷୁବ (ପଣା) ସଂକ୍ରାନ୍ତି
19 AprFriGood Friday
ଗୁଡ ଫ୍ରାଇଡେ
14 - ଆମ୍ବେଦକର ଜୟନ୍ତୀ
ଅମାବାସ୍ୟା: 5, ପୂର୍ଣ୍ଣିମା: 19
ଏକାଦଶୀ: 1, 15, 30
ବିବାହ: 26, 27, 28
ବ୍ରତୋପନୟନ: ନାହିଁ



ମଇ ୨୦୧୯
DateDayFestival / Holiday
1 MayWedLabour Day
ଶ୍ରମିକ ଦିବସ
7 MayTueAkhaya Trutiya
ଅକ୍ଷୟ ତୃତୀୟା
9 MayThuGuru Panchami Brata
ଗୁରୁ ପଞ୍ଚମୀ ବ୍ରତ
13 MayMonSita Nabami
ସିତା ନବମୀ
18 MaySatChandana Purnima
ଚନ୍ଦନ ପୂର୍ଣ୍ଣିମା
8 - ବୁଦ୍ଧ ପୂର୍ଣ୍ଣିମା
ଅମାବାସ୍ୟା: 4, ପୂର୍ଣ୍ଣିମା: 18,
ଏକାଦଶୀ: 15, 30
ବିବାହ: 2, 6, 7, 12, 14, 15, 19, 23, 24, 25, 28, 29, 30, 31
ବ୍ରତୋପନୟନ: 15, 16, 20, 23



ଜୁନ୍ ୨୦୧୯
DateDayFestival / Holiday
3 JunMonSabitri Amabasya
ସାବିତ୍ରୀ ଅମାବାସ୍ୟା
5 JunWedEid Ul Fitr
ଇଦୁଲ୍ ଫିତର
8 JunSatShitala Sasthi
ଶୀତଳ ଷଷ୍ଠୀ
15 JunSatRaja Sankaranti
ରଜ ସଙ୍କରାନ୍ତି
16 JunSunBhumidaha
ଭୂମିଦାହ
17 JunMonDevasna Purnima
ଦେବସ୍ନାନ ପୂର୍ଣ୍ଣିମା
13 - ରୁକ୍ମିଣୀ ବିବାହ, 14 - ପହିଲି ରଜ, 30 - ପଠାଣି ସାମନ୍ତ ତିରୋଧାନ
ଅମାବାସ୍ୟା: 3 ପୂର୍ଣ୍ଣିମା: 17
ଏକାଦଶୀ: 13, 29
ବିବାହ: 4, 8, 9,10,11, 12, 13, 19, 20, 21, 25, 27
ବ୍ରତୋପନୟନ: 12



ଜୁଲାଇ ୨୦୧୯
DateDayFestival / Holiday
4 JulThu Rathayatra
ରଥଯାତ୍ରା
8 JulMonHera Panchami
ହେରା ପଞ୍ଚମୀ
11 JulThu Sudasha Brata
ସୁଦଶା ବ୍ରତ
12 JulFriBahuda Yatra
ବାହୁଡ଼ା ଯାତ୍ରା
16 - ଗୁରୁ (ବ୍ୟାସ) ପୂର୍ଣ୍ଣିମା, ଚନ୍ଦ୍ରଗ୍ରହଣ
ଅମାବାସ୍ୟା: 2, ପୂର୍ଣ୍ଣିମା: 16
ଏକାଦଶୀ: 12, 28
ବିବାହ: 6, 7, 8, 11
ବ୍ରତୋପନୟନ: 4, 8, 11



ଅଗଷ୍ଟ ୨୦୧୯
DateDayFestival / Holiday
12 AugMonIdu Jjuha
ଇଦୁଜ୍ଜୁହା
15 AugThuIndependence Day
ସ୍ଵାଧୀନତା ଦିବସ
18 AugSunKhudurukuni Osha
ଖୁଦୁରୁକୁଣୀ ଓଷା
23 AugFriJanmashtami
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
1 - ଚିତଉ ଅମାବାସ୍ୟା, 10 - ଝୁଲଣ, 15 - ରାକ୍ଷୀ ପୂର୍ଣ୍ଣିମା / ଗହ୍ମା ପୂର୍ଣ୍ଣିମା, 24 - ନନ୍ଦୋତ୍ସବ
ଅମାବାସ୍ୟା: 1, 30, ପୂର୍ଣ୍ଣିମା: 15
ଏକାଦଶୀ: 11, 26
ବିବାହ: ନାହିଁ
ବ୍ରତୋପନୟନ: ନାହିଁ



ସେପ୍ଟେମ୍ବର ୨୦୧୯
DateDayFestival / Holiday
2 SepMon Ganesha Puja
ଗଣେଶ ପୂଜା
3 SepTue Nuakhai
ନୂଆଖାଇ
5 SepThuTeacher'S Day
ଗୁରୁ ଦିବସ
17 SepTue Biswakarma Puja
ବିଶ୍ଵକର୍ମା ପୂଜା
28 SepSatMahalaya Amabasya
ମହାଳୟା ଅମାବାସ୍ୟା
4 - ସୋମନାଥ ବ୍ରତ, 6 - ରାଧାଷ୍ଟମୀ, 10 - ବାମନ ଜନ୍ମ
ଅମାବାସ୍ୟା: 28, ପୂର୍ଣ୍ଣିମା: 14
ଏକାଦଶୀ: 9, 25
ବିବାହ: ନାହିଁ
ବ୍ରତୋପନୟନ: ନାହିଁ



ଅକ୍ଟୋବର ୨୦୧୯
DateDayFestival / Holiday
2 OctWedGandhi Jayanti
ଗାନ୍ଧୀ ଜୟନ୍ତୀ
8 OctTueDussehra
ଦଶହରା
13 OctSunKumara Purnima
କୁମାର ପୂର୍ଣ୍ଣିମା
14 OctMonKarttika Bratarambha
କାର୍ତ୍ତିକ ବ୍ରତାରମ୍ଭ
27 OctSunKali Puja, Paya Shraddha
କାଳୀ ପୂଜା, ପୟା ଶ୍ରାଦ୍ଧ
29 - ଗିରି ଗୋବର୍ଦ୍ଧନ ପୂଜା
ଅମାବାସ୍ୟା: 28, ପୂର୍ଣ୍ଣିମା: 13
ଏକାଦଶୀ: 9, 24
ବିବାହ: ନାହିଁ
ବ୍ରତୋପନୟନ: ନାହିଁ



ନଭେମ୍ବର ୨୦୧୯
DateDayFestival / Holiday
5 NovTueJagadhatri Puja
ଜଗଦ୍ଧାତ୍ରୀ ପୂଜା
7 NovThuSudasha Brata
ସୁଦଶା ବ୍ରତ
10 NovSunMohammad Jayanti, Bada Osha
ମହମ୍ମଦ ଜୟନ୍ତୀ, ବଡ଼ ଓଷା
12 NovTueRasa Purnima, Balijatra
ରାସ ପୂର୍ଣ୍ଣିମା, ବାଲିଯାତ୍ରା
13 NovWedChhadakhai
ଛାଡ଼ଖାଇ
14 NovThuChildren'S Day
ଶିଶୁ ଦିବସ, ମାର୍ଗଶୀର ପ୍ରଥମ ଗୁରୁବାର
20 NovWedPrathamastami
ପ୍ରଥମାଷ୍ଟମୀ
12 - କାର୍ତ୍ତିକେଶ୍ଵର ପୂଜା, 17 - ଶ୍ରୀକ୍ଷେତ୍ର ପରିକ୍ରମା
ଅମାବାସ୍ୟା: 26, ପୂର୍ଣ୍ଣିମା: 12
ଏକାଦଶୀ: 8, 23
ବିବାହ: 19, 20, 21, 22, 24, 30
ବ୍ରତୋପନୟନ: ନାହିଁ



ଡିସେମ୍ବର ୨୦୧୯
DateDayFestival / Holiday
10 DecTueBhagavad Gita Jayanti
ଭଗବତ୍ ଗୀତା ଜୟନ୍ତୀ
12 DecThuManabasa Shesha Gurubara
ମାଣବସା ଶେଷ ଗୁରୁବାର
25 DecWedChristmas
ବଡ଼ଦିନ, ଯୀଶୁଖ୍ରୀଷ୍ଟ ଜୟନ୍ତୀ
26 - ସୂର୍ଯ୍ୟ ପରାଗ, ବକୁଳ ଅମାବାସ୍ୟା
ଅମାବାସ୍ୟା: 26, ପୂର୍ଣ୍ଣିମା: 12
ଏକାଦଶୀ: 8, 22
ବିବାହ: 1, 2, 6, 8
ବ୍ରତୋପନୟନ: ନାହିଁ

Reference: କୋହେନୁର ପଞ୍ଜିକା ଓ ଶ୍ରୀ ରାଧରମଣ ପଞ୍ଜିକା


Keywords: DDownload Odia Calendar 2019, Odia Calendar PDF, Odia Panji PDF, Kohenur Panjika 2019, Radharamana Panjika 2019, Kohenur Panji 2019, Radharamana Panji 2019, Odia Panji 2019, Odia Holiday List 2019, Odisha Gazetted Holidays List 2019, Marriage Dates 2019, Sacred thread ceremony holiday list 2019, Bratopanayana Dates 2019, Odia Festival List 2019, Odia Calendar 2019 by The Smaranika, Odia Blog, Odia Website, Odia Lyrics, The Smaranika, ଓଡ଼ିଆ କ୍ୟାଲେଣ୍ଡର ୨୦୧୯, କୋହେନୁର ପଞ୍ଜିକା ୨୦୧୯, ରାଧାରମଣ ପଞ୍ଜିକା ୨୦୧୯, ଓଡ଼ିଆ ପାଞ୍ଜି ୨୦୧୯, ଓଡ଼ିଆ ପର୍ବ ପର୍ବାଣି ୨୦୧୯, ବିବାହ ଶୁଭ ଲଗ୍ନ ୨୦୧୯, ବ୍ରତୋପନୟନ ଶୁଭ ଲଗ୍ନ ୨୦୧୯, ଓଡ଼ିଶା ଛୁଟିଦିନ ଲିଷ୍ଟ ୨୦୧୯, କୋହେନୁର ପାଞ୍ଜି ୨୦୧୯, ରାଧାରମଣ ପାଞ୍ଜି ୨୦୧୯, "ଦି ସ୍ମରଣିକା" ଓଡ଼ିଆ କ୍ୟାଲେଣ୍ଡର ୨୦୧୯, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ଓଡ଼ିଆ ଲିରିକ୍ସ, ସ୍ମରଣିକା ଓଡ଼ିଆ ବ୍ଲଗ,


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ଆପଣଙ୍କୁ ଭଲ ଲାଗିଲା ଜାଣି ଖୁଶି ହେଲୁ ।
      ଅନେକ ଧନ୍ୟବାଦ ।

      Delete
  2. Good information and useful.

    ReplyDelete
    Replies
    1. ବହୁତ ଧନ୍ୟବାଦ ସୁଶୀଲା

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ