ଚାନ୍ଦର ଚାନ୍ଦିନୀ ପରି - Chandara Chandi Pari Lyrics
ଫିଲ୍ମଗୀତ : ଚାନ୍ଦର ଚାନ୍ଦିନୀ ପରି
ଭାଷା : ଓଡ଼ିଆ
ଚଳଚିତ୍ର : ସ୍ତ୍ରୀ
କଣ୍ଠ : ଅଭିଜିତ ଭଟ୍ଟାଚାର୍ଯ୍ୟ, ସାଧନା ସରଗମ୍
ଗୀତିକାର : ଶୀର୍ଷାନନ୍ଦ କାନୁନଗୋ
ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି
ମସିହା : ୧୯୯୮
(ଝି)
ଚାନ୍ଦର ଚାନ୍ଦିନୀ ପରି
(ପୁ)
ଆଇ ଲଭ ୟୁ
(ଝି)
ରାଗର ରାଗିଣୀ ପରି
(ପୁ)
ଆଇ ଲଭ ୟୁ
(ଝି)
ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ
ସବୁ ରାତି ସବୁ ଦିନ
(ପୁ)
ଆଇ ଲଭ ୟୁ...
ଆଇ ଲଭ ୟୁ...
(ଝି)
ଆଇ ଲଭ ୟୁ...
(ପୁ)
ଫୁଲର ଫଗୁଣ ପରି
(ଝି)
ଆଇ ଲଭ ୟୁ
(ପୁ)
ମେଘର ଶ୍ରାବଣ ପରି
(ଝି)
ଆଇ ଲଭ ୟୁ
(ପୁ)
ତୁମକୁ ଚାହୁଁଛି ମନ
ସବୁ ରାତି ସବୁ ଦିନ
ସବୁ ରାତି ସବୁ ଦିନ
(ଝି)
ଆଇ ଲଭ ୟୁ...
ଆଇ ଲଭ ୟୁ...
(ପୁ)
ଆଇ ଲଭ ୟୁ ॥୧॥
(ଝି)
ଭଲ ପାଇବାର ନଈ ହୋଇ
ଚାରି ପାଖେ ତୁମ ଯିବି ବହି
(ପୁ)
ସେଇ ନଈ ସୁଅରେ ଭାସି ଭାସି
ଦିନ କଟିଯିବ ହସି ହସି
(ଝି)
ତୁମେ ମୋର ସପନ
ତୁମେ ମୋର ଜୀବନ
ତୁମକୁ ପିନ୍ଧିଚି ସିନ୍ଦୁର କରି
(ପୁ)
ଚାନ୍ଦର ଚାନ୍ଦିନୀ ପରି
(ଝି)
ଆଇ ଲଭ ୟୁ
(ପୁ)
ରାଗର ରାଗିଣୀ ପରି
(ଝି)
ଆଇ ଲଭ ୟୁ
(ପୁ)
ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ
ସବୁ ରାତି ସବୁ ଦିନ
(ଝି)
ଆଇ ଲଭ ୟୁ...
ଆଇ ଲଭ ୟୁ...
(ପୁ)
ଆଇ ଲଭ ୟୁ
(ଝି)
ଲାଲାଲା..ଲାଲାଲା.. ଲା.ଲା.ଲା.
(ପୁ)
ଲାଲା..ଲାଲା..ଲାଲା.. ଲା.
(ଝି)
ଲାଲାଲା..ଲାଲାଲା.. ଲା.ଲା.ଲା.
(ପୁ)
ଲାଲା..ଲାଲା..ଲାଲା.. ଲା.
(ପୁ+ଝି)
ଲାଲାଲା..ଲାଲାଲା..ଲାଲାଲା..ଲାଲାଲା.. ଲାଲାଲା.ଲାଲାଲା. ॥୨॥
(ପୁ)
ତୁମରି ଆଖିକୁ ଚାହିଁ ଚାହିଁ
ନିତି ମୁହଁ ଦେଖୁଥିବି ମୁହିଁ
(ଝି)
ତୁମରି ପାଇଁ ତ ଦିନେ ମୋତେ
ବିଧାତା ଗଢ଼ିଚି ନିଜ ହାତେ
(ପୁ)
ସାଥି ଆମେ ସୁଖର
ସାଥି ଆମେ ଦୁଃଖର
ଆମରି ପ୍ରେମ ତ ଯିବନି ସରି
(ଝି)
ଚାନ୍ଦର ଚାନ୍ଦିନୀ ପରି
(ପୁ)
ଆଇ ଲଭ ୟୁ
(ଝି)
ରାଗର ରାଗିଣୀ ପରି
(ପୁ)
ଆଇ ଲଭ ୟୁ
(ଝି)
ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ
ସବୁ ରାତି ସବୁ ଦିନ
(ପୁ)
ଆଇ ଲଭ ୟୁ...
ଆଇ ଲଭ ୟୁ...
(ଝି)
ଆଇ ଲଭ ୟୁ
(ପୁ)
ଚାନ୍ଦର ଚାନ୍ଦିନୀ ପରି
(ଝି)
ଆଇ ଲଭ ୟୁ
(ପୁ)
ରାଗର ରାଗିଣୀ ପରି
(ଝି)
ଆଇ ଲଭ ୟୁ
(ପୁ)
ତୁମକୁ ଚାହୁଁଛି ମନ
ସବୁ ରାତି ସବୁ ଦିନ
ସବୁ ରାତି ସବୁ ଦିନ
(ଝି)
ଆଇ ଲଭ ୟୁ
ଆଇ ଲଭ ୟୁ
(ପୁ+ଝି)
ଆଇ ଲଭ ୟୁ
(ପୁ)
ଆଇ ଲଭ ୟୁ
ଆଇ ଲଭ ୟୁ
(ପୁ+ଝି)
ଆଇ ଲଭ ୟୁ ॥୩॥
YouTube re ଚାନ୍ଦର ଚାନ୍ଦିନୀ ପରି
== English ==
Movie Song : Chandara Chandi Pari
Language : Odia
Movie : Stree
Singer : Abhijeet Bhattacharya, Sadhna Sargam
Lyricist : Sirshananda Kanungo
Music Director : Amarendra Mohanty
Year : 1998
(F)
Chanda ra chandini pari
(M)
I love you
(F)
Raga ra ragini pari
(M)
I love you
(F)
Tuma ku chahunchi mana
Sabu rati sabu dina
Sabu rati sabu dina
(M)
I love you...
I love you...
(F)
I love you…
(M)
Phula ra phaguna pari
(F)
I love you
(M)
Megha ra shrabana pari
(F)
I love you
(M)
Tuma ku chahunchhi mana
Sabu rati sabu dina
Sabu rati sabu dina
(F)
I love you...
I love you...
(M)
I love you ॥1॥
(F)
Bhala paibara nai hoi
Chari pakhe tuma jibi bahi
(M)
Sei nai suare bhasi bhasi
Dina katijiba hasi hasi
(F)
Tume mora sapana
Tume mora jibana
Tumaku pindhichi sindura kari
(M)
Chanda ra chandini pari
(F)
I love you
(M)
Raga ra ragini pari
(F)
I love you
(M)
Tuma ku chahunchi mana
Sabu rati sabu dina
Sabu rati sabu dina
(F)
I love you...
I love you...
(M)
I love you
(F)
Lalala..lalala.. La.la.la.
(M)
Lala..lala..lala.. la.
(F)
Lalala..lalala.. La.la.la.
(M)
Lala..lala..lala.. la.
(M+F)
Lalala..lalala..Lalala..lalala.. Lalala.lalala. ॥2॥
(M)
Tumari akhiku chahin chahin
Niti muhan dekhuthibi muhin
(F)
Tumari pain ta dine mote
Bidhata gadhichi nija hate
(M)
Sathi ame sukhara
Sathi ame duhkhara
Amari prema ta jibani sari
(F)
Chanda ra chandini pari
(M)
I love you
(F)
Raga ra ragini pari
(M)
I love you
(F)
Tuma ku chahunchi mana
Sabu rati sabu dina
Sabu rati sabu dina
(M)
I love you...
I love you...
(F)
I love you
(M)
Chanda ra chandini pari
(F)
I love you
(M)
Raga ra ragini pari
(F)
I love you
(M)
Tuma ku chahunchhi mana
Sabu rati sabu dina
Sabu rati sabu dina
(F)
I love you
I love you
(M+F)
I love you
(M)
I love you
I love you
(M+F)
I love you ॥3॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...