Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କେମିତି ଭୁଲିବି ସେ ଅଭୁଲା ଦିନ - Kemiti Bhulibi Se Abhula Dina Lyrics

== ଓଡ଼ିଆ ==

ଗୀତ : କେମିତି ଭୁଲିବି ସେ ଅଭୁଲା ଦିନ
ଭାଷା : ଓଡ଼ିଆ
କଣ୍ଠ : ହ୍ୟୁମାନ ସାଗର
ଗୀତିକାର : ସୁନୀଲ ମହାରଣା
ସଙ୍ଗୀତ ନିର୍ଦ୍ଦେଶକ : ମାନସ କୁମାର
ମସିହା : ୨୦୧୯
 


ଓ… ଓ… ଓ…
ଓ… ଓ… ଓ…

କେମିତି ଭୁଲିବି ସେ ଅଭୁଲା ଦିନ
ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ
ଦିନେ ନ ଦେଖିଲେ ମୋତେ କାନ୍ଦୁଥିଲୁ ତୁ
ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ ॥

କେମିତି ଭୁଲିବି ସେ ଅଭୁଲା ଦିନ
ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ
ଦିନେ ନ ଦେଖିଲେ ମୋତେ କାନ୍ଦୁଥିଲୁ ତୁ
ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ ॥

ମୋ ଭଲ ପାଇବାରେ ଥିଲା କୋଉଠି ଉଣା
ତୋ ହୃଦୟରେ ଭରିଗଲା ମୋ ପାଇଁ ଘୃଣା
ତୁ ଆଉ କାହା ହାତ ଧରି ଚାଲିବୁ ବୋଲି
ମୋ ମନକୁ ଭାବି ଦେଲୁ ମାଟି ଖେଳଣା

ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୂନା
ତୋ ହୃଦୟ କୁ ମନ୍ଦିରଟେ ଭାବି ଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟହିନା ॥୧॥

ଓ… ଓ… ଓ…
ଓ… ଓ… ଓ…



ଏ ଦୁନିଆକୁ ଭୁଲି ତତେ ଭଲ ପାଇଲି
ତୁ ଏମିତି ବଦଳିଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି
ତୁ ଅଧା ବାଟେ ଏକା କରି ଗଲୁ ଲୋ ଚାଲି

ଏ ଦୁନିଆକୁ ଭୁଲି ତତେ ଭଲ ପାଇଲି
ତୁ ଏମିତି ବଦଳିଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି
ତୁ ଅଧା ବାଟେ ଏକା କରି ଗଲୁ ଲୋ ଚାଲି

ତୁ ଏତେ ବେଇମାନି ପ୍ରିୟା କେମିତି ହେଲୁ
ତୋ ସ୍ଵାର୍ଥ ସରି ଗଲା ବୋଲି ଭୁଲି ତୁ ଗଲୁ
ତୁ ନୂଆ ସାଥୀଟିଏ ପାଇ ହସୁଚୁ ସିନା
ମୁଁ ଜଳୁଚିଲୋ ଏକା ଏକା ଆଜି ତୋ ବିନା

ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୂନା
ତୋ ହୃଦୟ କୁ ମନ୍ଦିରଟେ ଭାବି ଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟହିନା ॥୨॥

ଓ… ଓ… ଓ…
ଓ… ଓ… ଓ…



ମୋ ମନ ପଞ୍ଜୁରୀରେ ଥିଲୁ ତୁ ସୁନା ଶାରୀ
ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି
ମୁଁ ତତେ ନେଇ ଦେଖିଥିଲି କେତେ ସପନ
ମୁଁ ଜୀ ଥାଉ ଥାଉ ମୋର ନେଲୁ ଜୀବନ

ମୋ ମନ ପଞ୍ଜୁରୀରେ ଥିଲୁ ତୁ ସୁନା ଶାରୀ
ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି
ମୁଁ ତତେ ନେଇ ଦେଖିଥିଲି କେତେ ସପନ
ମୁଁ ଜୀ ଥାଉ ଥାଉ ମୋର ନେଲୁ ଜୀବନ

ତୋ ବାହାନାକୁ ପ୍ରେମ ଭାବି ଭରଷା କଲି
ତୁ ଏମିତି ମିଛେଇ ବୋଲି ଜାଣିନଥିଲି
ମୁଁ କେମିତି ବଞ୍ଚିବି ଆଜି କାହା ତୋ ବିନା
ତୁ ଦେଲୁ ଏମିତି ଦୁଃଖ ସହି ହୁଏନା

ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୂନା
ତୋ ହୃଦୟ କୁ ମନ୍ଦିରଟେ ଭାବି ଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟହିନା ॥୩॥

ଓ… ଓ… ଓ…
ଓ… ଓ… ଓ…


YouTube ରେ କେମିତି ଭୁଲିବି ସେ ଅଭୁଲା ଦିନ 


== English ==

Song : Kemiti Bhulibi Se Abhula Dina
Language : Odia
Singer : Humane Sagar
Lyricist : Sunil Maharana
Music Director : Manas Kumar
Year : 2019



O… O… O…
O… O… O…

Kemiti bhulibi se abhula dina
To hrudayare dine thila mo pain prema
Dine na dekhile mote kandu thilu tu
Mo mana aakasare tu thilu lo janha ॥

Kemiti bhulibi se abhula dina
To hrudayare dine thila mo pain prema
Dine na dekhile mote kandu thilu tu
Mo mana akashare tu thilu lo janha ॥

Mo bhala paibare thila kouthi una
To hrudayare bharigala mo pain ghruna
Tu aau kaha hata dhari chalibu boli
Mo mana ku bhabi delu mati khelana

To premare thila priya ete chhalana
Mo chhati chiri mana nei karilu chuna
To hrudaya ku mandirate bhabi thili mun
Mun jani gali tu gote hrudayahina ॥1॥ 

O… O… O...
O… O… O...



E duniaku bhuli tate bhala paili
Tu emiti badalijibu bhabi nathili
To premare pagala ete kahinki heli
Tu adha bate eka kari galu lo chali

E duniaku bhuli tate bhala paili
Tu emiti badalijibu bhabi nathili
To premare pagala ete kahinki heli
Tu adha bate eka kari galu lo chali

Tu ete beimani priya kemiti helu
To swartha sari gala boli bhuli tu galu
Tu nua sathitie pai hasuchu sina
Mun jaluchi lo eka eka aaji to bina

To premare thila priya ete chhalana
Mo chhati chiri mana nei karilu chuna
To hrudaya ku mandirate  bhabi thili mun
Mun janigali tu gote hrudayahina ॥2॥ 

O… O… O...
O… O… O...



Mo mana panjurire thilu tu suna shari
Tu kemiti lo chaligalu mo chhati chiri
Mun tate nei dekhithili kete sapana
Mun ji thau thau mora nelu jibana

Mo mana panjurire thilu tu suna shari
Tu kemiti lo chaligalu mo chhati chiri
Mun tate nei dekhithili kete sapana
Mun ji thau thau mora nelu jibana

To bahanaku prema bhabi bharasa kali
Tu emiti michhei boli janinathili
Mun kemiti banchibi aaji kaha to bina
Tu delu emiti duhkha sahi huena

To premare thila priya ete chhalana
Mo chhati chiri mana nei karilu chuna
To hrudaya ku mandirate bhabi thili mun
Mun janigali tu gote hrudayahina ॥3॥ 

O… O… O...
O… O… O...


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ