Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ - Mun Ta Thili Ekutia Baanra Pakhi Lyrics

== ଓଡ଼ିଆ ==

ଫିଲ୍ମଗୀତ : ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ଭାଷା :  ଓଡ଼ିଆ
ଚଳଚିତ୍ର : ଡୋରା
କଣ୍ଠ : ସୁରେଶ ୱାଡ଼କର୍
ଗୀତିକାର : ଦେବଦାସ ଛୋଟରାୟ
ସଙ୍ଗୀତ ନିର୍ଦ୍ଦେଶକ : ଶାନ୍ତନୁ ମହାପାତ୍ର
ମସିହା : ୧୯୮୪



ମୁଁତ ଥିଲି ଏକୁଟିଆ,
ବାଆଁରା ପକ୍ଷୀ, ବାଆଁରା ପକ୍ଷୀ
ମୁଁ ତ ଥିଲି ଏକୁଟିଆ,
ବାଆଁରା ପକ୍ଷୀ, ବାଆଁରା ପକ୍ଷୀ

ତମେ ପଞ୍ଜୁରୀ ଦେଲ
ତମେ ଶିକୁଳୀ ଦେଲ
ତମେ ଅଧାର ଦେଲ
ମୋତେ ପାଖକୁ ଡାକି
ମୁଁ ତ ଥିଲି ଏକୁଟିଆ,
ବାଆଁରା ପକ୍ଷୀ, ବାଆଁରା ପକ୍ଷୀ ॥


ତମ ଡାକରେ ଥିଲା ଏତେ
ମହୁଲି ନିଶା, ଏତେ ମହୁଲି ନିଶା
ମୁଁ ତ ଉଡ଼ିବା ଛାଡ଼ି ଆସି
ମାନିଲି ପୋଷା, ହାଏ ମାନିଲି ପୋଷା
ତମେ କନ୍ଦେଇ ଦେଲ
ତମେ ହସେଇ ଦେଲ
ତମେ ଭସେଇ ଦେଲ
ମୋତେ ଭଉଁରୀ ଦେଖି 
ମୁଁ ତ ଥିଲି ଏକୁଟିଆ,
ବାଆଁରା ପକ୍ଷୀ, ବାଆଁରା ପକ୍ଷୀ ॥୧॥


ଏଇ ଦୁନିଆରେ ଥିଲା ପରା
ଏତେ ଠିକଣା, ଏତେ ଠିକଣା
ତମେ ଖୋଜିନେଲ ଖେଳିବାକୁ
ଏଇ ଅଗଣା, କିଆଁ ଏଇ ଅଗଣା
ତମେ ସଜେଇ ଦେଲ
ତମେ ବୁଜେଇ ଦେଲ
ତମେ ଭିଜେଇ ଦେଲ
ମୋର ଦୁଇଟି ଆଖି
ମୁଁ ତ ଥିଲି ଏକୁଟିଆ,
ବାଆଁରା ପକ୍ଷୀ, ବାଆଁରା ପକ୍ଷୀ ॥୨॥

ତମେ ପଞ୍ଜୁରୀ ଦେଲ
ତମେ ଶିକୁଳୀ ଦେଲ
ତମେ ଅଧାର ଦେଲ
ମୋତେ ପାଖକୁ ଡାକି

ମୁଁ ତ ଥିଲି ଏକୁଟିଆ,
ବାଆଁରା ପକ୍ଷୀ, ବାଆଁରା ପକ୍ଷୀ
ମୁଁ ତ ଥିଲି ଏକୁଟିଆ,
ବାଆଁରା ପକ୍ଷୀ, ବାଆଁରା ପକ୍ଷୀ 


YouTube ରେ ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ

       
== English ==

Movie Song : Mun Ta Thili Ekutia Baanra Pakhi
Language : Odia
Movie : Dora
Singer : Suresh Wadkar
Lyricist : Devdas Chhotray
Music Director : Shantanu Mohapatra
Year : 1984



Mun ta thili ekutia,
Baanra pakhi, baanra pakhi
Mun ta thili ekutia,
Baanra pakhi, baanra pakhi

Tame panjuri dela
Tame shikuli dela
Tame adhara dela
Mote pakhaku daki
Mun ta thili ekutia,
Baanra pakhi, baanra pakhi ॥


Tama dakare thila ete
Mahuli nisha, ete mahuli nisha
Mun ta udiba chhadi asi
Manili posa, hae manili posa
Tame kandei dela
Tame hasei dela
Tame bhasei dela
Mote bhaunri dekhi
Mun ta thili ekutia,
Baanra pakhi, baanra pakhi ॥1॥   


Ei duniare thila para
Ete thikana, ete thikana
Tame khojinela khelibaku
Ei agana, kian ei agana
Tame sajei dela
Tame bujei dela
Tame bhijei dela
Mora duiti akhi
Mun ta thili ekutia,
Baanra pakhi, baanra pakhi ॥2॥

Tame panjuri dela
Tame shikuli dela
Tame adhara dela
Mote pakhaku daki

Mun ta thili ekutia,
Baanra pakhi, baanra pakhi
Mun ta thili ekutia,
Baanra pakhi, baanra pakhi


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ମୋର ପ୍ରିୟ ଗୀତ 😊

    ReplyDelete
    Replies
    1. ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ