Posts

Showing posts from October, 2018

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ - Duhkhi Manishara Ijata Kete Na Mahata Kete Lyrics

Image
== ଓଡ଼ିଆ == ଭଜନ : ଦୁଃଖୀ ମଣିଷର ଇଜତ କେତେ ଭାଷା : ଓଡ଼ିଆ ଆଲବମ : ନୟନ ପିତୁଳା କଣ୍ଠ : ଶ୍ରୀଚରଣ ମହାନ୍ତି ମସିହା : ୨୦୧ ୭ ଦୁଃ ଖୀ ମଣିଷର ଇଜତ କେତେ ନା ମହତ କେତେ (୨)   ମୋ ପାଇଁ ତେଣୁ କାଳିଆ ରେ ତୋର (୨) ଦର୍ଶନ କେତେ ନା ପହଡ଼ କେତେ (୨) ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ ହାଏ ମହତ କେତେ ॥   ଦୁଃଖୀ ସିନା ବୁଝେ ଦୁଃଖୀ ର ବେଦନା ସୁଖି ଯେ କେମିତି ବୁଝିବ ଦୁଃଖ ଶୁଣିବାକୁ ସୁଖି ଜଣେ କେହି ଦୁଃଖୀ କୁ କାହିଁକି ଖୋଜିବ ଦୁଃଖୀ ମଣିଷର ଖାତିରି କେତେ ନା ଆଦର କେତେ (୨) ଆଜି ଫେରିଗଲେ କାଲି ସେ ଆସିବ (୨) କାଳିଆରେ ତୋର ହିସାବ ଏତେ (୨) ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ ହଁ ମହତ କେତେ ॥ କଂସ ରାଜା କାଳେ ଶୁଣିନବ ବୋଲି ଏନ୍ତୁଡ଼ି ଘରେ ତୁ କାନ୍ଦିନୁ କଳାବଦନ ରେ ନାଲି ହସ ଝରେ ଲୁହର ମାନେ ତୁ ଜାଣିନୁ ଦୁଃଖୀ ମଣିଷର ହସିବା କେତେ ନା କାନ୍ଦିବା କେତେ (୨) ଆଖିର ଲୁହକୁ ଓଠରେ ପିଏ ସେ (୨) ତଥାପି ତୋ ପାଖେ ହାତ ସେ ପାତେ (୨) ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ (୨) ମୋ ପାଇଁ ତେଣୁ କାଳିଆରେ ତୋର (୨) ଦର୍ଶନ କେତେ ନା ପହଡ଼ କେତେ (୩) ॥  YouTube ରେ ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ == English == S ong : Duhkhi Manishara Ijata Kete Language : Odia Album : Nayana Pitula Singer : Srichar...

ଶିକାରୀ ଶିକାରୀ ତୁ ଏମତି ଶିକାରୀ - Shikari Shikari Tu Emti Shikari lyrics

Image
== ଓଡ଼ିଆ == ଗୀତ : ଶିକାରୀ ଶିକାରୀ ତୁ ଏମତି ଶିକାରୀ ଭାଷା : ଓଡ଼ିଆ ଚଳଚିତ୍ର : ସ୍ଵପ୍ନ ସାଗର କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୩ ଆହା ଆହା ... ଶିକାରୀ ଶିକାରୀ ତୁ ଏମତି ଶିକାରୀ ଶିକାରୀ ଶିକାରୀ ତୁ ଏମତି ଶିକାରୀ ମତେ ପାରୁନୁ କି ଧରି ଆହା ମତେ ପାରୁନୁ କି ଧରି କି ପାରୁନୁ କି ମାରୀ ମତେ ପାରୁନୁ କି ଧରି କି ପାରୁନୁ କି ମାରୀ ଆରେ ନିଶାଣ ଭେଦିଲେ ଜାଣିବି ସିନା ମୁଁ ତୋର କାରିଗରୀ..କାରିଗରୀ ତୋର କାରିଗରୀ ଶିକାରୀ ଶିକାରୀ ତୁ ଏମତି ଶିକାରୀ ॥ ଆହା..ଆଖି କୁ ମାରିବୁ ଯଦି ରଖିବୁ ବାକି ପାରିବି ଯେମିତି ତତେ ଥରୁଟେ ଦେଖି ଆହା..କାନକୁ ମାରିବୁ ଯଦି ରଖିବୁ ପ୍ରାଣ ଶୁଣିବି ଯେମିତି ଥରେ ତୋହରି ନାମ ଛାତିକୁ ମାରିବୁ ଯଦି ଯିବି ମରି ଯିବି ମରି ଶିକାରୀ ଶିକାରୀ ତୁ ଏମତି ଶିକାରୀ ଶିକାରୀ ଶିକାରୀ ତୁ ଏମତି ଶିକାରୀ ଆହା.. ॥୧॥   ଏ ତୀର ତୋ କିଛି ନୁହେଁ ସେ ତୀର ଆଗେ ରକତର ମାଗେ ଯିଏ ସେନେହ ମାଗେ ଏ ତୀର ତୋ ବାଜିଲେ ବି ଯିବିନି ମରି ସେ ତୀର ତୋ ଛୁଇଁଦେଲେ ଯିବି ମୁଁ ସରି ଏ ତୀର ମୋ ନିଶା ଅବା ଯିବ ମରି ଯିବ ମରି ଶିକାରୀ ଶିକାରୀ ତୁ ଏମତି ଶିକାରୀ ଶିକାରୀ ଶିକାରୀ ତୁ ଏମତି ଶିକାରୀ ମତେ ପାରୁନୁ କି ଧରି କି ପାରୁନୁ କି ମାରି ମତେ ପାରୁନୁ କି ଧରି କି ପାରୁନୁ କି ମାରି ଆରେ ନିଶ...

ହସ କଥା: ପୂର୍ଣ୍ଣଛେଦର ଆତଙ୍କ - Humour: Purnachheda ra Aatanka!

Image
ଗାଁରେ ରହୁଥିବା ସ୍ତ୍ରୀଟି ସହରରେ ରହୁଥିବା ନିଜ ସ୍ଵାମୀକୁ ଚିଠି ଲେଖିବାକୁ ଇଛା କରୁଥାଏ କିନ୍ତୁ କଣ ହବ ଅଳ୍ପ ପାଠୁଆ କାରଣରୁ ଡରୁଥାଏ । ପ୍ରକୃତରେ ତାକୁ ଜଣା ନଥିଲା ଲେଖାରେ ପୂର୍ଣ୍ଣଛେଦ କେଉଁଠି ଲାଗିବ ।  ବହୁଦିନ ସ୍ୱାମୀଙ୍କ ଠାରୁ ଦୂରରେ ରହିବାରୁ ବାଧ୍ୟରେ ଚିଠି ଖଣ୍ଡେ ଲେଖିଲା । ପୂର୍ଣ୍ଣଛେଦ ନ ଲଗେଇଲେ କାଳେ ଚିଠି ଭୁଲ ହେଇଯିବ, ତେଣୁ ଲେଖା ମଝିରେ ମଝିରେ ଗୋଟେ ଗୋଟେ ପୂର୍ଣ୍ଣଛେଦ ଲଗେଇବାକୁ ନିଷ୍ପତ୍ତି ନେଲା । ଚିଠିଟି ଏମିତି ଥିଲା. ଦେଖନ୍ତୁ ପୂର୍ଣ୍ଣଛେଦର ଆତଙ୍କ: 😂 ମୋ ପ୍ରିୟ ଜୀବନ ସାଥି ମୋର ପ୍ରଣାମ ଆପଣଙ୍କ ଚରଣରେ । ଏବେ ସୁଦ୍ଧା ଚିଠି ଲେଖିନାହଁ କାହିଁକି ମୋ ଭାଇ । ଚାକିରୀ କଲାଣି ଆମ ଗାଈ । ବାଛୁରୀ ଜନମ କରିଛି ବୁଢ଼ା ବାଆ । ନିତି ମଦ ପିଇ ଦାଣ୍ଡରେ ଗଡ଼ୁଛି ମୁଁ । ତୁମକୁ ବହୁତ ଚିଠି ଲେଖିଲିଣି କିନ୍ତୁ ଆସିଲ ନାହିଁ କାହିଁକି କୁକୁର । ମେଣ୍ଢା ଛୁଆ ଖାଇଗଲା ଦି ମାସର ଖାଇବା ଜିନିଷ । ଛୁଟିରେ ଆସିଲେ ଆଣିକି ଆସିବ ଗୋଟେ ସୁନ୍ଦରୀ ଝିଅ । ମୋତେ ସାଙ୍ଗ ମିଳିଯାଇଛି । ଆଉ ଏବେ ଟିଭିରେ ଗୀତ ଗାଉଛି ଆମ ଛେଳି । ବିକା ହୋଇଯାଇଛି ତମର ମା । ତମକୁ ବହୁତ ମନେପକାଉଛନ୍ତି ସବିତା ଭାଉଜ । ଆମକୁ ବହୁତ ହଇରାଣ କରୁଛନ୍ତି । ଏଇ ଚିଠିଟି ପଢ଼ିଲା ପରେ ସହରରେ ଭାଇନାଙ୍କ ହାଇ ବିପି । 😂 ହଉ, ଏବେ ଚାଲନ୍ତୁ ଠିକ ଭାବେ ପୂର୍ଣଛେଦ ଆଉ ପ୍ରଶ୍ନ ଚିହ୍ନ ଦେଇ ଦେଖିବା ଲେଖାଟି କେତେ ଶ୍ରୁ...

ମାଧବ ହେ ମାଧବ - Madhaba He Madhaba Lyrics

Image
== ଓଡ଼ିଆ == ଗୀତ : ମାଧବ ହେ ମାଧବ ଭାଷା : ଓଡ଼ିଆ କଣ୍ଠ : ଅନୁପ ଜୋଲଟା ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ବୁଲୁ ମିଶ୍ର ମସିହା : ୨୦୧୧ ମାଧବ ହେ… ମାଧବ ମାଧବ ମାଧବ ହେ… ମାଧବ ମୁଠେ ପଖାଳରେ ପେଟ ପୁରେ ମୋର ମୁଠେ ପଖାଳରେ ପେଟ ପୁରେ ମୋର ଛପନ ଭୋଗରେ ନାହିଁ ତ ଲୋଭ… ... ମାଧବ ହେ ମାଧବ ହେ ମାଧବ ମାଧବ ହେ..ମାଧବ ଝାଟି ମାଟି ଘରେ ସବୁ ସୁଖ ମୋର ଝାଟି ମାଟି ଘରେ ସବୁ ସୁଖ ମୋର ରାଜ ମହଲରେ ନାହିଁ ତ ଲୋଭ… ...  ମାଧବ ହେ ମାଧବ ହେ ମାଧବ ମାଧବ ହେ..ମାଧବ ॥ ବାଟିଏ  ସମ୍ପତି ଲୋଡ଼ା ନାହିଁ ମୋର ଦି ପାଦ ମାଟିରେ ହେଇଚି ଠିଆ ମିଛରେ କାହିଁକି ଲୋଭ କରିବିରେ ଏ ଦେହରେ ଦିନେ ଲାଗିବ ନିଆଁ ଖଣ୍ଡିଏ ଲୁଗାରେ ଲାଜ ଲୁଚେ ମୋର  ଖଣ୍ଡିଏ ଲୁଗାରେ ଲାଜ ଲୁଚେ ମୋର ଖଣ୍ଡୁଆ ପାଟରେ ନାହିଁ ତ ଲୋଭ… ...  ମାଧବ ହେ ମାଧବ ହେ ମାଧବ ମାଧବ ହେ..ମାଧବ ॥୧॥ ତୋ ଜାଗାରେ ତୁ ଭଲରେ ଅଛୁରେ ମୋ ଜାଗାରେ ମୁଁ ଭଲରେ ଅଛି ଓ… ଯେତିକି ଦେଇଚୁ ସେତିକି ରେ ଶାନ୍ତି ବେଶି ଆଉ ତତେ ମାଗୁନି କିଛି ଛିଣ୍ଡା ମସିଣା ରେ ସୁଖ ନିଦ ମୋର ଛିଣ୍ଡା ମସିଣା ରେ ସୁଖ ନିଦ ମୋର ରତନ ଖଟରେ ନାହିଁ ତ ଲୋଭ… ...  ମାଧବ ହେ ମାଧବ ହେ ମାଧବ ମାଧବ ହେ..ମାଧବ ମୁଠେ ପଖାଳରେ ପେଟ ପୁରେ ମୋର ମୁଠେ ପଖାଳରେ ପେଟ ପୁରେ ମୋର ଛପନ ଭୋଗରେ ନାହିଁ ତ ଲୋଭ… ... ମାଧବ ହେ ମାଧବ ହେ ମାଧବ ମାଧବ ହେ..ମାଧବ ମାଧବ ହେ… ମାଧବ..ମାଧବ..ମାଧବ ...

ପଲ ପଲ ତତେ ଚାହେଁ - Pal Pal Tate Chahen Lyrics

Image
== ଓଡ଼ିଆ == ଫିଲ୍ମ ଗୀତ : ପଲ ପଲ ତତେ ଚାହେଁ ଭାଷା : ଓଡ଼ିଆ ଚଳଚିତ୍ର : ଶ୍ରୀମାନ୍ ସୁର୍ ଦାସ କଣ୍ଠ : ସ୍ଵୟଂ ପାଢ଼ୀ, ରାଜନନ୍ଦିନୀ ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦେଶନା : ଅଭିଜିତ ମଜୁମଦାର ମସିହା : ୨୦୧୮ (ପୁ) ହଁ ସ୍ପନ୍ଦନରେ ତୋ ଚେହେରା  ମହକି ବାସେ ରାତି ସାରା  ହଁ କୃଷ୍ଣଚୂଡ଼ା ଫୁଲ ପରି ପାଗଳ କରେ ତୋ ଇସାରା  ପରି ନା-ପ୍ସରୀ କହିଦେ ଠାରି ତୁ କିଏ ॥   ପଲ ପଲ, ତତେ ଚାହେଁ  ପଲ ପଲ, ଖୋଜୁ ଥାଏ  ପଲ ପଲ, ମନ କହେ  ତତେ ଭଲ ପାଏ ॥  ହାଁ ହାଁ ହାଁ.. ତତେ ଭଲ ପାଏ ॥  ହଁ ସ୍ପନ୍ଦନରେ ତୋ ଚେହେରା  ମହକି ବାସେ ରାତି ସାରା  କୃଷ୍ଣଚୂଡ଼ା ଫୁଲ ପରି ପାଗଳ କରେ ତୋ ଇସାରା  ପରି ନା-ପ୍ସରୀ କହିଦେ ଠାରି ତୁ କିଏ ॥  ପଲ ପଲ, ତତେ ଚାହେଁ  ପଲ ପଲ, ଖୋଜୁ ଥାଏ  ପଲ ପଲ, ମନ କହେ  ତତେ ଭଲ ପାଏ ॥  ହାଁ ହାଁ ହାଁ.. ତତେ ଭଲ ପାଏ ॥ (ଝି) ଏମିତି ଆସିଲୁ ମୋର ଏ ଜୀବନେ,  ଫୁଲଋତୁୁ ହେଇ ଛୁଇଁ ଗଲୁ (୨) ସପନ ଗାଁରେ ରାତି ପାହିଯାଏ ଏତେ ଭଲ ମୋତେ ପାଇଗଲୁ  (ପୁ) ହଁ ନିଦ ସାରା ତୋ ସପନ  ସାଜିଛି ଆଜି ମୋ ଜୀବନ  ଲାଗେ ଭାରି ସଜ ସଜ  ତୋ ରାଗ ରୁଷା ଅଭିମାନ  ଗୀତ ନା ତୁ ସୁରିଲା ବାଶୁୁରୀ ମନ ଛୁଏଁ ॥ ପଲ ପଲ, ତତେ...

କେରି କେରି ସୁନା ଦୁବ - Keri Keri Suna Duba Lyrics

Image
== ଓଡ଼ିଆ == ଗୀତ : କେରି କେରି ସୁନା ଦୁବ ଭାଷା : ଓଡ଼ିଆ ଆଲବମ : ପରମବ୍ରହ୍ମ କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ଶୀର୍ଷାନନ୍ଦ ଦାସ କାନୁନଗୋ ସଂଗୀତ ନିର୍ଦ୍ଦେଶକ : ସୋରଜ ନନ୍ଦ ମସିହା : ୧୯୯୩ କେରି କେରି ସୁନାଦୁବ ଲୋ ସଜନୀ କେରି କେରି ସୁନାଦୁବ କେରି କେରି ସୁନାଦୁବ ଲୋ ସଜନୀ କେରି କେରି ସୁନାଦୁବ ଶ୍ରୀଜଗନ୍ନାଥ ଙ୍କୁ ସୁମରଣା କଲେ ଶ୍ରୀଜଗନ୍ନାଥ ଙ୍କୁ ସୁମରଣା କଲେ ସବୁ ଅନୁକୂଳ ହୁଏ ଶୁଭ କେରି କେରି ସୁନାଦୁବ ଲୋ ସଜନୀ କେରି କେରି ସୁନାଦୁବ କେରି କେରି ସୁନାଦୁବ ଲୋ ସଜନୀ କେରି କେରି ସୁନାଦୁବ ॥ ବଡ଼ ଅନୁଭବୀ ଠାକୁର ସିଏ ଲୋ କଥା ପଚାରିଲେ ଉତ୍ତର ଦିଏ ଲୋ ବଡ଼ ଅନୁଭବୀ ଠାକୁର ସିଏ ଲୋ କଥା ପଚାରିଲେ ଉତ୍ତର ଦିଏ ଲୋ ତା ମହିମା କଥା ଜାଣେ ତ ଜଗତ ସେ ଲାଗି ପରା ସେ ଜଗତର ନାଥ ଦେଖି ଦେଖି ବଢେ ଲୋଭ ଲୋ ସଜନୀ ଦେଖି ଦେଖି ବଢେ ଲୋଭ ଦେଖି ଦେଖି ବଢେ ଲୋଭ ଲୋ ସଜନୀ ଦେଖି ଦେଖି ବଢେ ଲୋଭ କଳା ଶ୍ରୀମୁଖ ମୋ ଆଖିର ପଲକ କଳା ଶ୍ରୀମୁଖ ମୋ ଆଖିର ପଲକ ତା ପରି କିଏ ସେ ଆଉ ହେବ କେରି କେରି ସୁନାଦୁବ ଲୋ ସଜନୀ କେରି କେରି ସୁନାଦୁବ ॥୧॥ ନୀଳାଚଳ ଧାମେ ଦେଉଳ ତାର ଲୋ ଭକତଙ୍କୁ ଟାଣେ ତାହାରି ଡୋର ଲୋ ନୀଳାଚଳ ଧାମେ ଦେଉଳ ତାର ଲୋ ଭକତଙ୍କୁ ଟାଣେ ତାହାରି ଡୋର ଲୋ ଆପଦେ ବିପଦେ ହୁଏ ସେ ସାହା ତ ରତନ ବେଦୀରୁ ବଢାଇ ତା ହାତ ଡାକି ଡାକି ବୁଝେ ଦୁଃଖ ଲୋ ସଜନୀ ଡାକି ଡାକି ବୁଝେ ଦୁଃଖ ଡାକି ଡାକି ବୁଝେ ଦୁଃଖ ଲୋ ସଜନୀ ଡାକି ଡାକି ...

ମା - Maa Odia Kabita

Image
କବିତା : ମା ଭାଷା : ଓଡ଼ିଆ ଗୀତିକାର : ସ୍ନିଗ୍ଧା ଦାସ (କ୍ରିଷ୍ଣା ) କେତେ କେତେ ସ୍ଵପ୍ନ ଭରି ଦେଉଥାଉ                    କୋଳରେ ତୁ ଶୋଇଦେଇ, ଧୂଳି ଝାଡ଼ି ଦେଉ, ଲୁହ ପୋଛି ଦେଉ                     ପଣତ କାନିରେ ତୁହି ॥ ୧ ॥ ପଣତ କାନି ତୋ ସ୍ନେହର ପସରା                     ମୋ ପାଇଁ ତ ହିମଗିରି, ଆସୁପଛେ ଯେତେ ଝଡ଼ ବା ବତାସ                     କେବେ ମୁଁ ଯାଏନି ଡରି ॥ ୨ ॥ ଜୀବନ ରାସ୍ତାରେ ମାଡି ନାହିଁ କଣ୍ଟା                    ଝୁଣ୍ଟି ମୁଁ ପଡ଼ିନି କେବେ, ହାତ ଧରି ମୋତେ ଚଲା ଶିଖେଇଲୁ                     ଦେଖେଇଲୁ ବାଟ ଯେବେ ॥ ୩ ॥ ସଞ୍ଜ ହୋଇଗଲେ ଜହ୍ନ ତୁ ଦେଖଉ                   କେତେ କଥା କହି କାନେ, ସଂସାର ସାରାର ମା' ଏକା ନିଜର                ...

ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ହାରେ ମେଘ ସାଜିଲି - Mayuri go Tuma Aakase Mun Dine Malhare Megha Sajili Lyrics

Image
== ଓଡ଼ିଆ == ଫିଲ୍ମଗୀତ : ମୟୂରୀ ଗୋ ତୁମ ଆକାଶେ ମୁଁ ଭାଷା : ଓଡ଼ିଆ ଚଳଚିତ୍ର : ଅରୁନ୍ଧତୀ କଣ୍ଠ : ମହମ୍ମଦ ରଫି ଗୀତିକାର : ଜୀବନାନନ୍ଦ ପାଣି ସଙ୍ଗୀତ ନିର୍ଦ୍ଦେଶକ : ଶାନ୍ତନୁ ମହାପାତ୍ର  ମସିହା : ୧୯୬୭ ମୟୂରୀ ଗୋ ତୁମ ଆକାଶେ ମୁଁ, ଦିନେ ମଲ୍ହାରେ ମେଘ ସାଜିଲି ଚନ୍ଦ୍ରିକା ତୋଳି ନାଚିଲ ତୁମେ,  ଇନ୍ଦ୍ରଧନୁ ମୁଁ  ଆଙ୍କିଲି ମୟୂରୀ ଗୋ ॥  ତୁମ ଛନ୍ଦରେ ଯେବେ ମୋ ସୁର, ହଜାଇ ଦେବି ବୋଲି ଭାବିଲି  ଏତେ ବର୍ଷାରେ ମାଟି ଗନ୍ଧରେ, ଯେବେ ତୁମକୁ ମୁଁ ଭଲ ପାଇଲି  କେଉଁ ସବୁଜ ବନର ମାୟାରେ (୨) ତୁମେ ଲୁଚି ଗଲ କେତେ ଖୋଜିଲି ॥  ମୟୂରୀ ଗୋ ତୁମ ଆକାଶେ ମୁଁ,  ଦିନେ ମଲ୍ହାରେ ମେଘ ସାଜିଲି ମୟୂରୀ ଗୋ ॥  ଇନ୍ଦ୍ରଧନୁ କୁ ଡେଇଁ ମୁଁ, କଲି ଚନ୍ଦ୍ରିକା ତବ ରଙ୍ଗିନ (୨)  ନିଶ୍ଵ ମୁଁ ଲୁହ ଝରାଇ, ଆଜି ମାଟିର ଦେହେ ବିଲୀନ  ଭିଜା ମାଟି ମୁଁ ଏବେ ତ ଭାବୁଛି (୨) କିମ୍ପା ତୁମକୁ ଗୋ ଭଲ ପାଇଲି ॥  ମୟୂରୀ ଗୋ ତୁମ ଆକାଶେ ମୁଁ, ଦିନେ ମଲ୍ହାରେ ମେଘ ସାଜିଲି  ଚନ୍ଦ୍ରିକା ତୋଳି ନାଚିଲ ତୁମେ, ଇନ୍ଦ୍ରଧନୁ ମୁଁ ଆଙ୍କିଲି  ମୟୂରୀ ଗୋ ॥  YouTube ରେ ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ହାରେ ମେଘ ସାଜିଲି == English == Movie Song : Mayuri Go Tuma Aakase Mun Language : Odia...

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

Image
== ଓଡ଼ିଆ == ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ସାଲବେଗ ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ ମସିହା : ୧୯୮୨ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ  ମୋ ଆରତ ନଳିନୀବନ କୁ କର ଦଳନ  ଆହେ ନୀଳ ଶଇଳ ॥   ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ  ମୋ ଆରତ ନଳିନୀବନ କୁ କର ଦଳନ  ଆହେ ନୀଳ ଶଇଳ ॥  ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ  ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ  ଆହେ ନୀଳ ଶଇଳ ॥  ଘୋରବନେ ମୃଗୁଣୀକି  ପଡ଼ିଥିଲା କଷଣ  କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ଆହେ ନୀଳ ଶଇଳ ॥ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ  କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ  ଆହେ ନୀଳ ଶଇଳ ॥  ରାବଣର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ  ॥ ଆହେ ନୀଳ ଶଇଳ ॥   ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ  ॥  ଆହେ ନୀଳ ଶଇଳ ॥  କହେ ସାଲବେଗ ହୀନ ଜାତିରେ ମୁଁ ଯବନ  ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ  ଆହେ ନୀଳ ଶଇଳ ॥  ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ  ମୋ ଆରତ ନଳିନୀ ବନ କୁ କର ଦଳନ  ଆହେ ନୀଳ ଶଇଳ ॥  YouTub...

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

Image
== ଓଡ଼ିଆ == ଗୀତ : ନିଦ ମାଉସୀ ଦେ ଆଉଁସି ଭାଷା : ଓଡ଼ିଆ ଚଳଚିତ୍ର : ପୁଅ ମୋର କଳା ଠାକୁର କଣ୍ଠ : କବିତା କୃଷ୍ଣମୂର୍ତ୍ତି ଗୀତିକାର : ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନଗୋ   ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି   ମସିହା : ୧୯୮୮ ଉଁ..ଉଁଉଁ.. ଉଁଉଁଉଁ..         ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର ଚାହିଁ ଚାହିଁ ମୋ ଜୀବନ ଯାଉ ଚକା ଆଖି କୁ ତାର ଚାହିଁ ଚାହିଁ ମୋ ଜୀବନ ଯାଉ ଚକା ଆଖି କୁ ତାର ନିଦ ମାଉସୀ ଦେ ଆଉଁସି ନିଦ ମାଉସୀ ଦେ ଆଉଁସି ନିଦ ମାଉସୀ ଦେ ଆଉଁସି ନିଦ ମାଉସୀ ଦେ ଆଉଁସି ॥ ତତେ ମୁଁ ପାଇ କାଳିଆସୁନା ଭୁଲିଚି ସବୁ ଦୁଃଖ ଯାତନା ତତେ ମୁଁ ପାଇ କାଳିଆସୁନା ଭୁଲିଚି ସବୁ ଦୁଃଖ ଯାତନା କେମିତି ଧନ କହିବି ତତେ ମା ମନରେ ଗରବ କେତେ ନିଜଠୁ ବଳି ନିଜର ଆଜି ତୁହିତ ଏକା ମୋର ନିଜଠୁ ବଳି ନିଜର ଆଜି ତୁହିତ ଏକା ମୋର ତୋହରି ହସ ତୋହରି ଖୁସି ମୋର ସରଗପୁର ତୋହରି ହସ ତୋହରି ଖୁସି ମୋର ସରଗପୁର ହସ ତୋହର ଖୁସି ମୋହର ହସ ତୋହର ଖୁସି ମୋହର ହସ ତୋହର ଖୁସି ମୋହର ହସ ତୋହର ଖୁସି ମୋହର ॥୧॥    ଆଖି ଆଗରୁ ଦୂରେଇ ଗଲେ ମୋ ଧନମଣି ଡରିବୁ କାଳେ ଆଖି ଆଗରୁ ଦୂରେଇ ଗଲେ ମୋ ଧନମଣି ଡରିବୁ କାଳେ ପାଖରୁ ଜମା ଛାଡ଼ିବି ନାହିଁ କାନିରେ ବାନ୍ଧି ରଖିବି ମୁହିଁ ତୋ ପାଇଁ ଗଲେ ଜୀବନ ଯାଉ ନ...

ଯାରେ ଭାସି ଭାସିଯା ନଉକା ମୋର ଭାସିଯା - Jaare Bhasi Bhasija Nauka Mora Bhasija Lyrics

Image
== ଓଡ଼ିଆ == ଗୀତ : ଯାରେ ଭାସି ଭାସିଯା ନଉକା ମୋର ଭାସିଯା  ଭାଷା : ଓଡ଼ିଆ  କଣ୍ଠ : ଅକ୍ଷୟ ମହାନ୍ତି (ପୁ)  ହୋ ହୋ … …   (ଝି) ଉଁ ଉଁ … …  (ପୁ) ଯାରେ ଭାସି ଭାସିଯା ନଉକା ମୋର ଭାସିଯା  ଯା ଯାରେ ଭାସି ଭାସିଯା ନଉକା ମୋର ଭାସିଯା  ମହାନଦୀର ନୀଳ ଢେଉରେ ନାଚି ନାଚି ତୁ ଭାସିଯା (୨) ॥  (ସମସ୍ତେ) ଯା ଯାରେ  ଭାସି ଭାସିଯା ନଉକା ମୋର ଭାସିଯା (୨)  ମହାନଦୀର ନୀଳ ଢେଉରେ ନାଚି ନାଚି ତୁ ଭାସିଯା (୨) (ପୁ) ସମଲପୁର ନଈ ରେ ଆହା ସିନାନ କରେ ନନୀ,  ଆହା ସିନାନ କରେ ନନୀ  ଗାଧୁଆ ତୁଠେ ଦିସୁଛି ତାର ନାଲି ପଣତ କାନି,  ଆହା ନାଲି ପଣତ କାନି  କହରେ … …  ନନୀ କହରେ  କେଡେ ନିରିଦୟ ତୋ ବାପା ମା, ତୋତେ ଏଯାଏଁ ଦେଲେନି ବାହା  (ଝି) ନାଉରିଆ ତୁ ଶୁଣିଯା ଚାଲିଛି ମୋର ବର ଖୋଜା ॥  ବାପା ଖୋଜନ୍ତି ଦୁର ବନ୍ଧୁ ଆଉ, ମା ଖୋଜେ ଘରଜୋଇଁଆ (୨) (ସମସ୍ତେ) ଯା ଯାରେ ଭାସି ଭାସିଯା ନଉକା ମୋର ଭାସିଯା ମହାନଦୀର ନୀଳ ଢେଉରେ ନାଚି ନାଚି ତୁ ଭାସିଯା ॥ ଆ ଆ ଆ … … (୨)   (ପୁ) କଣ୍ଟିଲୋ ନୀଳ ମାଧବ ବେଢା ପାଚେରୀ ତଳେ ଗୋରୀ,  ଆହା ପାଚେରୀ ତଳେ ଗୋରୀ (୨) ନଈ ସୁଅରେ ଦେଇଛି କଳା ବୌଦ କେଶ ଖୋଲି,  କଳା ବଉଦ କେଶ ଖୋଲି (୨) କହରେ … … ଗୋରୀ...

ତୋର ଭକତ ତାଲିକାରୁ - Tora Bhakata Talikaru Mo Naa Tu Katide Lyrics

Image
== ଓଡ଼ିଆ == ଗୀତ : ତୋର  ଭକତ ତାଲିକାରୁ ମୋ ନା ତୁ କାଟିଦେ ଭାଷା : ଓଡ଼ିଆ କଣ୍ଠ : ସୁରେଶ ୱାଡ଼କର ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ସଞ୍ଜୟ ତୋର ଭକତ ତାଲିକାରୁ ମୋ ନା ତୁ କାଟିଦେ ତୋର କରୁଣା ଭଣ୍ଡାରକୁ ବଡ଼ ଦାଣ୍ଡରେ ବାଣ୍ଟିଦେ ତୋର ଭକତ ତାଲିକାରୁ ମୋ ନା ତୁ କାଟିଦେ ତୋର କରୁଣା ଭଣ୍ଡାରକୁ ବଡ଼ ଦାଣ୍ଡରେ ବାଣ୍ଟିଦେ                                                                                        ଆରେ କଳା ଠାକୁର ଦୁଃଖ ତ ହେଲାଣି ମୋର ଅତି ନିଜର ଆରେ କଳା ଠାକୁର ଦୁଃଖ ତ ହେଲାଣି ମୋର ଅତି ନିଜର ତୋର ଭକତ ତାଲିକାରୁ ମୋ ନା ତୁ କାଟିଦେ ତୋର କରୁଣା ଭାଣ୍ଡରକୁ ବଡ଼ ଦାଣ୍ଡରେ ବାଣ୍ଟିଦେ ॥୧॥ ତୋର ବଡ଼ ପଣିଆକୁ ଦାଣ୍ଡରେ ପକାଇ ନାହିଁ ଦୁଃଖ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ