Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ - Raja Kahe Rani Sunalo kahani Sita Ramankara Alibha Bani Lyrics

== ଓଡ଼ିଆ ==

ଗୀତ : ରାଜା କହେ ରାଣୀ ଶୁଣଲୋ କାହାଣୀ
ଭାଷା : ଓଡ଼ିଆ
ଆଲବମ : ନୀଳକନ୍ଦର
କଣ୍ଠ : ମହମ୍ମଦ ଅଜିଜ୍
ଗୀତିକାର : ସ୍ଵାମୀ ଅରୂପାନନ୍ଦ
ମସିହା : ୨୦୦୦



(ସମସ୍ତେ)
ରାଜା କହେ ରାଣୀ ଶୁଣଲୋ କାହାଣୀ
ସୀତା ରାମଙ୍କର ଅଲିଭା ବାଣୀ
ରାଜା କହେ ରାଣୀ ଶୁଣଲୋ କାହାଣୀ
ସୀତା ରାମଙ୍କର ଅଲିଭା ବାଣୀ
(ପୁ)
ଯେତେ କରିଲେ କରମ
ଯେତେ କରିଲେ ଧରମ
ଯେତେ କରିଲେ କରମ
ଯେତେ କରିଲେ ଧରମ
ହେଲେ ଭଙ୍ଗା ଦୁନିଆରେ ଏକା
ସତ ରାମନାମ
ସତ ମୁଁ କହୁଚି ତୋ ରାଣ ଖାଉଚି
ସତ ମୁଁ କହୁଚି ତୋ ରାଣ ଖାଉଚି ॥


(ପୁ)
କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର
ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର
କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର
ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର
ବସାଇ ନାଆରେ ନେଲା ସେ ବାହିରେ
ବସାଇ ନାଆରେ ନେଲା ସେ ବାହିରେ ॥୧॥  


(ପୁ)
ଜନମେ ରାମନାମ ମରଣରେ ଶ୍ରୀରାମ
ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ
ଜନମେ ରାମନାମ ମରଣରେ ଶ୍ରୀରାମ
ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ
ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ
ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ
(ସମସ୍ତେ)
ରାଜା କହେ ରାଣୀ ଶୁଣଲୋ କାହାଣୀ
ସୀତା ରାମଙ୍କର ଅଲିଭା ବାଣୀ
ରାଜା କହେ ରାଣୀ ଶୁଣଲୋ କାହାଣୀ
ସୀତା ରାମଙ୍କର ଅଲିଭା ବାଣୀ
(ପୁ)
ଯେତେ କରିଲେ କରମ
ଯେତେ କରିଲେ ଧରମ
ଯେତେ କରିଲେ କରମ
ଯେତେ କରିଲେ ଧରମ
ହେଲେ ଭଙ୍ଗା ଦୁନିଆରେ ଏକା
ସତ ରାମନାମ
ସତ ମୁଁ କହୁଚି ତୋ ରାଣ ଖାଉଚି
ସତ ମୁଁ କହୁଚି ତୋ ରାଣ ଖାଉଚି ॥୨॥


ରାଜା କହେ ରାଣୀ ଶୁଣଲୋ କାହାଣୀ:
ମହମ୍ମଦ ଅଜିଜ୍ ଙ୍କ କଣ୍ଠରେ, ସ୍ଵାମୀ ଅରୂପାନନ୍ଦ ଙ୍କ ରଚିତ ୨୦୦୦ ମସିହାର ଓଡ଼ିଆ ଭଜନ ଆଲବମ “ନୀଳକନ୍ଦର” ଗୀତ “ରାଜା କହେ ରାଣୀ ଶୁଣଲୋ କାହାଣୀ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ ହରାଜା କହେ ରାଣୀ ଶୁଣଲୋ କାହାଣୀ





== English ==

Bhajan : Raja Kahe Rani Sunalo Kahani
Language : Odia
Album : Nilakandara
Singer : Mohammad Aziz
Lyricist : Swami Arupananda
Year : 2000



(All)
Raja kahe rani shunalo kahani
Sita Ramankara alibha bani
Raja kahe rani shunalo kahani
Sita Ramankara alibha bani
(M)
Jete karile karama
Jete karile dharama
Jete karile karama
Jete karile dharama
Hele bhanga duniare eka
Sata Ramanama
Sata mun kahuchi to rana khauchi
Sata mun kahuchi to rana khauchi ॥


(M)
Kete jugaru kahin chahinthila dhibara  
Aasile prabhu Rama dhoidela payara
Kete jugaru kahin chahinthila dhibara  
Aasile prabhu Rama dhoidela payara
Basai naare nela se bahire
Basai naare nela se bahire ॥1॥  


(M)
Janame Ramanama maranare Shrirama
Saburi pain Rama raja Purushottama
Janame Ramanama maranare Shrirama
Saburi pain Rama raja Purushottama
E kali jugare bhaja go Shrirama
E kali jugare bhaja go Shrirama
(All)
Raja kahe rani shunalo kahani
Sita Ramankara alibha bani
Raja kahe rani shunalo kahani
Sita Ramankara alibha bani
(M)
Jete karile karama
Jete karile dharama
Jete karile karama
Jete karile dharama
Hele bhanga duniare eka
Sata Ramanama
Sata mun kahuchi to rana khauchi
Sata mun kahuchi to rana khauchi ॥2॥


Raja Kahe Rani Sunalo kahani:
Lyrics of song “Raja Kahe Rani Sunalo kahani”, sung by Mohammad Aziz, lyrics by Swami Arupananda, from Odia Bhajan album "Nilakandara", released in the year 2000 on “The Smaranika” in Odia and English.

Keywords: Odia Bhajan Lyrics, Raja Kahe Rani Sunalo kahani Odia Song, Nilakandara Odia Bhajan, The Smaranika, ଭଜନ ଓଡ଼ିଆ, ମହମ୍ମଦ ଅଜିଜ୍, ସ୍ଵାମୀ ଅରୂପାନନ୍ଦ, ଦି ସ୍ମରଣିକା


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ