Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତମେ ଏତେ ଡେରିକଲ ଖୋକା ଭାଇ (ପାଉଥିଲି ଭଲ ଗୋଟେ ତରକା ଝିଅକୁ) - Tame Ete Derikala Khoka Bhai (Pauthili Bhala Gote Taraka Jhiaku) Lyrics

ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୩୦ ନଭେମ୍ବର ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ

== ଓଡ଼ିଆ ==

ଗୀତ : ତମେ ଏତେ ଡେରିକଲ ଖୋକା ଭାଇ
ଭାଷା : ଓଡ଼ିଆ
କଣ୍ଠ : ଅକ୍ଷୟ ମହାନ୍ତି
ଗୀତିକାର : ଶୀର୍ଷାନନ୍ଦ ଦାସ କାନୁନଗୋ
ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୮୦



ଆରେ ହେ..
ପାଉଥିଲି ଭଲ ଗୋଟେ ତରକା ଝିଅକୁ
ଆରେ ସେ..
ମତେ ଦିନେ ଡାକିଥିଲା ତାହାରି ଘରକୁ
କହିଥିଲା ସଞ୍ଜବେଳେ ରହିବନି ଆଈ
ରାତି ଦଶଟାକେ ତମେ ରହିପାର ଖୋକା ଭାଇ
ହେଲେ ମୁଁ ଯେବେ ପହଞ୍ଚେ ତା ଘରେ
ତରକି ତରକି କହେ ସେ ମତେ
ଜମା ପନ୍ଦର ମିନିଟ୍ ବାକି ଦଶଟା ବାଜିବାକୁ
ଜମା ପନ୍ଦର ମିନିଟ୍ ବାକି ଦଶଟା ବାଜିବାକୁ
ତମେ ଏତେ ଡେରିକଲ ଖୋକା ଭାଇ
ମୁଁ ବସି ବସି ଗଲି ବୋର୍ ହୋଇ
ଏଇନା ଆସି ପହଞ୍ଚିବ ମୋର ଆଈ ॥

(ସଂଳାପ)
ଖୋକା ଭାଇ ତମର କଥାର ଗୋଟେ କିଛି ଠିକ୍ ନାହିଁ । ମୁଁ ସନ୍ଧ୍ୟାବେଳରୁ ତମକୁ ଅପେକ୍ଷାକରି ବସିଛି । ଆଈ ଯାଇଛି, ଆଈ ଫେରିଆସିବ । ଯଦି ଦେଖିବ, କ'ଣ କହିବ ? ଖୋକା ଭାଇ ତମେ ଛାଡ଼ିଦିଅ ପ୍ଳିଜ୍..ପ୍ଳିଜ୍ ।



ଆରେ ହେ..
ଆଈ ତାଡ଼ି ତାର ଆଈ ଆସୁ ପଛେ ସିଏ
ଆରେ ହେ..
ଦୁଷ୍ଟାମୀ ନଥାଇ ପ୍ରେମ ପ୍ରେମ ନୁହେଁ
କାନି ତା'ର ଧରି ନେଲି ରୋମାଣ୍ଟିକ୍ ହୋଇ
ତରକି ତରକି ଗଲା ସିଏ ମୋତେ କହି
ଜମା ଦଶ ମିନିଟ୍ ବାକି ଦଶଟା ବାଜିବାକୁ
ଜମା ଦଶ ମିନିଟ୍ ବାକି ଦଶଟା ବାଜିବାକୁ
ତମେ ଏତେ ଡେରିକଲ ଖୋକା ଭାଇ
ମୁଁ ବସି ବସି ଗଲି ବୋର୍ ହୋଇ
ଏଇନା ଆସି ପହଞ୍ଚିବ.. ॥୧॥

(ସଂଳାପ)
ଖୋକା ଭାଇ ତମେ ଏତେ ଡେରିକଲ । ସନ୍ଧ୍ୟାବେଳୁବା ଅପେକ୍ଷାକରି ବସିଛି । ଖୋକା ଭାଇ.. ମତେ ଜମାରୁ ଭଲଲାଗୁନି । ଇଏ କ'ଣ ଦୁଷ୍ଟାମି ? ଖୋକା ଭାଇ.. ଆରେ.. ଆରେ.. ଆରେ.. ଆରେ..ଇଏ କ'ଣ ? ଖୋକା ଭାଇ ପ୍ଳିଜ୍.. ଚା..ଚା ।



ଆରେ ହେ..
ଝିଅମାନେ ଏହିପରି ଡକାଇଦିଅନ୍ତି
ଆରେ ହେ..
ପାଖକୁ ଆସିଲେ ପୁଣି ପଳେଇଯାଆନ୍ତି
ମୁଁ କିନ୍ତୁ ବସିଗଲି ରୋମାଣ୍ଟିକ୍ ହୋଇ
ତରକି ତରକି ଗଲା ସିଏ ମତେ କହି
ଜମା ପାଞ୍ଚ ମିନିଟ୍ ବାକି ଦଶଟା ବାଜିବାକୁ
ଜମା ପାଞ୍ଚ ମିନିଟ୍ ବାକି ଦଶଟା ବାଜିବାକୁ
ତମେ ଏତେ ଡେରିକଲ ଖୋକା ଭାଇ ॥୨॥

(ସଂଳାପ)
ତମେ ଏତେ ଡେରିକଲ ଖୋକା ଭାଇ ତମେ.. ଖୋକା ଭାଇ ତମେ ତ ଜାଣିଲଣି ଆଉ ପାଞ୍ଚ ମିନିଟ୍ ବାକି ଅଛି । ଆଉ ବର୍ତ୍ତମାନ ଅବିକା ଆଈ ଆସି ପହଞ୍ଚୁଥିବ । ଖୋକା ଭାଇ ପାଖକୁ କାହିଁ ତମେ ? ନା ନା ମତେ ଜମାରୁ ଭଲଲାଗେନି । ଖୋକା ଭାଇ ତମ ସାଙ୍ଗର ମୁଁ କଟି ପକେଇଦେମି । ସତକଥା କହୁଛି, ମୋ ରାଣ ପକେଇ କହୁଛି । ଖୋକା ଭାଇ ପ୍ଳିଜ୍..ପ୍ଳିଜ୍ । ଆଃ..ଆଃ.. ।
ଆଈ ! ଆଈ ଲୋ ! ମୁଁ କହୁନଥିଲି ? ଏଇ ହଉଛନ୍ତି ସେ ଖୋକା ଭାଇ ।



ତମେ ଏତେ ଡେରିକଲ ଖୋକା ଭାଇ:
ଅକ୍ଷୟ ମହାନ୍ତି ଙ୍କ କଣ୍ଠରେ ଓ ସଙ୍ଗୀତ ନିର୍ଦ୍ଦେଶନାରେ, ଶୀର୍ଷାନନ୍ଦ ଦାସ କାନୁନଗୋ ଙ୍କ ଲିଖିତ ୧୯୮୦ ମସିହାର ଓଡ଼ିଆ ଆଲବମ ଗୀତ “ତମେ ଏତେ ଡେରିକଲ ଖୋକା ଭାଇ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ ତମେ ଏତେ ଡେରିକଲ ଖୋକା ଭାଇ




== English ==

Song : Tame Ete Derikala Khoka Bhai
Language : Odia
Singer : Akshaya Mohanty
Lyrics : Sirsananda Das Kanungo
Music Director : Akshaya Mohanty
Year : 1980



Aare he..
Pauthili bhala gote taraka jhiaku
Aare se..
Mate dine dakithila tahari gharaku
Kahithila sanjabele rahibani Aai
Rati dashatake tame rahipara Khoka bhai
Hele mun jebe pahanche ta ghare
Taraki taraki kahe se mate
Jama pandara minit baki dashata bajibaku
Jama pandara minit baki dashata bajibaku
Tame ete derikala Khoka bhai
Mun basi basi gali bor hoi
Eina asi pahanchiba mora Aai ॥

(Conversation)
Khoka bhai tamara kathara gote kichhi thik nahin. Mun sandhyabelaru tamaku apekhyakari basichhi. Aai jaichhi, Aai pheriasiba. Jadi dekhiba, ka’na kahiba ? Khoka bhai tame chhadia please..please
 


Aare he..
Aai tadi tara Aai asu pachhe sie
Aare he..
Dustami nathai prema prema nuhen
Kani ta’ra dhari neli romantic hoi
Taraki taraki gala sie mote kahi
Jama dasha minit baki dashata bajibaku
Jama dasha minit baki dashata bajibaku
Tame ete derikala Khoka bhai
Mun basi basi gali bor hoi
Eina asi pahanchiba.. ॥1॥

(Conversation)
Khoka bhai tame ete derikala. Sandhyabeluba apekhyakari basichhi. Khoka bhai.. mate jamaru bhalalaguni. Ye ka’na dustami ? Khoka bhai.. aare.. aare.. aare.. aare.. ye ka’na ? Khoka bhai please.. cha..cha
   


Aare he..
Jhiamane ehipari dakaidianti
Aare he..
Pakhaku aisle puni paleijaanti
Mun kintu basigali romantic hoi
Taraki taraki gala sie mate kahi
Jama pancha minit baki dashata bajibaku
Jama pancha minit baki dashata bajibaku
Tame ete derikala Khoka bhai ॥2॥

(Conversation)
Tame ete derikala Khoka bhai tame.. Khoka bhai tame ta janilani aau pancha minit baki achhi. Aau barttamana abika Aai asi pahanchuthiba. Khoka bhai pakhaku kahin tame ? Na na mate jamaru bhalalageni. Khoka bhai tama sangara mun kati pakeidemi. Satakatha kahuchhi, mo rana pakei kahuchhi. Khoka bhai please.. please. Aah..Aah..  
Aai ! Aai lo ! Mun kahunathili ? Ei hauchhanti se Khoka bhai.



Tame Ete Derikala Khoka Bhai:
Lyrics of Odia album song “Tame Ete Derikala Khoka Bhai”, sung and music directed by Akshaya Mohanty, lyrics by Sirsananda Das Kanungo, released in the year 1980 on “The Smaranika” in Odia and English.

Keywords: Odia Humour, Odia Hasakatha, Odia Comedy, Odia Album Song Lyrics, Tame Ete Derikala Khoka Bhai, Pauthili Bhala Gote Taraka Jhiaku, Akshaya Mohanty, Sirsananda Das Kanungo, Odia Gita, Odia Lekha, The Smaranika, ଆଲବମ ଗୀତ ଓଡ଼ିଆ, ବ୍ୟଙ୍ଗ, ଓଡ଼ିଆ ହାସକଥା, କଉତୁକିଆ ଗୀତ, ତମେ ଏତେ ଡେରିକଲ ଖୋକା ଭାଇ, ପାଉଥିଲି ଭଲ ଗୋଟେ ତରକା ଝିଅକୁ, ଅକ୍ଷୟ ମହାନ୍ତି, ଶୀର୍ଷାନନ୍ଦ ଦାସ କାନୁନଗୋ, ଓଡ଼ିଆ ଗୀତ, ଦି ସ୍ମରଣିକା,


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ