Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ - Chhadiki Paribi Tote Nishwas Mun Chadiba Agaru Lyrics

== ଓଡ଼ିଆ ==

ଗୀତ : ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ
ଭାଷା : ଓଡ଼ିଆ
ଆଲବମ : ସୀମାହୀନ
କଣ୍ଠ : ସତ୍ୟଜିତ, ଲୋପାମୁଦ୍ରା  
ଗୀତିକାର : ଶରତ କୁମାର ଦାସ
ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ

ମସିହା : ୨୦୧୮


(ପୁ)
ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
(ଝି)
ଆଚ୍ଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଚ୍ଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମାହରେ
(ପୁ)
ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ ॥


(ଝି)
ଜୀବନ ବିବର୍ଣ୍ଣ ଯଦି ରଙ୍ଗ ତୋର ନଦେଖି ନୟନ
ବଞ୍ଚିବା ନିଷ୍ଫଳ ଯଦି ତୋର ସ୍ମୃତି ନଆଣେ କମ୍ପନ
(ପୁ)
କେମିତି ବା ବୁଝାଇବି ଭାଷା ଶବ୍ଦ ସ୍ୱପ୍ନ ସବୁ ଭୂଲୁଣ୍ଠିତ
ତୋ ମୋ ସମ୍ପର୍କ କି କଷ୍ଟପ୍ରଦ ଅବୁଝା ଗଣିତ
(ଝି)
ଆଚ୍ଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଚ୍ଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମାହାରେ
(ପୁ)
ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ ॥୧॥


(ପୁ)
କହିବାର ନାହିଁ ଶକ୍ତି ବୟସର ବୟଷ୍କ ଲଗନେ
ତୁହି ମୋ ରଜନୀଗନ୍ଧା ଭାବନାର ମୌମ୍ୟ ଉପବନେ
(ଝି)
କରୁଣାରେ ବିଜଡ଼ିତ ନିରୀମାୟା ନିରୀହ ହୃଦୟ
ହେ ମୋର ଅବୁଝା ସାଥୀ ତୁହି ମୋର ନବ ସୂର୍ଯ୍ୟୋଦୟ
(ପୁ)
ଆଚ୍ଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଚ୍ଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
(ଝି)
ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମାହରେ
ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ ॥୨॥


ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ:
ସତ୍ୟଜିତ, ଲୋପାମୁଦ୍ରା ଙ୍କ କଣ୍ଠରେ, ପ୍ରେମ ଆନନ୍ଦ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶରତ କୁମାର ଦାସ ଙ୍କ ଲିଖିତ ୨୦୧୮ ମସିହା ର ଓଡ଼ିଆ ଆଲବମ “ସୀମାହୀନ” ଗୀତ “ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ




== English ==

Song : Chhadiki Paribi Tote Niswasa Mun
Language : Odia
Album : Simahina
Singer : Satyajit, Lopamudra
Lyricist : Sarat Kumar Das
Music Director : Prem Anand

Year : 2018


(M)
Chhadiki paribi tote nishwasa mun chhadiba agaru
Upekhya paribi kari apekhyara kala saru saru
(F)
Aachhanna karichhi rupa chamatkara
Durlabha ja sarbatra mahire
Aachhanna karichhi rupa chamatkara
Durlabha ja sarbatra mahire
Aakhire lekhi sapana bahu barnna bhabya samahare
(M)
Chhadiki paribi tote nishwasa mun chhadiba agaru
Upekhya paribi kari apekhyara kala saru saru ॥


(F)
Jibana bibarnna jadi ranga tora nadekhi nayana
Banchiba nisphala jadi tora smruti naane kampana
(M)
Kemiti ba bujhaibi bhasa shabda swapna sabu bhulunthita
To mo samparka ki kastaprada abujha ganita
(F)
Aachhanna karichhi rupa chamatkara
Durlabha ja sarbatra mahire
Aachhanna karichhi rupa chamatkara
Durlabha ja sarbatra mahire
Aakhire lekhi sapana bahu barnna bhabya samahare
(M)
Chhadiki paribi tote nishwasa mun chhadiba agaru
Upekhya paribi kari apekhyara kala saru saru ॥1॥


(M)
Kahibara nahin shakti bayasara bayashka lagane
Tuhi mo rajanigandha bhabanara saumya upabane
(F)
Karunare bijadita nirimaya niriha hrudaya
He mora abujha sathi tuhi mora naba surjyodaya
(M)
Aachhanna karichhi rupa chamatkara
Durlabha ja sarbatra mahire
Aachhanna karichhi rupa chamatkara
Durlabha ja sarbatra mahire
(F)
Aakhire lekhi sapana bahu barnna bhabya samahare
Chhadiki paribi tote nishwasa mun chhadiba agaru
Upekhya paribi kari apekhyara kala saru saru ॥2॥


Chhadiki Paribi Tote Nishwas Mun Chadiba Agaru:
Lyrics of Odia album song “Chadiki Paribi Tote Nishwas Mun Chadiba Agaru”, sung by Satyajit, Lopamudra, music directed by Prem Anand, lyrics by Sarat Kumar Das, from Odia album “Simahina” released in the year 2018 on “The Smaranika” in Odia and English.
 

Keywords: Odia Album Song Lyrics, Lopamudra, Sharat Kumar Das, Satyajit, Prem Anand, Odia Gita, Odia Lekha, The Smaranika, ଲୋପାମୁଦ୍ରା, ଶରତ କୁମାର ଦାସ, ଆଲବମ ଗୀତ ଓଡ଼ିଆ, ସତ୍ୟଜିତ, ପ୍ରେମ ଆନନ୍ଦ, ଓଡ଼ିଆ ଗୀତ, ଦି ସ୍ମରଣିକା


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ