Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କିଛି ଲୁହ ଝରିଥିଲା ଖୁସିରେ - Kichhi Luha Jharithila Khusire Lyrics

== ଓଡ଼ିଆ ==

ଗୀତ : କିଛି ଲୁହ ଝରିଥିଲା ଖୁସିରେ
ଭାଷା : ଓଡ଼ିଆ
ଆଲବମ : ଫେରିଆସ ତମେ
କଣ୍ଠ : ହ୍ୟୁମାନ ସାଗର
ଗୀତିକାର : ଶିବନ ସ୍ୱାଇଁ
ସଂଗୀତ ନିର୍ଦ୍ଦେଶକ : ଏସ୍‌.ଏସ୍. ପ୍ରସାଦ
ମସିହା : ୨୦୧୮



କିଛି ଲୁହ ଝରିଥିଲା ଖୁସିରେ
ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ
ତୁ ଚାଲିଗଲା ପରେ

କିଛି ଲୁହ ଝରିଥିଲା ଖୁସିରେ
ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ
ତୁ ଚାଲିଗଲା ପରେ
ନୀରବ ରହିଚି ହୃଦୟ ଲୋ ମୋର
ନିଗାଡ଼ି ଦଉଚି ଆଖିଲୁହ ମୋର
ତତେ ଲୋ ଦେଖୁଛି ଖାଲି ସେ ଲୁହ ଭିତରେ
କିଛି ଲୁହ ଝରିଥିଲା ଖୁସିରେ
ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ
ତୁ ଚାଲିଗଲା ପରେ ॥


ଫେରିବୁକି ନାହିଁ ଜାଣିନି ମୁଁ ପ୍ରିୟା
ତଥାପି ରହିବି ଚାହିଁ ଜୀବନ ସାରା
ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ
କେମିତି ଦବୁଲ ଆଉ କାହାକୁ ଧରା

ଓ..ଫେରିବୁକି ନାହିଁ ଜାଣିନି ମୁଁ ପ୍ରିୟା
ତଥାପି ରହିବି ଚାହିଁ ଜୀବନ ସାରା
ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ
କେମିତି ଦବୁଲ ଆଉ କାହାକୁ ଧରା
ଇଚ୍ଛା ମୋ ହଉଚି ନିଘୋଡ଼ ନିଦରେ
ସବୁଦିନ ପାଇଁ ଶୋଇଯାଆନ୍ତିରେ
ତତେ ଲୋ ଅପେକ୍ଷା କରି ସବୁ ଜନମରେ
କିଛି ଲୁହ ଝରିଥିଲା ଖୁସିରେ
ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ
ତୁ ଚାଲିଗଲା ପରେ ॥୧॥


ଫେରି ଯଦି ହୁଏ ସେ ପିଲାଦିନକୁ
ଦୁରେଇ ରୁହନ୍ତି ମୁଁ ପ୍ରେମଠାରୁ
ନିଜକୁ ଆଉ ଥରେ ଗଢ଼ି ମୁଁ ତୋଳନ୍ତି
ଜୀବନରେ ପ୍ରେମ ନ କରିବାକୁ

ଓ..ଫେରି ଯଦି ହୁଏ ସେ ପିଲାଦିନକୁ
ଦୁରେଇ ରୁହନ୍ତି ମୁଁ ପ୍ରେମଠାରୁ
ନିଜକୁ ଆଉ ଥରେ ଗଢ଼ି ମୁଁ ତୋଳନ୍ତି
ଜୀବନରେ ପ୍ରେମ ନ କରିବାକୁ
ନିରୀହ ପ୍ରାଣରେ ନିଶ୍ୱାସର ଭାର
ଚାପି ଚାପି ନିଏ ଜୀବନକୁ ମୋର
ତୋ ପ୍ରେମ ବଞ୍ଚିବାକୁ ଦେଲାନି ଶାନ୍ତିରେ
ଓହୋହୋ..ହୋ..ଓହୋହୋ
ହେହେହେ..ନାନାନାନା
ଉଁହୁଁହୁଁ..ହୁଁ..ହୁଁହୁଁହୁଁହୁଁ  
ଓହୋହୋ..ନାନାନା..ଇ..ଇ..ଆଁ..ହା.. ॥୨॥


କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ:
ହ୍ୟୁମାନ ସାଗର ଙ୍କ କଣ୍ଠରେ, ଏସ୍‌.ଏସ୍. ପ୍ରସାଦ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶିବନ ସ୍ୱାଇଁ ଙ୍କ ଲିଖିତ ୨୦୧୮ ମସିହାର ଓଡ଼ିଆ ଆଲବମ “ଫେରିଆସ ତମେ” ଗୀତ “କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ କିଛି ଲୁହ ଝରିଥିଲା ଖୁସିରେ




== English ==

Song : Kichhi Luha Jharithila Khusire
Language : Odia
Album : Pheriasa Tame
Singer : Humane Sagar
Lyricist : Siban Swain
Music Director : S.S. Prasad
Year : 2018



Kichhi luha jharithila khusire
Tate paigala pare
Baki luha jhare aji duhkhare
Tu chaligala pare

Kichhi luha jharithila khusire
Tate paigala pare
Baki luha jhare aji duhkhare
Tu chaligala pare
Niraba rahichi hrudaya lo mora
Nigadi dauchi akhiluha mora
Tate lo dekhuchhi khali se luha bhitare
Kichhi luha jharithila khusire
Tate paigala pare
Baki luha jhare aji duhkhare
Tu chaligala pare ॥


Pheribuki nahin janini mun priya
Tathapi rahibi chahin jibana sara
Gotie premaku jugate nianta
Kemiti dabula aau kahaku dhara

O..pheribuki nahin janini mun priya
Tathapi rahibi chahin jibana sara
Gotie premaku jugate nianta
Kemiti dabula aau kahaku dhara
Ichha mo hauchi nighoda nidare
Sabudina pain shoijaantire
Tate lo apekhya kari sabu janamare
Kichhi luha jharithila khusire
Tate paigala pare
Baki luha jhare aji duhkhare
Tu chaligala pare ॥1॥


Pheri jadi hue se piladinaku
Durei ruhanti mun prematharu
Nijaku aau thare gadhi mun tolanti
Jibanare prema na karibaku

O..pheri jadi hue se piladinaku
Durei ruhanti mun prematharu
Nijaku aau thare gadhi mun tolanti
Jibanare prema na karibaku
Niriha pranare nishwasara bhara
Chapi chapi nie jibanaku mora
To prema banchibaku delani shantire
Ohoho..ho..ohoho
Hehehe..nananana
Unhunhun..hun..hunhunhunhun   
Ohoho..nanana..i..i..aan..ha.. ॥2॥


Kichhi Luha Jharithila Khusire Tate Paigala Pare:
Lyrics of Odia album song “Kichhi Luha Jharithila Khusire Tate Paigala Pare”, sung by Humane Sagar, lyrics by Siban Swain, music directed by S.S. Prasad, from Odia album “Pheriasa tame”, released in the year 2018 on “The Smaranika” in Odia and English.


Keywords: Odia Album Song Lyrics, Pheriasa tame, Kichhi Luha Jharithila khusire, Tate paigala pare, Humane Sagar, Siban Swain, S.S. Prasad, Odia Gita, Odia Lekha, The Smaranika, ଆଲବମ ଗୀତ ଓଡ଼ିଆ, ହ୍ୟୁମାନ ସାଗର, ଶିବନ ସ୍ୱାଇଁ, ଏସ୍‌.ଏସ୍. ପ୍ରସାଦ, ଓଡ଼ିଆ ଗୀତ, ଦି ସ୍ମରଣିକା,


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ