Posts
Showing posts from December, 2020
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ଫଟୋ କ୍ରେଡିଟ୍ : ଟିକି ମୂଷା ଫଟୋ ପିକ୍ସାବେ ରୁ ଅଣାଯାଇଛି == ଓଡ଼ିଆ == ଶିଶୁ ଗୀତ : ଟୁ'କୁ ମୂଷି ଟୁ'କୁ ମୂଷି ଭାଷା : ଓଡ଼ିଆ ପୁସ୍ତକ : ଧୋରେ ବାୟା ଧୋ ଗୀତିକାର : ଗୋପାଳଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଟୁ'କୁ ମୂଷି ଟୁ'କୁ ମୂଷି ଧାନ ଭରଣକ ଖାଉଥା ବସି ତୁ ଥା' ମୁଁ ଯାଉଛି ରୁଷି ॥ କାଳିଆ ବଳଦ ଗଲା ହାଣ୍ଡି କୁଣ୍ଢେଇ ଜଗି ଥିବୁଟି ହାଣ୍ଡି ଧୁଡୁଧୁଡୁ କଲା ॥ କାଳିଆ ବଳଦ ଭାରି ଉଝଟ ନିତି ଭାଙ୍ଗଇ ତାଟି କବାଟ । ମୋ ହାତରେ ଥାଏ ଖଣ୍ଡିଏ ଛାଟ ପିଲାଙ୍କୁ ଦେଖିଲେ ଉଗାଳେ ବାଟ ॥ ବାପା ରଖିଗଲେ ଧାନ ଭରଣେ ଅମାରରେ ଏବେ ନାହିଁ ତ ମାଣେ । ଚଷୁ ଗଦା ହେଲା ଅମାରେ କଣେ ଚାଉଳଯାକ ତ ଗଲାଣି କେଣେ ॥ ଟୁଉକୁ ମୂଷି ରେ ଦିଶୁ ତ ସାନ ମାସକେ ଖାଇଲୁ ଭରଣେ ଧାନ । କିପରି ହୋଇଲା ପେଟରେ ଥାନ ? କୋଡ଼ମେଇ ତୋର ପେଟ ସମାନ ॥ ରୁଷି କରି ବାପା ଛାଡ଼ିଲେ ଘର ମାଆକୁ ହେଲାଣି ଏକୁଆ ଜର । ଟୁଉକୁ ମୂଷି ଜଗିଛି ଘର ତୁଚ୍ଛା କରୁଅଛି ଧାନ ଅମାର ॥ YouTube ରେ ଟୁ'କୁ ମୂଷି ଟୁ'କୁ ମୂଷି ଟୁ'କୁ ମୂଷି ଟୁ'କୁ ମୂଷି ଧାନ ଭରଣକ ଖାଉଥା ବସି: ଗୋପାଳଚନ୍ଦ୍ର ପ୍ରହରାଜ ଙ୍କ ସଙ୍କଳିତ, "ଧୋରେ ବାୟା ଧୋ" ପୁସ୍ତକରୁ ସଂଗୃହୀତ ଶିଶୁ କବିତା “ଟୁ'କୁ ମୂଷି ଟୁ'କୁ ମୂଷି ଧାନ ଭରଣକ ଖାଉଥା ବସି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ । Keywords: Tuku Musi, Tooku M...
କିଏ ଆସେରେ ଧରା ନାଚେରେ - Kie Aasere Dhara Nachere Lyrics
- Get link
- X
- Other Apps
== ଓଡ଼ିଆ == ଭଜନ : କିଏ ଆସେରେ ଧରା ନାଚେରେ ଭାଷା : ଓଡ଼ିଆ ଚଳଚିତ୍ର : ମଥୁରା ବିଜୟ କଣ୍ଠ : ଭିକାରି ବଳ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୯ କିଏ ଆସେରେ କିଏ ଆସେରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥ ହସି ଉଠେ ଫୁଲ ବନେ ଉପବନେ ହସି ଉଠେ ଫୁଲ ବନେ ଉପବନେ ମଳୟ ବହୁଛି ଭୁବନେ ଭୁବନେ ମଳୟ ବହୁଛି ଭୁବନେ ଭୁବନେ ଆଲୋକେ ଭୁଲୋକେ ଗୋଲକେ ପୁଲକେ ଅଧିରେ ବିଭୋରେ.. କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥୧॥ ଯମୁନାର ଜଳ ବହୁଛି ଉଜାଣି ଯମୁନାର ଜଳ ବହୁଛି ଉଜାଣି ଉଲ୍ଲସିତ ପ୍ରାଣ କାହିଁକି କେଜାଣି ଉଲ୍ଲସିତ ପ୍ରାଣ କାହିଁକି କେଜାଣି ସରସେ ହରଷେ ଭରଷେ ପରଷେ ଅଧିରେ ବିଭୋରେ.. କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥୨॥ କିଏ ଆସେରେ ଧରା ନାଚେରେ: ଭିକାରି ବଳ ଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ରଚନା ଓ ସଂଗୀତ ନିର୍ଦ୍ଦେଶନାରେ ୧୯୭୯ ମସିହାର ଓଡ଼ିଆ ଚଳଚିତ୍ର “ମଥୁରା ବିଜୟ”...
ସେହି ମୋ ପ୍ରିୟ ଜନମଭୂଇଁ - Sehi Mo Priya Janamabhuin Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ସେହି ମୋ ପ୍ରିୟ ଜନମଭୂଇଁ ଭାଷା : ଓଡ଼ିଆ ଯେଉଁ ଦେଶରେ ଜନମ ମୋର ଯାହାର କୋଳେ ବଢ଼ୁଚି ମୁହିଁ ଜନନୀ ପରି ପାଳୁଛି ଯିଏ ସେହି ତ ମୋର ଜନମଭୂଇଁ ॥୧॥ ଗହନ ବନ ଶ୍ୟାମଳ ତରୁ ଗହଳ ଲତା ଦେହେ ତା ଶୋହେ ଡାଲରୁ ଡାଲେ ବିହଙ୍ଗ ଉଡ଼ି ମଧୁର ଗାନେ ପରାଣ ମୋହେ ॥୨॥ ତାରକା ମେଳେ ଆକାଶେ ତାର ଜୋଛନା ଢାଳେ ବିମଳ ଶଶୀ ଗୋଟିକି ଗୋଟି କୁସୁମ ଫୁଟି କୋଳେ ତା ଲୋଟି ଉଠଇ ହସି ॥୩॥ ସାଗରେ ନୀଳ ଲହରୀ ମାଳ ନାଚି ନାଚି ତା ଚରଣ ଧୁଏ ଖେଳି ଖେଳିକା ଝରଣା କେତେ ସରାଗେ ତାର ଦେହଟି ଛୁଏଁ ॥୪॥ ସେଇ ଦେଶର ପଲ୍ଲୀ ପୁରେ ଆପଣା ପର ବିଚାର ନାହିଁ ସବୁରି ସାଥେ ଖେଳେ ମୁଁ ହସି ସଭିଏଁ ମୋର ଭଉଣୀ ଭାଇ ॥୫॥ ତାହାରି ସୁଖ କାମନା ଆମ ତାହାରି ସେବା ଆମରି କାମ ତାହାରି ପାଇଁ ଜୀବନ ଢାଳି ରଖିବା ଆମେ ତାହାରି ନାମ ॥୬॥ ସେହି ତ ଗଢ଼େ ଜୀବନ ମୋର ସେନେହେ ତାର ବଢ଼ୁଛି ମୁହିଁ ତାହାଠୁ ବଡ଼ ନାହିଁ କେ ଆଉ ସେହି ମୋ ପ୍ରିୟ ଜନମଭୂଇଁ ॥୭॥ YouTube ରେ ସେହି ମୋ ପ୍ରିୟ ଜନମଭୂଇଁ ସେହି ମୋ ପ୍ରିୟ ଜନମଭୂଇଁ: ପାଠ୍ୟପୁସ୍ତକରୁ ସଙ୍ଗୃହିତ କବିତା “ସେହି ମୋ ପ୍ରିୟ ଜନମଭୂଇଁ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ । Keywords: Pathyapustaka Kabita, Odia Kabita, Odia Sahitya Bahi Gita, କବିତା ଓଡ଼ିଆ, ପାଠ୍ୟପୁସ୍ତକ କବିତା, ଓଡ଼ିଆ ସାହିତ୍ୟ ବହି ଗୀତ, ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
କି ଦେଖିଲା ଆଜ ନେତ୍ର ସଜନୀ - Ki Dekhila Aaja Netra Sajani Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : କି ଦେଖିଲା ଆଜ ନେତ୍ର ଭାଷା : ଓଡ଼ିଆ କଣ୍ଠ : ସୁଧା ମିଶ୍ର ଗୀତିକାର : ବନମାଳୀ ଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ମସିହା : ୨୦୦୭ କି ଦେଖିଲା ଆଜ ନେତ୍ର ସଜନୀ କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ଲଳିତ ମୂରତି କଳିତ ନୋହିଲା ଲଳିତ ମୂରତି କଳିତ ନୋହିଲା ଦଳିତ ଅଞ୍ଜନ ଗାତ୍ର ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ॥ କରେ ତା' କଙ୍କଣ ମୁରଲୀ ବାଦନ କରେ ତା' କଙ୍କଣ ମୁରଲୀ ବାଦନ ପୟରେ ନୂପୁର ଶୋହେ ପୟରେ ନୂପୁର ଶୋହେ ସୁବାସ କୁସୁମ ମାଳ ମାଳ ମାନ ସୁବାସ କୁସୁମ ମାଳ ମାଳ ମାନ ବାର ବେନି ପୁର ଶୋହେ ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ॥୧॥ ବାଛି ପିନ୍ଧିବାର କାଛି ପୀତାମ୍ବର ବାଛି ପିନ୍ଧିବାର କାଛି ପୀତାମ୍ବର ଅତର କର୍ପୂର ଉଚ୍ଛି ଅତର କର୍ପୂର ଉଚ୍ଛି ବାରିବାକୁ ଆଉ ଅଛି କି ସେ ଶ୍ୟାମ ବାରିବାକୁ ଆଉ ଅଛି କି ସେ ଶ୍ୟାମ ସୁନ୍ଦରପଣକୁ କିଛି ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ॥୨॥ ବୋଲେ ବନମାଳୀ ସେ ପଟ୍ଟନାୟକ ବୋଲେ ବନମାଳୀ ସେ ପଟ୍ଟନାୟକ ଭାଷନ୍ତି କିଶୋରୀ ମଣି ଭାଷନ୍ତି କିଶୋରୀ ମଣି ନଟ ଲଗାଇବା ହଟ ବଡ଼ ତାର ନଟ ଲଗାଇବା ହଟ ବଡ଼ ତାର ନଟବର ବେଶ ଠାଣି ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ଲଳିତ ମୂରତି କଳିତ ନୋହିଲା ଲଳିତ ମୂରତି କଳିତ ନୋହିଲା ଦଳିତ ଅଞ୍ଜନ ଗାତ୍ର ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆ...
ଏ ଜୀବନେ ମୋ ଜୀବନେ ହସ ନାହିଁ - E Jibane Mo Jibane Hasa Nahin Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଏ ଜୀବନେ ମୋ ଜୀବନେ ହସ ନାହିଁ ଭାଷା : ଓଡ଼ିଆ ଚଳଚିତ୍ର : ମମତା ମାଗେ ମୂଲ କଣ୍ଠ : ମହମ୍ମଦ ଅଜିଜ ଗୀତିକାର : ଶିବବ୍ରତ ଦାସ ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୫ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ॥ ବଗିଚାରେ ଦିନେ କେବେ ଫୁଲ ଫୁଟିଥିଲା ଝରାଫୁଲ ସେ ବାରତା କାନେ କହିଗଲା କେବେ ଦିନେ ଝଡ଼ ଆସିଗଲା ହାଏ ଝାଡ଼ିଦେଇ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ॥୧॥ ମୋ ନିଜର କେହିଥିଲେ ମୁଁ ଥିଲି କାହାର କେବେ କେଉଁଦିନ ହେଲି ଦୁନିଆଠୁ ପର କେଉଁ ନିଆଁ କେଉଁ ଘର ଗଲା ଜାଳି ଜାଣେନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ଉଁ..ହୁଁହୁଁ..ହୁଁ.. ହୁଁ..ହୁଁହୁଁ..ହୁଁ ॥୨॥ ଏ ଜୀବନେ ମୋ ଜୀବନେ ହସ ନାହିଁ: ମହମ୍ମଦ ଅଜିଜ ଙ୍କ କଣ୍ଠରେ, ଅକ୍ଷୟ ମହାନ୍ତି ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶିବବ୍ରତ ଦାସ ଙ୍କ ରଚିତ ୧୯୮୫ ମସିହାର ଓଡ଼ିଆ ଚଳଚିତ୍ର “ମମତା ମାଗେ ମୂଲ” ଗୀତ “ଏ ଜୀବନେ ...
କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ - Ka Ranga Kahalo Sahi Shyamala Shyamala Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ ଭାଷା : ଓଡ଼ିଆ ଆଲବମ : ଶ୍ରୀ ଜଗନ୍ନାଥ ଶରଣଂ କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର ମସିହା : ୧୯୯୦ (ଝି) କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ କଟିରେ କିଙ୍କିଣି ତାର ଶିରେ ଜାମୁ ଡାଳ ଗଳେ କଦମ୍ବର ମାଳ ହାତେ ମୁରଲୀ ସୁନ୍ଦର କିଏ ନାଚଇ ଧିନି ଧିନି ତାଥିନି ଥିନି ଥିନି କିଏ ସେ ନାଟୁଆ ନାଗର (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ ॥ (ଝି) ଯା ଲାଗି ରାଧା ଝୁରି ଝୁରି ହେଲା ପାଗଳିନୀ ଯାହାର ପ୍ରେମେ ହେଲେ ବାଇ ଗୋପର ତରୁଣୀ ବାନ୍ଧିଛି ଯିଏ ତ୍ରିଭୁବନ ପ୍ରେମର ଡୋରିରେ ସେ ପୁଣି ବନ୍ଧା ଚିରଦିନ ଭକତ ପ୍ରେମରେ ସଖୀରେ.. କହ କିଏ ସେ କଳା କାହ୍ନୁ ଯା ନାମ ଶୁଣୁ ଶୁଣୁ ମନଟି ହୁଏ ଚଞ୍ଚଳ (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ ॥୧॥ (ଝି) ଯାର ପରଶ ପାଇ ବିଷ ହୁଅଇ ପିୟୁଷ ଯା ଦରଶନେ ପାଏ ଜୀବ ବଇକୁଣ୍ଠେ ବାସ ଭକତ ପାଇଁ ନିଦ ନାହିଁ ଆଖିକୁ ଯାହାର ଭକତ ତାର ପ୍ରାଣଧନ ଦାସ ସେ ଭକ୍ତର ସଖୀରେ.. ମତେ କହନି କିଏ ସେହି ଯା ସରି କେହି ନାହିଁ କିଏ ସେ ଭକତବତ୍ସଳ (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ (ଝ...
ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୨୧ - Odia Calendar / Panjika 2021
- Get link
- X
- Other Apps
ଆପଣ ୨୦୨୧ ମସିହାର କ୍ଯାଲେଣ୍ଡର ଦେଖୁଛନ୍ତି । "ଦି ସ୍ମରଣିକା" ପ୍ରକାଶିତ ସମସ୍ତ ଓଡ଼ିଆ କ୍ଯାଲେଣ୍ଡର ଏଇଠି ଦେଖନ୍ତୁ.. କୋହେନୁର ଓ ରାଧରମଣ ପଞ୍ଜିକା କୁ ଆଧାର କରି, "ଦି ସ୍ମରଣିକା" ପ୍ରସ୍ତୁତ କରିଛି "ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୨୧" । Note: To refer calendar of another year, tap / click on the search icon (🔍) on top right and search keywords like "calendar 2020", "calendar 2019" , "କ୍ୟାଲେଣ୍ଡର ୨୦୨୦" , "କ୍ୟାଲେଣ୍ଡର ୨୦୧୯", etc. ଜାନୁୟାରୀ ୨୦୨୧ ଓଡ଼ିଆ ମାସ : ପୌଷ ୧୮ - ମାଘ ୧୮ Date Day Festival / Holiday 1 Jan Fri New Year ନୂଆବର୍ଷ 12 Jan Tue Swami Vivekananda Jayanti ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ 14 Jan Thu Makara Sankranti (Pongal) ମକର ସଙ୍କ୍ରାନ୍ତି (ପୋଙ୍ଗଲ) 19 Jan Tue Dhanuyatra ଧନୁଯାତ୍ରା 23 Jan Sat Shamba Dashami, Netaji Jayanti, Veer Surendra Sai Jayanti ଶାମ୍ବ ଦଶମୀ, ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ 26 Jan Tue Republic Day ସାଧାରଣତନ୍ତ୍ର ଦିବସ 28 Jan Thu Debavisheka Purnima ଦେବାଭିଷେକ ପୂର୍ଣ୍ଣିମା ଅମାବାସ୍ୟା: 13, ପୂର୍ଣ୍ଣିମା: 28 ଏକାଦଶୀ: 9 (ସଫଳା), 24 (ପୁ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics
== ଓଡ଼ିଆ == ଗୀତ: ମୋ କଳା ଚାନ୍ଦରେ ଭାଷା: ଓଡ଼ିଆ କଣ୍ଠ: ପ୍ରଣତୀ ମହାନ୍ତି ଗୀତିକାର: ପଞ୍ଚାନନ ନାୟକ ସଂଗୀତ ନିର୍ଦ୍ଦେଶକ: ମଳୟ ମିଶ୍ର, ବିପିନ୍ ବାରିକ ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ତୁ ମନେ ପଡ଼ିଗଲେ ଘର ମହକୁଚି ଚନ୍ଦନ କର୍ପୂର ଗନ୍ଧରେ.. ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ॥୧॥ ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି ତୋ ବିନା ବାଟ ଅନ୍ଧାର ତୋ ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି ତୋ ବିନା ବାଟ ଅନ୍ଧାର ତୋ ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ତୁ’ ଥା ଦୂରେ ଯେତେ ଲଡ଼ୁଥିବି ତତେ ଭଲରେ ହଉକି ମନ୍ଦରେ.. ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ॥୨॥ ପାଦ ଖସିଗଲେ ପ୍ରାଣ ଚାଲିଯାଏ ମଣିଷ ଜୀବନ ଏଇ ବାଙ୍କ ଚାହାଣୀରେ ଚାହିଁଥାରେ ଧନ ମରିବି ତୋ ମୁହଁ ଚାହିଁ ପାଦ ଖସିଗଲେ ପ୍ରାଣ ଚାଲିଯାଏ ମଣିଷ ଜୀବନ ଏଇ ବାଙ୍କ ଚାହାଣିରେ ଚାହିଁଥାରେ ଧନ ମରିବି ତୋ ମୁହଁ ଚାହିଁ ତୁ ଆର ଜନମରେ ହବୁକି ମୋ ପୁଅ ମଶାଣି ଯିବ...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...
ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics
== ଓଡ଼ିଆ == ଭଜନ : ନୀଳାଚଳ ଧାମ ଯାଇ ମୁଁ ପାରୁନି ଭାଷା : ଓଡ଼ିଆ କଣ୍ଠ : ଶ୍ରୀଚରଣ ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ହେ.... ଜଗନ୍ନାଥ... ହେ... ଜଗନ୍ନାଥ... ଜଗନ୍ନାଥ... ହେ... ଜଗନ୍ନାଥ... ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି (୨) ଏଇଠି ଗଢ଼ିଚି ବାଲି ରଥ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ ଜୀବନର ବାଟ ଭାରି ଅଙ୍କା ବଙ୍କା ବିଚରା ବାଟୋଇ ଛାତିରେ ଛନକା ମୁଁ ସେଇ ବାଟୋଇ ଭାରି ଏକା ଏକା ପାଦେ ପାଦେ ଆଜି ଦଉଚି ପରୀକ୍ଷା ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ (୨) ବଢ଼େଇ ନିଅ ହେ ତୁମ ହାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୧॥ ଭାରି ଛନ୍ଦା ଛନ୍ଦି ପାପୁଲି ର ରେଖା ଘଟୁଚି ଘଟିବ ଯାହା ଅଛି ଲେଖା କଉ ଦିନ ପ୍ରଭୁ ହବ ତୁମ ଦେଖା ସେଦିନ ସେ ଯାଏଁ କରିଚି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ (୨) ମାଗୁନି ସରଗ ପାରିଜାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୨॥ ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ YouTube ରେ ନୀଳାଚଳ ଧାମ ଯାଇ ମୁଁ ପାରୁନି =...
ନିକଟରେ ମିଳିଥିବା ମନ୍ତବ୍ୟ ସବୁ
ଲେଖା ସମୂହର ବିଭାଗୀକରଣ
ଲେଖା ସମୂହର ବିଭାଗୀକରଣ
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
-
-
- ଟୁ'କୁ ମୂଷି ଟୁ'କୁ ମୂଷି - Tooku Mushi Tooku Mushi Ly...
- କିଏ ଆସେରେ ଧରା ନାଚେରେ - Kie Aasere Dhara Nachere Ly...
- ସେହି ମୋ ପ୍ରିୟ ଜନମଭୂଇଁ - Sehi Mo Priya Janamabhuin ...
- କି ଦେଖିଲା ଆଜ ନେତ୍ର ସଜନୀ - Ki Dekhila Aaja Netra Sa...
- ଏ ଜୀବନେ ମୋ ଜୀବନେ ହସ ନାହିଁ - E Jibane Mo Jibane Has...
- କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ - Ka Ranga Kahalo S...
- ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୨୧ - Odia Calendar / P...
- The Smaranika's Choice from Amazon.in — "Carefully...
- ବାଃ ବାଃ ବାଃ କେମିତି ମଜା ଓ ମାଙ୍କଡ଼ ଖାଏ କାଙ୍କଡ଼ କଷି - B...
- ଆରେ ମୋ ଲଚକ୍ବାଲି ରୁଷି ତୁ ଯାଆନା ଚାଲି - Aare Mo Lach...
- ସିନ୍ଦୂର ନାଉଚି ରାଧା ଆଇନା ଦେଖି - Sindura Nauchi Radh...
- Laptops, Laptop Bags, Lapdesks, Cooling Pads, Mous...
- ଆଖି ପଲକରେ ତୁ ସ୍ୱପ୍ନ ଝଲକରେ ତୁ - Aakhi Palakare Tu S...
-
-
-
-
-
-
-
-
-
-
-
-