Posts
Showing posts from November, 2020
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୨୨ ସେପ୍ଟେମ୍ବର ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ଏସ୍କା ଗାବା (ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା) ଭାଷା : ସମ୍ବଲପୁରୀ କଣ୍ଠ : ଶ୍ରୀବତ୍ସ, ବିଜୟଲକ୍ଷ୍ମୀ ଗୀତିକାର : ସମିର ନାଗ ସଙ୍ଗୀତ ନିର୍ଦ୍ଦେଶକ : ସମିର ନାଗ ମସିହା : ୧୯୯୯ ହ୍ଵା.. ହ୍ଵା.. ହ୍ଵା.. ହ୍ଵା.. (କି) ଏସ୍କା ଗାବା ଆଦାଁ ଆନ୍ନାମିଲି ବାପାଗର ଆଦାଁ ଆନ୍ନାମିଲି ଏସ୍କା ଗାବା ଆଦାଁ ଆନ୍ନାମିଲି ବାପାଗର ଆଦାଁ ଆନ୍ନାମିଲି (ଝି) କାଇଁ ଗୀତ୍ ଗାଉଛରେ ମକର ? (କି) ଏ ମା ମକର ତମ୍କେ ଦେଖ୍ଲି ଯେ ଗୀତ୍ ଗୁଟେ ସୁର୍ ଲାଗ୍ଲା ଯେ ଗଉଛେ ବୋଲ୍ଛେଁ ଆ କାଏଁ ସୁନ୍ଦର୍ ନାଇଁ ଦିଶୁଛ ! (ଝି) ଏ ମା ! ତମେ ହେଲେ କାଇଁ କମ୍ ଦିଶୁଛ କାଏଁ (କି) ଏ ମା କେନ୍ତା ଦିଶୁଛେ ଯେ ? (ଝି) ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା ଆର୍ ପଛଡ଼ୁ ଦେଖ୍ଲେ ସେନ୍ତା (କି) ଲେଗ୍ରେ ଲେଗା ଘାଟିକେ ଜଲ୍ଦି ପଗା (ଝି) ତମେ ବାହାରି ଦେଖ୍ଲେ ଯେନ୍ତା ଆର୍ ଭିତିରି ଦେଖ୍ଲେ ସେନ୍ତା (କି) ଚିକନ୍ ଚାକନ୍ ଘାଟର ସରଡା ପଖନ୍ (ଝି) ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା ଆର୍ ପଛଡ଼ୁ ଦେଖ୍ଲେ ସେନ୍ତା ତମେ ବାହାରି ଦେଖ୍ଲେ ଯେନ୍ତା ଆର୍ ଭିତିରି ଦେଖ୍ଲେ ସେନ୍ତା ଲେଡ଼ି ଝଲ୍କା ମୁହୁଁ ମଲ୍କା ଲେଡ଼ି ଝଲ୍...
ବଂଶୀରେ ତୁ ରାଧା ରାଧା ଡାକନା - Banshire Tu Radha Radha Dakana Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ବଂଶୀରେ ତୁ ରାଧା ରାଧା ଡାକନା ଭାଷା : ଓଡ଼ିଆ ଆଲବମ : ବଇଁଶୀ ରେ କଣ୍ଠ : ସୋନୁ ନିଗମ ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା ବଂଶୀ ରେ ତୁ ରାଧା ରାଧା ଡାକନା ବଂଶୀ ରେ ତୁ ରାଧା ରାଧା ଡାକନା ॥ ବଂଶୀର ସାତ ସୁର ତୁ ଗଲୁ କି ସବୁ ଭୁଲି ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି ବଂଶୀର ସାତ ସୁର ତୁ ଗଲୁ କି ସବୁ ଭୁଲି ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି ତୋତେ ଆଉ କା ନାଆ କି ଡାକିବା ମନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ॥୧॥ ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ ତୋର ହୃଦୟ ନାହିଁ କି କାଳିଆ ସୁନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା ବଂଶୀରେ ତୁ ରାଧା ରାଧ...
ପାହାଡ଼ର ସେପାଖେ ଆମ ଛୋଟ ଗାଁ - Pahadara Sepakhe Aama Chhota Gaan Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ପାହାଡ଼ର ସେପାଖେ ଆମ ଛୋଟ ଗାଁ ଭାଷା : ଓଡ଼ିଆ ଚଳଚିତ୍ର : କନ୍ୟାଦାନ କଣ୍ଠ : ପ୍ରଣବ ପଟ୍ଟନାୟକ, ଅନୁରାଧା ପୌଡ଼ୱାଲ ଗୀତିକାର : ଅରୁଣ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ: ଅରୁଣ ମହାନ୍ତି ମସିହା : ୧୯୮୮ (ଝି) ମଉସା ଏ ମାଉସା ଆମ ଗାଁ ଆଉ କେତେ ଦୂର ? (ପୁ) ଏଇତ ଓ..ହୁଁହୁଁ..ହୁଁହୁଁ..ହୁଁ.. ଓହୋହୋ..ହୋହୋ..ହୋହୋହୋ.. ଓହୋ..ଓହୋ..ହୋ..ହୋ.. ପାହାଡ଼ର ସେପାଖେ ଆମ ଛୋଟ ଗାଁ ପାହାଡ଼ର ସେପାଖେ ଆମ ଛୋଟ ଗାଁ ଝରଣାର.. ଝରଣାର ଶବଦରେ କହେ ତାର ନାଁ ପାହାଡ଼ର ସେପାଖେ ଆମ ଛୋଟ ଗାଁ ॥ (ଝି) ଆଛା ମଉସା ଆମ ଗାଁରେ ଆଉ ସବୁ କ'ଣ ଅଛି ? (ପୁ) ବହୁତ ଅଛି ସେଠି ନିତି ସଞ୍ଜ ହେଲେ ଚମ୍ପା ଫୁଲ ଫୁଟେ ହେ..ସେଠି ନିତି ସଞ୍ଜ ହେଲେ ଚମ୍ପା ଫୁଲ ଫୁଟେ ଆମ ଗାଁର ନଈରେ ଗାଁର ଛବି ଦିଶେ କିଏ ଭଲା ଭୁଲିଯିବ ଆମ ଗାଁର ମାୟା କିଏ ଭଲା ଭୁଲିଯିବ ଆମ ଗାଁର ମାୟା ପାହାଡ଼ର ସେପାଖେ ଆମ ଛୋଟ ଗାଁ ॥୧॥ (ଝି) ଆରେ ବାଃ ତମ ଗାଁରେ ତ ସବୁକିଛି ଅଛି (ପୁ) ଉଁହୁଁ.. ଆମ ଗାଁର ଅଭାବଟି ଥିଲେ ଜଣେ ରାଣୀ ହେ..ଆମ ଗାଁର ଅଭାବଟି ଥିଲେ ଜଣେ ରାଣୀ ଆଣିଛି ମୁଁ ମୋ ସାଥିରେ ଆଜି ତାଙ୍କୁ ଟାଣି ସଭିଏଁ ମତେ କହିବେ ବାହାରେ ଭୋଳା ବାହା ସଭିଏଁ ମତେ କହିବେ ବାହାରେ ଭୋଳା ବାହା ପାହାଡ଼ର ସେପାଖେ ଆମ ଛୋଟ ଗାଁ ଝରଣାର.. ଝରଣାର ଶବଦରେ କହେ ତାର ନାଁ ପାହାଡ଼ର ସେପାଖେ ଆମ ଛୋଟ ଗାଁ (ଝି) ଉଁହୁଁହୁଁ..ଉଁ.. ଲାଲାଲା..ଲାଲା..ଲାଲାଲା.. ଲ...
ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ (ଭାରତ ଗୀତିକା) - Sarbesang No Janani Bharat Dhanani Kalpalateyang (Bharat Geetika) Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ସର୍ବେଷାଂ ନୋ ଜନନୀ ଭାରତ ଧରଣୀ (ଭାରତ ଗୀତିକା) ଭାଷା : ସଂସ୍କୃତ କଣ୍ଠ : ଲକ୍ଷ୍ମୀକାନ୍ତ ପାଲିତ ଓ ସାଥି କଳାକାର ଗୀତିକାର : କବିବର ରାଧାନାଥ ରାୟ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାଶ ସର୍ବେଷାଂ.. ସର୍ବେଷାଂ ନୋ ଜନନୀ ଭାରତ ଧରଣୀ-କଳ୍ପଲତେୟମ୍ ଜନନୀ-ବତ୍ସଲ-ତନୟ-ଗଣୈସ୍ତତ୍ ସମ୍ୟକ୍ ଶର୍ମ ବିଧେୟମ୍ ସର୍ବେଷାଂ.. ସର୍ବେଷାଂ ନୋ ଜନନୀ ଭାରତ ଧରଣୀ-କଳ୍ପଲତେୟମ୍ ଜନନୀ-ବତ୍ସଲ-ତନୟ-ଗଣୈସ୍ତତ୍ ସମ୍ୟକ୍ ଶର୍ମ ବିଧେୟମ୍ ସର୍ବେଷାଂ.. ॥୧॥ ହିମଗିରି-ସୀମାନ୍ତିତ-ମସ୍ତକମିଦ ମମ୍ବୁଧି-ପରିଗତ ପାର୍ଶ୍ଵମ୍ ଅସ୍ମଦ୍ଜନ୍ମଦମନ୍ମଦମନିଶଂ ଶ୍ରୌତ ପୁରାତନମାର୍ଷମ୍ ହିମଗିରି-ସୀମାନ୍ତିତ-ମସ୍ତକମିଦ ମମ୍ବୁଧି-ପରିଗତ ପାର୍ଶ୍ଵମ୍ ଅସ୍ମଦ୍ଜନ୍ମଦମନ୍ମଦମନିଶଂ ଶ୍ରୌତ ପୁରାତନମାର୍ଷମ୍ ବିଜନିତ ହର୍ଷଂ ଭାରତବର୍ଷଂ ବିଶ୍ଵୋତ୍କର୍ଷ ନିଦାନମ୍ ଭାରତଶର୍ମଣି କୃତମସ୍ମାଭିଃ ନବମିଦମୈକ୍ୟ ବିଧାନମ୍ ସର୍ବେଷାଂ.. ॥୨॥ ଭାରତପଙ୍କଜଦଲମିଦମୁତ୍କଲ ମଣ୍ଡଲମିତି ବିଦିତଂ ଯତ୍ ତସ୍ୟ କୃତେ ବୟମତ୍ର ସମେତା ବିହିତାତ୍ରୋତ୍ କଲ ସଂସତ୍ ଭାରତପଙ୍କଜଦଲମିଦମୁତ୍କଲ ମଣ୍ଡଲମିତି ବିଦିତଂ ଯତ୍ ତସ୍ୟ କୃତେ ବୟମତ୍ର ସମେତା ବିହିତାତ୍ରୋତ୍ କଲ ସଂସତ୍ ଭାରତମେକା ଗତିରସ୍ମାକଂ ନାପରାସ୍ତି ଭୁବି ନାମ ସର୍ବାଦୌ ପରିଷତ୍ କର୍ମଣି ତତ୍ ଭାରତମେବ ନମାମଃ ଭାରତମେବ ନମାମଃ ଭାରତମେବ ନମାମଃ ଭାରତମେବ ନମାମଃ ॥୩॥ ସର୍ବେଷାଂ ନୋ ଜନନୀ ଭାରତ ଧରଣୀ (ଭାରତ ଗୀତିକ...
ଭକତର ଡାକ ଶୁଣ ଦୀନନାଥ - Bhakatara Daka Suna Dinanatha Lyrics
- Get link
- X
- Other Apps
== ଓଡ଼ିଆ == ଭଜନ : ଭକତର ଡାକ ଶୁଣ ଦୀନନାଥ ଭାଷା : ଓଡ଼ିଆ ଗୀତିକାର : ଶ୍ରୀ ଗୌରୀକାନ୍ତ କର ମସିହା : ୧୯୬୫ ଭକତର ଡାକ ଶୁଣ ଦୀନନାଥ ରହିଛି ଦେଉଳେ ଯୋଡ଼ି ବେନି ହାତ ॥୧॥ କି ଦେଇ ପୂଜିବି କି ଅଛି ମୋହର ସବୁତ ନେଇଛ ଅଛି ଦେହସାର ॥୨॥ ନନ୍ଦନକାନନ ମରୁଭୂମି ସରି ଫୁଟେନା ତ ଫୁଲ ପୂଜିବି କିପରି ॥୩॥ ସ୍ରୋତସ୍ୱୀନି ଶୁଖିଯାଇଛି ଯେ ହରି କେମନ୍ତେ କ୍ଷାଳିବି ଗୋ ପାଦ ମୁଁ ତୁମରି ॥୪॥ ସୁବାସିତ ଧୂପ ଆଜି ବାସହିନ ସମଦଶା ଭୋଗେ ମଳୟ ଚନ୍ଦନ ॥୫॥ ତୈଳାଭାବେ ଆଉ ଦୀପ ତ ଜଳେନା ଜାଣି ସବୁ ତୁମେ ହେଉଛ ଅଜଣା ॥୬॥ ରକ୍ତଜବାଟି ଗୋ ରଖିଛି ସାଇତି ଦୟାମୟ ଘେନ ଅଶେଷ ପ୍ରଣତି ॥୭॥ ଭକତର ଡାକ ଶୁଣ ଦୀନନାଥ: ଶ୍ରୀ ଗୌରୀକାନ୍ତ କର ଙ୍କ ରଚିତ ୧୯୬୫ ମସିହାର ଓଡ଼ିଆ ଭଜନ ଗୀତ “ଭକତର ଡାକ ଶୁଣ ଦୀନନାଥ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ । YouT...
ଜିଗର୍ୱାଲା (ତତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍ୱାଲା) - Jigarwala (Tate G.F. Banei Dela I Jigarwala) Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ତତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍ୱାଲା ଭାଷା : ସମ୍ବଲପୁରୀ କଣ୍ଠ : ମଣ୍ଟୁ ଛୁରିଆ, ଅସୀମା ପଣ୍ଡା ଗୀତିକାର : ପିଣ୍ଟୁ ଛୁରିଆ ସଙ୍ଗୀତ ନିର୍ଦ୍ଦେଶକ : ରେହାନ କମଲ ମସିହା : ୨୦୧୮ (ପୁ) ଡର୍ କେ ଲୋ ଡରେଇ କରି ଲଭ୍ ର ଚାବି ପାଇଗଲି ମନ୍ ଭିତର୍କେ ଯାଇ ତୋର୍ ଲଭ୍ ତିଜୋରି ତାଲା ଖୁଲି ତୋର୍ ଦିଲ୍ କେ ଚୁରେଇ କରି ତୋର୍ ମନ୍ କେ ଚୁରେଇ କରି ଇ ଦୁନିଆର୍ ଆଗାଡ଼େରେ ମୁଇଁ କହୁଛେ ଖୁଲ୍ଲମ୍ ଖୁଲ୍ଲା ତତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍ୱାଲା.. (ସମସ୍ତେ) ନାନା..ନାନାନା..ନାଇଁନା..ନାଇଁନା ନାନା..ନାନାନା..ନାଇଁନା..ନାଇଁନା (ପୁ) ହାଁ..ତତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍ୱାଲା (ସମସ୍ତେ) ନାନା..ନାନାନା..ନାଇଁନା..ନାଇଁନା ନାନା..ନାନାନା..ନାଇଁନା..ନାଇଁନା (ଝି) ମନ୍ କେ ମୋର୍ ମନେଇ କରି ଦିଲ୍ ତା ମୋର୍ ଦେଇଦେଲି ତୋର୍ ପ୍ରେମର୍ ଯାଦୁ ଥି ମୁଇଁ ତୋର୍ ପ୍ରେମିକା ବନି ଗଲି ଇମ୍ପ୍ରେସ୍ ହେଇକରି ମୁଇଁ ତୋର୍ ହେଇକରି ଇ ଦୁନିଆର୍ ଆଗାଡ଼େରେ ମୁଇଁ କହୁଛେ ଖୁଲ୍ଲମ୍ ଖୁଲ୍ଲା ମତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍ୱାଲା (ସମସ୍ତେ) ନାନା..ନାନାନା..ନାଇଁନା..ନାଇଁନା ନାନା..ନାନାନା..ନାଇଁନା..ନାଇଁନା (ପୁ) ହାଁ..ମତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍ୱାଲା (ସମସ୍ତେ) ନାନା..ନାନାନା..ନାଇଁନା..ନାଇଁନା ନାନା..ନାନାନା..ନାଇଁନା..ନାଇଁନା ॥ (ପୁ) ମୁଇଁ ପ୍ରେମ ପୂଝାରି ହେଇଗଲି ଏ ମୋର୍...
ଗୋରୀ ଲୋ ଗୋରୀ ତୁ ସେପାରିକୁ - Gori Lo Gori Tu Se Pariku Jibu Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଗୋରୀ ଲୋ ଗୋରୀ ତୁ ସେପାରିକୁ ଭାଷା : ଓଡ଼ିଆ ଚଳଚିତ୍ର : କନ୍ୟାଦାନ କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ଅରୁଣ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ: ଅରୁଣ ମହାନ୍ତି ମସିହା : ୧୯୮୮ (ପୁ) ହାଁ..ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ହୋ..ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ପଣତର କାନିରେ ମୋ ପାଶାକୁ ବାନ୍ଧିବୁ ମୋ ନାଁର ସଳିତାରେ ଦୀପଟି ଜାଳିବୁ ହାଃ.. ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ॥ ଆଜି ତୋର ମୋର ବାଲିଘର କେବେ ସାଜିଯିବ ସେ ନଅର ରାଣୀ ସାଜିଥିବୁ ତୁହି ସେଠି ରାଜା ସାଜିଥିବି ମୁହିଁ ତୋର ହାଁ..ଆଜି ତୋର ମୋର ବାଲିଘର କେବେ ସାଜିଯିବ ସେ ନଅର ରାଣୀ ସାଜିଥିବୁ ତୁହି ସେଠି ରାଜା ସାଜିଥିବି ମୁହିଁ ତୋର ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ଆହା.. ॥୧॥ ସରଗେ ଅଛନ୍ତି ଯେତେ ପରି ଅପରୂପ ଶୋଭା ଦେହେ ଧରି ସତ କହୁଛି ତୋ ଦେହ ଛୁଇଁ କେହି ହେବେ ନାହିଁ ତୋର ସରି ସରଗେ ଅଛନ୍ତି ଯେତେ ପରି ଅପରୂପ ଶୋଭା ଦେହେ ଧରି ସତ କହୁଛି ତୋ ଦେହ ଛୁଇଁ କେହି ହେବେ ନାହିଁ ତୋର ସରି ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ଯତରାରେ ଝୁମୁକା ନାଇବୁ ରୁଣୁଝୁଣୁ ଶବଦରେ ଦୁନିଆ ଭୁଲିବୁ ହେଲେ ମୋ ଗୀତରେ ମୋ ପ୍ରୀତିକୁ ସାଇତି ରଖିବୁ ଆହା..ଗୋରୀ ଲୋ ଗ...
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ - Nua Ghara Khandi Dine Puruna Heba Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ଭାଷା : ଓଡ଼ିଆ ପୋଥି / ପୁସ୍ତକ : ବ୍ରହ୍ମଜ୍ଞାନ ଭଜନ କଣ୍ଠ : ଭିକାରି ବଳ ଗୀତିକାର : ବାଉଳି ଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ମାରିବ ଶୂନ୍ୟ ଲହଡ଼ି ଥୟ ନୋହିବ ରେ ମନ ଥୟ ନୋହିବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥ ଉଈ ଚରିଗଲେ ଗଣ୍ଠି ବତା ମାନ ଯିବ ଫିଟି ଉଈ ଚରିଗଲେ ଗଣ୍ଠି ବତା ମାନ ଯିବ ଫିଟି ଛାଉଣି ଉଡ଼ିଣ ଗଲେ କାନ୍ଥ ପଡ଼ିବ ରେ ମନ କାନ୍ଥ ପଡ଼ିବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୧॥ ରୁଅ ଯାକ ଅଛି ଭରା ଟଳିଲେଣି ବେନି ଓରା ରୁଅ ଯାକ ଅଛି ଭରା ଟଳିଲେଣି ବେନି ଓରା ଚମକ ପାଇଣ ପାରା ଉଡ଼ିଣ ଯିବ ରେ ମନ ଉଡ଼ିଣ ଯିବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୨॥ ସେ ଘର ପାଞ୍ଚ ଶ୍ରେଣିଆ ଦଶଦ୍ଵାର ତ୍ରିକୋଣିଆ ସେ ଘର ପାଞ୍ଚ ଶ୍ରେଣିଆ ଦଶଦ୍ଵାର ତ୍ରିକୋଣିଆ ରୁଅ ଯାକ ଘୁଣ ଖିଆ ଗଳି ପଡ଼ିବ ରେ ମନ ଗଳି ପଡ଼ିବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୩॥ ବହିଲାଣି ଅଣଚାଶ କେଭେ ନରଖିବ ବାସ ବହିଲାଣି ଅଣଚାଶ କେଭେ ନରଖିବ ବାସ କୁଟୁମ୍ବ ଜନ ପଚିଶ ମରିବେ ସର୍ବ ରେ ମନ ମରିବେ ସର୍ବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘ...
ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା - Aa Baula Bohu Bohuka Khela Kheliba Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଭାଷା : ଓଡ଼ିଆ ଚଳଚିତ୍ର : ତଅପୋଇ କଣ୍ଠ : ତୃପ୍ତି ଦାସ, ଗୀତା ପଟ୍ଟନାୟକ ଗୀତିକାର : ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୮ (ଝି-୧) ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ମିଛ ମିଛିକା ବାଡ଼ୁଆ ସୂତା ସଜ କରିବା (ଝି-ସମସ୍ତେ) ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ॥ (ଝି-୧) ନାଲି ମଲି ଫୁଲେ କୁଲେଇ (ଝି-୨) ଆ.. (ଝି-୧) ବାହା କଉଡ଼ି ନାଲି ଧାନ ଦେଲି ଚଲେଇ (ଝି-୧+ଝି-୨) ତୋ କୁଲେଇ ମୋ କୁଲେଇ ଅମାରେ ସାଇତି ଦବା ତୋ କୁଲେଇ ମୋ କୁଲେଇ ଅମାରେ ସାଇତି ଦବା (ଝି-୧) ଝିଅ ବାହାକଲେ ପୁଅ ବାହାକଲେ ଯାନି ଯଉତୁକ ଦେବା (ଝି-ସମସ୍ତେ) ଆହା.. ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ତାଥେଇ ତାଥେଇ ତାକ୍ତାରି ତାକ୍ତାରି ଏ ରାଧା କେଣିକି ଯାଉଛୁ ମନ ମାରି ତୁ ମନ ମାରି ॥୧॥ (ଝି-୧) ତୋର ମୋର ହେବା ଯେବେ ଭେଟ (ଝି-୨) ଆ.. ତୁ ପିନ୍ଧିବୁ ବସନ୍ତ ପତନୀ ମୁଁ ବଉଳ ପାଟ (ଝି-୧+ଝି-୨) ତୋ ତଅଁର ମୋ ତଅଁର ପେଡ଼ିରେ ସାଇତି ଦବା ତୋ ତଅଁର ମୋ ତଅଁର ପେଡ଼ିରେ ସାଇତି ଦବା (ଝି-୨) ଝିଅ ବାହାଘରେ ପୁଅ ବାହାଘରେ ଯାନି ଯଉତୁକ ଦେବା (ଝି-ସମସ୍ତେ) ଆହା.. ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ॥୨॥ (ଝି-୨) ତୋର ମୋ...
ବିହଙ୍ଗ ବିପ୍ଲବ (ଓଡ଼ିଆରେ ଦ୍ଵନ୍ଦାତ୍ମକ ଉକ୍ତି ଓ ପଶୁପକ୍ଷୀଙ୍କ ରାବର ବ୍ୟବହାର) - Bihanga Biplaba (Usage of Oxymoron and Onomatopoeia in Odia)
- Get link
- X
- Other Apps

କାହାଣୀ : ବିହଙ୍ଗ ବିପ୍ଲବ ଭାଷା : ଓଡ଼ିଆ ରଚୟିତା : ମହାପାତ୍ର ନୀଳମଣି ସାହୁ ଥର ଥର କରି ତିନି ଥର ଆମ୍ବ ଗଛର ଡାଳରେ ବସା ବାନ୍ଧିଲାଣି ହଳଦିବସନ୍ତ । ମାତ୍ର ତିନିଥରଯାକ ବୁଢ଼ା ମାଙ୍କଡ଼ ସେହି ଡାଳରେ ଡେଇଁ ତା' ବସାକୁ ଭାଙ୍ଗି ଦେଇଛି । ଯେତେ କାକୁତିମିନତି କରି କହିଲେ ବି ବୁଢ଼ା ମାଙ୍କଡ଼ ତା' କଥା ଶୁଣିବାକୁ ନାହିଁ । ମା' ହଳଦିବସନ୍ତ ମୁଣ୍ଡରେ ଚିନ୍ତା ମାଡ଼ି ପଡ଼ିଛି । ବସନ୍ତ ଋତୁ ବା ଆଉ କେତେ ଦିନ ରହିବ ! ସାହାଡ଼ା ଗଛମାନଙ୍କରେ ଫୁଲକଷି ଧରିଲାଣି । ଆଉ ଅଳ୍ପ ଦିନରେ ପାଚି ହଳଦି ଗୁରୁଗୁରୁ ଦିଶିବ । ବୁଦାମାନଙ୍କରେ ଶଗଡ଼ବାଟୁଆ କୋଳି ପାଚି ଲାଲ୍ ଟହଟହ ଦିଶିବ । ସେତେବେଳକୁ ଯଦି ଛୁଆ ହୋଇଯାଇଥିବେ, ତେବେ ସିନା ସେମାଙ୍କ କୁନି କୁନି ଥଣ୍ଟରେ ଏଇସବୁ ମିଠା ପାଚିଲା କୋଳି ଆଧାର ଦେବି; ଛୁଆସବୁ ଚଞ୍ଚଳ ବଢ଼ିଯିବେ ! କିନ୍ତୁ ଏ ପର ଘରଭଙ୍ଗା ବୁଢ଼ା ମାଙ୍କଡ଼ ତ ମୂଳରୁ ବସା ରଖାଇ ଦେଉ ନାହିଁ ! ସେ ଅଣ୍ଡା ଦେବ କେବେ, ଆଉ ଛୁଆ ଫୁଟିବେ କେବେ ? କୁଳୁରୁ କୁଳୁ-କୁଳୁରୁ କୁଳୁ ! ପୁରୁଷ ହଳଦିବସନ୍ତଟି କୁଆଡ଼ୁ ବୁଲି ବୁଲି ଆସି ମା' ହଳଦିବସନ୍ତ ପାଖେ ବସିଲା । ତା'ର ହଳଦିଆ ସୁନା ଦେହଟି ଖରାରେ ମଳିନ ଦିଶୁଥାଏ । କହିଲା, "ବୁଝିଲ ! ପାଖଆଖରେ ଆଉ କୋଉ ଗଛ ଖାଲି ନାହିଁ । ଅନ୍ୟ ଚଢ଼େଇମାନେ ସବୁ ଗଛରେ ବସାବାନ୍ଧି ଅଣ୍ଡା ଦେଇସାରିଲେଣି । କେତେକ ଅଣ୍ଡା ଉଷୁମାଉଛନ୍ତି । ଆଉ କେତେକଙ୍କର ଛୁଆ ଫୁଟିଲ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଶ୍ଳୋକ : ଦାମୋଦର ଅଷ୍ଟକଂ, ପଦ୍ମପୁରାଣ ଭାଷା : ସଂସ୍କୃତ ଗୀତିକାର : ବ୍ୟାସଦେବ ନମାମିଶ୍ଵରଂ ସଚ୍ଚିଦାନନ୍ଦ ରୂପମ୍ ଲସତ୍ କୁଣ୍ଡଲଂ ଗୋକୁଲେ ଭ୍ରାଜମାନମ୍ ୟଶୋଦା ଭିୟୋଲୁଖଲାଦ୍ ଧାବମାନଂ ପରାମୃଷ୍ଟମ୍ ଅତ୍ୟନ୍ତତୋ ଦୃତ୍ୟ ଗୋପ୍ୟା ॥ ୧ ॥ ରୁଦନ୍ତଂ ମୁହୁର୍ ନେତ୍ର ୟୁଗ୍ମଂ ମୃଜନ୍ତମ୍ କରାମ୍ଭୋଜ ୟୁଗ୍ମେନ ସାତଙ୍କ ନେତ୍ରମ୍ ମୁହୁଃ ଶ୍ଵାସ କମ୍ପ ତ୍ରିରେଖାଙ୍କ କଣ୍ଠ ସ୍ଥିତ ଗ୍ରୈବଂ ଦାମୋଦରଂ ଭକ୍ତି ବଦ୍ଧମ୍ ॥ ୨ ॥ ଇତିଦୃକ୍ ସ୍ଵଲୀଲାଭିର୍ ଆନନ୍ଦ କୁଣ୍ଡେ ସ୍ଵଘୋଷମ୍ ନିମଜ୍ଜନ୍ତମ୍ ଆଖ୍ୟାପୟନ୍ତମ୍ ତଦୀୟେଷିତ ଜ୍ଞେଷୁ ଭକ୍ତୈର୍ ଜିତତ୍ବଂ ପୁନଃ ପ୍ରେମତସ୍ ତଂ ଶତାବୃତ୍ତି ବନ୍ଦେ ॥ ୩ ॥ ବରଂ ଦେବ ମୋକ୍ଷଂ ନ ମୋକ୍ଷାବଧିଂ ବା ନ ଚାନ୍ୟମ୍ ବୃଣେ ‘ହଂ ବରେଷାଦ୍ ଅପିହ ଇଦଂ ତେ ବପୁର୍ ନାଥ ଗୋପାଲ ବାଲଂ ସଦା ମେ ମନସ୍ୟାବିରାସ୍ତାଂ କିମ୍ ଅନୈଃ ॥ ୪ ॥ ଇଦଂ ତେ ମୁଖାମ୍ଭୋଜମ୍ ଅତ୍ୟନ୍ତ ନୀଲୈର୍ ବୃତଂ କୁନ୍ତଲୈଃ ସ୍ନିଗ୍ଧ ରକ୍ତୈଶ୍ଚ ଗୋପ୍ୟା ମୁହୁଶ୍ ଚୁମ୍ବିତଂ ବିମ୍ବ ରକ୍ତାଧରଂ ମେ ମନସ୍ୟାବିରାସ୍ତାମଲଂ ଲକ୍ଷ ଲାଭୈଃ ॥ ୫ ॥ ନମୋ ଦେବ ଦାମୋଦରାନନ୍ତ ବିଷ୍ଣୋ ପ୍ରସୀଦ ପ୍ରଭୋ ଦୁଃଖ ଜାଲାବ୍ଦ୍ଧି ମଗ୍ନମ୍ କୃପା ଦୃଷ୍ଟି ବୃଷ୍ଟ୍ଯାତି ଦୀନଂବତାନୁ ଗୃହାଣେସ ମାମଜ୍ଞମ୍ ଏଧ୍ୟକ୍ଷି ଦୃଶ୍ୟହଃ ॥ ୬ ॥ କୁବେରାତ୍ମଜୌ ବଦ୍ଧ ମୂର୍ତୈବ ୟବ୍ଦତ୍ ତ୍ଵୟା ମୋଚିତୌ ଭକ୍ତି ଭାଜୌ କୃତୌ ଚ ତଥା ପ୍ର...
ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics
== ଓଡ଼ିଆ == ଗୀତ : ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି ଭାଷା : ଓଡ଼ିଆ କଣ୍ଠ : ଲକ୍ଷ୍ମୀକାନ୍ତ ପାଲିତ ଗୀତିକାର : ଗୋଦାବରୀଶ ମହାପାତ୍ର ସଂଗୀତ ନିର୍ଦ୍ଦେଶକ : ଲକ୍ଷ୍ମୀକାନ୍ତ ପାଲିତ ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ ! ପୃଥ୍ଵୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର ! ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୧॥ ମେଘାସନ ତଳ ମନ୍ଦ୍ର-ନିନାଦ ବାଜେ ଫୁଲଝର ବୁକେ, ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ । ସିଂଭୂମ କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ, ସନ୍ତାନ ମୁଖେ, ଶମଶାନ ବୁକେ ପ୍ରାଣ ସଙ୍କେତ ନାହିଁ । ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୨॥ ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ, ସମ୍ବଲପୁର ସମ୍ବଳ ବୀର ଦମ୍ଭ କି ନାହିଁ ଧରେ ? ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ, ଶମଶାନ ଆଜି ମଡ଼ାଦେଶ ଆଜି, ଏହି ସେ ଉତ୍କଳ । ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ, ଉଠ କଙ୍କାଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୩॥ ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ, ଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ । ଦୁର୍ବାର ଗଡ଼,...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ନିକଟରେ ମିଳିଥିବା ମନ୍ତବ୍ୟ ସବୁ
ଲେଖା ସମୂହର ବିଭାଗୀକରଣ
ଲେଖା ସମୂହର ବିଭାଗୀକରଣ
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
-
-
-
- ଏସ୍କା ଗାବା (ତମେ ଆଗଡ଼ୁ ଦେଖ୍ଲେ ଯେନ୍ତା ଆର୍ ପଛଡ଼ୁ ଦେ...
- ବଂଶୀରେ ତୁ ରାଧା ରାଧା ଡାକନା - Banshire Tu Radha Radh...
- ପାହାଡ଼ର ସେପାଖେ ଆମ ଛୋଟ ଗାଁ - Pahadara Sepakhe Aama ...
- ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ (ଭାରତ ଗୀତିକା)...
- ଭକତର ଡାକ ଶୁଣ ଦୀନନାଥ - Bhakatara Daka Suna Dinanath...
- ଜିଗର୍ୱାଲା (ତତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍ୱାଲା) - ...
- ଗୋରୀ ଲୋ ଗୋରୀ ତୁ ସେପାରିକୁ - Gori Lo Gori Tu Se Pari...
- ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ - Nua Ghara Khandi Di...
- ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା - Aa Baula Bohu Bohuk...
- ବିହଙ୍ଗ ବିପ୍ଲବ (ଓଡ଼ିଆରେ ଦ୍ଵନ୍ଦାତ୍ମକ ଉକ୍ତି ଓ ପଶୁପକ୍ଷୀ...
-
-
-
-
-
-
-
-
-
-
-