Posts
Showing posts from October, 2020
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଗୀତ : ବିତିଲା ତ ଯାମିନୀ ମଉଳିଲା କାମିନୀ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କାଳୀଚରଣ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାଁ ଆରେ ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୧॥ ମଳିନ ପ୍ରଦୀପ ଶିଖା ନୟନ କଜଳରେଖା ମଳିନ ପ୍ରଦୀପ ଶିଖା ନୟନ କଜଳରେଖା ନୀର ଝରି ସହୀରେ ନୀର ଝରି ସହୀରେ ଧାରସାର ହେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୨॥ କହିବୁରେ ସମ ଯାଇ ମୋହନ ବଂଶୀ ବଜାଇ ଝୁରି ଦିନ ରଜନୀ ଝୁରି ଦିନ ରଜନୀ ରାଧା ଝୁରି ମଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୩॥ ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି ଦଗାଦାର ଶ୍ୟାମ ହେ ଦଗାଦାର ଶ୍ୟାମ ହେ କଣ୍ଟ ବିତି ଗଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାଁ ଆରେ ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୪॥ ଶବ୍ଦାର୍ଥ ଯାମିନୀ - ର...
ଜହ୍ନ ରାଇଜରେ ଜାଗାଟେ କିଣିଛି - Janha Raijare Jagate Kinichhi Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଜହ୍ନ ରାଇଜରେ ଜାଗାଟେ କିଣିଛି ଭାଷା : ଓଡ଼ିଆ ଆଲବମ : ବିଶ୍ୱ ସୁନ୍ଦରୀ କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ଗୁରୁ ଶତପଥୀ ସଂଗୀତ ନିର୍ଦ୍ଦେଶକ : କାର୍ତ୍ତିକ ସାହୁ ମସିହା : ୨୦୦୮ (ପୁ) ଜହ୍ନ ରାଇଜରେ ଜାଗାଟେ କିଣିଛି ତାରା ଫୁଲରେ ଘରଟେ କରିଛି (ଝି) ଲା..ଲାଲା..ଲାଲା..ଲା ଲାଲାଲା..ଲାଲା..ଲାଲା..ଲା ଏହେହେ..ଆହାହା..ଉଁହୁଁହୁଁ ଜୁଜୁଜୁ..ଜୁ..ଜୁ (ପୁ) ଜହ୍ନ ରାଇଜରେ ଜାଗାଟେ କିଣିଛି (ଝି) ଲାଲାଲା..ଲାଲାଲା (ପୁ) ତାରା ଫୁଲରେ ଘରଟେ କରିଛି (ଝି) ଆ..ଆ..ଆ (ପୁ) ଜହ୍ନ ରାଇଜରେ ଜାଗାଟେ କିଣିଛି (ଝି) ଲାଲାଲା..ଲାଲାଲା (ପୁ) ତାରା ଫୁଲରେ ଘରଟେ କରିଛି ସେଇ ଛୋଟ ଘରେ ତୁମ ସାଥିରେ ସେଇ ଛୋଟ ଘରେ ତୁମ ସାଥିରେ ରହିବାକୁ ଦୁନିଆକୁ କହିଦେଇଛି ଜହ୍ନ ରାଇଜରେ ଜାଗାଟେ କିଣିଛି (ଝି) ଲାଲାଲା..ଲାଲାଲା (ପୁ) ତାରା ଫୁଲରେ ଘରଟେ କରିଛି ॥ (ପୁ) ସୂରୁଜ ହେବ ସିନ୍ଦୂର ଟୋପା ପିନ୍ଧେଇବି ହସି ହସି ଓ..ହୋ..ହୋ ଓଢ଼ଣା ଖୋଲି ଗଭାରେ ତୁମ ପାରିଜାତ ଦେବି ଖୋସି (ଝି) ଲାଲାଲା..ଲାଲା..ଲାଲା (ପୁ) ଜହ୍ନ ଜୋଛନାରେ ତୁମ ଓଠରେ ଜହ୍ନ ଜୋଛନାରେ ତୁମ ଓଠରେ ମିଳନର ମଧୁ ଗୀତି ଲେଖିବି କିଛି ଜହ୍ନ ରାଇଜରେ ଜାଗାଟେ କିଣିଛି (ଝି) ଲାଲାଲା..ଲାଲାଲା (ପୁ) ତାରା ଫୁଲରେ ଘରଟେ କରିଛି ॥୧॥ (ପୁ) ମେଘ ଦୋଳିରେ ଝୁଲିବା ବସି ସପନରେ ଭାସି ଭାସି ଓ..କାନିରେ ତୁମ ଆଣି ମୁଁ ଦେବି ସରଗର ସବୁ ଖୁସି (ଝି) ଲାଲାଲା..ଲାଲା..ଲାଲା (ପୁ...
ପୃଥିବୀ ପ୍ରତି (ତୁହି ମା ଧରଣୀ ଜନନୀ ମୋହର) - Pruthibi Prati (Tuhi Ma Dharani Janani Mohara) Lyrics
- Get link
- X
- Other Apps

ଫଟୋ କ୍ରେଡିଟ୍ : ଉପରୋକ୍ତ ଫଟୋଟି ପିକ୍ସାବେ ରୁ ଅଣାଯାଇଛି == ଓଡ଼ିଆ == ଗୀତ : ପୃଥିବୀ ପ୍ରତି ଭାଷା : ଓଡ଼ିଆ ଗୀତିକାର : ଭକ୍ତକବି ମଧୁସୂଦନ ରାଓ ତୁହି ମା ଧରଣୀ ଜନନୀ ମୋହର ଧରିଛୁ ମା ମୋତେ କୋଳେ ଲୋଟୁଅଛି ସିନ୍ଧୁ ଚରଣ ତୋହର ଆହା କି ଉଲ୍ଲାସ ଭୋଳେ ॥୧॥ ରହିଛୁ ଅନାଇ ଅନନ୍ତ ଗଗନେ ଆନନ୍ଦରେ ଅନୁକ୍ଷଣ ସେ ମହାଗଗନ ମହା ଆନନ୍ଦରେ ନିରେଖଇ ତୋ ଆନନ ॥୨॥ ବିମଳ ପ୍ରଭାତେ ପୁଣ୍ୟ ସାୟଂକାଳେ ଦିବାନିଶି ଅବିରଳ ତୋ ଶିରେ ଗଗନ ଢାଳେ ଶୁଭ୍ରାଲୋକ ...
ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦ ଜଳେ - Tumbha Para Prabhu Thaun Thaun Mun Je Budili Bipada Jale Lyrics
- Get link
- X
- Other Apps
== ଓଡ଼ିଆ == ଭଜନ : ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ଭାଷା : ଓଡ଼ିଆ କଣ୍ଠ : ନିମାଇଁ ହରିଚନ୍ଦନ ଗୀତିକାର : ନିତ୍ୟାନନ୍ଦ ଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦ ଜଳେ ଏତେବେଳେ ପ୍ରଭୁ ଡ଼ାକ ନ ଶୁଣୁଛ ଯେତେ ଡାକିଲେ ବିକଳେ ମହାପ୍ରଭୁ ହେ ॥୧॥ ଜଳମୀନ ଯେହ୍ନେ ମିହିର ତେଜରେ ତେମନ୍ତ ହେଲାଣି ଦଶା ଏଥିରେ କିଞ୍ଚିତେ କରୁଣା ନହୋଛ ମୁଁ ଯେ କରିଛି ଭରସା ମହାପ୍ରଭୁ ହେ ॥୨॥ ବିପଦ ଧାଡ଼ି ଯେତେ ମାଡ଼ି ପଡ଼ୁଛି କେତେ ହେଁ କହିବି ମନେ ହେଜି ସିଂହ ମୃଗ ଆଗେ ପରାୟେ ତରଙ୍ଗେ ଧଇର୍ଯ୍ୟ ବନ୍ଧ ଯାଉଛି ଭାଜି ॥୩॥ ଯେତେ ରୂପେ ଦଣ୍ଡ ଦୁଃଖ ଦେଉଅଛି କହିବାକୁ ମୋତେ ଆସୁନାହିଁ ଯେତେ ଥିଲା ଆଶ ଆହେ ପିତବାସ ଏମ୍ଭେ ତୁମ୍ଭ ନିରାଶକୁ ଚାହିଁ ॥୪॥ ପ୍ରଭୁ ହୋଇ କୃପା ନ କରୁଛ କିମ୍ପା ଦୀନ ପତିତ ଜନଙ୍କ ଠାରେ ଅତିହି ନିରାଶ ପଣ କରିବାରେ ଭାସିଗଲି ଶୋକନଦୀ ଧାରେ ॥୫॥ ଥାଉ ପ୍ରଭୁପଣ କରୁଣା କୃପଣ ହେବାରୁ ନୀତି କି ନ ଆସଇ ବୁଡ଼ୁଥିଲେ ଭେଳା ତହିଁ କଲେ ହେଳା ଦାରୁଣପଣ କି ଏ ନୁହଇ ॥୬॥ କରୁଣା ନାବିକ ନାବ ଥାଉଁ କୂଳେ ଖେଦ ଜଳଧିରେ ଗଲି ବୁଡ଼ି ତରଳ ତରଙ୍ଗ ଭଉଁରୀ ପ୍ରଖର ଏମନ୍ତ ନଦୀରେ ଦେଲ ଛାଡ଼ି ॥୭॥ ମୁଁ ଯେ ମଲେ ମଲି ଭାସିଗଲେ ଗଲି ତୁମ୍ଭଙ୍କୁ ସିନା ଏ ଅସୁନ୍ଦର ତୁମ୍ଭ ନାମ ଧରି ହେବା ଏତେ ସରି ଜଗତେ କିବା ବୋଲିବେ ନର ॥୮॥ ମୋରେ ଏ ଦୁର୍ଗତି ନ ବାଧଇ ତୁମ୍ଭ ନିନ୍ଦା ଲାଜେ ମରୁଅଛି ପୂର୍ବର...
ରାଜି ଥରେ ହେଇଯା ତତେ କରିଦେମି ଘରୱାଲି ରେ (ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ) - Raji Thare Heija Tate Karidemi Gharwali re (Office Band Aaji Form Pakeibu Kali Aa)
- Get link
- X
- Other Apps
== ଓଡ଼ିଆ == ଗୀତ : ରାଜି ଥରେ ହେଇଯା ତତେ କରିଦେମି ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା, ମଣ୍ଟୁ ଛୁରିଆ ଗୀତିକାର : ମଳୟ ରଞ୍ଜନ ସାହୁ ସଂଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ମସିହା : ୨୦୨୦ (ପୁ) ହାଏ ଚିକିଣିଆ ଫେସ୍ ତୋର ଅଣ୍ଟା ହଲା ଚାଲିରେ ହେ ଟୋକାମାନେ ତୋ ପଛରେ କରୁଛନ୍ତି ରାଲିରେ ହାଏ ଚିକିଣିଆ ଫେସ୍ ତୋର ଅଣ୍ଟା ହଲା ଚାଲିରେ ଟୋକାମାନେ ତୋ ପଛରେ କରୁଛନ୍ତି ରାଲିରେ ରାଜି ଥରେ ହେଇଯା ତତେ କରିଦେମି ଘରୱାଲିରେ (ଝି) ହାଁ.. ହାଁ.. ଚିହ୍ନିଛି ଭଲସେ ମୁଁ ତୁ ମହା ଚାଲିଆ ଡାଇଲଗ ମାରି ମାରି ତୁ ହେଇଯିବୁ ହାଲିଆ ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ (ପୁ) ହେ ଘରୁ ପାଦ କାଢ଼ିଦେଲେ ଫେମିଲି କୁ ଛାଡ଼ିଦେଲେ ହେ ଘରୁ ପାଦ କାଢ଼ିଦେଲେ ଫେମିଲି କୁ ଛାଡ଼ିଦେଲେ ଉଠେଇ ନେବି କାଲିରେ ରାଜି ଥରେ ହେଇଯା ତତେ କରିଦେବି ଘରୱାଲିରେ (ଝି) ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ ॥ (ପୁ) ଦିନ ଲାଗୁଛି ମତେ ରାତି ବଢ଼ି ଯାଉଛି ମୋ ତାତି ହେ ଦିନ ଲାଗୁଛି ମତେ ରାତି ବଢ଼ି ଯାଉଛି ମୋ ତାତି ହଉଛି ଖାଲି ମୁଁ ଛାଟିପିଟି (ଝି) ତତେ ହଉଚି ପ୍ରେମ ଜ୍ଵର ବଢ଼ିଯାଉଛି ଟେମ୍ପ୍ରେଚର ତତେ ହଉଚି ପ୍ରେମ ଜ୍ଵର ବଢ଼ିଯାଉଛି ଟେମ୍ପ୍ରେଚର ରିଜେକ୍ଟ ହବୁ କେତେ ଥର (ପୁ) ହୋ..ପାଇବୁନି ମୋ ଭଳିଆ ଭାବୁ କାଇଁ ମତେ ଅଳିଆ ପାଇବୁନି ମୋ ଭଳିଆ ଭାବୁ କାଇଁ ମତେ ଅଳିଆ ମୋ ଆଡ଼େ ଯା ତୁ ଢଳିରେ ରାଜି ଥରେ ହେଇଯା ତତେ କରିଦେବି ଘରୱାଲିରେ ॥୧॥ (ଝି) କାଇଁ...
ଏଇ ଯେ ବନ ଲତା ପାହାଡ଼ - Ei Je Bana Lata Pahada Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଏଇ ଯେ ବନ ଲତା ପାହାଡ଼ ଭାଷା : ଓଡ଼ିଆ ଚଳଚିତ୍ର : ଫୁଲ ଚନ୍ଦନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଦିଲ୍ଲୀପ ଦାସ ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ପଟ୍ଟନାୟକ ମସିହା : ୧୯୮୨ (ପୁ) ଓ.. (ଝି-ସମସ୍ତେ) ଆ..ଆ..ଆ (ପୁ) ଓ.. (ଝି-ସମସ୍ତେ) ଆ..ଆ..ଆ (ପୁ) ଓହୋ..ହୋ (ଝି-ସମସ୍ତେ) ହୁଁ..ଉଁ (ପୁ) ଏଇ ଯେ ବନ ଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର ଏଇ ଯେ ବନ ଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର ହୋ.. ଏଠି ଦିନ ସରେନା ଏଠି ରାତି ସରେନା ଏଠି ଦିନ ସରେନା ଏଠି ରାତି ସରେନା ଏଇ ଯେ ବନ ଲତା ପାହାଡ଼ ॥ (ପୁ) ମାଦଳ ଛନ୍ଦେ ବାଦଲ ଝୁମେ ବନ ପକ୍ଷୀ ସୁରେ ଜଲସା ଜମେ ଏଇଠି ମାଟିକୁ ଆକାଶ ଚୁମେ ଏମିତି ମିଳନ ଦେଖିନି କାହିଁ ହଜି ହଜି ସତେ ଯାଉଚି ମୁହିଁ ବୁଲୁଚି ନାଚି ଗାଇ ହସି ଝୁଲି ଝରଣା ତାର ଗୀତ ସରେନା ତାର ନାଚ ସରେନା ତାର ଗୀତ ସରେନା ତାର ନାଚ ସରେନା ଏଇ ଯେ ବନ ଲତା ପାହାଡ଼ ॥୧॥ (ପୁ) କିଏ ସେ ରୂପସୀ ମୋ ମନ ଜାଣି ସଜାଇଛି ବନ ମୁରୁଜ ବୁଣି ଆଖି ଖୋଜେ ତାରେ ଖୋଜେ ପାଏନି ମୋ ପ୍ରିୟା ଅବା ପାଇ ମୋ ଚିଠି ଲାଜ ତାର ଲେଖି ଦେଇଚି ଏଠି ଅଗଣା ହସେ ପିନ୍ଧି ସେଇ ଲାଜ ଗହଣା ତାର ହସ ସରେନା ମୋର ମନ ପୁରେନା ତାର ହସ ସରେନା ମୋର ମନ ପୁରେନା ଏଇ ଯେ ବନ ଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର ଓ.. ଏଠି ଦିନ ସରେନା ଏଠି ରାତି ସରେନା ଏଠି ଦିନ ସରେନା ଏଠି ରାତି ସରେନା ଏଇ ଯେ ବନ ଲତା ...
କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ - Kaliare Kalia E Janama Pare Aara Janamaku Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ଭିକାରି ବଳ ମସିହା : ୧୯୮୩ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ ଏ ଜନମ ପରେ ଆର ଜନମକୁ କରିବୁ ମୋତେ ତୋ ଜମି ହଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ॥ ତୋ ଜମିରେ ଖଟାଇ ବଳ ଯୋଗାଇବି ସରୁ ଚାଉଳ ତୋ ଜମିରେ ଖଟାଇ ବଳ ଯୋଗାଇବି ସରୁ ଚାଉଳ ସେଇ ଚାଉଳରେ ହୋଇବ ନିର୍ମାଲ୍ୟ ସେଇ ଚାଉଳରେ ହୋଇବ ନିର୍ମାଲ୍ୟ ତାକୁ ପାଇ ଭକ୍ତ ହେବେ ବାଇଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ॥୧॥ ସଙ୍ଗେ ଘେନି ଭଉଣୀ ଭାଇ ସୁଖେ ଅନ୍ନ ଭୁଞ୍ଜିବୁ ତୁହି ସଙ୍ଗେ ଘେନି ଭଉଣୀ ଭାଇ ସୁଖେ ଅନ୍ନ ଭୁଞ୍ଜିବୁ ତୁହି ଦୁଃଖ ବୁଝୁଥିବୁ ଦୁଃଖୀଜନଙ୍କର ଦୁଃଖ ବୁଝୁଥିବୁ ଦୁଃଖୀଜନଙ୍କର କରିଥିବୁ ମୋତେ ଗଳା ମାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ॥୨॥ ତୋର ଏଇ ସେବାରେ ମୁହିଁ ଦିନ ମୋର ଦେବି ବିତାଇ ତୋର ଏଇ ସେବାରେ ମୁହିଁ ଦିନ ମୋର ଦେବି ବିତାଇ ଏତିକି ଗୁହାରି ପାଦ ତଳେ ତୋର ଏତିକି ଗୁହାରି ପାଦ ତଳେ ତୋର ଭୁଲି ନଯିବୁରେ ଜଗନ୍ନାଥିଆ ଭୁଲି ନଯିବୁରେ ନୀଳାଚଳିଆ କାଳିଆରେ କାଳିଆ କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ ଏ ଜନମ ପରେ ଆର ଜନମକୁ କର...
ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ - Jemiti Indradhanu Ranga Bune Dhire Dhire Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ ଭାଷା : ଓଡ଼ିଆ ଚଳଚିତ୍ର : ଇସ୍କ ପୁଣିଥରେ କଣ୍ଠ : ହ୍ୟୁମାନ ସାଗର, ଦିପ୍ତୀରେଖା ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୮ (ପୁ) ଯେମିତି ମଉସୁମୀ ମେଘ ଆଣେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ (ଝି) ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ (ପୁ) ସେମିତି ମୋ ଜୀବନରେ ଆସିଲୁ ତୁ କେତେବେଳେ ଆସି ପୁଣି ଘର କଲୁ ଛାତି ତଳେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ (ଝି) ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ ॥ (ଝି-ସମସ୍ତେ) ନାନା..ନାନା..ନାନା..ନାନା ନା..ନାନା..ନାନା ନା..ନାନା..ନାନା..ନା (ପୁ) ଧୀରେ ଧୀରେ ପଥର ବି ହେଇଯାଏ ପ୍ରତିମୂର୍ତ୍ତି ଧୀରେ ଧୀରେ ସଚ୍ଚା ପ୍ରେମ ହେଇଯାଏ ପ୍ରତିଶୃତି (ଝି-ସମସ୍ତେ) ଧୀରେ ଧୀରେ ଧୀରେ ଧୀରେ ଧୀରେ.. (ଝି) ଧୀରେ ଧୀରେ ବାଟ ବଢ଼େ ହେଇଥିଲେ ବାଟବଣା ଧୀରେ ଧୀରେ ରାଗ ରୁଷା ହେଇଯାଏ ବୁଝାମଣା (ପୁ) ସେମିତି ମୋ ସ୍ପନ୍ଦନରେ ଆସିଲୁ ତୁ କେତେବେଳେ ଆସି ପୁଣି ଧଡ଼କିଲୁ ହୃଦୟରେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧ...
ତୁ ଫେରିଆରେ ଧନ ମୋ ପାଖକୁ - Tu Pheriare Dhana Mo Pakhaku Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ତୁ ଫେରିଆରେ ଧନ ମୋ ପାଖକୁ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ରୁଦ୍ର ମଲ୍ଲିକ ସଂଗୀତ ନିର୍ଦ୍ଦେଶକ : ବିନାୟକ ପଣ୍ଡା ମସିହା : ୨୦୧୯ ଓ..ଓ..ଓ..ଓ ଋତୁ ଫେରିଗଲା ରାତି ପାହିଗଲା ତୁ କିନ୍ତୁ ଫେରିଲୁନି ମୋ ପାଖକୁ ଦିନ ବିତିଗଲା ସଞ୍ଜ ବୁଡ଼ିଗଲା ତୁ କିନ୍ତୁ ଫେରିଲୁନି ମୋ ପାଖକୁ ଆଉ ବୁଝେଇ ପାରୁନି ମନକୁ ଆଉ ବୁଝେଇ ପାରୁନି ନିଜକୁ ଆଉ ବୁଝେଇ ପାରୁନି ମନକୁ ଆଉ ବୁଝେଇ ପାରୁନି ନିଜକୁ ଯେତେ ଶୋଇଲେ ବି ତୋ ବିନା ନିଦ ଆସୁନି ଆଖିକୁ ତୁ ଫେରିଆରେ.. ଫେରିଆରେ ଧନ ମୋ ପାଖକୁ ତୁ ଫେରିଆରେ.. ଫେରିଆରେ ଧନ ମୋ ପାଖକୁ ॥ ଉଁ.. ମୋ ପାଇଁ ପ୍ରେମ ତୋର ଥିଲା ଆଖି ଲୁହ ସେଇ ଲୁହକୁ ଜାଳିଦେଇଥିଲା ଅବିବେକି ସନ୍ଦେହ ପ୍ରେମ ତୋର ଥିଲା ଧନ ମୋ ପାଇଁ ସବୁଠୁ ଦାମି ସନ୍ଦେହ ତୋତେ ମୁଁ କରିବାଟା ଥିଲା ମୋ ପାଇଁ ବୋକାମି ଆଉ ରାଗେନି ମୋର ଧନରେ ଆସି ରହିଯା ତୁ ମୋ ମନରେ ଆଉ ରାଗେନି ମୋର ଧନରେ ଆସି ରହିଯା ତୁ ମୋ ମନରେ ଯେତେ ଚାହିଁଲେ ବି ତୋ ବିନା ଦେଖିପାରୁନି ଜହ୍ନକୁ ତୁ ଫେରିଆରେ.. ଫେରିଆରେ ଧନ ମୋ ପାଖକୁ ତୁ ଫେରିଆରେ.. ଫେରିଆରେ ଧନ ମୋ ପାଖକୁ ॥୧॥ ଉଁ.. ଭୁଲ ଥିଲା ସବୁ ମୋର କରିଦେ ତୁ କ୍ଷମା କଥା ମୁଁ ଦଉଚି ଆଉ କେବେ ଭୁଲ କରିବି ନାହିଁ ଲୋ ଜମା ଓ..ଦେଖ ଧନ କାନ ଧରି ଉଠବସ ମୁଁ ହଉଚି ଯାହା ତୁ କହିବୁ ତାହା ମୁଁ କରିବି ତୋ ପାଇଁ ସବୁକିଛି ତୁ ଫେରିବୁ ବୋଲି ମୁଁ ଭାବୁଛି ତୁ ଫେରିବୁ ବୋଲି ବି ଜାଣ...
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ - Dhaga Sundar He Prabhu Nilachala Natha Lyrics
- Get link
- X
- Other Apps
== ଓଡ଼ିଆ == ଭଜନ : ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଭାଷା : ଓଡ଼ିଆ ଆଲବମ : ଶଙ୍ଖଚକ୍ର କଣ୍ଠ : ଭିକା ରି ବଳ ଗୀତିକାର : ଭୁବନ ମୋହନ ଦାଶ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ମସିହା : ୧୯୯୮ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଳି ଢଳି ମଣି ବିମାନରେ ଚଢ଼ି ଢଳି ଢଳି ମଣି ବିମାନରେ ଚଢ଼ି ଯାଉଛ ହଲାଇ ମାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥ ଢୁଳାଇ ଢୁଳାଇ ପୂଜାପଣ୍ଡା ଚାଲେ ଧରି କମଣ୍ଡଳୁ ହାତ ଢୋଲ ପେଏଁକାଳି ଶଙ୍ଖ ଘଣ୍ଟ ଧ୍ଵନୀ କମ୍ପିଉଠୁଛି ଜଗତ ଢକା ବାଜୁଅଛି ନରେନ୍ଦ୍ର ତଟରେ ଢକା ବାଜୁଅଛି ନରେନ୍ଦ୍ର ତଟରେ ହେଉଛି ଚନ୍ଦନ ଯାତ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥୧॥ ଢେଉ ପରି ନରନାରୀ ଛୁଟିଛନ୍ତି ଦେଖିବେ ଚାପେ ଶ୍ରୀନାଥ ଢମପଣେ ମଲ୍ଲୀମାଳକୁ ଝୁଲାଇ ହଲାଇ ଚାଲନ୍ତି ବାଟ ଢୁଳୁ ଢୁଳୁ ଆଖି ବଟା ଭାଙ୍ଗ ଚାଖି ଢୁଳୁ ଢୁଳୁ ଆଖି ବଟା ଭାଙ୍ଗ ଚାଖି ଆମୋଦେ କରନ୍ତି ସଙ୍ଗୀତ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥୨॥ ଢଳ ଢଳ ନେତ୍ରେ ଆନନ୍ଦ ଉଲ୍ଲାସେ ଲୋଟାନ୍ତି ଶ୍ରୀପଦେ ମାଥ ଢିମା ପଥର ହେ ଚାପଭୋଗ ସାରି କର ନୀଳାଦ୍ରି ମଣ୍ଡିତ ଢାଳି ନେତ୍ରବାରେ ଅନା ଏ ଦାସରେ ଢାଳି ନେତ୍ରବାରେ ଅନା ଏ ଦାସରେ ପ୍ରସାରି ଅଭୟ ହାତ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସ...
ଟିକିଟିକି ଟିକିଟିକି ଘଣ୍ଟା ଚାଲେ କଣ୍ଟା ଚାଲେ - Tikiiki Tikitiki Ghanta Chale Kanta Chale Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଟିକିଟିକି ଟିକିଟିକି ଘଣ୍ଟା ଚାଲେ ଭାଷା : ଓଡ଼ିଆ ଚଳଚିତ୍ର : ନାଗଫାଶ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୭ (ପୁ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଘଣ୍ଟା ଚାଲେ ହୋ..ହୋ.. କଣ୍ଟା ଚାଲେ ଆ..ଆ.. ଘଣ୍ଟା ଚାଲେ କଣ୍ଟା ଚାଲେ ଘଣ୍ଟା କଣ୍ଟା ମିନିଟି ଝିଅ ଦେଖିଲି ତିନିଟି ମୁଁ ଝିଅ ଦେଖିଲି ତିନିଟି ହୋ.. (ସମସ୍ତେ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଘଣ୍ଟା ଚାଲେ ଆ..ଆ.. କଣ୍ଟା ଚାଲେ ହୋ..ହୋ.. ଘଣ୍ଟା ଚାଲେ କଣ୍ଟା ଚାଲେ ଘଣ୍ଟା କଣ୍ଟା ମିନିଟି (ପୁ) ଝିଅ ଦେଖିଲି ତିନିଟି ମୁଁ ଝିଅ ଦେଖିଲି ତିନିଟି ହୋ.. (ସମସ୍ତେ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ॥ (ପୁ) ଦୁଇଟା ଝିଅ ଦୁଇଟା ଝିଅ ଫେରି ଚାହିଁଲେ ଚାହିଁଲା ନାହିଁ ଜଣେ (ପୁ-ସମସ୍ତେ) ଆରେ ଦୁଇଟା ଝିଅ ଫେରି ଚାହିଁଲେ ଚାହିଁଲା ନାହିଁ ଜଣେ (ପୁ) ଯେଉଁ ଝିଅଟି ଚାହିଁଲା ନାହିଁ ସେଇତ ମନ ଟାଣେ ହାଁ.. (ସମସ୍ତେ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ॥୧॥ (ପୁ) ଦୁଇଟା ଝିଅ ଦୁଇଟା ଝିଅ ହସାହସି ଜଣେ ହସିଲା ଅଧା (ପୁ-ସମସ୍ତେ) ଆରେ ଦୁଇଟା ଝିଅ ହସାହସି ଜଣେ ହସିଲା...
ପତିତପାବନ ବାନା ଆଉ କେତେ ବେଳକୁ - Patitapabana Bana Aau Kete Belaku Lyrics
- Get link
- X
- Other Apps
== ଓଡ଼ିଆ == ଭଜନ : ପତିତପାବନ ବାନା ଆଉ କେତେ ବେଳକୁ ଭାଷା : ଓଡ଼ିଆ ଆଲବମ : ସଂଗ୍ସ୍ ଫ୍ରମ ପିପୁଲସ୍ ସୋଲ କଣ୍ଠ : ସିକନ୍ଦର ଆଲାମ୍ (୧୯୩୯-୨୦୧୦) ଗୀତିକାର : ଗଜପତି ବୀରକେଶରୀ ଦେବ (୧୭୩୭-୧୭୯୩) ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ପତିତପାବନ ବାନା ଆଉ କେତେ ବେଳକୁ ପତିତପାବନ ବାନା ଆଉ କେତେ ବେଳକୁ ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ ହରି ନାବ ଦିଅ କୂଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥ ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ ତିନିପୁରେ ଅପକୀର୍ତ୍ତି ହେବ ଆଦି ମୂଳକୁ ହରି ହେବ ଆଦି ମୂଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୧॥ ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ ନିକଟରେ ନ ଶୁଣିଲ ମୋ କର୍ମ ଅବଳକୁ ହରି ମୋ କର୍ମ ଅବଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୨॥ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ ନକ୍ର ନାଶିବାକୁ ଚକ୍ର ଦେଲ ପେଷି ଜଳକୁ ହରି ଦେଲ ପେଷି ଜଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୩॥ ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ ଭଣିଲେ ବୀରକେଶରୀ ଆଶା ପାଦ ତଳକୁ ହରି ଆଶା ପାଦ ତଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୪॥ ପତିତପାବନ ବାନା ଆଉ କେତେ ବେଳକୁ: ସିକନ୍ଦର ଆଲାମ୍ ଙ୍କ କଣ୍ଠରେ, ବାଳକୃଷ...
ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି - Nirimakhi Kuanri Mu Shuna Mo Daini Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଭାଷା : ଓଡ଼ିଆ ଚଳଚିତ୍ର : ତଅପୋଇ କଣ୍ଠ : ତୃପ୍ତି ଦାସ ଗୀତିକାର : ବିନୋଦିନୀ ଦେବୀ ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୮ ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ ଖୁଦ ରଙ୍କୁଣୀ ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ ଖୁଦ ରଙ୍କୁଣୀ ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ॥ ବାପା ମୋ ସାଧବ ମା' ସାଧବାଣୀ ସାତ ଭାଇରେ ମୁଁ ଏକଇ ଦୁଲଣୀ ଚଲାବାଟେ ଥିଲା ଆଲଟ ଆଡ଼େଣି ଭାଇ ଫିଙ୍ଗୁଥିଲେ ଅଧାମ ଲବଣି କିମିଆ କରିଲା ବୁଢ଼ୀ ମାଲିଆଣି ଚାନ୍ଦ ପାଇଁ କଲି ଅଝଟ ରୋଷଣୀ ଅଧା ଚାନ୍ଦେ ମା' ଆ.. ଅଧା ଚାନ୍ଦେ ମା' ଗଲେ ପୁରା ଚାନ୍ଦେ ବାପା ଛେଉଣ୍ଡ ହେଲି ମୁଁ ଆହା ସାଧବ ଦୁଲଣି ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ॥୧॥ ସାତ ଭାଇ ଗଲେ ବଣିଜ କରି ସାତ ଭାଉଜ ମୋ ସାତଟି ପରି ଛଅ ଭାଉଜଙ୍କ ଗୁମର ଭାରି ଖଟେଇଲେ ମତେ ପୋଇଲୀ ପରି ଗହନ ବନେ ମୁଁ ଜଗିଲି ଛେଳି ଖାର ମୂଷା ମାଟି ଖାଇଲି ଡରି ଘରର ଦୁଲଣି.. ଆ.. ଘରର ଦୁଲଣି ନେଲି ମୁଁ ମେଲାଣି ଘରମଣି ଛାଡ଼ ହେଲା ତାଙ୍କ ମଥା ମଣି ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ ଖୁଦ ରଙ୍କୁଣୀ ॥୨॥ ଶବ୍ଦାର୍ଥ ନିରିମାଖି - ନିରାଶ୍ରୟ, ଅରକ୍ଷିତ କୁଆଁରୀ - ଅଭିଆଡ଼ୀ ଝିଅ, ଅବିବାହିତା ଝିଅ ଦଇନି - ବିନତି,...
ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ - Akhila Bramhandapati Mo Jibana Swami Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ ଭାଷା : ଓଡ଼ିଆ କଣ୍ଠ : ସୌରଭ ନାୟକ ଗୀତିକାର : ଭକ୍ତକବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ ଧନ୍ୟ କରୁଣା ତୋହର ସେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର ॥୧॥ ସଙ୍କଟ ପୂରିତ ଘୋର ଭବ ସିନ୍ଧୁଜଳେ ଏକମାତ୍ର କର୍ଣ୍ଣଧାର ତାରୁ ତୁ ସକଳେ ତୋର ମଙ୍ଗଳ ବିଧାନ କରିଅଛି ମରଣକୁ ଅମୃତ ସୋପାନ ॥୨॥ ହେ ଆନନ୍ଦମୟ କୋଟି ଭୂବନ ପାଳକ ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ ଜ୍ଞାନ ଦାତା ଭଗବାନ ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟଜ୍ଞାନ ॥୩॥ ବିଶ୍ୱଗୁରୁ ବିଶ୍ଵରାଜ ବିଶ୍ୱ ପିତାମାତା ବିଶ୍ୱଜନ ପ୍ରାଣସଖା ଦୁଃଖହାରି ଭ୍ରାତା ଦୀନବନ୍ଧୁ କୃପାସିନ୍ଧୁ ସୁରନର ମାଗୁଛନ୍ତି ତୋର କୃପାବିନ୍ଦୁ ॥୪॥ ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା ସକଳ କଳୁଷ ହାରି ହେ ମଙ୍ଗଳଦାତା ତୋର ମଙ୍ଗଳ ସଙ୍ଗୀତ ନିଖିଳ ଭୂବନ ଗାଏ ହୋଇ ବିମୋହିତ ॥୫॥ ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର ପ୍ରଭୋ ଭୂଲୋକ ସାଗର ଅତଳ ଗହନ ନଦୀ ପଶୁପକ୍ଷୀ ନର ॥୬॥ ବିରାଜିତ ତୁହି ନାଥ ସକଳ ଜୀବନେ ସମ୍ପଦେ ବିପଦେ ସଦା ଜୀବନେ ମରଣେ ପୂର୍ଣ୍ଣ ମଙ୍ଗଳ ଆଳୟ ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ॥୭॥ ସର୍ବେ ତୋ କରୁଣା ସୁଧା କରୁଛନ୍ତି ପାନ କୋଟି ବ୍ରହ୍ମାଣ୍ଡର ନାଥ ତୁ ପ୍ରେମ ନି...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...
କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics
== ଓଡ଼ିଆ == ଭଜନ : କୋଠ ଭୋଗ ଖିଆ ମୋ ଚକା ଆଖିଆ ଭାଷା : ଓଡ଼ିଆ ଆଲବମ : ଭକ୍ତି ପୁଷ୍ପାଞ୍ଜଳି କଣ୍ଠ : ଭିକା ରି ବଳ ଗୀତିକାର : ଖିରୋଦ ଚନ୍ଦ୍ର ପୋଥାଳ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ, ଭିକାରି ବଳ ମସିହା : ୧୯୭୯ କୋଠ ଭୋଗ ଖିଆ.. କୋଠ ଭୋଗ ଖିଆ ମୋ ଚକା ଆଖିଆ କୋଠ ଭୋଗ ଖିଆ ମୋ ଚକା ଆଖିଆ ଉଠ ହେ ପହଡ଼ ଭାଙ୍ଗି ଉଠ ହେ ପହଡ଼ ଭାଙ୍ଗି ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି ହେବାକୁ ଚନ୍ଦନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥ ତୁଳସୀର ମାଳ ଦୟଣାର ଚୂଳ ଉଭା ଘେନି ଦେବଦାସୀ ଉଭା ଘେନି ଦେବଦାସୀ ବଡ଼ ସିଂହାରକୁ ବୁଢ଼ା ସିଂହାରୀ ଯେ ଉଭା ହୋଇଲେଣି ଆସି ମଣିମା ମଣିମା ଡାକ ପଡ଼ୁଅଛି ମଣିମା ମଣିମା ଡାକ ପଡ଼ୁଅଛି ଛାମୁ ଦରଶନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୧॥ ନିଦା ପଥର ହେ ନିଦେ କେ ଶୋଇଲ ଷାଠିଏ ପଉଟି ଖାଇ ଷାଠିଏ ପଉଟି ଖାଇ ଅନାଥ ଜନଙ୍କ ଡାକ ନ ଶୁଣୁଛ ଅନାଥ ଜନଙ୍କ ଡାକ ନ ଶୁଣୁଛ ଜଗତର ନାଥ ହୋଇ ଆରତି ବେଳ ଯେ ଗଡ଼ି ଯାଉଅଛି ଉଠ ହେ ଛପନଭୋଗୀ ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୨॥ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୋ ଡାକ କି ଶୁଭୁନାହିଁ ଏଡ଼େ ବଡ଼ ପଣ ବହିଅଛ ପ୍ରଭୁ କୁହ ତେବେ କାହା ଲାଗି ହେ...
ନିକଟରେ ମିଳିଥିବା ମନ୍ତବ୍ୟ ସବୁ
Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”
The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”
Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”
The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”
Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”
The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”
Anonymous commented on gachha o kathuria raha are lyrics odia: “Beautiful ”
The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”
The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”
Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”
The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”
Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”
The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”
Anonymous commented on gachha o kathuria raha are lyrics odia: “Beautiful ”
The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”
ଲେଖା ସମୂହର ବିଭାଗୀକରଣ
ଲେଖା ସମୂହର ବିଭାଗୀକରଣ
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
-
-
-
-
- ବିତିଲା ତ ଯାମିନୀ ମଉଳିଲା କାମିନୀ - Bitila Ta Jamini M...
- ଜହ୍ନ ରାଇଜରେ ଜାଗାଟେ କିଣିଛି - Janha Raijare Jagate K...
- ପୃଥିବୀ ପ୍ରତି (ତୁହି ମା ଧରଣୀ ଜନନୀ ମୋହର) - Pruthibi P...
- ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦ ଜଳେ -...
- ରାଜି ଥରେ ହେଇଯା ତତେ କରିଦେମି ଘରୱାଲି ରେ (ଅଫିସ ବନ୍ଦ ଆଜ...
- ଏଇ ଯେ ବନ ଲତା ପାହାଡ଼ - Ei Je Bana Lata Pahada Lyrics
- କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ - Kaliare Kalia E...
- ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ - Jemiti Indr...
- ତୁ ଫେରିଆରେ ଧନ ମୋ ପାଖକୁ - Tu Pheriare Dhana Mo Pakh...
- ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ - Dhaga Sundar He Pr...
- ଟିକିଟିକି ଟିକିଟିକି ଘଣ୍ଟା ଚାଲେ କଣ୍ଟା ଚାଲେ - Tikiiki ...
- ପତିତପାବନ ବାନା ଆଉ କେତେ ବେଳକୁ - Patitapabana Bana Aa...
- ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି - Nirimakhi Kuanri...
- ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ - Akhila Bramhan...
-
-
-
-
-
-
-
-
-
-