Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୋ-ପ୍ରେମ-ରୋଗି ହେଲିରେ (ଓ ସଖୀ ତୋ ନିରିହ ଆଖି) - To-Prema-Rogi Helire (O Sakhi To Niriha Aakhi) Lyrics

== ଓଡ଼ିଆ==

ଫିଲ୍ମଗୀତ : ତୋ-ପ୍ରେମ-ରୋଗି ହେଲିରେ
ଭାଷା : ଓଡ଼ିଆ
ଚଳଚିତ୍ର : ମିଷ୍ଟର ମଜନୁ
କଣ୍ଠ : ଋତୁରାଜ ମହାନ୍ତି, ସୋହିନୀ ମିଶ୍ର
ଗୀତିକାର : ବାପୁ ଗୋସ୍ୱାମୀ
ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର
ମସିହା : ୨୦୧୯



(ପୁ)
ନାରା.ନାରାରାନା..ନା.ନାରା.ନାରା.ନାରାନା
ନାରା.ନାନାନାନା..ନା.ନାନାନା
ଓ ସଖୀ ତୋ ନିରିହ ଆଖି
ଓ ସଖୀ ତୋ ନିରିହ ଆଖି
ମୋ ଠାରୁ ମତେ ନେଲା ସେ ଡାକି
ତୋ ଧାରେ କଜଳ
ମତେ କଲା ପାଗଳ
ସେଇ ପାଗଳାମିରେ
ସଖୀ ତୋ ରଙ୍ଗ ମୁଁ ମାଖି ହେଲି
ହେଲି..ହେଲିରେ..ହେଲି
ତୋ ପାଇଁ ଯୋଗୀ ହେଲି
ତୋ-ପ୍ରେମ-ରୋଗୀ ହେଲିରେ
ହେଲିରେ..ହେଲି
ହେଲି..ହେଲିରେ..ହେଲି
ତୋ ପାଇଁ ଯୋଗୀ ହେଲି
ତୋ-ପ୍ରେମ-ରୋଗୀ ହେଲିରେ ॥


(ପୁ)
ଋତୁପର୍ଣ୍ଣା ରାଣୀ ତୁ ଲୋ
ତୋ ଲାଜ ଦରଜ ଦିଏ ମୋ ଛାତିରେ
(ଝି)
ଅନାବନା ତୋ ଭାବନା
ନିତି ଝଲକେ ପଲକେ ରାତିରେ
ନିତି ଝଲକେ ପଲକେ ରାତିରେ
(ପୁ)
ଓ ସଖୀ ମୁଁ ମେଘର ପକ୍ଷୀ
ତୋ ମନେ ମତେ ଦେତୁ ରଖି
ତୁ ମୋ ଧୂଳିଘର
ମୁଁ ସଞ୍ଜୁଆ ତାରା
ସେଇ ତାରାକୁ ଯୋଖି
ସଖୀ ତୋ ଛବି ମୁଁ ଆଙ୍କି ଦେଲି
ହେଲି..ହେଲିରେ..ହେଲି
ତୋ ପାଇଁ ଯୋଗୀ ହେଲି
ତୋ-ପ୍ରେମ-ରୋଗୀ ହେଲିରେ
ହେଲିରେ..ହେଲି
ହେଲି..ହେଲିରେ..ହେଲି
ତୋ ପାଇଁ ଯୋଗୀ ହେଲି
ତୋ-ପ୍ରେମ-ରୋଗୀ ହେଲିରେ ॥୧॥


(ପୁ)
ଯେତେ ପାଦ ଚାଲୁଛି ମୁଁ
କାହିଁକି ମୋ ପାଦ ତୋ ପାଖେ ଅଟକେ
(ଝି)
ଏଇ ବୋଧେ ସେଇ ପ୍ରେମ
କସ୍ତୁରୀ ପରିକା ହୃଦୟେ ମହକେ
କସ୍ତୁରୀ ପରିକା ହୃଦୟେ ମହକେ
(ପୁ)
ଓ ସଖୀ ମୋ ଜୀବନ ସାଖି
ତୋ ନା ଆଜି ଦେଇଛି ଲେଖି
ମୁଁ ବେଶୁରା ବଂଶୀ
ତୁ ମିଠା ରାଗିଣୀ
ସେଇ ରାଗିଣୀ ସୁରେ
ସଖୀ ତୋ ଗୀତ ମୁଁ ଶିଖିଗଲି
ହେଲି..ହେଲିରେ..ହେଲି
ତୋ ପାଇଁ ଯୋଗୀ ହେଲି
ତୋ-ପ୍ରେମ-ରୋଗୀ ହେଲିରେ
ହେଲିରେ..ହେଲି
ହେଲି..ହେଲିରେ..ହେଲି
ତୋ ପାଇଁ ଯୋଗୀ ହେଲି
ତୋ-ପ୍ରେମ-ରୋଗୀ ହେଲିରେ ॥୨॥


YouTube ରେ ତୋ-ପ୍ରେମ-ରୋଗି ହେଲିରେ



ଗୀତଟିର ଷ୍ଟୁଡିଓ ଭର୍ଜନ ଦେଖନ୍ତୁ YouTube ରେ



== English ==

Song : To-Prema-Rogi Helire
Language : Odia
Film : Mr.Majnu
Singer : Ruturaj Mohanty, Sohini Mishra
Lyrics : Bapu Goswami
Music Director : Abhijit Majumdar
Year : 2019



(M)
Nara..nararana..na.nara.nara.narana
Nara.nananana.na.nanana
O sakhi to niriha akhi
O sakhi to niriha akhi
Mo tharu mate nela se daki
To dhare kajala
Mate kala pagala
Sei pagalamire
Sakhi to ranga mun makhi heli
Heli..helire..heli
To pain jogi heli
To-prema-rogi helire
Helire..heli
Heli..helire..heli
To pain jogi heli
To-prema-rogi helire ॥


(M)
Rutuparnna rani tu lo
To laja daraja die mo chhatire
(F)
Anabana to bhabana
Niti jhalake palake ratire 
Niti jhalake palake ratire
(M)
O sakhi mun meghara pakhi
To mane mate detu rakhi
Tu mo dhulighara
Mun sanjua tara
Sei taraku jokhi
Sakhi to chhabi mun anki deli
Heli..helire..heli
To pain jogi heli
To-prema-rogi helire
Helire..heli
Heli..helire..heli
To pain jogi heli
To-prema-rogi helire ॥1॥


(M)
Jete pada chaluchhi mun
Kahinki mo pada to pakhe atake
(F)
Ei bodhe sei prema
Kasturi parika hrudaye mahake
Kasturi parika hrudaye mahake
(M)
O sakhi mo jibana sakhi
To naa aji deichhi lekhi
Mun beshura banshi
Tu mitha ragini
Sei ragini sure
Sakhi to gita mun shikhigali
Heli..helire..heli
To pain jogi heli
To-prema-rogi helire
Helire..heli
Heli..helire..heli
To pain jogi heli
To-prema-rogi helire ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ