Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ - Shrimandire Jai Shrijagannathanku Magibi Ki Aba Aau Lyrics

== ଓଡ଼ିଆ ==

ଗୀତ : ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି
ଭାଷା : ଓଡ଼ିଆ
ଆଲବମ : ବଳିଆର ଭୁଜ
କଣ୍ଠ : ଭିକା
ରି ବଳ
ଗୀତିକାର : କାଞ୍ଚି ନାରାୟଣ ମହାନ୍ତି
ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି, ସରୋଜ ନନ୍ଦ
ମସିହା : ୨୦୦୦



ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ
ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ
ମହାବାହୁ.. ଜଗତ ଉଦ୍ଧାର ହେଉ
ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ
ମାଗିବି କି ଅବା ଆଉ ॥


ପାପ ଆଉ ପୁଣ୍ୟ ଏ ଜଗତେ ଭରା
ମାୟା ମୋହ ଏଠି ସବୁ ତ ଅସରା 
ପାପ ଆଉ ପୁଣ୍ୟ ଏ ଜଗତେ ଭରା
ମାୟା ମୋହ ଏଠି ସବୁ ତ ଅସରା
କି ଭିକ୍ଷା କରିବି ତାଙ୍କ ଶ୍ରୀଚରଣେ 
କି ଭିକ୍ଷା କରିବି ତାଙ୍କ ଶ୍ରୀଚରଣେ
ତାଙ୍କୁ କି ଅଜଣା ଆଉ
ମାଗିବି କି ଅବା ଆଉ
ମହାବାହୁ.. ଜଗତ ଉଦ୍ଧାର ହେଉ ॥୧॥  


ତାଙ୍କ ହାତ ଗଢ଼ା ଏ ସାରା ସଂସାର
ନ ପାରନ୍ତି ଯେବେ କରି ସେ ଉଦ୍ଧାର
ତାଙ୍କ ହାତ ଗଢ଼ା ଏ ସାରା ସଂସାର
ନ ପାରନ୍ତି ଯେବେ କରି ସେ ଉଦ୍ଧାର
ଏକା ବସିଥାନ୍ତୁ ରତ୍ନ ସିଂହାସନେ
ଏକା ବସିଥାନ୍ତୁ ରତ୍ନ ସିଂହାସନେ
ଏ ଜଗତ ଭାସିଯାଉ
ମାଗିବି କି ଅବା ଆଉ
ମହାବାହୁ.. ଜଗତ ଉଦ୍ଧାର ହେଉ

ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ
ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ
ମହାବାହୁ.. ଜଗତ ଉଦ୍ଧାର ହେଉ
ଜଗତ ଉଦ୍ଧାର ହେଉ
ଜଗତ ଉଦ୍ଧାର ହେଉ ॥୨॥ 


 YouTube ରେ ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି



== English ==

Song : Shrimandire Jai Shrijagannathanku Magibi
Language : Odia
Album : Baliara Bhuja
Singer : Bhikari Bala
Lyricist : Kanchi Narayana Mohanty
Music Director : Amarendra Mohanty, Saroj Nanda
Year : 2000



Shrimandire jai Shrijagannathanku magibi ki aba aau
Shrimandire jai Shrijagannathanku magibi ki aba aau
Mo jibana pachhe narke padithau
Mo jibana pachhe narke padithau
Jagata udhhara heu
Mahabahu.. jagata udhhara heu
Shrimandire jai Shrijagannathanku magibi ki aba aau
Magibi ki aba aau ॥


Papa aau punya e jagate bhara
Maya moha ethi sabu ta asara
Papa aau punya e jagate bhara
Maya moha ethi sabu ta asara
Ki bhikhya karibi tanka shricharane
Ki bhikhya karibi tanka shricharane
Tanku ki ajana aau
Magibi ki aba aau
Mahabahu.. jagata udhhara heu ॥1॥ 


Tanka hata gadha e sara sansara
Na paranti jebe kari se udhhara
Tanka hata gadha e sara sansara
Na paranti jebe kari se udhhara
Eka basithantu ratna sinhasane
Eka basithantu ratna sinhasane
E jagata bhasijau
Magibi ki aba aau
Mahabahu.. jagata udhhara heu

Shrimandire jai Shrijagannathanku magibi ki aba aau
Shrimandire jai Shrijagannathanku magibi ki aba aau
Mo jibana pachhe narke padithau
Mo jibana pachhe narke padithau
Jagata udhhara heu
Mahabahu.. jagata udhhara heu
Shrimandire jai Shrijagannathanku magibi ki aba aau
Magibi ki aba aau ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ